Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦନ୍ତା ଆକ୍ରମଣରେ ଚାଷୀ ଗୁରୁତର

ଢେଙ୍କାନାଳ:ଥମୁନି ଦନ୍ତା ଆତଙ୍କ । ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର କଙ୍କିଳି ଗାଁ ପାଖ ଆମ୍ବତୋଟାରେ ଦନ୍ତା ଆତଙ୍କ । ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି । ଗୁରୁତର ଚାଷୀ ଜଣଙ୍କ କଙ୍କିଳି ଜରିତଇଳା ଗାଁର ରେଣୁ ସେଠୀ । ରେଣୁ ବୁଧବାର ଭୋର ସମୟରୁ ଆମ୍ବ ଗୋଟାଇବା ପାଇଁ ଗାଁ ପାଖ ଆମ୍ବ…

କରୋନାରେ କିନ୍ନରଙ୍କୁ ସହଯୋଗ

ପୁରୀ: କରୋନା ବଦଳାଇ ଦେଇଛି ସମସ୍ତଙ୍କ ଜୀବନ ଶୈଳୀ । ତେବେ ଏହି ଅସୁବିଧା ସମୟରେ କିନ୍ନର ମାନଙ୍କୁ ସୁଯୋଗ ଓ ନିର୍ମାଣ ତରଫରୁ ରିଲିଫ୍ ବଣ୍ଟନ କରାଯାଇଛି । କୋଭିଡ କଟକଣା ଓ ଲକ୍ ଡାଉନ୍ ଯୋଗୁଁ ଅସୁବିଧାରେ ଚଳୁଥିବା କିନ୍ନର ମାନଙ୍କୁ ସୁଯୋଗ ସଂସ୍ଥ‍ା ପକ୍ଷରୁ ରିଲିଫ୍ ବଣ୍ଟନ କରାଯାଇଛି। ପୁରୀ…

ଓଡ଼ିଶାର ୧୪ ଜିଲ୍ଲାରୁ କରୋନା ନେଲା ଆଉ ୨୧ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଆଉ ୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ୧୪ଟି ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୩ ଜଣ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ…

ମଇ୨୬ରେ ବ୍ଲଡ ମୁନ୍

ଭୁବନେଶ୍ୱର :ଚନ୍ଦ୍ର ଗ୍ରହଣ କଣ? କାହିଁକି ହୁଏ? ଏକଥା ଆମେ ସମସ୍ତେ ଜାଣିଛେ । ହେଲେ ବ୍ଳଡ଼ ମୁନ୍ ବା ରକ୍ତ ଚନ୍ଦ୍ର କଣ? ଏହି କଥା ଉଠିଲେ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ? ତେବେ କଣ ଏହି ବ୍ଲଡ ମୁନ୍ । ପୃଥିବୀର ଛାଇ ଯେତେବେଳେ ଚନ୍ଦ୍ର ଉପରେ ପଡିଥାଏ ତାହା ସମ୍ପୁର୍ଣ୍ଣ ଅଦୃଶ୍ୟ ହୋଇନଥାଏ ।…

କରୋନାରେ ଆଖି ବୁଜିଲେ ଉତ୍ତରପ୍ରଦେଶର ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ

ଲକ୍ଷ୍ନୌ: ଘାତକ ହେଉଛି କରୋନା । ଅକାଳରେ ନେଇଯାଉଛି ଜୀବନ । ଉତ୍ତରପ୍ରଦେଶରେ କରୋନାରେ ଜଣେ ମନ୍ତ୍ରୀଙ୍କ ମୃତ୍ୟୁ ହୋଇଛନ୍ତି । ରାଜସ୍ୱ ଓ ବନ୍ୟା ନିୟନ୍ତ୍ରଣ ରାଷ୍ଟ୍ରମନ୍ତ୍ରୀ ବିଜୟ କଶ୍ୟପ କରୋନାରେ ମୃତ୍ୟୁବରଣ କରିଛନ୍ତି । ଗୁରୁଗାଁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ…

