Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବର୍ଷା ଆରମ୍ଭ

କେନ୍ଦ୍ରାପଡା :ବାତ୍ୟା ୟଶ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଂଚଳରେ ସାମାନ୍ୟ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି । ଏଥିଯୋଗୁଁ ଜିଲ୍ଲାର ମହାକାଳପଡା ଓ ରାଜନଗର ବ୍ଲକର ସମୁଦ୍ର ନିକଟବର୍ତ୍ତୀ ଅଂଚଳ ର ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ବାତ୍ୟାର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ…

ଭୁବନେଶ୍ବରରୁ ଚିହ୍ନଟ ହେଲେ ୯୦୫ କରୋନା ଆକ୍ରାନ୍ତ

ଭୁବନେଶ୍ବର : ମହାମାରୀ କରୋନା ସଂକ୍ରମଣ ଯେତିକି ବଢୁଛି, ସେତିକି ବଢୁଛି ଲୋକଙ୍କ ଚିନ୍ତା । ତେବେ ସବଠୁ ଅଧିକ ଚିନ୍ତାର କାରଣ ପାଲଟିଛି ରାଜଧାନୀ ଭୁବନେଶ୍ବର । କାରଣ ରାଜଧାନୀ ଭୁବନେଶ୍ବରରେ କମୁନି ସଂକ୍ରମଣ । ଆଜି ଆଜି ଭୁନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୦୫ ଜଣ ସଂକ୍ରମିତ ।…

ଅବହେଳିତ ଅବସ୍ଥାରେ ସନ୍ଥକବିଙ୍କ ସ୍ମୃତିପୀଠ

ରେଢ଼ାଖୋଲ : ସନ୍ଥକବି ଭୀମ ଭୋଇ ଥିଲେ ଏକାଧାରରେ ଜଣେ ସମାଜ ସଂସ୍କାରକ ତଥା ପ୍ରେମ ,ଶାନ୍ତି ,ମୈତ୍ରୀ ଓ ସଂହତିର ଅପ୍ରତିଦ୍ୱନ୍ଦୀ ପ୍ରଚାରକ। ତାଙ୍କ ଲେଖନୀରୁ ସର୍ବଦା ବିଶ୍ୱ ପ୍ରେମର ବାର୍ତ୍ତା ହିଁ ଝରୁଥିଲା। ରେଢ଼ାଖୋଲରୁ ୧୭ କିଲୋମିଟର ଦୂରରେ କବିଙ୍କ ଜନ୍ମସ୍ଥାନ 'କନ୍ଧରା' ଅବସ୍ଥିତ।…

କାଳ ବୈଶାଖୀରେ କ୍ଷୟ କ୍ଷତି

କଳାହାଣ୍ଡି: କାଳ ବୈଶାଖୀ ଯୋଗୁ ଅନେକ କ୍ଷୟ କ୍ଷତି ହେଇଛି । କଳାହାଣ୍ଡି ଜିଲ୍ଲା ଏମ୍ ରାମପୁର ବ୍ଲକର ମଦନପୁର ପଞ୍ଚାୟତ ଅଞ୍ଚଳରେ ଅପରାହ୍ନରେ ହୋଇଥିବା ଝଡ଼ ତୋଫାନରେ ଅନେକ କ୍ଷୟକ୍ଷତି ଘଟିଛି । ଯାହାକୁ ନେଇ ଚିନ୍ତାରେ ଅଞ୍ଚଳ ବାସୀ। ଏହି ଝଡ଼ ତୋଫାନ ରେ ଅଞ୍ଚଳର ଅନେକ ଗୁଡ଼ିଏ ଘର ଭାଙ୍ଗିବା…

ଅତ୍ରଙ୍ଗୀ ଅକ୍ଷୟ

ଭୁବନେଶ୍ୱର : ବଲିଉଡ଼ର ଷ୍ଟାର ଅକ୍ଷୟ କୁମାର । ଯିଏ କି ଖିଲାଡି କୁମାର ନାଁରେ ବେଶ ଜଣାଶୁଣା । ଜଣେ ଷ୍ଟାର ଭାବେ ନୁହେଁ ସମାଜ ସେବାରେ ସବୁଠୁ ଆଗରେ ରହିଛନ୍ତି । ଲୋକଙ୍କ ପ୍ରତିଟି ବିପଦ ସମୟରେ ସହଯୋଗର ହାତ ବଢାଇଛନ୍ତି । ସେ କରୋନା ସମୟରେ ଅକ୍ସିଜେନ୍ ଦେବା ହେଉ କି ମହାରାଷ୍ଟ୍ରରେ ମରୁଡ଼ି…

