Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ

ଭଦ୍ରକ: ଘୋର ଅବ୍ୟବସ୍ଥା ମଧ୍ୟରେ ଚାଲିଛି ଟିକା ଗ୍ରହଣ କେନ୍ଦ୍ର । ଭଦ୍ରକରେ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ଗ୍ରହଣ ଚାଲିଛି । ଭଦ୍ରକ ପୌରପାଳିକା ଅନ୍ତର୍ଗତ ମହିଳା ମହାବିଦ୍ୟାଳୟରେ ଲାଗିଛି ଲମ୍ବା ଲାଇନ । ଲୋକମାନେ ସକାଳ୯ ଟା ଠାରୁ ଲମ୍ବା ଲାଇନରେ ଆସି ପ୍ରବଳ ଖରାରେ ପୁରୁଷ ଓ…

କେନ୍ଦ୍ରୀୟ ପ୍ରତିନିଧି ଦଳର ବାତ୍ୟା ସମୀକ୍ଷା

ବାଲେଶ୍ଵର: ବାଲେଶ୍ଵରରେ ବାତ୍ୟା ସମୀକ୍ଷା । ଏ ନେଇ ପାଇଁ ବାଲେଶ୍ଵରରେ ପହଂଚିଛନ୍ତି କେନ୍ଦ୍ରୀୟ ପ୍ରତିନିଧି ଦଳ। ସକାଳେ ପୋଲିସ ଲାଇନ ରିଜର୍ଭ ପଡ଼ିଆରେ ଏକ ଚାରି ଜଣିଆ ଟିମ ପହଞ୍ଚି ସର୍କିଟ ହାଉସରେ ପହଞ୍ଚିଥିଲେ। ସେଠାରୁ ପ୍ରତିନିଧି ଦଳ ସଦର ବ୍ଲକ ସାର୍ଥାରୁ ନେଇ ଚାନ୍ଦିପୁର, ବଳରାମଗଡ଼ି…

ବିଏମସି ଅଞ୍ଚଳରେ ଟିକାକରଣ; ଆଜି ରାତି ୭ଟାରୁ ସ୍ଲଟ୍ ବୁକିଂ ଆରମ୍ଭ

ଭୁବନେଶ୍ୱର: ରାଜଧାନୀ ବାସୀଙ୍କ ଲାଗି ରବିବାର ରାତି ୭ଟାରୁ ଟିକାକରଣ ପାଇଁ ସ୍ଲଟ୍ ବୁକିଂ ଆରମ୍ଭ ହେବ। ଏନେଇ ବିଏମସି ପକ୍ଷରୁ ସୂଚନା ଦିଆଯାଇଛି। ଉଭୟ ୧୮ ରୁ ୪୪ ବୟସ ବର୍ଗ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ (ପ୍ରଥମ ଓ ଦ୍ବିତୀୟ ଡୋଜ) ଟିକା ଦିଆଯିବ ବୋଲି ବିଏମସି ସୂଚନା…

ଯମୁନା ନଦୀରେ ବିଷାକ୍ତ ଫେଣ

ଦିଲ୍ଲୀ: ପୁଣି ପ୍ରଦୂଷିତ ହେଲୋ ଯମୁନା ପାଣି । ଯମୁନା ନଦୀରେ ଭର୍ତ୍ତି ହୋଇଗଲାଣି ବିଷାକ୍ତ ଫେଣ । ସାରା ନଦୀରେ ଢାଙ୍କି ହୋଇଗଲାଣି ଏହି ଅମ୍ଳ ଯୁକ୍ତ ଫେଣ ସବୁ । ପୂର୍ବ ବର୍ଷ ଅପେକ୍ଷା ଚଳିତଥର ଅଧିକ ମାତ୍ରାରେ ବିଷାକ୍ତ ଫେଣ ଭାସିବାରେ ଲାଗିଛି । ଯାହା ନଦୀ କୂଳ ପାଖରେ ରହୁଥିବା ଲୋକଙ୍କ…

କରୋନା ସମୟରେ ବିଧାୟକଙ୍କ ସହଯୋଗ

ପାଟଣାଗଡ: କରୋନା ସମୟରେ ବିଧାୟକଙ୍କ ମହାନତା ।। ଏହି ସଙ୍କଟ ସମୟରେ ଲୋକଙ୍କୁ ସହଯୋଗ କରିଛନ୍ତି ପାଟଣାଗଡ ବିଧାୟକ ସରୋଜ ମେହେର । କରୋନା ମହାମାରୀ ସମୟରେ ଲୋକେ କାମଧନ୍ଦା ଅଭାବରୁ ଅନେକ ସମସ୍ୟା ଭୋଗୁଛନ୍ତି । କିଛି ଲୋକ କାମ ଧନ୍ଦା ହରାଇଥିବା ବେଳେ ସମସ୍ୟା ଭିତରେ ଖାଇବା ନେଇ ବହୁ…

ଶୁଖିଲା ଖାଦ୍ୟ ବଣ୍ଟନରେ ହେରଫେର ଅଭିଯୋଗ

ସୋନପୁର : ଶୁଖିଲା ଖାଦ୍ୟ ବଣ୍ଟନରେ ପାତର ଅନ୍ତର ଅଭିଯୋଗ l ଅସହାୟ ଗରିବ ଲୋକଙ୍କୁ ଦିଆଯାଉଛି ଶୁଖିଲା ଖାଦ୍ୟ । ସୁବର୍ଣ୍ଣପୁର ଜିଲ୍ଳା ବିଜୁ ଜନତା ଦଳ ତରଫରୁ ସହରର ବିଭିନ୍ନ ବର୍ଗର ନିସହାୟ ପରିବାର ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି l ତେବେ ଏହି ଶୁଖିଲା ଖାଦ୍ୟ ବଣ୍ଟନ ନେଇ ଲୋକଙ୍କ…

କୋଭିଡ୍ ସେଣ୍ଟର ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ

ତାଳବଣିଆ : କୋଭିଡ୍ ସେଣ୍ଟରରେ ବ୍ୟବହୃତ ବର୍ଜ୍ୟବସ୍ତୁ ନେଇ ବଢୁଛି ଅସନ୍ତୋଷ । ତାଳବଣିଆ ପାଖରେ ଏଭଳି କୋଭିଡ ବର୍ଜ୍ୟବସ୍ତୁ ଚାରିଆଡେ ଫିଙ୍ଗାଯାଇଥିବା ଦେଖିବାକୁ ମିଳିଛି | ପୂର୍ବରୁ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ କୋଭିଡ କେୟାର ସେଣ୍ଟରରେ କରୋନା ବର୍ଜ୍ୟବସ୍ତୁ ଏଣେତେଣେ ବିଛାଡି ହୋଇ…

କରୋନା କବଳରୁ ସୁସ୍ଥ ହୋଇ ଫେରିଲେ ଆଉ ୭୬୧୬ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ସ୍ଥିତିରେ ଆସୁଛି ସୁଧାର । ଧିରେ ଧିରେ ସଂକ୍ରମଣ ହ୍ରାସ ପାଉଥିବା ବେଳେ, ବଢ଼ି ଚାଲିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଆଉ ୭ ହଜାର ୬୧୬ ଜଣ ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ…

ଭୁବନେଶ୍ବରରେ ଆକ୍ରାନ୍ତ ଅପେକ୍ଷା ସୁସ୍ଥ ହେଉଛନ୍ତି ଅଧିକ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ମହାମାରୀ । ପୂର୍ବ ଅପେକ୍ଷା ଏବେ କମିବାରେ ଲାଗିଛି ସଂକ୍ରମଣ ସଂଖ୍ୟା । ତେବେ ହଟସ୍ପଟ ପାଲଟିଥିବା ଭୁବନେଶ୍ବର ପାଇଁ ଆଶ୍ବସ୍ତି ଆଣିଦେଇଛି କରୋନା । ଏବେ ରାଜଧାନୀ ଭୁବନେଶ୍ବରରେ ହ୍ରାସ ପାଉଛି କରୋନା ସଂକ୍ରମଣ । ଏହି କ୍ରମରେ ଆଜି…

କଟକରେ ଗଡିଲା ସଚେତନ ରଥ

କଟକ: କରୋନାକୁ ନେଇ ସଚେତନ କରିବ ସଚେତନ ରଥ । ଏଥିପାଇଁ କଟକ ଜିଲ୍ଲା ପ୍ରଶାସନ ସଚେତନ ରଥର ଶୁଭାରମ୍ଭ କରିଛି । ଯହାକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ । କରୋନାର ଦ୍ୱିତୀୟ ଲହରରେ ଧନ୍ଦି ହୋଇଥିଲା କଟକ ସହର । ଅମାନିଆଙ୍କ ପାଇଁ ବଢିଚାଲିଥିଲା ସଂକ୍ରମଣ…