Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କମୁଛି ଦୈନିକ ସଂକ୍ରମଣ; ଦେଶରେ ୧ ଲକ୍ଷ ୮୬ ହଜାର କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ କମିଛି କରୋନାର ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧ ଲକ୍ଷ ୮୬ ହଜାର ୩୬୪ ନୂଆ ଆକ୍ରାନ୍ତ। ଏହି ସମୟରେ ୩ ହଜାର ୬୬୦ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା। ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ସେହିପରି ସୁସ୍ଥ…

ରିପୋର୍ଟ ଦାଖଲ ପରେ ମିଳିବ ସହାୟତା ରାଶି

ଭୁବନେଶ୍ୱର: ବାତ୍ୟା ଛାଡ଼ିଯାଇଛି । ହେଲେ ବହୁତ୍ କ୍ଷୟ କ୍ଷତି କରିଛି ବାତ୍ୟା ୟାସ୍ । ଏନେଇ ଶୁକ୍ରବାର ଏସଆରସିଙ୍କ ନିକଟରେ ରିପୋର୍ଟ ଦାଖଲ କରିବେ ୟାସ୍ ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳ । କ୍ଷୟକ୍ଷତି ସମ୍ପର୍କିତ ପ୍ରାଥମିକ ରିପୋର୍ଟ ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ଏସଆରସି ପ୍ରଦୀପ ଜେନା…

୧୩ ଜିଲ୍ଲାରୁ ୩୩ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ, ଅନୁଗୁଳରୁ ସର୍ବାଧିକ ୫

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ମାମଲା ସାମାନ୍ୟ ଖସିଥିବା ବେଳେ ମୃତ୍ୟୁସଂଖ୍ୟା ୩୦ ଉପରେ ରହିଛି । ୨୪ ଘଣ୍ଟାରେ ରାଜ୍ୟର ୧୩ ଜିଲ୍ଲାରୁ ୩୩ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏଥିସହ ରାଜ୍ୟରେ ମୋଟ କରୋନା ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୨୬୫୧ରେ ପହଞ୍ଚିଛି । ଅନୁଗୁଳରୁ…

କାଲି ଖସିଥିଲା ଆଜି ବଢ଼ିଲା, ୨୪ ଘଣ୍ଟାରେ ୭ ହଜାର ୨୧୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ମାମଲା ୧୦ ହଜାର ତଳକୁ ଖସିଛି । ଗତକାଲି ୭ ହଜାରରୁ କମ୍ ମାମଲା ଆସିଥିବା ବେଳେ ଆଜି ୭ ହଜାର ଡେଇଁଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୭ ହଜାର ୨୧୬ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୪୦୪୧ଟି ମାମଲା ଆସିଥିବା ବେଳେ ୩ ହଜାର ୧୭୫ଟି ମାମଲା…

କରୋନାରେ ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା

ନୂଆଦିଲ୍ଲୀ : କରୋନା ପ୍ରାଣ ହରାଇଥିବା ସାମ୍ବାଦିକଙ୍କ ପରିବାରକୁ କେନ୍ଦ୍ରର ଆର୍ଥିକ ସହାୟତା । ମହାମାରୀ କରୋନା ପ୍ରାଣ ହରାଇଥିବା ୬୭ ଜଣ ସାମ୍ବାଦିକଙ୍କ ପରିବାରକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରକୁ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୧ ହଜାର ୫୫୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନାକୁ ନେଇ ଏବେ ସାରା ରାଜ୍ୟରେ ଆତଙ୍କ । ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଲୋକଙ୍କ ଚିନ୍ତା ବି ବଢ଼ିଲାଣି । ହେଲେ ଆଜି ସଂକ୍ରମଣରେ ଲାଗିଛି ବଡ଼ ଧରଣର ବ୍ରେକ୍ । ସବୁବେଳେ ୧୦ ହଜାର ଉପରେ ଆକ୍ରାନ୍ତ ସଂଖ୍ୟା ରହୁଥିବା ବେଳେ, ଆଜି ଏହି ସଂଖ୍ୟା ହ୍ରାସ ପାଇଛି । ହେଲେ…

କୋଭିଡ ସଂକ୍ରମିତ ନକ୍ସଲ୍ ମୃତ, ନାଟକୀୟ ଢଙ୍ଗରେ ୩ ଗିରଫ

ମାଲକାନଗିରି: ଏବେ ଯବାନଙ୍କ ଗୁଳିମାଡକୁ ଭୟ କରୁନାହାଁନ୍ତି ମାଓବାଦୀ । କାହିଁକି ନା ସେମାନଙ୍କୁ ଗୁଳିମାଡ ନୁହେଁ ବରଂ କରୋନା ଭାଇରସ୍ କରୁଛି ଏନ୍‌କାଉଣ୍ଟର । ସତ ପ୍ରମାଣିତ ହେଲା ଓଡିଶା ଓ ଛତିଶଗଡ ରାଜ୍ୟ ପୋଲିସର ସୂଚନା । ମାଓ କ୍ୟାମ୍ପରେ ଆତଙ୍କ ଖେଳାଇଛି କରୋନା ସଂକ୍ରମଣ । ଆଜି…

ଲଗାଣ ବର୍ଷାରେ ବେହାଲ ସ୍ଥିତି, ଯୋଗାଯୋଗ ବିଛିନ୍ନ

ବାତ୍ୟା ପରେ ଚାଲିଛି ପୁନରୁଦ୍ଧାର । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ବୈତରଣୀ ନଦୀରେ ବନ୍ୟାଜଳ । ଆନନ୍ଦପୁର ଓ ଆଖୁଆପଦାରେ ବିପଦ ସଙ୍କେତ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ କରାଯାଇଛି । ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା…

ୟାସ୍ ପ୍ରଭାବରେ ଝାଡଖଣ୍ଡରେ ବର୍ଷା ପବନ

ଭୁବନେଶ୍ୱର: ୟାସ୍ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା । ଆଉ ଏବେ ବି ବହୁତ୍ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବାତ୍ୟା ପ୍ରଭାବ କମିଯାଇଥିଲେ ବି ବନ୍ୟା ଯୋଗୁଁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସେପଟେ ଉତ୍ତର ଓଡିଶାରେ ତାଣ୍ଡବ ରଚିବା ପରେ ଏବେ ପଡୋଶୀ ରାଜ୍ୟରେ ପହଁଚିଛି ବାତ୍ୟା…

୫ ଜିଲ୍ଲାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ସକ୍ରିୟ ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ମାଳଦ୍ୱୀପ କମୋରିନ୍ ଅଞ୍ଚଳ ସହ ଦକ୍ଷିଣପଶ୍ଚିମ ଏବଂ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏହା ସକ୍ରିୟ ହେବାରେ ଲାଗିଛି । ମେ ୩୧ ସୁଦ୍ଧା ଦକ୍ଷିଣମୌସୁମୀ ବାୟୁ କେରଳ ଛୁଇଁବା ନେଇ ଆକଳନ କରିଛି ପାଣିପାଗ ବିଭାଗ ।ଏହାର…