Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଚାଷୀ ସଙ୍ଗଠନର ୧୨ ଘଣ୍ଟିଆ ରାସ୍ତାରୋକ

ସୁବର୍ଣ୍ଣପୁର:ଚାଷୀ ସଙ୍ଗଠନର ୧୨ ଘଣ୍ଟିଆ ରାସ୍ତାରୋକ l ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ବିକ୍ରି ନେଇ ଚାଲିଛି ଅଚଳାବସ୍ଥା l ଏହାର ସମାଧାନ ଦାବିରେ ଶେଷରେ ଚାଷୀ ଓହ୍ଲାଇଛନ୍ତି ରାଜ ରାସ୍ତାରେ । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଣ୍ଟିଆ…

ଗୋଚରଜମି ଦଖଲ ନେଇ ନାବାଳକକୁ ହତ୍ୟା

ବାରିପଦା : ଗୋଚରଜମି ଦଖଲକୁ ନେଇ ହତ୍ୟାକାଣ୍ଡ । ଦଶମ ଶ୍ରେଣୀ ଛାତ୍ର ହରେକୃଷ୍ଣ ମହାନ୍ତଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣିଲେ ଦୁବୃର୍ତ୍ତ ।। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ମୋରଡା ଥାନା ମହୁଲବଣୀ ଗାଁରେ । ସରକାରୀ ଗୋଚର ଜମି ଦଖଲକୁ ନେଇ ଉନ୍ମତ୍ତ କାଣ୍ଡ । ବିବାଦ ଯୋଗୁଁ ଚାଲିଗଲା…

ପାଣି ପିଇବା ବେଳେ ହାତୀ ଶୁଣ୍ଢକୁ ମାଡ଼ି ବସିଲା କୁମ୍ଭୀର, ତାପରେ କଣ ହେଲା …

ଓଡ଼ିଶା ସମ୍ବାଦ ବ୍ୟୁରୋ: ମୃତ୍ୟୁ କେତେବେଳେ କେମିତି ଆସିବ କେହି କହି ପାରିବେ ନାହିଁ । କିନ୍ତୁ ଧୈର୍ଯ୍ୟର ସହ ମୁକାବିଲା କଲେ ବେଳେବେଳେ ମୃତ୍ୟୁ ବି ହାର ମାନିଯାଏ । ଏମିତି ଏକ ରୋମାଞ୍ଚକର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି । ପାଣି ପିଇବା ବେଳେ ହାତୀ ଦଳଙ୍କ ଉପରେ ହଠାତ୍…

ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଧାରଣା

ଢ଼େଙ୍କାନାଳ: ଦରଦାମ୍ ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଗଣଧାରଣା । ଢ଼େଙ୍କାନାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଅତ୍ୟାବଶ୍ୟକୀୟ ଜିନିଷପତ୍ରର ଦରଦାମ ବୃଦ୍ଧିକୁ ବିରୋଧ କରାଯାଇଛି । ସେହିଭଳି ପେଟ୍ରୋଲ, ଡିଜେଲର ଦାମ୍ ବୃଦ୍ଧି ବିରୋଧରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଢ଼େଙ୍କାନାଳ କଂଗ୍ରେସ…

କ୍ରମାଗତ ଚତୁର୍ଥ ଦିନରେ ଦେଶରେ ଲକ୍ଷେରୁ କମ୍ କରୋନା ପଜିଟିଭ୍, ସୁସ୍ଥ ହେଲେଣି ୯୪% ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ସ୍ଥିର ରହିଛି କରୋନାର ଦୈନିକ ସଂକ୍ରମଣ । ଲଗାତାର ଚତୁର୍ଥ ଦିନରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେ ଭିତରେ ରହୁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୧ହଜାର ୭୦୨ ପଜିଟିଭ୍ । ଦୈନିକ ପିଜିଟିଭ୍ ହାର ଖସୁଛି । ଆଜି ପଜିଟିଭ୍ ହାର ରହିଛି ୪.୪୯% । ଗତ ୧୮ ଦିନ ହେବ…

ଓଡ଼ିଶାରୁ ଆଜି କରୋନା ନେଲା ୪୩ ଜୀବନ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର: ରାଜ୍ୟରେ ୪୦ ତଳକୁ କମୁନି ଦୈନିକ କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୪୩ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି ୧୭ ଜିଲ୍ଲାରୁ ସଂକ୍ରମିତ । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ କରୋନା…

ଓଡ଼ିଶାରୁ ଆଜି ୫୨୩୫ କରୋନା ଆକ୍ରାନ୍ତ ଚିହ୍ନଟ, ୧୨ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେରୁ କମ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାର ଦୈନିକ ସଂକ୍ରମଣ ତଳକୁ ତଳକୁ ଖସୁଛି । ଆଜି ୬ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ୨୪ ଘଣ୍ଟାରେ ୫ହଜାର ୨୩୫ ନୂଆ ଆକ୍ରାନ୍ତ ବାହାରିଛନ୍ତି । କ୍ୱାରେଣ୍ଟାଇନରୁ ୨ହଜାର ୯୫୭ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୨୭୮ । ୧୨ ଜିଲ୍ଲାରେ ନୂଆ…

ପରଲୋକରେ ପଦ୍ମଶ୍ରୀ ପ୍ରଫେସର ରାଧାମୋହନ

ଭୁବନେଶ୍ୱର: ଆଉ ନାହାନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଗତକାଲି ରାତିରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତୀ ସୂଚନା ଦେଇଛନ୍ତି । ଅସୁସ୍ଥତା କାରଣରୁ ଗତ…

G7 ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: G7 ଶିଖର ସମ୍ମିଳନୀରେ ଭାଗନେବେ ପ୍ରଧାନମନ୍ତ୍ରୀ ମୋଦି l G7 ଶିଖର ସମ୍ମିଳନୀକୁ ଆଗକୁ ନେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ଏବଂ ୧୩ ଜୁନରେ ହେବାକୁ ଥିବା ସମ୍ମିଳନୀରେ ଭରଚୁଆଲରେ ଭାଗ ନେବେ l ବିଦେଶ ମନ୍ତ୍ରଣାଳୟ ଦେଲା ସୂଚନା ପୂର୍ବ ମାସରେ ବିଦେଶ ମନ୍ତ୍ରଣାଳୟ…

ଲକ୍‌ଡାଉନରେ ଲୁଟେରାଙ୍କ ରାଜ୍‌, ଲୁଟି ନେଲେ ଦେଢ କୋଟି

ପାଟନା :  ଦିନ ହେଉ କି ରାତି । ଘର ହେଉ କି ବ୍ୟାଙ୍କ । ଲକ୍‌ଡାଉନରେ ସବୁଠି ଲୁଟେରାଙ୍କ ରାଜ୍‌ । ସବୁଠି ଚାଲିଛି ଲୁଟ୍ ପାଟ ।  ବିହାରର ବୈଶାଳୀ ଜିଲ୍ଲାର ହାଜିପୁର ଜାରୁଆ ଅଞ୍ଚଳରେ ବ୍ୟାଙ୍କରୁ ଲୁଟେରା ଲୁଟିନେଲେ କୋଟିଏରୁ ଅଧିକ ଟଙ୍କା । ବାଇକରେ ଆସିଥିବା ପାଞ୍ଚ ଜଣ ଲୁଟେରା ଟଙ୍କା ଲୁଟି…