Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରକୃତି କୋଳକୁ ଫେରିଲେ ନାଗ ସାପ ଛୁଆ

ଭୁବନେଶ୍ୱର : ପ୍ରକୃତି କୋଳକୁ ଫେରିଲେ ନାଗ ଛୁଆ । ୨୦ଟି ଅଣ୍ଡାର ଛୁଆ ବାହାରିଛନ୍ତି । ୨୧ଟି ଅଣ୍ଡାରୁ କୃତ୍ରିମ ଉପାୟରେ ସାପ ଛୁଆ ବାହାର କରାଯାଇଛି । ୨୩ରରୁ ୨୬ ଦିନରେ ଦୁଇଟି ପର୍ଯ୍ୟାୟରେ ଏହି ଅଣ୍ଡା ସବୁ ବାହାରିଛନ୍ତି । ଜୁନ୍ ମାସରେ ସମସ୍ତ ଅଣ୍ଡାରୁ ଛୁଆ ବାହାରିଥିଲା । ତେବେ କୌଣସି…

ବାରିପଦାରେ ରଥଯାତ୍ରାକୁ ଅନୁମତି ଦାବିରେ ପଦଯାତ୍ରା

ବାରିପଦା: ପୁରୀ ଭଳି କୋଭିଡ୍ କଟକଣାରେ ବାରିପଦାରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଦାବି । ଏନେଇ ଆଜି ବାରିପଦାରେ ଶାନ୍ତିପୂର୍ଣ୍ଣ ପଦଯାତ୍ରା ହୋଇଛି । ଏଥିରେ ସାମିଲ ହୋଇଥିଲେ ବିଭିନ୍ନ ସଂଗଠନ ସମେତ ବହୁ ସଂଖ୍ୟାରେ ପୁରୁଷ ଓ ମହିଳା । ମଠମନ୍ଦିର ସୁରକ୍ଷା ସମିତି ପକ୍ଷରୁ ଏକ…

ସମର୍ପିତ କଳାପ୍ରାଣ : ପଟ୍ଟଚିତ୍ର ଶିଳ୍ପୀ ନରହରି ଭୋଇ

କଳା ଓ କାରିଗରୀକୁ ନେଇ ପ୍ରିୟରଂଜନ କରଙ୍କ ସ୍ୱତନ୍ତ୍ର ଉପସ୍ଥାପନା କଳା କାରିଗରୀ ସୁଲଳିତ କଣ୍ଠରେ ଗାନ ଚାଲିଥିବ ଗୀତଗୋବିନ୍ଦର ଗୋଟିଏ ପରେ ଗୋଟିଏ ଶ୍ଳୋକ, ଏପଟେ ଶିଳ୍ପୀଙ୍କ ତୂଳୀ ଛୁଆଁରେ ଜୀବନ୍ୟାସ ପାଇ ଚିତ୍ରପଟ୍ଟି ଉପରେ ଉଙ୍କିମାରୁଥିବେ ଆମ ପୁରାଣ ପୃଷ୍ଠାର ଏକ ପରେ ଏକ ଚରିତ୍ର ।…

କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, ଆରୋଗ୍ୟ କାମନା କରୁଛି ଓଡ଼ିଶା

ଭୁବନେଶ୍ୱର: ଓଲିଉଡ୍ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଛି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି । ଏବେ ଆଇସିୟୁରେ ସେ ଚିକିତ୍ସାଧୀନ ଅଛନ୍ତି । ତାଙ୍କର ଶରୀରରେ ଅକ୍ସିଜେନ୍ ସ୍ତର ହ୍ରାସ ପାଉଥିବାରୁ…

ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍: ସ୍ୱାଭାବିକ ହେଉଛି ଜୀବନ ଜୀବିକା

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ଆଂଶିକ ଲକଡାଉନ୍ । କମ୍ ସଂକ୍ରମଣ ହାର ଥିବା ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର କାଟାଗୋରୀ-‘ଏ’ରେ ଥିବା ୧୭ ଜିଲ୍ଲାରେ ଆଂଶିକ କଟକଣା ରହିଛି । ସେହିପରି ସଂକ୍ରମଣ ହାର ଅଧିକ ଥିବା ଉପକୂଳର ୧୩ ଜିଲ୍ଲାରେ ଆଂଶିକ କୋହଳ ହୋଇଛି । ଆଜିଠାରୁ ଜୁଲାଇ ୧ ତାରିଖ ଯାଏ ଆଂଶିକ…

