Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭାରତରେ ଦ୍ବିତୀୟ ପ୍ରବାହ ପାଇଁ ଦାୟୀ ସାମାଜିକ ସମାବେଶ: ଡବ୍ଲ୍ୟୁଏଚଓ

ଲଣ୍ଡନ: ୟୁକେରେ ଜି-୭ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ ଭାରତରେ ବଢୁଥିବା ସଂକ୍ରମଣ ପାଇଁ ଚିନ୍ତା ପ୍ରକଟ କରିଛନ୍ତି ‘ଡବ୍ଲ୍ୟୁଏଚଓ’ର ଜରୁରୀକାଳୀନ ସ୍ବାସ୍ଥ୍ୟ ଯୋଜନାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମାଇକେଲ ରିଆନ୍‌। ସୂଚନା ଅନୁଯାୟୀ, ଭାରତରେ କରୋନାର ଦ୍ବିତୀୟ ପ୍ରବାହ…

ଓଡ଼ିଶାର ୫ ଜିଲ୍ଲାରେ ୧୭ ତାରିଖରୁ ଖୋଲି ନପାରେ ତାଲା, ଏସବୁ ଜିଲ୍ଲା ହୋଇପାରେ ଅନଲକ୍

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଖସୁଛି । ୬ ପ୍ରତିଶତ ତଳକୁ ହ୍ରାସ ପାଇଛି ପଜିଟିଭିଟି ରେଟ୍ । ଦିନ ପରେ ସରୁଛି ଲକଡାଉନ୍ । ୧୭ରୁ କଣ ହେବ । ରାଜ୍ୟରୁ ଉଠିବ କି ଲକଡାଉନ୍ ? କେଉଁସବୁ ଜିଲ୍ଲା ଅନଲକ୍ ହେବ ? କେଉଁଠି ବଳବତ୍ତର ରହିବ କଟକଣା ? ଆଜିର କରୋନା ଗ୍ରାଫ ଦର୍ଶାଉଛି,…

ସଂକ୍ରମଣ ୪ ହଜାର ତଳକୁ ଖସିଲା, ମୃତ୍ୟୁସଂଖ୍ୟା ୪୦ରୁ କମୁନି

ଭୁବନେଶ୍ୱର: ରାଜ୍ୟରେ କେବେ ୪୦ରୁ ଖସିବ ଦୈନିକ କରୋନା ମୃତ୍ୟୁସଂଖ୍ୟା ? ଦୈନିକ ମୃତ୍ୟୁସଂଖ୍ୟା ବଢୁଛି । ୨୪ ଘଣ୍ଟାରେ ଆଉ ୪୨ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । କଟକ, ଝାରସୁଗୁଡ଼ା, ଖୋର୍ଦ୍ଧା, ପୁରୀରୁ ୪ ଜଣ ଲେଖାଏ…

ଓଡ଼ିଶାରୁ ଆଜି ୩୪୦୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ତଳକୁ ତଳକୁ ଖସୁଛି କରୋନା ସଂକ୍ରମଣ । ଆଜି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ତଳକୁ ଖସିଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୩ହଜାର ୪୦୫ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୧୯ଶହ ୪୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୪ଶହ ୬୩ । ଖୋର୍ଦ୍ଧା ଜିଲ୍ଲାରୁ…

କେନ୍ଦ୍ରକୁ ରାଜ୍ୟର ଚିଠି: ଘରୋଇ ହସ୍ପିଟାଲକୁ ୨୫% ନୁହେଁ, ୫% ଟିକା ଦିଅ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ସବୁ ରାଜ୍ୟକୁ ସବୁ ବର୍ଗର ଲୋକଙ୍କ ପାଇଁ ମାଗଣା ଟିକା ଯୋଗାଇବେ କେନ୍ଦ୍ର ସରକାର । ଏନେଇ ନୂଆ ଗାଇଡଲାଇନ୍ ଜାରି ହୋଇଛି । ଏଥିରେ ଟିକା କମ୍ପାନୀ ମାସିକ ଉତ୍ପାଦନ କରୁଥିବା ଟିକାର ୨୫ ପ୍ରତିଶତ ଘରୋଇ ହସ୍ପିଟାଲ ଓ ୭୫ ପ୍ରତିଶତ ଟିକା ରାଜ୍ୟ ସରକାର ପାଇବେ ।…

ସମ୍ୱପୁରରେ ଶୀତଳଷଷ୍ଠୀ ଯାତ୍ରା: ଆଜି ହର-ପାର୍ବତୀ ବିବାହ

ସମ୍ୱଲପୁର: ଆଜି ଶୀତଳଷଷ୍ଠୀ । ସମ୍ୱଲପୁରରେ ଅନୁଷ୍ଠିତ ହେବ ଦେବ-ଦମ୍ପତିଙ୍କ ବିବାହ । ବିଧି ରକ୍ଷା ପାଇଁ କରୋନା କଟକଣା ଭିତରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହେବ । ଆଜି ରାତିରେ ହର-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେବ । ପାର୍ବତୀଙ୍କ ସହ ବିବାଦ ପାଇଁ ବର ବେଶରେ ବାହାରିବେ ଦେବ ଦେବ ମହାଦେବ ।…

ସ୍ମୃତିରେ ସୁଶାନ୍ତ. . .

ଭୁବନେଶ୍ୱର : ସ୍ମୃତିରେ ସମସ୍ତଙ୍କର ଅତି ପ୍ରିୟ  ଅଭିନେତା ସୁଶାନ୍ତ ସିଂ ରାଜପୁତ୍ । ଏବେ ବି ପ୍ରତିଟି ହୃଦୟରେ ରାଜ୍ କରୁଛନ୍ତି ସୁଶାନ୍ତ । ଆଜି ବି ୁଦଜୀବୀତ ହୋଇ ରହିଛି ତାଙ୍କ ନିଖୁଣ ଅଭିନୟ । ସମସ୍ତଙ୍କ ହୃଦୟରେ ରାଜ୍ କରୁଥିବା ସୁଶାନ୍ତଙ୍କ ଆଜି ଝୁରୁଛି ସାରା ଦେଶ । ଆଜି ଜୁନ୍ ୧୪ରେ…

ପୁଣି ହାତୀ ଆତଙ୍କ

ମୁନିଗୁଡା : ପୁଣି ମାତିଲା ଦନ୍ତା । ମୁନିଗୁଡା ରେଞ୍ଜରେ ହାତୀ ଆତଙ୍କ । ମୁନିଗୁଡାର ରାଜୁଲଗୁଡା ଓ ଗଣ୍ଡାବାଡିରେ ହାତୀ ପଶି ଆତଙ୍କ ଖେଳାଇଛନ୍ତି । ଘର ଦ୍ୱାର ଭାଙ୍ଗିବା ସହିତ ଫସଲ ସବୁ ନଷ୍ଟ କରିପକାଉଛନ୍ତି । ଗାଁରେ ପଶି ଚାଷ ବାସ ସହିତ ବାଡି ବଗିଚାରେ ଗଛ ସବୁ ନଷ୍ଟ କରିପକାଇଛନ୍ତି ।…

ସଙ୍ଗଠନ ଛାଡିଲେ ମାଓ ଦମ୍ପତି

ମାଲକାନଗିରି: ନିର୍ଯାତନା ସହିନପାରି ମାଓ ସଙ୍ଗଠନ ଛାଡିଲେ ଦମ୍ପତି । ମାଓ ଦମ୍ପତି ପୁଲିସ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଛତିଶଗଡର ବିଜାପୁର ଜିଲ୍ଲା ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି । ସଙ୍ଗଠନରେ ହେଉଥିବା ନିର୍ଯାତନା ସହିନପାରି ସଙ୍ଗଠନ ଛାଡିଥିବା କହିଥିଲେ ଦମ୍ପତି । ଏମାନେ…

କଟକଣା ଭିତରେ ଦେବଦମ୍ପତିଙ୍କ ବିବାହ ନୀତି

ଭଦ୍ରକ: ଆସନ୍ତାକାଲି ଦେବଦମ୍ପତିଙ୍କ ବିବାହ । ଧୁମଧାମରେ ନହେଲେ ବି କଟକଣା ଭିତରେ ପାରମ୍ପରିକ ରୀତିରେ ହେବ ବିବାହ । ଏନେଇ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ସମସ୍ତ ନୀତି ମାନ ଆରମ୍ଭ ହୋଇଯାଇଛି । ମଙ୍ଗଳପାଗ ପାଇଁ ବର ଓ କନ୍ୟା ପକ୍ଷ ସେମାନଙ୍କ ବର କନ୍ୟାକୁ ଘରକୁ ନେଇ ଯାଇଛନ୍ତି…