Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବାତ୍ୟା ‘ୟସ୍’ ପାଇଁ ୬ ଜିଲ୍ଲାରେ ୨୭ ଯାଏଁ ବନ୍ଦ ରହିବ ଟିକାକରଣ

ଭୁବନେଶ୍ୱର: ବାତ୍ୟା 'ୟସ' ପାଇଁ ରାଜ୍ୟରେ ବାଧାପ୍ରାପ୍ତ ହେବାକୁ ଯାଉଛି ଟିକାକରଣ । ୬ଟି ଜିଲ୍ଲାରେ ୨୫ରୁ ଆସନ୍ତା ୨୭ ତାରିଖ ଯାଏଁ ବନ୍ଦ ରହିବ କୋଭିଡ୍ ଟେଷ୍ଟିଂ ଓ ଟିକାକରଣ। ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ପୁରୀ, କଟକ, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ ଓ ଖୋର୍ଦ୍ଧା ଆଦି ଜିଲ୍ଲା…

ରାଜ୍ୟରେ ସୁସ୍ଥ ହେଲେ ୧୧ ହଜାର ୭୬୯ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ୧୦ ହଜାର ତଳକୁ ଖସୁନି ମହାମାରୀ କରୋନା ସଂକ୍ରମର । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବଢ଼ି ଚାଲିଥିବାରୁ ଭୟଭୀତ ଅବସ୍ଥାରେ ଲୋକେ । ତେବେ ଏହାରି ଭିତରେ ଆକ୍ରାନ୍ତ ସଂଖ୍ୟା ପରି ବୃଦ୍ଧି ପାଇବାରେ ଲାଗିଛି ସୁସ୍ଥତା ସଂଖ୍ୟା । ଏହି କ୍ରମରେ ଆଜି ସାରା ରାଜ୍ୟରୁ ସୁସ୍ଥ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୧୦୬୨ କରୋନା ଆକ୍ରାନ୍ତ

ଭୁବନେଶ୍ବର : ଥମିବାର ନାଁ ନେଉନି ମହାମାରୀ କରୋନା । ରାଜ୍ୟରେ ୧୦ ହଜାର ଉପରେ ସଂକ୍ରମିତଙ୍କ ସଂଖ୍ୟା ରହୁଛି । ତେବେ ସବୁଠୁ ଅଧିକ ଚିନ୍ତା ବଢ଼ାଇଛି ରାଜଧାନୀ ଭୁବନେଶ୍ବର । ଭୁବନେଶ୍ବରରେ ଆଜି ଚିହ୍ନଟ ହୋଇଛନ୍ତି ୧୦୬୨ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୭୨ ଜଣ ଥିବା ବେଳେ, ଲୋକାଲ…

ସୁରକ୍ଷା ପାଇଁ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

କେନ୍ଦ୍ରାପଡା: କେନ୍ଦ୍ରାପଡାରେ ବାତ୍ୟା ୟାସ୍‌ର ମୁକାବିଲା ପାଇଁ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ଜିରୋ କାଜୁଆଲିଟୀକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଜନ ସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ବ୍ୟାପକ ବ୍ୟବସ୍ଥ ଗ୍ରହଣ କରାଯାଇଛି । ବିଶେଷ ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ରାଜନଗର…

ଆକ୍ସିସ୍ ବ୍ୟାଙ୍କରେ ନିଆଁ

ସମ୍ବଲପୁର: ଆକ୍ସିସ୍ ବ୍ୟାଙ୍କରେ ନିଆଁ । ସମ୍ବଲପୁର ବୁଢାରାଜା ଆକ୍ସିସ ବ୍ୟାଙ୍କରେ ଭୟାବହ ଅଗ୍ନିକାଣ୍ଡ । ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୩ଟି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି । ନିଆଁର ଭୟାବହତା ଅଧିକ ଥିବା ବେଳେ ଆୟତ କରିବାରେ ସମସ୍ୟା ଉପୁଜିଥିଲା ।…

କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତିଙ୍କ ରେକର୍ଡ଼

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଦୁନିଆର ଅତି ପରିଚିତ କଣ୍ଠଶିଳ୍ପୀ ଶ୍ରୀଚରଣ ମହାନ୍ତି ଏକ ରେକର୍ଡ଼ର ଅଧିକାରୀ ହୋଇଛନ୍ତି। ସେ ଗାଇଥିବା 'ନୀଳାଚଳ ଧାମ ଯାଇ ମୁଁ ପାରୁନି' ଓଡ଼ିଆ ଭଜନକୁ  ୟୁଟ୍ୟୁବରେ ୨ କୋଟିରୁ ଅଧିକ ଦର୍ଶକ ଦେଖିଛନ୍ତି । ତାଙ୍କର ଗୋଟିଏ ଭଜନକୁ ଏତିକି ଦର୍ଶକ ଦେଖିବା ଓ…

ବାବା ରାମଦେବଙ୍କ କ୍ଲାସ୍ ନେଲେ ଡାକ୍ତର ଲେଲେ

ନୂଆଦିଲ୍ଲୀ: ଏଲୋପାଥିକୁ ବେକାର କହି ଚର୍ଚ୍ଚାକୁ ଆସିଛନ୍ତି ବାବା ରାମଦେବ । ଏହି ମନ୍ତବ୍ୟକୁ ନେଇ ମୁହାଁମୁହିଁ ହୋଇଛନ୍ତି ବାବା ରାମଦେବ ଓ ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍‌ଏ) । ନିକଟରେ ଏକ ଟିଭି ଡିବେଟ୍‌ରେ ଆଇଏମ୍‌ଏର ସେକ୍ରେଟାରୀ ଜନେରାଲ୍ ଡାକ୍ତର ଜୟେଶ ଲେଲେଙ୍କଠାରୁ ବାବା…

ଭୁଷୁଡିଲା ୩ ମହଲା ଘର

ରାଉରକେଲା: ରାଉରକେଲାରେ ଭୁଷୁଡିଲା ୩ ମହଲା ଘର । ରାଉରକେଲା ସେକ୍ଟର -୨୧ରେ ଥିବା ବ୍ୟାଙ୍କ କଲୋନୀର ତିନି ମହଲା ଘର ଭୁଷୁଡି ପଡଛି । ଏହା ବ୍ୟାଙ୍କ ଅଫ ବରୋଦାର ପୁରୁଣା ପରିତ୍ୟକ୍ତ ବିଲ୍ଡିଂ । ଘଟଣା ସ୍ଥଳରେ ଅଗ୍ନିଶମ ଅଧିକାରୀଙ୍କ ସହ ବହୁ ପୁଲିସ ଅଧିକାରୀ ପହଂଚିଛନ୍ତି । ଭିତରକୁ…

ୱେବିନାର ମାଧ୍ୟମରେ କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଆଲୋଚନାଚକ୍ର

କୋରାପୁଟ : କୋରାପୁଟ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାର ଜନଜାତି ଗବେଷକଙ୍କୁ ନେଇ ୱେବିନାର ମାଧ୍ୟମରେ 'ସଂସ୍କୃତି ଏବଂ ସାହିତ୍ୟ ଚର୍ଚ୍ଚା' ଶୀର୍ଷକରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ…

ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ

ପୁରୀ: ବାତ୍ୟା ୟଶ ନେଇ ଶ୍ରୀମନ୍ଦିରର ସ୍ଥିତି ଅନୁଧ୍ୟାନ । ଏଏସଆଇ ସୁପରିଣ୍ଟେଣ୍ଡେଟ ଅରୁଣ ମଲ୍ଲିକ, କୀର୍ତ୍ତନ ଚକଡା ଓ ଜଗମୋହନ ନିକଟରୁ କଢାଯାଉଛି ସ୍କାଫୋଲ୍ଡିଂ, ପ୍ରାୟ ୮୦ଫୁଟର ଲଗାଯାଇଥିବା ଲୁହାଭାରାକୁ କାଢିବା କାର୍ଯ୍ଯରେ ନିୟୋଜିତ ଅଛନ୍ତି ୩୨ଜଣ ଏଏସଆଇ କର୍ମଚାରୀ । ଆଜି ସୁଦ୍ଧା…