Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଓଡ଼ିଶାରେ ନିମ୍ନଗାମୀ କରୋନା ଗ୍ରାଫ: ଆଜି ୪୮୫୨ ପଜିଟିଭ୍, ୧୫ ଜିଲ୍ଲାରେ ଶହେରୁ କମ୍ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ତଳକୁ ତଳକୁ ଖସୁଛି କରୋନା ଗ୍ରାଫ । ସେକେଣ୍ଡ ଓ୍ୱେଭରେ ପ୍ରଥମ ଥର ପାଞ୍ଚ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୮୫୨ ପଜିଟିଭ୍ । ଏହି ସମୟରେ ୬୭ ହଜାର ୧୨୨ ଟେଷ୍ଟ ହୋଇଛି । କ୍ୱାରେଣ୍ଟାଇନରୁ ୨ହଜାର ୭୬୫ ଓ ଲୋକାଲ୍ କଣ୍ଟାକ୍ଟ…

ପୁଣି ସୋନୁଙ୍କ ବଦାନ୍ୟତା

ଜାଲୋର: ପୁଣି ସୋନୁଙ୍କ ବଦାନ୍ୟତା । ଲକ୍ ଡାଉନ ସଟଡାଉନ୍ ସମୟରୁ ଲୋକଙ୍କୁ ସହଯୋଗ କରୁଥିବା ସୋନୁ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ଜଣେ ଗରିବ ଦିନ ମଜୁରୀଆଙ୍କ ପିଲାର ଚିକିତ୍ସା ପାଇଁ ସହଯୋଗର ହାତ ବଢାଇଛନ୍ତି ସୋନୁ । ରାଜସ୍ଥାନ ଜାଲୋରର ଶିଶୁ ସମ୍ପର୍କରେ ସୋନୁ ସୁଦଙ୍କୁ ଟ୍ୱିଟ କରି…

ସଡକ ଦୁର୍ଘଟଣା ଦୁର୍ଘଟଣାରେ ୩ ଗୁରୁତର

ଢେଙ୍କାନାଳ : ପରଜଙ୍ଗ ଜାତୀୟ ରାଜପଥର ଭେଜିଆ ଛକ ନିକଟରେ ସଡକ ଦୁର୍ଘଟଣା । ୩ଟି ଟ୍ରକ ଧକ୍କାରେ ୩ ଡ୍ରାଇଭର ଗୁରୁତର । ଦୁର୍ଘଟଣାରେ ଗୁରୁତର ଗାଡି ଚାଳକଙ୍କ କୌଣସି ପରିଚୟ ମିଳି ପାରିନାହିଁ । ତେବେ କେନ୍ଦୁଝର ଆଡୁ ଆଗ ପଛ ଭାବେ ଆସୁଥିବା ୨ଟି ଆଇରନ ବୋଝେଇ ଟ୍ରକକୁ ଏକ ହାଇୱା ଟ୍ରକ ମୁହାଁ…

ସଟର ପକାଇ କିଣାବିକା, ଧରିଲା ପୁଲିସ୍

ଭୁବନେଶ୍ୱର : ବାହାରେ ବନ୍ଦ, ହେଲେ ଭିତରେ ଭିତରେ ଚାଲିଥିଲା କିଣାବିକା । କରୋନା ଯୋଗୁ ଦୋକାନ ବଜାର ବନ୍ଦ ରଖିବାକୁ କୁହାଯାଇଥିବା ବେଳେ କିଛି ଅମାନିଆ ବ୍ୟବସାୟୀ ନିୟମକୁ ବେଖାତିର କରି ଲୁଚାଛପାରେ ଦୋକାନ ଖୋଲୁଛନ୍ତି । ଏଭଳି ଏକ ଦୋକାନ ଉପରେ ଆଜି ଚଢ଼ାଉ କରିଛି ପୋଲିସ । ଭୁବନେଶ୍ୱର…

