Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ସୀମା ଲଂଘିଲା ଆନ୍ଧ୍ର, କୋଟିଆରେ କଲା ଟିକାକରଣ

କୋରାପୁଟ: ଓଡିଶା ଆନ୍ଧ୍ର ସୀମାନ୍ତ କୋଟିଆରେ ଆନ୍ଧ୍ରର ଅନୁପ୍ରବେଶକୁ ରାଜ୍ୟ ସରକାର କାହିଁ କେବେଠୁ ବିରୋଧ କରିଆସୁଛନ୍ତି । ତଥାପି ସାବାଡ ହେଉନି ଆନ୍ଧ୍ର ସରକାର । ଆଉ ଏବେ କରୋନା ବାହାନାରେ ଆନ୍ଧ୍ରପ୍ରଦେଶ ପୁଣିଥରେ କୋଟିଆରେ ଅନୁପ୍ରବେଶ କରିଛି । ବିବାଦୀୟ ପଂଚାୟତ କୋଟିଆର ୨୧ ଖଣ୍ଡ…

ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି ପରଖିଲେ ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ

ଭୁବନେଶ୍ୱର: ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ କୋଭିଡ୍ ସ୍ଥିତି କେମିତି ରହିଛି ? କିଭଳି ମୁକାବିଲା କରୁଛି ଜିଲ୍ଲା ପ୍ରଶାସନ । ଆଜି ଗ୍ରାଉଣ୍ଡରେ ସ୍ଥିତି ପରଖିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ଓ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର । ମୁଖ୍ୟମନ୍ତ୍ରୀଙ୍କ…

ମେ’ରେ ମହାମାରୀ ଦେଖାଇଛି ମହାରୂପ: ୮୮ ଲକ୍ଷ ପଜିଟିଭ୍, ୧ ଲକ୍ଷ ୧୭ହଜାର ମୃତ

ନୂଆଦିଲ୍ଲୀ: ମେ ମାସରେ ଦେଶରେ କରୋନା ସଂକ୍ରମଣ ପିକ୍ ଛୁଇଁଥିଲା । ମହାରୂପ ଦେଖାଇଥିଲା ମହାମାରୀ । ଲକ୍ଷ ଲକ୍ଷ ଲୋକ ସଂକ୍ରମିତ ହୋଇଛନ୍ତି । ଲକ୍ଷେରୁ ଅଧିକ ଜୀବନ ବି ନେଇଚି କରୋନା । ମେ ମାସରେ ଦୈନିକ ସଂକ୍ରମଣ ରେକର୍ଡ ୪ ଲକ୍ଷ ପାର କରିଥିଲା । ମୃତ୍ୟୁସଂଖ୍ୟା ବି ପାଖାପାଖି ୫ହଜାର ହୋଇଛି…

ଦେଶରୁ ୨୪ ଘଣ୍ଟାରେ ୧ଲକ୍ଷ ୫୨ହଜାର କରୋନା ପଜିଟିଭ୍, ୫୦ ଦିନରେ ସବୁଠୁ କମ୍ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କରୋନାର ସେକେଣ୍ଡ ଓ୍ୱେଭ୍ ପିକ୍ ସରିଛି । ପ୍ରଦିନି କମୁଛି ସଂକ୍ରମିତଙ୍କ ସଂଖ୍ୟା । ଏବେ ୨ଲକ୍ଷ ତଳେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ଲକ୍ଷ ୫୨ହଜାର ୭୩୪ ନୂଆ ଆକ୍ରାନ୍ତ । ଗତ ସପ୍ତାହେ ଭିତରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା…

ଟିକା ନନେଲେ ସରକାରୀ କର୍ମଚାରୀଙ୍କ ଦରମା ବନ୍ଦ, ଜିଲ୍ଲାପାଳଙ୍କ କଡ଼ା ନିର୍ଦ୍ଦେଶ

ଉତ୍ତରପ୍ରଦେଶ: କରୋନା  କାଳରେ ଏବେ ଦେଶରେ ଜୋରଦାର ଚାଲିଛି ଟିକାକରଣ ଅଭିଯାନ । ତଥାପି ବହୁ ଲୋକ ଟିକାକୁ ନେଇ ଦ୍ୱନ୍ଦରେ ଅଛନ୍ତି । ବହୁ ସ୍ୱାସ୍ଥ୍ୟକର୍ମୀ ଓ ସରକାର କର୍ମଚାରୀ ଏଯାଏ ଟିକା ନେଇ ନାହାନ୍ତି । ଏଭଳି ସ୍ଥିତିରେ ଉତ୍ତରପ୍ରଜେଶର ଫିରୋଜାବାଦ ଜିଲ୍ଲାପାଳ ସରକାରୀ କର୍ମଚାରୀଙ୍କ…

