Latest Odisha News
Browsing Category

ଅନ୍ୟାନ୍ୟ

ଭୁବନେଶ୍ବରରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ କରୋନା । କିନ୍ତୁ ଅଧିକ ଚିନ୍ତା ବଢ଼ାଉଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ଚିହ୍ନଟ ହେଉଛନ୍ତି ଶତାଧିକ ପଜିଟିଭ୍ । ଏଭଳିସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୨୫ ଜଣ ଆକ୍ରାନ୍ତ ।…

ଗାଁରେ କରୋନା ସଚେତନତା

ଢେଙ୍କାନାଳ: କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଥିବା ବେଳେ ଲୋକଙ୍କୁ କରାଯାଉଛି ସଚେତନ । ଏନେଇ ଘର ଘର ବୁଲି ତଦାରଖ ବି କରାଯାଉଛି । ସେହିଭଳି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ସୋଗର ଗାଁକୁ ସାନିଟାଇଜ କରାଯାଇଛି । ଦିନକୁ ଦିକ ସେଠାରେ ସଂକ୍ରମଣ ବଢୁଥିବା ବେଳେ ଏହି ସବୁ ପଦକ୍ଷେପ ନିଆଯାଇଛି…

ରାଜ୍ୟରୁ ସୁସ୍ଥ ହେଲେ ୧୦ ହଜାର ୩୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ କରୋନା ଆକ୍ରାନ୍ତଙ୍କୁ ନେଇ ଚିନ୍ତା ବଢୁଥିବା ବେଳେ ଆଜି ସୁସ୍ଥ ହୋଇଛନ୍ତି ଆଉ ୧୦ ହଜାରରୁ ଅଧିକ ପଜିଟିଭ୍ । ସାରା ରାଜ୍ୟରୁ ଆଜି ୧୦ ହଜାର ୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ…

ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନାଚକ୍ର

ରାଉରକେଲା : ବିଶିଷ୍ଟ ସାହିତ୍ୟ ଅନୁଷ୍ଠାନ 'ସୁନାଫୁଲ ସାହିତ୍ୟ ସଂସଦ' ପକ୍ଷରୁ ଅନଲାଇନ ମାଧ୍ୟମରେ 'ହିନ୍ଦୁ ସଂସ୍କୃତିରେ ଅନ୍ତିମ ସଂସ୍କାର ଓ କରୋନା ବିପତ୍ତିରେ ମାନବିକତା' ଶୀର୍ଷକରେ ଏକ ଆଧ୍ୟାତ୍ମିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନାଚକ୍ରରେ ଯୁବ ଆର୍ଯ୍ୟ ସମାଜ ଓ…

କରୋନାରେ ଆଖି ବୁଜିଲେ ଓଡ଼ିଆ ଆଇଏଏସ୍ ଅଫିସର

ନୂଆଦିଲ୍ଲୀ: କରୋନା ନେଲା ଓଡ଼ିଆ ଆଇଏଏସ୍ ଅଫିସରଙ୍କ ଜୀବନ । କେରଳ କ୍ୟାଡର ବରିଷ୍ଠ ଆଇଏଏସ୍ ଏଡଓ୍ୱିନ୍ କୁଳଭୂଷଣ ମାଝୀ କରୋନାରେ ଆଖି ବୁଜିଛନ୍ତି । ଚିକିତ୍ସାଧୀନ ଅବସ୍ଥାରେ ୫୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ତାଙ୍କ ଘର ସୁନ୍ଦରଗଡ଼ ଜିଲ୍ଲାରେ । ୧୯୮୯ ବ୍ୟାଚ୍ କେରଳ କ୍ୟାଡର…

ସିଙ୍ଗାପୁର ଷ୍ଟ୍ରେନ୍ ବିବାଦ: କେଜ୍ରିଓ୍ୱାଲଙ୍କ ମନ୍ତବ୍ୟକୁ ନେଇ ରାଗିଲା ସିଙ୍ଗାପୁର, ବୈଦେଶିକ ମନ୍ତ୍ରାଳୟର…

