Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ପ୍ରାଣୀ ଉଦ୍ୟାନରେ ଜୀବଜନ୍ତୁଙ୍କ ମସ୍ତି

ଭୁବନେଶ୍ୱର: ଦିନକୁ ଦିନ ବଢ଼ିଚାଲିଛି କାରୋନା ଚିନ୍ତା । କରୋନା ମହାମାରୀରେ ସବୁଆଡେ ତାଲା ବନ୍ଦ। ରାସ୍ତା ଘାଟ ବି ଶୁନଶାନ୍ ହୋଇପଡିଛି । ସେପଟେ ଜୀବଜନ୍ତୁ ମାନଙ୍କ ସୁରକ୍ଷା ପାଇଁ ନନ୍ଦନକାନନ ବି ବାଦ ପଡିନି। ହେଲେ ଏହି ସମୟରେ ନନ୍ଦନକାନନରେ କିଛି ଖୁସିର ଦୃଶ୍ୟ ଦେଖିବାକୁ ମିଳିଛି।…

ଦେଶରେ ୪ହଜାର ତଳକୁ ଖସିଲା ଦୈନିକ ମୃତ୍ୟୁସଂଖ୍ୟା, ୨ଲକ୍ଷ ୭୬ ହଜାର ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମୃତ୍ୟୁସଂଖ୍ୟାରେ ସାମାନ୍ୟ ଆଶ୍ୱସ୍ତି । ସପ୍ତାହେ ପରେ ଚାରି ହଜାର ତଳକୁ ଖସିଲା । ଗତ ୨୪ ଘଣ୍ଟାରେ କରୋନାରେ ସାରା ଦେଶର ୩ହଜାର ୮୭୪ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଗତ କିଛି ଦିନ ହେବ ଏହି ସଂଖ୍ୟା ଚାରି ହଜାର ଉପରେ ରହୁଥିଲା । ଦେଶରେ କରୋନା ଜନିତ…

କରୋନାରେ ଆଖି ବୁଜିଲେ ରାଜସ୍ଥାନର ପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ

ଜୟପୁର: ପ୍ରାଣ ନେଉଛି କରୋନା । ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜଗନ୍ନାଥ ପହାଡିଆ କରୋନାରେ ସଂକ୍ରମିତ ହୋଇ ମୃତ୍ୟୁବରଣ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଗତକାଲି ଗୁରୁଗାଁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ…

ଜବର ଦଖଲ ଉଚ୍ଛେଦ

କୋରାପୁଟ: କୋରାପୁଟ ଜିଲ୍ଲାରେ ଜବର ଦଖଲ ଉଚ୍ଛେଦ। ସୁନାବେଡାର ବିଭିନ୍ନ ସ୍ଥାନରେ ସରକାରୀ ଜାଗାରେ ଜବରଦଖଲ । ସ୍ଥାନୀୟ ସେମିଳିଗୁଡା ତହସିଲଦାର ଓ ସୁନାବେଡା ପୌରନିର୍ବାହୀ ଅଧିକାରୀଙ୍କ ମିଲିତ ଉଦ୍ୟମରେ ଏହି ଉଚ୍ଛେଦ କରାଯାଇଥିଲା। ସୁନାବେଡା ଡ୍ରାଇଭର କଲୋନୀ ଓ ଚର୍ଚ୍ଚ କଲୋନୀ ଅଞ୍ଚଳରୁ ଜବର …

କୋଏମ୍ବାଟୁରରେ କରୋନା ଦେବୀ ପୂଜା

କୋଏମ୍ବାଟୁର : କରୋନା ସ୍ଥିତି ଅଣାୟତ୍ତ ହୋଇ ପଡୁଛି । କରୋନା ମହାମାରୀ ବ୍ୟାପି ଚାଲିଥିବା ବେଳେ ବହୁ ଲୋକଙ୍କର ମୃତ୍ୟୁ ହେବାରେ ଲାଗିଛି । ଲୋକଙ୍କୁ ବିଭିନ୍ନ ପ୍ରକାରର ସାହାଯ୍ୟ ସହଯୋଗ ମିଳୁଥିବା ବେଳେ ସଚେତନ ରହିବାକୁ ପରାମର୍ଶ ଦିଆଯାଉଛି । ହେଲେ ବିଭିନ୍ନ ସ୍ଥାନରେ କିଛି ଅନ୍ଧ ବିଶ୍ୱାସ…

ଦିନକରେ ଓଡ଼ିଶାରୁ କରୋନା ନେଲା ରେକର୍ଡ ୨୫ ଜୀବନ

ଭୁବନେଶ୍ୱର: ସଂକ୍ରମଣ ସହ ଓଡ଼ିଶାରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୨୫ ଜଣ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ୧୪ ଜିଲ୍ଲାରୁ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ସର୍ବାଧିକ ୪ ଜଣ ଲେଖାଏ ସଂକ୍ରମିତଙ୍କ ଜୀବନ ନେଇଛି…

ଆଜି ଓଡ଼ିଶାରୁ ୧୧, ୪୯୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକ ଓ ଅନୁଗୋଳରେ ବଢୁଛି

ଭୁବନେଶ୍ୱର: ରାଜ୍ୟରେ ଏବେ ବଢୁଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୪୯୮ ପଜିଟିଭ୍ । କ୍ୱାରେଣ୍ଟାଇନରୁ ୬ହଜାର ୪୩୯ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫ହଜାର ୫୯ଟି । ଦୈନିକ ସଂକ୍ରମଣରେ ଟପ୍ ଫାଇଭ୍ ଜିଲ୍ଲାରେ ରହିଛି ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼,…

କରୋନା ସଂକ୍ରମିତଙ୍କ ସାହା ଭରସା “ସିଲିଣ୍ଡର୍ ବିଟିଆ”

ଶାହାଜାହାନପୁର (ଉ.ପ୍ର): କିଛିଦିନ ତଳେ ଏକାଧିକ ନ୍ୟୁଜ୍ ଏଜେନ୍ସି ଉତ୍ତରପ୍ରଦେଶ ଶାହଜାହାନପୁର ଅଂଚଳର ସିଲିଣ୍ଡର ବିଟିଆକୁ ନେଇ ଚର୍ଚ୍ଚା ଉଠାଇଥିଲେ । ଅନେକ ଖୋଜାଖୋଜି ପରେ ଶେଷରେ ସିଲିଣ୍ଡର ବିଟିଆର ସମସ୍ତ ବିବରଣୀ ହସ୍ତଗତ ହୋଇଛି । ୨୬ ବର୍ଷୟା ଯୁବତୀ । ପରିଚୟ ଅର୍ସି ଅନସାରୀ । ଏହି…

ଭୁବନେଶ୍ବରରୁ ୯୨୫ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ଚିନ୍ତା ବଢ଼ାଉଛି ମହାମାରୀ କରୋନା । କିନ୍ତୁ ଅଧିକ ଚିନ୍ତା ବଢ଼ାଉଛି ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ବର । ପ୍ରତିଦିନ ଏଠାରେ ଚିହ୍ନଟ ହେଉଛନ୍ତି ଶତାଧିକ ପଜିଟିଭ୍ । ଏଭଳିସ୍ଥିତିରେ ଆଜି ରାଜଧାନୀ ଭୁବନେଶ୍ବର ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି ୯୨୫ ଜଣ ଆକ୍ରାନ୍ତ ।…

ଗାଁରେ କରୋନା ସଚେତନତା

ଢେଙ୍କାନାଳ: କରୋନା ସ୍ଥିିତି ବିଗିଡ଼ିବାରେ ଲାଗିଥିବା ବେଳେ ଲୋକଙ୍କୁ କରାଯାଉଛି ସଚେତନ । ଏନେଇ ଘର ଘର ବୁଲି ତଦାରଖ ବି କରାଯାଉଛି । ସେହିଭଳି ଢେଙ୍କାନାଳ କାମାକ୍ଷାନଗର ବ୍ଲକ୍ ସୋଗର ଗାଁକୁ ସାନିଟାଇଜ କରାଯାଇଛି । ଦିନକୁ ଦିକ ସେଠାରେ ସଂକ୍ରମଣ ବଢୁଥିବା ବେଳେ ଏହି ସବୁ ପଦକ୍ଷେପ ନିଆଯାଇଛି…