Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆସନ୍ତାକାଲିଠୁ ହିମାଚଳ ପ୍ରଦେଶରେ ୧୦ ଦିନିଆ କର୍ଫ୍ୟୁ

ସିମଲା : ଦେଶରେ ହୁ ହୁ ହୋଇ ବଢ଼ିଚାଲିଛି ମହାମାରୀ କରୋନା । ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ରହୁଛି ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟରେ ଲାଗିଲାଣି କଟକଣା । ଏହି କ୍ରମରେ ଆସନ୍ତାକାଲିଠୁ ହିମାଚଳପ୍ରଦେଶରେ ଲାଗୁ ହେବ କର୍ଫ୍ୟୁ । ଆସନ୍ତାକାଲିଠୁ ମେ ୧୬ ତାରିଖ…

ଭୁବନେଶ୍ବରରୁ ୧୦୭୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର : ରାଜ୍ୟରେ ମହାମାରୀ କରୋନା ଉପରମୁହାଁ । ପ୍ରତିଦିନି ସଂକ୍ରମିତ ସଂଖ୍ୟା ବଢୁଥିବା ବେଳେ, ଚିନ୍ତା ବଢ଼ାଇଛି ହଟସ୍ପଟ୍ ପାଲଟିଥିବା ରାଜଧରାନୀ ଭୁବନେଶ୍ବର । ଆଜି ଭୁବନେଶ୍ବରରୁ ଚିହ୍ନଟ ହୋଇଛନ୍ତି ୧୦୭୪ କରୋନା ପଜିଟିଭ୍ । କ୍ବାରେଣ୍ଟାଇନରୁ ୧୨୮ ଜଣ ଥିବା ବେଳେ, ଲୋକାଲ କେସ୍…

ରାଜ୍ୟରୁ ସୁସ୍ଥ ହେଲେ ୬୧୭୬ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟ ପାଇଁ ଖୁସି ଖବର । ଆଜି ରାଜ୍ୟରୁ ପାଖାପାଖି ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ, ସୁସ୍ଥ ହୋଇଛନ୍ତି ୬୧୭୬ କରୋନା ଆକ୍ରାନ୍ତ । ଏନେଇ ଟ୍ବିଟ୍ କରି ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ…

[ଭିଡିଓ] ମାନିଲେନି କରୋନା କଟକଣା, ଶୋଭାଯାତ୍ରା ପାଇଁ ୨୩ ଗିରଫ !

ଅହମଦାବାଦ: କରୋନାର ଦ୍ୱିତୀୟ ଲହରିକୁ ହେୟଜ୍ଞାନ । କରୋନା କଟକଣା ଭାଙ୍ଗି ଶତାଧିକ ଲୋକଙ୍କର ବିଶାଳ ଧାର୍ମିକ ଶୋଭାଯାତ୍ରା । ଗତକାଲି ଅହମଦାବାଦର ନବପୁରା ଗାଁରେ ଶତାଧିକ ମହିଳା ଶ୍ରଦ୍ଧାଳୁଙ୍କ ଶୋଭାଯାତ୍ରାର ଭିଡିଓଟି ଭାଇରାଲ୍ ହୋଇଥିଲା । ଯାହା ପରେ ଆକ୍ସନ ମୋଡକୁ ଆସିଥିଲା ସ୍ଥାନୀୟ ପୋଲିସ…

ବ୍ୟବସାୟୀଙ୍କ ବିରୋଧ

ବଲାଙ୍ଗିର:ରାଜ୍ୟବ୍ୟାପୀ କରୋନା ସଂକ୍ରମଣ ଯୋଗୁ ଲକ୍ ଡାଉନ୍ । ଏହି ସମୟରେ ବଲାଙ୍ଗିରରେ ଥିବା ଡେଲି ମାର୍କେଟରେ ପରିବା ବିକାଳୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି । ବଲାଙ୍ଗିର ପୌର ପ୍ରଶାସନ ଦ୍ବାରା ଡେଲି ମାର୍କେଟରେ ଲଗାଯାଇଥିବା ବେରିକେଡ୍ କୁ ବିରୋଧ କରି ପନିପରିବା ବିକାଳୀ ମାନେ…