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସିଙ୍କାପୁର ଷ୍ଟ୍ରେନ ମନ୍ତବ୍ୟକୁ ନେଇ ବିବାଦ ମୁଣ୍ଡ ଟେକିଛି । ଆପତ୍ତି ଉଠାଇଛି ସିଙ୍ଗାପୁର । ଏନେଇ ସେଠାରେ ଅବସ୍ଥାପିତ ଭାରତୀୟ ହାଇକମିଶନରଙ୍କୁ ସମନ୍ କରିଛନ୍ତି ସିଙ୍ଗାପୁର ସରକାର । ବିବାଦୀୟ ପରିସ୍ଥିତି ଭିତରେ…

ପରିବା ବଜାରରେ ପାଟିତୁଣ୍ଡ

ପୁରୀ :ପୁରୀ ବଡ଼ ଶଙ୍ଖ ପରିବା ବଜାରରେ ଉତେଜନା । ଲକ ଡାଉନରେ ପୋଲିସ ପକ୍ଷରୁ ବଜାରରେ ଉଠା ଦୋକାନୀଙ୍କୁ ସାମାଜିକ ଦୂରତା ରକ୍ଷା ନେଇ ଯାଞ୍ଚ କରାଯାଉଥିଲା । ଯାଞ୍ଚ ବେଳେ ପୋଲିସର ଦୁର୍ବ୍ୟବହାରକୁ ନେଇ ଉତେଜନା ଦେଖା ଦେଇଥିଲା । ଜଣେ ଉଠା ଦୋକାନୀକୁ ପୋଲିସ ମାଡ଼ ମାରି ଆହତ କରିବା ଘଟଣା ନେଇ…

ସୁସ୍ଥ ହେଉଛନ୍ତି ପ୍ରଦୀପ୍ତ ନାଏକ, କଥା କହିବା ଆରମ୍ଭ କଲେଣି

ଭୁବନେଶ୍ୱର: ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଏବେ ସେ ଧୀରେ ଧୀରେ କଥା କହିବା ଆରମ୍ଭ କଲେଣି । ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସର ସୁପରିଟେଣ୍ଡେଣ୍ଟ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି । କରୋନା ସଂକ୍ରମିତ ହେବା ପରେ ଭୁବନେଶ୍ୱର ଏମ୍ସରେ…

ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକ୍ଷମ ଦାବି

କଳାହାଣ୍ଡି: ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଗରିବ ଆଦିବାସୀଙ୍କ ପାଇଁ ପିଇବା ପାଣିର ସୁବିଧା କରୁଛନ୍ତି । ହେଲେ କିଛି ଅଞ୍ଚଳ ଲୋକେ ଏଥିରୁ ବଞ୍ଚିତ ରହୁଛନ୍ତି । କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ରାମପୁର ବ୍ଲକ ଅନ୍ତର୍ଗତ ବିରମଳ…

ଦେଶରେ କରୋନା ମୃତ୍ୟୁରେ ସର୍ବକାଳୀନ ରେକର୍ଡ, ୨୪ ଘଣ୍ଟାରେ ୪ ହଜାର ୫୨୯ ଜଣ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ମାମଲା ୪ ଲକ୍ଷରୁ ଖସି ଏବେ ୩ ଲକ୍ଷ ତଳେ ରହିଛି । ସଂକ୍ରମଣ ଯେଉଁ ହାରରେ ହ୍ରାସ୍ ପାଇଛି ସେହି ହାରରେ ମୃତ୍ୟୁଦର ଖସୁନି । ଗତ ୨୪ ଘଣ୍ଟାରେ ଦେଶରେ ୪ ହଜାର ୫୨୯ ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଦୈନିକ ମୃତ୍ୟୁରେ ଏହା ପୂର୍ବର ସମସ୍ତ ରେକର୍ଡକୁ…