ଚର୍ଚ୍ଚାରେ ନେତାନ୍ୟହୁ

ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟହୁ । ଦେଶରେ ଏବେ ସଙ୍କଟ କାଳରେ ବିରୋଧର ଶିକାର ହେବାରେ ଲାଗିଛନ୍ତି । ପାଲେଷ୍ଟାଇନ ଆକ୍ରମଣର କଡ଼ା ଜବାବ୍ ଦେବାକୁ ଫୁଲ୍ ଦମ୍ ରେ ତୟାର୍ । ଖୁବଶିଘ୍ର ସଂଘର୍ଷର ଘଟିବ ଅନ୍ତ ,ଶତ୍ରୁତାର ଅବସାନ ଘଟାଇବା ନେଇ ତାଙ୍କର ପ୍ରୟାସ ଜାରି ରହିଛି ।…

ଆଜି ଓଡ଼ିଶାରୁ ୧୧ହଜାର ୯୯ କରୋନା ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର: ରାଜ୍ୟରେ ଏବେ ସମାନ୍ତରାଳ ସ୍ଥିତିରେ ରହୁଛି କରୋନା ସଂକ୍ରମଣ । ୧୦ ହଜାର ଉପରେ ରହୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୯୯ ନୂଆ ସଂକ୍ରମିତ । କ୍ୱାରେଣ୍ଟାଇନରୁ ୬ହଜାର ୨୧୪ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୪ହଜାର ୮୮୫ । ଖୋର୍ଦ୍ଧାରୁ…

ଭରଚୁଆଲ ମୋଡ଼ରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ର ଉଦଘାଟିତ

ଭୁବନେଶ୍ୱର : "ମହାରାଷ୍ଟ୍ର ଓଡିଆ କଲ୍ୟାଣ ସଂଘ (ମୋଓଆ), ନବିମୁମ୍ବାଇ" ତଥା ବିଶ୍ବବ୍ୟାପୀ "ଶ୍ରୀଜଗନ୍ନାଥ ଚିନ୍ତନ ଓ ଚେତନା ଓୱର୍ଲ୍ଡ ୱାଇଡ୍" ପକ୍ଷରୁ ଭରଚୁଆଲ ମାଧ୍ୟମରେ ସ୍କନ୍ଦ ପୁରାଣର ଆଲୋଚନାଚକ୍ରର ଉଦଘାଟିତ ହୋଇଯାଇଛି ଏହା ଆଗାମୀ ଦଶଦିନ ଧରି ଧାରାବାହିକ ଭାବରେ ଚାଲିବ ବୋଲି ମୋଓଆ…

କରୋନା ଯୋଦ୍ଧାଙ୍କୁ ଅଣଦେଖା, ଦାବି ପୂରଣ ନ ହେଲେ ଆନ୍ଦୋଳନ !

ଭବାନୀପାଟଣା: କରୋନା ମହାମାରୀ ଭଳି ବିଶ୍ୱବିପତ୍ତିରେ ଓଡିଶାର ଆଶାକର୍ମୀଙ୍କ ଯୋଗଦାନ କିଛି କମ୍ ନାହିଁ । ଗତବର୍ଷ ଘରଘର ବୁଲି ସର୍ଭେ କରିବା ସହ ଲୋକଙ୍କୁ କରୋନାକୁ ନେଇ ସଚେତନ କରାଇବାରେ ଏମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତଥାପି ଏମାନଙ୍କ ଉପରେ ଆଜି ଯାଏଁ ସରକାରଙ୍କ କୃପାଦୃଷ୍ଟି…

ଦୈନିକ ହେବ ୭୦ ହଜାର ଟେଷ୍ଟ

ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି କରୋନା ସଂକ୍ରମଣ । ପଜିଟିଭ୍ ହାର ତୁଳନାରେ ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ପରେ ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ । ଦେଶରେ ମେ ୮ ତାରିଖରେ ସଂକ୍ରମଣ ପିକରେ ଥିଲା ।…