Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପରିବହନ ବେଳେ ୨୦ରୁ ଅଧିକ କଣ୍ଟେନରରୁ ଅକ୍ସିଜେନ୍ ଲିକ୍

କଳାହାଣ୍ଡି: ପରିବହନ ସମୟରେ କଣ୍ଟେନରରୁ ଅକ୍ସିଜେନ୍ ନିର୍ଗତ ହୋଇଛି । ରେଳ ଯୋଗେ ଅକ୍ସିଜେନ୍ ପରିବହନ କରାଯାଉଥିଲା । ତେବେ କେସିଙ୍ଗା ରେଳଷ୍ଟେସନ ନିକଟରେ ହଠାତ୍ ଅକ୍ସିଜେନ୍ କଣ୍ଟେନରରୁ ବାହାରିବାକୁ ଲାଗିଥିଲା । ଲିକ୍ ଯୋଗୁ ଦୀର୍ଘ ସମୟ ଯାଏଁ ଏହି ଅମ୍ଳଜାନ ନିର୍ଗତ ହେଉଥିଲା । ପ୍ରାୟ…

ବିରଜା ମନ୍ଦିରରେ୧୪୪ ଧାରା ଜାରି

ଯାଜପୁର : କରୋନା ଯୋଗୁ କଟକଣା । ବାହାରକୁ ବାହାରିବାରେ ମଧ୍ୟ ନିୟମ । ଆଗକୁ ରଜ ସାବିତ୍ରୀ ଥିବା ବେଳେ ଭିଡ ନକରିବାକୁ ଦିଆଯାଇଛି ପରାମର୍ଶ । ଗୁରୁବାର ସାବିତ୍ରୀ ପୂଜା ଥିବାରୁ ବଜାର ଗୁଡିକରେ କିଛି ସ୍ଥାନରେ ଭିଡ଼ ଲାଗିଛି । ସେହିଭଳି ମନ୍ଦିର ଗୁଡିକରେ ଭିଡ ଆଶଙ୍କା କରି ଏବେଠୁ କରାଯାଉଛି…

ପୋଲିସକୁ ବଡ଼ ସଫଳତା, ୬୫୩ କେଜି ଗଞ୍ଜେଇ ଜବତ

ରାୟଗଡା : ପୋଲିସକୁ ମିଳିଲା ବଡ଼ ସଫଳତା । ରାୟଗଡା ଜିଲ୍ଲା ମୁନିଗୁଡା ପୋଲିସ ହାତରେ ଧରାପଡ଼ିଲା ଗଞ୍ଜେଇ । ରାୟଗଡା ଜିଲ୍ଲା ପାଲଟିଛି ଚୋରା ଗଞ୍ଜେଇର ପେଣ୍ଠସ୍ଥଳୀ । ଦୁର୍ଗମ ଚନ୍ଦ୍ରପୁର ବ୍ଲକର କୁଟୁଡୁକୁପା ଏବଂ ମୁଚୁକିଗୁଡା ଛକରେ ଥିବା ଏକ ଘରୁ ପ୍ରାୟ ୬୫୩ କେଜି ଗଞ୍ଜେଇ ବିକ୍ରି ହେବାକୁ…

ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ

ସୁବର୍ଣ୍ଣପୁର : ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ । ଖୁବ୍ ଶୀଘ୍ର ସମାଧାନ ଦାବି କରି ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ । ସୁବର୍ଣ୍ଣପୁର ଜିଲ୍ଳା କଂଗ୍ରେସ ପକ୍ଷରୁ ଚାଷୀ ମାନଙ୍କ ସମସ୍ୟା ସୁଧାରିବା ପାଇଁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ସେଥିରେ ଚାଷୀଙ୍କ…

ବିଦେଶରୁ ଓଡ଼ିଶା ଆସିବ ECMO ମେସିନ୍, ଟେଣ୍ଡର ସରିଛି

ଭୁବନେଶ୍ୱର: କରୋନା ସଂକ୍ରମିତ ଗୁରୁତର ରୋଗୀଙ୍କୁ ଚିକିତ୍ସା ପାଇଁ ଆବଶ୍ୟକ ପଡୁଛି ECMO ମେସିନ୍ । ଏବେ ରାଜ୍ୟରେ ଏହି ମେସିନର ଅଭାବ ରହିଥିବାରୁ ଗୁରୁତର ରୋଗୀ ବାହାର ରାଜ୍ୟକୁ ଅଧିକ ଚିକିତ୍ସା ପାଇଁ ଯାଉଛନ୍ତି । ଡିଏମଇଟି ଡାକ୍ତର ସିବିକେ ମହାନ୍ତି କହିଛନ୍ତି, ଭାରତରେ ECMO ଉତ୍ପାଦନ ହେଉ…