[ଭିଡିଓ] କରୋନା ଭୟାବହତାର ଆଉ ଏକ ଉଦାହରଣ…

ଶ୍ରୀକାକୁଲମ୍‌ (ଆନ୍ଧ୍ରପ୍ରଦେଶ): କରୋନାର କରାଘାତରେ ତଳେ ପଡିଥିଲା ବାପା । ସେପଟେ ଝିଅଟି ନିଜ ବାପା ମୁହଁରେ ଟିକେ ପାଣି ଦେବାକୁ ଚାହୁଁଥିଲା । ହେଲେ ଭାଗ୍ୟର ବିଡମ୍ବନା । ଖୋଦ ତଳେ ପଡିଥିବା ବ୍ୟକ୍ତିଙ୍କ ସ୍ତ୍ରୀ ଅର୍ଥାତ ଝିଅଟିର ମାଆ ତା ବାପାକୁ ପାଣି ଦେବାକୁ ମନା କରୁଥିଲା । ହେଲେ…

ଗିରଫ ହେଲେ ରେମ୍‌ଡେସେଭିୟର୍ କଳାବଜାରୀ !

ନୂଆଦିଲ୍ଲୀ: ୭୦ ହଜାର ଟଙ୍କାରେ ବିକ୍ରିୟ ହେଉଥିଲା ରେମ୍‌ଡେସେଭିୟର୍ ଇଂଜେକ୍ସନ୍ । କଳାବଜାରୀଙ୍କ ନିକଟରେ ମହଜୁଦ ଥିଲା ଇଂଜେକ୍ସନ ଭାଇଲ୍ । ବହୁ ଖୋଳତାଡ ପରେ ଶେଷରେ ଦିଲ୍ଲୀ ପୋଲିସ ହାତରେ ଧରାପଡିଛନ୍ତି ରେମଡେସେଭିୟର୍ ଇଂଜେକ୍ସନ କଳାବଜାରୀ ଗ୍ୟାଙ୍ଗ । ରେମ୍‌ଡେସେଭିୟର୍ ଇଂଜେକ୍ସନକୁ…

ପ୍ରାଣଘାତୀ କରୋନା: ଦିନକରେ ଦେଶରୁ ରେକର୍ଡ ୩୭୮୦ ମୃତ, ସାଢ଼େ ୩ଲକ୍ଷରୁ ଖସୁନି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: କରୋନାର ସେକେଣ୍ଡ ଓ୍ୱେଭ୍ ସାଂଘାତିକ ହେଉଛି । ଅଧିକ ଜୀବନ ନେଉଛି । ଦେଶରେ ସାଢ଼େ ୩ହଜାର ତଳକୁ ଖସୁନି ଦୈନିକ ମୃତ୍ୟୁସଂଖ୍ୟା । ସେହିପରି ପ୍ରତିଦିନ ସାଢ଼େ ୩ ଲକ୍ଷରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଣ୍ଟାରେ କରୋନା ଦିନକରେ ରେକର୍ଡ ୩ହଜାର ୭୮୦ ଜୀବନ ନେଇଛି ।…

ରେଡ୍ ଜୋନରେ ଓଡ଼ିଶାର ୨୩ ଜିଲ୍ଲା, ଗ୍ରୀନ୍ ଜୋନରେ କେବଳ ମାଲକାନଗିରି

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ମେଲାଉଛି । ଏଥିସହ ଗୋଟିଏ ପରେ ଗୋଟିଏ ଜିଲ୍ଲା ରେଡ୍ ଜୋନକୁ ଯାଉଛି । କାଲି ୨୧ ଜିଲ୍ଲା ରେଡ୍ ଜୋନରେ ଥିଲା । ଆଜି ଏହି ସଂଖ୍ୟା ୨୩କୁ ବୃଦ୍ଧି ପାଇଛି । ରେଡ୍ ଜୋନ୍ ତାଲିକାରେ ଆଜି ବୌଦ୍ଧ ସମ୍ୱଲପୁର ଜିଲ୍ଲା ଯୋଡ଼ି ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରୁ ୧୨୯…

ଆଜି ୧୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଟିକା ଅଭାବ ସମସ୍ୟା ଲାଗି ରହିଛି । ଟିକା ଅଭାବ ଯୋଗୁ ଆଜି ୧୫ଟି ଜିଲ୍ଲାରେ ଟିକାକରଣକୁ ବନ୍ଦ ରଖାଯାଇଛି । ଏହି ଜିଲ୍ଲାଗୁଡିକ ହେଲା ଅନୁଗୋଳ, ବାଲେଶ୍ୱର, ବରଗଡ, କଟକ, ବୌଦ୍ଧ, ଜଗତସିଂହପୁର, କନ୍ଧମାଳ, ଦେଓଗଡ, ଗଞ୍ଜାମ, ନବରଙ୍ଗପୁର, କେନ୍ଦୁଝର, କୋରାପୁଟ, ରାୟଗଡା, ସମ୍ବଲପୁର…