Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଦେଶ ଯାଉଥିବା ଛାତ୍ରଛାତ୍ରୀଙ୍କୁ କୋଭିସିଲ୍ଡ ଟିକା, ଦୁଇଟି ସ୍ଥାନରେ ସ୍ୱତନ୍ତ୍ର ଟିକାକରଣ ବ୍ୟବସ୍ଥା

ଭୁବନେଶ୍ୱର: ଓଡ଼ିଶାରୁ ଉଚ୍ଚଶିକ୍ଷା କିମ୍ବା ନିଯୁକ୍ତି ପାଇଁ ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀ କୋଭିସିଲ୍ଡ ଟିକା ନେଇ ଯାଇପାରିବେ । ଏହି ଟିକାର ଦୁଇଟି ଡୋଜ୍ ନେଇଥିଲେ ବିଦେଶରେ ପ୍ରବେଶ ଅନୁମତି ମିଳିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଦେଶ ଯିବାକୁ ଥିବା ଛାତ୍ରଛାତ୍ରୀଙ୍କୁ…

ଆଜି ରାଜ୍ୟରୁ ୬୦୧୯ କରୋନା ପଜିଟିଭ୍ ଚିହ୍ନଟ, ୧୧ ଜିଲ୍ଲାରେ ଶହେରୁ କମ୍ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି । କମୁଛି ପଜିଟିଭିଟି ରେଟ୍ । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୬ହଜାର ୧୯ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୩ହଜାର ୩୯୭ ଓ ଲୋକଲ୍ କଣ୍ଟାକ୍ଟ କେସ୍ ରହିଛି ୨ହଜାର ୬୨୨ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ପଜିଟିଭ୍…

ତୃତୀୟ ଲହର ସତର୍କତା: ଗଞ୍ଜାମ ଜିଲ୍ଲାରେ ଆଜିଠୁ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ

ବ୍ରହ୍ମପୁର: କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ସରକାର । ଶିଶୁଙ୍କ ସ୍ୱାସ୍ଥ୍ୟକୁ ବିଶେଷ ଦୃଷ୍ଟି ଦିଆଯାଉଛି । ଆଜିଠୁ ଗଞ୍ଜାମ ଜିଲ୍ଲାରେ ଶିଶୁମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ । ଡୋର୍ ଟୁ ଡୋର୍ ସର୍ଭେ ଚାଲିବ । ଆଶାକର୍ମୀ,…

ବିନା ରୋଷଣୀରେ ହେବ ଦେବ ବିବାହ

ଭୁବନେଶ୍ଵର : ବାଜିବନି ବାଜା , ହେବନି ରୋଷଣୀ । ବିନା ଭକ୍ତ ଏବଂ ରୋଷଣୀରେ ଅନୁଷ୍ଠିତ ହେବ ଶୀତଳଷଷ୍ଠୀ ପର । ଏଥର ୭ଜଣ ସେବାୟତଙ୍କ ଦ୍ୱାରା ମନ୍ଦିର ପରିସରରେ ହେବ ଦେବ ବିବାହ। ପଟୁଆର, ଭୋଜିଭାତ ଓ ଆତସବାଜିକୁ ସମ୍ପୂର୍ଣ୍ଣ ମନା କରାଯାଇଛି। ସଂକ୍ରମଣ କମିଯାଇଛି ହେଲେ କୋଭିଡ କଟକଣା ଭିତରେ…

ଓଡ଼ିଆ ଡାକ୍ତରଙ୍କ ମାଟି ପାଇଁ ମମତା

ବଲାଙ୍ଗିର : ଦୂରରେ ଥାଇ ବି ଭୁଲି ନାହାନ୍ତି ନିଜ ଭିଟାମାଟି ମୋହ । ଜନ୍ମିତ ମାଟି ମାଆକୁ ପାସୋରି ନାହାନ୍ତି ଯୁବ ଡାକ୍ତର ଚିତ୍ତରଞ୍ଜନ ଯୋଷୀ। କରୋନା ଭଳି ମହାମାରୀ ସମୟରେ ବଲାଙ୍ଗିର ଜିଲ୍ଲାର କୋଭିଡ ସ୍ଥିତି ସୁଧାରିବାକୁ ଆଗେଇ ଆସିଛନ୍ତି ଡାକ୍ତର ଚିତ୍ତରଞ୍ଜନ। ଜିଲ୍ଲା ମୁଖ୍ୟ ମେଡ଼ିକାଲକୁ…