ବର ଖାଉଥିଲା ଗୁଟଖା, ବାହା ହେବାକୁ ମନା କଲା କନିଆଁ

ଉତ୍ତରପ୍ରଦେଶ: ମାତାଲି ବରକୁ ବାହା ହେବାକୁ ଝିଅ ମନା କରିବା ଖବର ଆଗରୁ ଅନେକ ଥର ଶୁଣିଥିବେ । କିନ୍ତୁ ବର ଗୁଟଖା ଖାଉଥିବା ଦେଖି ବାହା ହେବେନି ବୋଲି କହିଲା କନିଆଁ । ଉତ୍ତରପ୍ରଦେଶରୁ ଏଭଳି ଘଟଣା ସାମନାକୁ ଆସିଛି । ବାଲିଆ ଜିଲ୍ଲାରେ ଘଟିଛି ଏହି ଘଟଣା । ମାନିଆର ପୋଲିସ ପକ୍ଷରୁ…

ଓଡ଼ିଶାର ୮ ଜିଲ୍ଲା ଖୁବଶୀଘ୍ର ହୋଇପାରେ ଅନଲକ୍, ଜାଣନ୍ତୁ କେଉଁ ଜିଲ୍ଲାରୁ ପ୍ରଥମେ ଖୋଲିବ ତାଲା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମୁଛି । ଖସୁଛି ପିଜିଟିଭିଟି ରେଡ୍ । ଆଜି ରାଜ୍ୟରେ ପଜିଟିଭ୍ ହାର ୮.୭୫ ପ୍ରତିଶତ ରହିଛି । ଆଗକୁ ଆହୁରି ଖସିବ । ବର୍ତ୍ତମାନ ୧୨ଟି ଜିଲ୍ଲାରେ ପଜିଟିଭିଟି ୫ ପ୍ରତିଶତରୁ କମ୍ ରହିଛି । ସେଥିରୁ ୮ ଜିଲ୍ଲାରେ ଖୁବଶୀଘ୍ର ଅନଲକ୍ ହୋଇପାରେ । କାରଣ ସେସବୁ…

ଟିକାକରଣ ସାର୍ଟିଫିଟେକରେ ତଥ୍ୟ ଭୁଲ୍ ଥିଲେ ଏମିତି କରିପାରିବେ ସଂଶୋଧନ

ନୂଆଦିଲ୍ଲୀ: ଟିକାକରଣ ସାର୍ଟିଫିକେଟରେ ତଥ୍ୟ ଭୁଲ୍ ଥିଲେ ଆଉ ଚିନ୍ତା କରିବାର କିଛି ନାହିଁ । ଠିକ୍ କରି ହେବ । କୋଓ୍ୱିନ୍ ପୋର୍ଟାଲରେ ଏନେଇ ସୁବିଧା ଉପଲବ୍ଧ ହୋଇଛି । ଟିକାକରଣ ପ୍ରମାଣପତ୍ରରେ ତ୍ରୁଟି ସଂଶୋଧନ କରାଯାଇପାରିବ । ଟିକା ନେଇଥିବା ବ୍ୟକ୍ତିଙ୍କ ନାଁ, ବୟସ ଓ ଲିଙ୍ଗଗତ ତ୍ରୁଟି…

ଦେଶରୁ ୨୪ ଘଣ୍ଟାରେ ୯୨ ହଜାର ପଜିଟିଭ୍, ୫ ରାଜ୍ୟରେ ୬୭% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନା ଧିରେ ଧିରେ କାବୁ ପାଉଛି । ଦୈନିକ ପାଖାପାଖି ୨୦ ଲକ୍ଷ ଟେଷ୍ଟ ହେଉଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ତଳକୁ ଖସିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୯୨ହଜାର ୫୯୬ ନୂଆ ଆକ୍ରାନ୍ତ । ଏଥିରେ ପାଞ୍ଚଟି ରାଜ୍ୟରୁ କେବଳ ୬୭ ପ୍ରତିଶତ ସଂକ୍ରମିତ ଅଛନ୍ତି ।…

ଓଡ଼ିଶାରେ ୪୦ରୁ ଖସୁନି କରୋନା ମୃତ୍ୟୁସଂଖ୍ୟା, ଆଜି ଗଲା ୪୩ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ମୃତ୍ୟୁସଂଖ୍ୟା ୪୦ରୁ ତଳକୁ ଖସୁନି । ସଂକ୍ରମଣ କମୁଥିଲେ ବି ମୃତ୍ୟୁରେ ଲାଗୁନି ବ୍ରେକ । ୨୪ ଘଣ୍ଟାରେ ଆଉ ୪୩ ଜୀବନ ନେଇଛି ପ୍ରାଣଘାତୀ କରୋନା । ଚିକିତ୍ସାଧୀନ ଅବସ୍ଥାରେ ୧୮ ଜିଲ୍ଲାରୁ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫ ଜଣଙ୍କର…