ଦେଶରୁ ୬୨ ହଜାର କରୋନା ପଜିଟିଭ୍, ୭୧ ଦିନରେ ସର୍ବନିମ୍ନ ସ୍ତରକୁ ଖସିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସୁଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଏବେ ୭୦ ହଜାର ତଳରେ ରହିଛି । ମୃତ୍ୟୁସଂଖ୍ୟା ୩ ହଜାରରୁ କମ୍ । ଗତ ୨୪ ଘଣ୍ଟାରେ ଦେଶରୁ ୬୨ହଜାର ୨୦୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ସମୟରେ କରୋନା ନେଇଛି ଆଉ ୨ହଜାର ୩୩୦ ଜୀବନ । ଦେଶରେ…

ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ ୧୨ ଦିନ ପରେ ୪୦ ତଳକୁ ଖସିଲା ଦୈନିକ କରୋନା ମୃତ୍ୟୁସଂଖ୍ୟା । ୨୪ ଘଣ୍ଟାରେ ଆଉ ୩୯ ଜୀବନ ନେଇଛି କରୋନା । ୧୪ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଗତ ୪ ତାରିଖରେ ରାଜ୍ୟରୁ ୩୯ ଜଣ ପ୍ରାଣ ହରାଇଥିଲେ । ତାପରଠରୁ ପ୍ରତିଦିନ ୪୦ରୁ ଅଧିକ…

ଆଜି ଓଡ଼ିଶାରୁ ୩୬୩୧ କରୋନା ଆକ୍ରାନ୍ତ ଚିହ୍ନଟ, ୧୮ ଜିଲ୍ଲାରେ ଶହେରୁ କମ୍ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ୫୦ ହଜାରରୁ ଅଧିକ କୋଭିଡ୍ ଟେଷ୍ଟ ହେଉଛି । ଚିହ୍ନଟ ହେଉଛନ୍ତି ୪ ହଜାରରୁ କମ୍ ସଂକ୍ରମିତ । ଗତ ୨୪ ଘଣ୍ଟାରେ ବାହାରିଛନ୍ତି ୩ହଜାର ୬୩୧ ନୂଆ ଆକ୍ରାନ୍ତ । କ୍ୱରେଣ୍ଟାଇନରୁ ୨ହଜାର ୬୯ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୧୫ଶହ ୬୨ । ଖୋର୍ଦ୍ଧାରୁ ସର୍ବାଧିକ…

ପ୍ରକୃତିବନ୍ଧୁ ପୁରସ୍କାର ପାଇଁ ନିରୂପମା ପତି ମନୋନୀତ

ସୁନ୍ଦରଗଡ଼ : ନୂଆଗାଁ ବ୍ଲକସ୍ଥିତ ଲୁଆରାମ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷୟତ୍ରୀ ନିରୂପମା ପତିଙ୍କୁ ୨୦୨୦ ମସିହା ପାଇଁ ଶ୍ରେଷ୍ଠ ସମାଜସେବୀ ଭାବରେ ରାଜ୍ୟ ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ରକୃତିବନ୍ଧୁ ପୁରସ୍କାର ପ୍ରଦାନ କରାଯିବା ପାଇଁ ଘୋଷଣା କରାଯାଇଛି। ଶ୍ରୀମତୀ ପତି…

ବାହୁଙ୍ଗିରେ ବୁହାହେଲା ରୋଗୀ , ଅଧାରାସ୍ତାରେ ମୃତ୍ୟୁ

ମହାକାଳପଡ଼ା : ରାସ୍ତା ନଥିବାରୁ ପୁଣି ଏକ ଦୁଃଖଦ ଚିତ୍ର ସାମନାକୁ ଆସିଛି । ଆମ୍ବୁଲାନ୍ସ ପାଖକୁ ଗଲା ବେଳକୁ ଚାଲିଗଲା ରୋଗୀର ଜୀବନ । ଏହିଭଳି ଏକ ଘଟଣା ଘଟିଛି ମହାକାଳପଡ଼ା ଲୁଣିମାଠିଆ ଗାଁରେ । ଏହି ଗାଁ କୌଣସି ଉପାନ୍ତ ଅଞ୍ଚଳ ନୁହେଁ । ଖୋଦ୍ କେନ୍ଦ୍ରାପଡା ଜିଲ୍ଲାରେ । ଗାଁର ନରୋତ୍ତମ…