ସୁସ୍ଥ ହୋଇ ମେଡିକାଲରୁ ଡିସଚାର୍ଜ ହେଲେ ମିଲ୍ଖା ସିଂ

ଚଣ୍ଡିଗଡ଼: ଲିଜେଣ୍ଡାରୀ ଭାରତୀୟ ସ୍ପ୍ରିଣ୍ଟର ମିଲ୍ଖା ସିଂ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ଗତ କିଛି ଦିନ ହେବ ସେ କରୋନା ସଂକ୍ରମିତ ହୋଇ ଚିକିତ୍ସାଧିନ ଥିଲେ। ପରିବାରର ଅନୁରୋଧ କ୍ରମେ ୯୧ ବର୍ଷୀୟ ମିଲ୍ଖାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା…

ଓଡ଼ିଶାରୁ କରୋନା ନେଲା ୩୫ ଜୀବନ, ଅନୁଗୋଳ ଜିଲ୍ଲାରେ ଥମୁନି ମୃତ୍ୟୁସଂଖ୍ୟା

ଅନୁଗୋଳ: ଓଡ଼ିଶାରେ ଧିରେ ଧିରେ କାବୁ ପାଉଛି ଦୈନିକ କରୋନା ସଂକ୍ରମଣ । କିନ୍ତୁ ଥମୁନି ମୃତ୍ୟୁସଂଖ୍ୟା । ପ୍ରତିଦିନ ୩୦ରୁ ଅଧିକ ଜୀବନ ଯାଉଛି । ଗତ ୨୪ ଘଣ୍ଟାରେ ଆଉ ୩୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୋଳ ଜିଲ୍ଲାରେ ଅଧିକ ରହୁଛି ଦୈନିକ ମୃତ୍ୟୁସଂଖ୍ୟା । ଆଜି ଜିଲ୍ଲାରୁ ଆଉ ୫ ଜଣ…

ଓଡ଼ିଶାରେ ଖସୁଛି କରୋନା ଟ୍ରେଣ୍ଡ: ଆଜି ୮୩୧୩ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୯୭୪ ଆକ୍ରାନ୍ତ

ଭୁବନେଶ୍ୱର: ଓଡ଼ିଶାରେ ନିୟନ୍ତ୍ରଣକୁ ଆସୁଛି କରୋନାର ଦୈନିକ ସଂକ୍ରମଣ । ପଜିଟିଭ୍ ହାର୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୮ହଜାର ୩୧୩ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪ହଜାର ୬୫୫ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ହଜାର ୬୫୮ ।…

ସାତ ରଙ୍ଗର ପାହାଡ଼ ଉଲୁରୁ

ଭୁବନେଶ୍ୱର: ଆମ ଚାରିପଟେ ଥିବା ରହସ୍ୟ ଗୁଡିକ ଉପରେ ଅଳ୍ପ ବହୁତ ଜାଣିଲେ । ହେଲେ ଏବେ ଦେଖିବା କିଛି ବିଚିତ୍ର ପାହାଡକୁ ନେଇ ଖବର । ଏ କୌଣସି ସାଧାରଣ ପାହାଡ ନୁହେଁ । ତୁୂହାକୁ ତୁହା ରଙ୍ଗ ବଦଳାଉଥିବା ପାହାଡ । ଏହାକୁ ଉଲୁରୁ ପାହାଡ ବୋଲି କୁହନ୍ତି ଜୀବ ଜନ୍ତୁ ରଙ୍ଗ ବଦଳାଉଥିବା ଆମେ…

ରଘୁନାଥଙ୍କ ବିୟୋଗରେ ତାଳଚେର ସାମ୍ବାଦିକଙ୍କ ଶୋକସଭା

ଅନୁଗୁଳ: କରୋନା ମହାମାରୀର ଦ୍ୱିତୀୟ ଲହରରେ ହଜିଗଲା ଅନୁଗୁଳର ସାମ୍ବାଦିକ ରଘୁନାଥ ସାହୁଙ୍କ ଜୀବନ । ଶୁକ୍ରବାର ତାଙ୍କ ନିଧନ ଖବର ଗଣମାଧ୍ୟମ ଜଗତରେ ଶୋକର ଛାୟା ଖେଳାଇଦେଇଥିଲା । ତାଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ତାଳଚେର କାର୍ଯ୍ୟରତ ସାମ୍ବାଦିକ ସଙ୍ଗଠନ ତରଫରୁ ଶୋକସଭା ଅନୁଷ୍ଠିତ ହୋଇଥିଲା…