ପୁରୀ ବେଳାଭୂମିରେ ମୃତ ଜେଲି ଫିସ

ପୁରୀ: ପୁରୀ ବେଳାଭୂମିରେ ଶହ ଶହ ଜେଲି ଫିସଙ୍କ ମୃତ ଦେହ ଠାବ ହୋଇଛି। ଦିଗବାରିଣୀ, ଚୈତନ୍ୟ ଛକ, ଲାଇଟ ହାଉସ ପାଖରେ ପଡ଼ିଛି ମୃତଦେହ। ବାତ୍ୟା ୟାସ୍ ପ୍ରଭାବରେ ଜେଲି ଫିସ୍ ମରି ପଡ଼ିଥିବା ପୁରୀ ଜିଲ୍ଲା ସାମୁଦ୍ରିକ ମତ୍ସ୍ୟ ବିଭାଗର ବୈଜ୍ଞାନିକ କହିଛନ୍ତି। ସାଧାରଣତ ଜେଲି ଫିସ ଗୁଡିକ…

ଅଜଗର ଅଣ୍ଡା ସୁରକ୍ଷା ପାଇଁ ଏକ୍ସ ରେ

ଖୋର୍ଦ୍ଧା: ଖୋର୍ଦ୍ଧା ଗଡ଼ ନିଅଳରେ ଅଜଗର ଅଣ୍ଡା ଦେବା ଘଟଣା। ଅଜଗର ଅଣ୍ଡାକୁ ଏକ୍ସ ରେ କଲା ବନ ବିଭାଗ। ୩୦ ଟି ଅଣ୍ଡାରୁ ୨ ଟି ଅଣ୍ଡାର ଆଜି ଏକ୍ସ ରେ କରା ଯାଇଛି । ଚନ୍ଦକା ଡିଏଫଓ ଙ୍କ ନିର୍ଦ୍ଦେଶରେ ହଳଦିଆ ରେଞ୍ଜ ତରଫରୁ ୨ ଟି ଅଣ୍ଡାକୁ ଆଣି ହଳଦିଆ ରେଞ୍ଜର ଫରେଷ୍ଟର ସୁବାସ ବେହେରା…

କରୋନା ଯାଞ୍ଚ ଅଭିଯାନ: ଆଜିଠୁ ରାଜ୍ୟରେ ତିନି ମାସ ଡୋର୍ ଟୁ ଡୋର୍ ସର୍ଭେ

ଭୁବନେଶ୍ୱର: କରୋନା ମୁକାବିଲାରେ ଗ୍ରାମାଞ୍ଚଳକୁ ଫୋକସ୍ କରିଛନ୍ତି ରାଜ୍ୟ ସରକାର । ସହରାଞ୍ଚଳରେ ବି ମୁକାବିଲା ପାଇଁ ବହୁ ପଦକ୍ଷେପ ହାତକୁ ନେଇଛନ୍ତି ସରକାର । କରୋନାର ଦ୍ୱିତୀୟ ଲହରରେ ଆଜିଠାରୁ ରାଜ୍ୟର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଆରମ୍ଭ ହୋଇଛି ଡୋର୍ ଟୁ ଡୋର୍ ସର୍ଭେ । ବସ୍ତିରେ ଘରକୁ…

କରୋନାର ତୃତୀୟ ଲହର ! ୨ ଜିଲ୍ଲାରେ ୬ ଶହରୁ ଅଧିକ ଶିଶୁ କରୋନା ସଂକ୍ରମିତ

ଜୟପୁର: ମହାମାରୀ କରୋନା ପ୍ରକୋପରେ ଦେଶର ସ୍ଥିତି ସଙ୍ଗୀନ ରହିଛି । ଆଉ ଏବେ ସମସ୍ତଙ୍କ ଚିନ୍ତା ବଢ଼ାଇଲାଣି କରୋନାର ତୃତୀୟ ଲହର ଆଶଙ୍କା । କାରଣ ବିଶେଷଜ୍ଞ କହୁଛନ୍ତି କରୋନାର ତୃତୀୟ ପ୍ରବାହରେ ସବୁଠୁ ଅଧିକ ଶିଶୁ ସଂକ୍ରମିତ ହେବେ । ଏବେ ରାଜସ୍ଥାନର ୨ଟି ଜିଲ୍ଲାରେ ଛୁଆମାନେ ଦ୍ରୁତଗତିରେ…

ଦେଶରେ ୪୪ ଶହ ଟପିଲା ଦୈନିକ କରୋନା ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ସାରା ଦେଶରେ ୪୪ ଶହ ଟପିଛି ଦୈନିକ କରୋନା ମୃତ୍ୟୁ ସଂଖ୍ୟା। ଏଥିସହିତ ୨ ଲକ୍ଷ ୨୨ ହଜାର ୩୧୫ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭କୁ ବୃଦ୍ଧି ପାଇଛି। ଦିନକରେ ଚିକିତ୍ସାଧୀନ…