ତୃତୀୟ ଲହର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର, ତାଲିମ ନେବେ ୧୧୧୪ ଡାକ୍ତର

ଭୁବନେଶ୍ବର : ରାଜ୍ୟରେ ଜାରି ରହିଥିବର କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । କରୋନା ସମୟରେ ଶିଶୁଙ୍କ ସୁରକ୍ଷା ଉପରେ ଅଧିକ ଗୁରୁତ୍ବ ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧା ସହ ଆବଶ୍ୟକ ଉପକରଣ ଏବଂ ଔଷଧ ମହଜୁଦ ରଖିବାକୁ…

କମ୍ ସଂକ୍ରମଣ ଥିବା ଜିଲ୍ଲାରେ ହୋଇପାରେ ଅନଲକ୍

ଭୁବନେଶ୍ବର : ରାଜ୍ୟର କୋଭିଡ ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସଂକ୍ରମଣରେ ଉନ୍ନତି ପରିଲକ୍ଷିତ ହେବା ସହିତ ପଜିଟିଭିଟି ହାର ହ୍ରାସ ପାଇଥିବାରୁ ଆଶ୍ବସ୍ତି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ…

କ୍ଷୟକ୍ଷତି ଆକଳନ କରିବାକୁ ଗାଁରେ କେନ୍ଦ୍ରୀୟ ଟିମ୍

ବାରିପଦା: ବାତ୍ୟା ‘ୟାସ’ର କ୍ଷୟକ୍ଷତି ଆକଳନ କରିବାକୁ ମୟୂରଭଞ୍ଜ ଜିଲ୍ଲାରେ କେନ୍ଦ୍ରୀୟ ଟିମ୍ | ବାତ୍ୟା ‘ୟାସ’‌ର କ୍ଷୟକ୍ଷତି ଆକଳନ କରୁଛନ୍ତି କେନ୍ଦ୍ରୀୟ ଟିମ୍ | ଆଜି କେନ୍ଦ୍ରୀୟ ଟିମ ବାଲେଶ୍ୱରରୁ ଆସି ମୟୁରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ପହଁଚି ଥିଲେ । ଏହି ଟିମ୍ କପ୍ତିପଦା…

କରୋନାରୁ ସୁସ୍ଥ ହେଲେ ଆଉ ୮୮୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ନିୟନ୍ତ୍ରଣକୁ ଆସୁଛି କରୋନା ସଂକ୍ରମଣ । କ୍ରମାଗତ ଭାବେ ଆକ୍ରାନ୍ତ ସଂଖ୍ୟା କମୁଥିବାରୁ ରାଜ୍ୟବାସୀ ଆଶ୍ବସ୍ତି ଲାଭ କରିଛନ୍ତି । ଏହାସହ ରା୍ୟରେ ବଢ଼ିବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ ହୋଇଛନ୍ତି ଆଉ ୮୮୯୬ କରୋନା…

ବିଚ୍ ରାସ୍ତାରେ ନିର୍ମମ ହତ୍ୟା

ଭୁବନେଶ୍ୱର: ବିଚ୍ ରାସ୍ତାରେ ନିର୍ମମ ହତ୍ୟା । ଫିଲ୍ମ ଷ୍ଟାଇଲରେ ବାପା ଆଗରେ ପୁଅକ ହତ୍ୟା କରି ଫେରାର ହୋଇଗଲେ ଦୁର୍ବୃତ୍ତ । ଘଟଣା ଘଟିଛି ରାଜଧାନୀ ଲକ୍ଷ୍ମୀସାଗର ଥାନା ବୁଦ୍ଧନଗର ବସ୍ତିରେ । ଖୋଦ୍ ରବୀନ୍ଦ୍ର ସାହୁଙ୍କ ଘର ସାମନାରେ ଘଟିଛି ଏହି ଘଟଣା । ବାପାଙ୍କ ଉପସ୍ଥିତିରେ ପୁଅକୁ ଘରୁ…