ରଥ ଯାତ୍ରା ପ୍ରସ୍ତୁତି ଜୋରଦାର

ପୁରୀ : ଆଗକୁ ଦେବସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା । ଜୁଲାଇ ୧୨ରେ ରଥ ଯାତ୍ରା ଥିବା ବେଳେ ସମସ୍ତ ବ୍ୟବସ୍ଥା କରାଯିବ । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜାରି ହୋଇଥିବା ଏସଓପି ଅନୁଯାୟୀ ଜୁନ ୧୫ ପର୍ଯ୍ୟନ୍ତ ଶ୍ରୀମନ୍ଦିର ସର୍ବସାଧାରଣଙ୍କ ଦର୍ଶନ ପାଇଁ ବନ୍ଦ ରହିଛି । ସମସ୍ତଙ୍କ ନଜର ଦେବସ୍ନାନ…

ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ, ବଢିଲା ସର୍ଭିସ୍ ଚାର୍ଜ

ନୂଆଦିଲ୍ଲୀ : ମହଙ୍ଗା ହେବ ଏଟିଏମ୍ ମେସିନରୁ ଟଙ୍କା ଉଠାଣ । ବଢିଲା ସର୍ଭିସ୍ ଚାର୍ଜ । ଏଟିଏମ୍ ମେସିନରୁ ନଗଦ ଟଙ୍କା ଉଠାଇବା କିମ୍ବା ଅଣ-କାରବାର ନେଣଦେଣ ପାଇଁ ଅଧିକ ଦେୟ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କରୁ ସବୁଜ ସଙ୍କେତ ପାଇବା ପରେ ବର୍ତ୍ତମାନ ବ୍ୟାଙ୍କ ଗୁଡିକ ଏଟିଏମରୁ ନଗଦ…

ଆମେରିକାର ମିନ୍ନେସୋଟାରେ ଗୁଣ୍ଡିଚା ମନ୍ଦିର

ଭୁବନେଶ୍ୱର: ଆମେରିକାର ମିନ୍ନେସୋଟାରେ ଶ୍ରୀ ଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ । ହିନ୍ଦୁ ମନ୍ଦିର ପରିସରରେ ନବ ନିର୍ମିତ ଶ୍ରୀଗୁଣ୍ଡିଚା ମନ୍ଦିରର ଶୁଭ ଉଦଘାଟନ ସମାରୋହ ଅନୁଷ୍ଠିତ ହେବ । ଆମେରିକୀୟ ସମୟ ସକାଳ ୧୧.୩୦ ମିନିଟରେ ସିନେଟର ଆମି କ୍ଲୋବୁଚର୍ ଏବଂ ମାପଲଗ୍ରୋଭର ମେୟର ମାର୍କ…

ହୋମ ଡେଲିଭରି ଏଜେଣ୍ଟଙ୍କୁ ଟିକାକରଣ

ଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ହ୍ରାସ ପାଉଛି । ଏ ସ୍ଥିତିରେ ବର୍ତ୍ତମାନ ସମସ୍ତ ଟିକା କରଣ ଉପରେ ଧ୍ୟାନ ଦିଆଯାଉଛି । ଏହି ପର୍ଯ୍ୟାୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଅନଲାଇନ୍ ସପିଂ କମ୍ପାନୀ ସହିତ ଜଡିତ ହୋମ ଡେଲିଭରି…

ଅଭିଷେକଙ୍କ ପାଇଁ ଆଗେଇ ଆସିଲେ ସାତ ସାବିତ୍ରୀ

ଅନୁଗୁଳ: ବେଶ କିଛିଦିନ ଧରି ଭଦ୍ରକ ବାସୁଦେବପୁରର ଅଭିଷେକଙ୍କ ଚିକିତ୍ସା ପାଇଁ ସାରା ରାଜ୍ୟରେ ସହାୟତାର ହାତ ଲମ୍ବିଛି । ଖାସ କରି ସ୍ୱାମୀକୁ ବଂଚାଇବା ପାଇଁ ନବବିବାହିତା ସ୍ତ୍ରୀ ମୌସୁମୀଙ୍କ ଆକୁଳ ନିବେଦନ ସମସ୍ତଙ୍କୁ ପ୍ରଭାବିତ କରିଥିଲା । ଏପରିକି ଟଙ୍କାଟିଏ ଦାନ କଲେ ଅଭିଷେକଙ୍କ ଜୀବନ…

ମର୍ମନ୍ତୁଦ ସଡକ ଦୁର୍ଘଟଣା ..ଜଣେ ମୃତ ,୨ ଗୁରୁତର

ବାରିପଦା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ତେବେ ଏକ କାର ଦୁର୍ଘଟଣାରେ ଘଟଣାସ୍ଥଳରେ…