Latest Odisha News

BREAKING NEWS

କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗ; ବାପୁଜୀ ନଗର ମାର୍କେଟ ସିଲ୍

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ପକ୍ଷରୁ ଶୁକ୍ରବାର ଦିନ ବାପୁଜୀ ନଗର ବଜାର ଅଞ୍ଚଳକୁ ୨୫ ଜୁନ୍ ଯାଏଁ ବନ୍ଦ କରାଯାଇଛି।

ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନର ସୂଚନା ଅନୁଯାୟୀ, ବାପୁଜୀ ନଗରରେ ଥିବା ଦୋକାନଗୁଡ଼ିକ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ବନ୍ଦ ରହିବ।

କିନ୍ତୁ ଏହି ବନ୍ଦରୁ ଅତ୍ୟାବଶ୍ୟକ ଦ୍ରବ୍ୟ ଏବଂ ମେଡିସିନ ଦୋକାନଗୁଡିକ ବାଦ୍ ଦିଆଯାଇଛି।

Leave A Reply

Your email address will not be published.