Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବ୍ରିଟେନର ରେଡ୍ ଲିଷ୍ଟରେ ଭାରତ, ଆମେରିକା ବି ଲଗାଇଲା କଟକଣା

ନୂଆଦିଲ୍ଲୀ: ଦେଶରେ କରୋନା ଦ୍ୱିତୀୟ ଲହର ପ୍ରତିଦିନ ସଂକ୍ରମଣ ମାମଲା ବୃଦ୍ଧି କରି ଚାଲିଛି । ଗତକାଲି ଦେଶରେ ୨ ଲକ୍ଷ ୭୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଯାହାକି ଏଯାବତ୍ ଚିହ୍ନଟ ସର୍ବାଧିକ ଦୈନିକ ସଂକ୍ରମଣ ମାମଲା । ବଢ଼ୁଥିବା ସଂକ୍ରମଣକୁ ଦେଖି ବ୍ରିଟେନ ଭାରତକୁ ରେଡ୍…

ଆଜି ଅଶୋକାଷ୍ଟମୀ: ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବେନଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ । ଆଜି ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା । ଏବର୍ଷ କରୋନା କଟକଣା ଯୋଗୁ ବିନା ଭକ୍ତରେ ଗଡ଼ିବ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଣ । ସାଢ଼େ ୧ଟା ସୁଦ୍ଧା ପହଣ୍ଡି ସରିବ । ଅପରାହ୍ଣ ୩ଟାରେ ରଥ ଟଣା ଯିବା ନେଇ ନିଷ୍ପତ୍ତି ହୋଇଛି । ଏଥିପାଇଁ ସମସ୍ତ…

ଘାତକ ହେଉଛି ମହାମାରୀ: ରାଜ୍ୟରୁ ନେଲା ଆଉ ୫ ଜୀବନ

ଭୁବନେଶ୍ୱର: ଓଡ଼ିଶାରେ ଧୀରେ ଧୀରେ ବଢୁଛି କରୋନା ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏମାନଙ୍କ ଭିତରେ ଅଛନ୍ତି ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩ ଜଣ । ସେହିପରି କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାରୁ ଜଣେ ଲେଖାଏ ସଂକ୍ରମିତ ପ୍ରାଣ…

ଆଜି ରାଜ୍ୟରୁ ୪ ହଜାର ୭୬୧ ପଜିଟିଭ୍, ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା କାୟା । କ୍ରମାଗତ ଦ୍ୱିତୀୟ ଦିନରେ ରାଜ୍ୟରୁ ଚାରି ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୪ହଜାର ୭୬୧ ଆକ୍ରାନ୍ତ । ଏମାନଙ୍କ ଭିତରେ ୨ହଜାର ୭୮୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୯ଶହ ୭୬ଟି…

କୋଭିଡ୍ କଟକଣାରେ ଏବର୍ଷ ଶ୍ରୀକ୍ଷେତ୍ରରେ ସାହି ଯାତ

ପୁରୀ: କୋଭିଡ କଟକଣା ମଧ୍ୟରେ ଚଳିତବର୍ଷ ପୁରୀରେ ସାହି ଯାତ ଅନୁଷ୍ଠିତ ହେବ । ସ୍ୱଳ୍ପ ସଂଖ୍ୟକ ଲୋକଙ୍କ ଉପସ୍ଥିତିରେ କରିବା ନେଇ ଜିଲ୍ଲାପାଳ ସାହି ମୁରବୀମାନଙ୍କ ସହ ବୈଠକ ପରେ ନିