Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କିନ୍ନରଙ୍କୁ ସହାୟତାର ହାତ ବଢାଇଲେ ମୀରା ପରିଡା

ଭଦ୍ରକ: କରୋନା ମହାମାରୀ ଭଳି ସ୍ଥିତିରେ କିନ୍ନରଙ୍କ ସୁଃଖଦୁଃଖ ବୁଝିବାକୁ ଭଦ୍ରକରେ ପହଂଚିଥିଲେ ଓଡିଶା କିନ୍ନର ସଂଘର ସଭାପତି ମୀରା ପରିଡା । ରେଳବାଇ ମେଡିକାଲରେ ପହଂଚିବା ପରେ ମୀରାଙ୍କୁ ଫୁଲତୋଡା ଦେଇ କିନ୍ନରମାନେ ସ୍ୱାଗତ କରିଥିଲେ । ଭଦ୍ରକରେ ଥିବା ସମୟରେ ମୀରା ନିଜ ସଙ୍ଗଠନର…

ପୁରୀରେ ବିମାନ ବନ୍ଦର ନେଇ ସର୍ଭେ

ପୁରୀ: ଏୟାର ପୋର୍ଟ ଅଥରିଟି ଅଫ ଇଣ୍ତିଆର ବୈଷୟିକ ଟିମ । ପୁରୀରେ ବିମାନବନ୍ଦର ନେଇ ଟିମର ସର୍ଭେ ଆରମ୍ଭ କରିଛନ୍ତି । ଦିଲ୍ଲୀର ୪ ଜଣ ଓ ଭୁବନେଶ୍ବରର୨ ଜଣ ବିମାନ ବନ୍ଦର ବିଶେଷଜ୍ଞ ପହଞ୍ଚି ସର୍ଭେ କରିଛନ୍ତି । ପୁରୀ ସଦର ସିପସରୁବାଲି ମୌଜାର ଗିରଳ ଓ ସିପସରୁବାଲି ଅଞ୍ଚଳ ଜାଗା ବୁଲି…

ସ୍ପେଶାଲ ଟ୍ରେନ୍ ସପ୍ତାହକୁ ଚାରିଦିନ ଚଳାଚଳ କରିବ

ଭୁବନେଶ୍ୱର : କରୋନା ମହାମାରୀ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ସେବା । କିଛି ସ୍ପେଶାଲ ଟ୍ରେନ୍ ସପ୍ତାହକୁ ୪ ଦିନ ଚାଲିବାକୁ ସ୍ଥିର ହୋଇଛି । ଏନେଇ ଟ୍ରେନ୍ ଯାତ୍ରୀ ମାନଙ୍କୁ ଜଣାଇ ଦିଆଯାଇଛି । ଜୁନ୍ ମାସ ଶେଷ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ପେଶାଲ ଟ୍ରେନ୍ ଏଣିକି…

ପାଇଲଟ୍ ପ୍ରୋଜେକ୍ଟ

ଭୁବନେଶ୍ୱର : ୟଙ୍ଗ ପଲିଟିକାଲ ଲିଡର୍ ଲେଫ୍ଟନାଣ୍ଟ ସଚିନ୍ ରାଜେଶ ପାଇଲଟ୍ । ରାଜସ୍ଥାନ ପ୍ରଦେଶ କମିଟିର ପୂର୍ବତନ ସଭାପତି ସଚିନ୍ । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ କରିବାକୁ ୬ ଅନୁଗତ ପାଇଁ ମନ୍ତ୍ରୀ ପଦବୀ ଦାବି କରି ବସିଛନ୍ତି । ନିଜ ଜିଦ୍ ସହ ରାଜସ୍ଥାନ ରାଜନୀତିରେ ନିଜର ଦବଦବା ନେଇ ପ୍ରୟାସ…

ପ୍ରକୃତି କୋଳକୁ ଫେରିଲେ ନାଗ ସାପ ଛୁଆ

ଭୁବନେଶ୍ୱର : ପ୍ରକୃତି କୋଳକୁ ଫେରିଲେ ନାଗ ଛୁଆ । ୨୦ଟି ଅଣ୍ଡାର ଛୁଆ ବାହାରିଛନ୍ତି । ୨୧ଟି ଅଣ୍ଡାରୁ କୃତ୍ରିମ ଉପାୟରେ ସାପ ଛୁଆ ବାହାର କରାଯାଇଛି । ୨୩ରରୁ ୨୬ ଦିନରେ ଦୁଇଟି ପର୍ଯ୍ୟାୟରେ ଏହି ଅଣ୍ଡା ସବୁ ବାହାରିଛନ୍ତି । ଜୁନ୍ ମାସରେ ସମସ୍ତ ଅଣ୍ଡାରୁ ଛୁଆ ବାହାରିଥିଲା । ତେବେ କୌଣସି…

ବାରିପଦାରେ ରଥଯାତ୍ରାକୁ ଅନୁମତି ଦାବିରେ ପଦଯାତ୍ରା

ବାରିପଦା: ପୁରୀ ଭଳି କୋଭିଡ୍ କଟକଣାରେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି । ଏନେଇ ଆଜି ବାରିପଦାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା । ମଠମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ…

ସମର୍ପିତ କଳାପ୍ରାଣ : ପଟ୍ଟଚିତ୍ର ଶିଳ୍ପୀ ନରହରି ଭୋଇ

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ସୁଲଳିତ କଣ୍ଠରେ ଗାନ ଚାଲିଥିବ ଗୀତଗୋବିନ୍ଦର ଗୋଟିଏ ପରେ ଗୋଟିଏ ଶ୍ଳୋକ, ଏପଟେ ଶିଳ୍ପୀଙ୍କ ତୂଳୀ ଛୁଆଁରେ ଜୀବନ୍ୟାସ ପାଇ ଚିତ୍ରପଟ୍ଟି ଉପରେ ଉଙ୍କିମାରୁଥିବେ ଆମ ପୁରାଣ ପୃଷ୍ଠାର ଏକ ପରେ ଏକ ଚରିତ୍ର ।…

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆରୋଗ୍ୟ କାମନା କରୁଛି ଓଡ଼ିଶା

ଭୁବନେଶ୍ୱର: ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ…

ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍: ସ୍ୱାଭାବିକ ହେଉଛି ଜୀବନ ଜୀବିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ । କମ୍ ସଂକ୍ରମଣ ହାର ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କାଟାଗୋରୀ-‘ଏ’ରେ ଥିବା ୧୭ ଜିଲ୍ଲାରେ ଆଂଶିକ କଟକଣା ରହିଛି । ସେହିପରି ସଂକ୍ରମଣ ହାର ଅଧିକ ଥିବା ଉପକୂଳର ୧୩ ଜିଲ୍ଲାରେ ଆଂଶିକ କୋହଳ ହୋଇଛି । ଆଜିଠାରୁ ଜୁଲାଇ ୧ ତାରିଖ ଯାଏ ଆଂଶିକ…

ଦେଶରୁ ୬୨ ହଜାର କରୋନା ପଜିଟିଭ୍, ୭୧ ଦିନରେ ସର୍ବନିମ୍ନ ସ୍ତରକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ୭୦ ହଜାର ତଳରେ ରହିଛି । ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍ । ଗତ ୨୪ ଘଣ୍ଟାରେ ଦେଶରୁ ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୩୩୦ ଜୀବନ । ଦେଶରେ…