Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦରମା ଠାରୁ କ୍ଷମତା ପର୍ଯ୍ୟନ୍ତ, ସିବିଆଇ ମୁଖ୍ୟଙ୍କୁ କିପରି ନିଯୁକ୍ତ କରାଯାଏ? ଜାଣନ୍ତୁ…

ନୂଆଦିଲ୍ଲୀ: ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (CBI)ର ନୂତନ ନିର୍ଦ୍ଦେଶକଙ୍କ ନାମ ଆସନ୍ତା ସପ୍ତାହରେ ଚୂଡ଼ାନ୍ତ ହେବାର ସମ୍ଭାବନା ରହିଛି । ପ୍ରାୟ ୬ ଜଣ IPS ଅଧିକାରୀ ଏହି ପଦବୀ ପାଇଁ ଦୌଡ଼ରେ ଅଛନ୍ତି । ବର୍ତ୍ତମାନର CBI ନିର୍ଦ୍ଦେଶକ ପ୍ରବୀଣ ସୁଦଙ୍କୁ ଶେଷ…

ଗର୍ଭାବସ୍ଥାରେ ଯୋଗ କରୁଛନ୍ତି କି ? ଜାଣନ୍ତୁ କ’ଣ କରିବେ, କ’ଣ କରିବେ ନାହିଁ…

ନୂଆଦିଲ୍ଲୀ: ଗର୍ଭାବସ୍ଥାର ପ୍ରଥମ ତିନି ମାସ ବା ପ୍ରଥମ ଟ୍ରାଇମେଷ୍ଟର ସମୟରେ ଶରୀରରେ ନୂଆ ପରିବର୍ତ୍ତନ ଆରମ୍ଭ ହୋଇଥାଏ। ମୋରାରଜୀ ଦେଶାଇ ଜାତୀୟ ଯୋଗ ପ୍ରତିଷ୍ଠାନ ଅନୁସାରେ, ଏହି ସମୟରେ ମହିଳାମାନେ ଖୁବ୍ ହାଲୁକା ବ୍ୟାୟାମ କରିବା ଉଚିତ୍। ବେକ, କାନ୍ଧ ଏବଂ ଗୋଡ଼ର ଗଣ୍ଠି ପାଇଁ ସରଳ…

Mahalaxmi Rajyog 2026: ମହାଲକ୍ଷ୍ମୀ ରାଜଯୋଗ ; ଏହି ରାଶିମାନଙ୍କ ଚମକିବ ଭାଗ୍ୟ!

ଭୁବନେଶ୍ବର: ଜ୍ୟୋତିଷ ଶାସ୍ତ୍ରରେ ଅନେକ ରାଜଯୋଗ ବର୍ଣ୍ଣନା କରାଯାଇଛି, ଯାହା ଜଣେ ବ୍ୟକ୍ତିର ଜୀବନରେ ଶୁଭ ଫଳ ଆଣିଥାଏ। ମହାଲକ୍ଷ୍ମୀ ରାଜଯୋଗ ଏହି ଶୁଭ ଯୋଗ ମଧ୍ୟରୁ ଗୋଟିଏ। ଏହି ରାଜଯୋଗକୁ ଅତ୍ୟନ୍ତ ଶୁଭ ବୋଲି କୁହାଯାଏ ଏବଂ ଏହା ସୌଭାଗ୍ୟ ଆଣିଥାଏ। ଯେତେବେଳେ ମଙ୍ଗଳ ଏବଂ ଚନ୍ଦ୍ର ଗୋଟିଏ…

Fainting prediction: ପାଞ୍ଚ ମିନିଟ୍ ପୂର୍ବରୁ ଅଚେତ ହେବାର ପୂର୍ବାନୁମାନ କରିପାରିବ ଏହି ସ୍ମାର୍ଟୱାଚ୍ !

ନୂଆଦିଲ୍ଲୀ: ସ୍ମାର୍ଟୱାଚ୍‌ଗୁଡ଼ିକ ଆଉ କେବଳ କେତେ ବାଟ ଚାଲିଲ , ହାର୍ଟ ରେଟ୍ ଦେଖେଇବା କିମ୍ବା କଲ୍ ରିସିଭ ଡିଭାଇସ ହୋଇ ରହିବ ନାହିଁ; ଧୀରେ ଧୀରେ ଏହି ଛୋଟ ଘଣ୍ଟା ହେଲ୍ଥ ମନିଟରିଂ ମେସିନ୍‌ରେ ପରିଣତ ହେଉଛି। ଦକ୍ଷିଣ କୋରିଆର ଟେକ୍ କମ୍ପାନୀ ସାମସଙ୍ଗ୍ ଏକ ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ…

Weight gain:ଏହି ହରମୋନ ଅସନ୍ତୁଳନ ହେଲେ ମହିଳାଙ୍କ ଓଜନ ବଢେ…

ନୂଆଦିଲ୍ଲୀ: ମହିଳାମାନଙ୍କଠାରେ ହଠାତ୍ ଓଜନ ବୃଦ୍ଧି ପାଇଁ କେବଳ ଖାଦ୍ୟ ଏବଂ ଶାରୀରିକ କାର୍ଯ୍ୟକଳାପ ଦାୟୀ ନୁହେଁ; ହରମୋନ୍ ପରିବର୍ତ୍ତନ ମଧ୍ୟ ଏକ ପ୍ରମୁଖ କାରଣ ହୋଇପାରେ । ଶରୀରରେ କିଛି ଜରୁରୀ ହରମୋନ୍ ମେଟାବୋଲିଜିମ୍, ଭୋକ, ଫ୍ୟାଟ ଷ୍ଟୋରେଜ ଏବଂ ଏନର୍ଜି ସନ୍ତୁଳନକୁ ନିୟନ୍ତ୍ରଣ କରନ୍ତି।…

ଏମିତି ଏକ ଦେଶ ଯାହାର ଟ୍ରେନଗୁଡ଼ିକରେ ରହିଛି ‘ପାର୍ଲର କମ୍ପାର୍ଟମେଣ୍ଟ’; ଏହି ସ୍ୱତନ୍ତ୍ର କୋଚ୍ ଅନ୍ୟ…

ଇସଲାମବାଦ: ଆପଣମାନେ ଅନେକ ଟ୍ରେନରେ ଯାତ୍ରା କରିଥିବେ । ସବୁ ଟ୍ରେନ୍ ରେ କିଛି ନା କିଛି ଭିନ୍ନ ସୁବିଧା ଥାଏ । ହେଲେ ଏପରି ଏକ ଟ୍ରେନ୍ କେବେ ଦେଖିଛନ୍ତି କି ଯେଉଁଥିରେ 'ପାର୍ଲର କମ୍ପାର୍ଟମେଣ୍ଟ' ରହିଛି । ତେବେ ଏକ ଟ୍ରେନ୍ ରହିଛି ଭାରତର ଶତୃ ଦେଶ ପାକିସ୍ତାନରେ । ପାକିସ୍ତାନ ରେଳବାଇ…

କେଉଁ ରାଜ୍ୟରେ ହୃଦଘାତରେ ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ? ୧୦ଟି ରାଜ୍ୟରୁ ଆସିଲା ଆଶ୍ଚର୍ଯ୍ୟଜନକ ରିପୋର୍ଟ !

ନୂଆଦିଲ୍ଲୀ: ନ୍ୟାସନାଲ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ (NCRB) ର ୨୦୨୪ ସଦ୍ୟତମ ତଥ୍ୟ ସମଗ୍ର ଦେଶକୁ ଚିନ୍ତିତ କରିଛି । ଗତ ବର୍ଷ ଭାରତରେ ହୃଦଘାତରେ ମୋଟ ୩୮ ହଜାର ୫୯୯ ଜଣଙ୍କର ମୃତ୍ୟୁ ହୋଇଥିଲା । ତଥ୍ୟ ଅନୁସାରେ ମହାରାଷ୍ଟ୍ର ତାଲିକାର ଶୀର୍ଷରେ ଅଛି, କେବଳ ୧୪ ହଜାର ୮୭୪ ଜଣଙ୍କ ମୃତ୍ୟୁ…

ଦିନକୁ ଦିନ ହ୍ରାସ ପାଉଛି କି ମଣିଷଙ୍କ ମଧ୍ୟରେ କଥାବାର୍ତ୍ତା ହେବା? ରିପୋର୍ଟ ଦେଖି ହୋଇଯିବେ ତାଜୁବ

ନୂଆଦିଲ୍ଲୀ: ଆଜିର ସମୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ପୂର୍ବରୁ ଲୋକମାନେ ସନ୍ଧ୍ୟାରେ ଏକାଠି ବସି ଘଣ୍ଟା ଘଣ୍ଟା ଧରି କଥା ହେଉଥିଲେ, ନିଜର ସୁଖ ଏବଂ ଦୁଃଖ ବାଣ୍ଟୁଥିଲେ। କିନ୍ତୁ ବର୍ତ୍ତମାନ ସ୍ମାର୍ଟଫୋନ୍ ସେହି ସ୍ଥାନ ନେଇଛି। ପରିସ୍ଥିତି ଏପରି ହୋଇଛି ଯେ ପରିବାର ମଧ୍ୟରେ କଥାବାର୍ତ୍ତା ମଧ୍ୟ…

ଭାରତରେ ଅଛି ବିଶ୍ୱର ସବୁଠାରୁ ବଡ଼ ସ୍କୁଲ, ପାଠ ପଢନ୍ତି ଏତିକି ଛାତ୍ରଛାତ୍ରୀ ?

ନୂଆଦିଲ୍ଲୀ: ଭାରତରେ ଶିକ୍ଷା କ୍ଷେତ୍ର ଗତ କିଛି ବର୍ଷ ମଧ୍ୟରେ ଦ୍ରୁତ ଅଭିବୃଦ୍ଧି ପାଇଛି ଏବଂ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିବା ପାଇଁ ଅନେକ ବଡ଼ ବଡ଼ ସ୍କୁଲ ଖୋଲାଯାଇଛି । ସାରା ଦେଶରେ ସ୍କୁଲଗୁଡ଼ିକ ଏବେ ଆଧୁନିକ ଏବଂ ଉନ୍ନତ ପଦ୍ଧତି ବ୍ୟବହାର କରି ପିଲାମାନଙ୍କୁ…

ସୁଝି ପାରିବାନି ମା’ଆ ମମତାର ଅମୂଲ ମୂଲ, ତଥାପି ମା’ ପାଇଁ ଦିନ ଟିଏ…Happy Mother’s Day…

ଭୁବନେଶ୍ବର: "ମାଆ" । ମା’ ମାନେ ମାଟି…ଆ’ ମାନେ ଆକାଶ । ଯେତେ ବଖାଣିଲେ ସେତେ କମ ପଡିବ ମାଆ ମମତାର ସେ ଅକୁହା ଗାଥା । ସତରେ ଏମିତି ଏକ ମଧୁର ଶବ୍ଦ, ଯାହା ସହ କେଉଁ ଶବ୍ଦର ତୁଳନା ନାହିଁ । ଯେତେ କହିଲେ ବି ଶବ୍ଦର ଅଭାବ ନିଶ୍ଚୟ ଉଣା ପଡ଼ିବ । ଏ ଧରା ପୃଷ୍ଠରେ ସବୁଠୁ ସୁନ୍ଦର ଅକ୍ଷର ହେଉଛି…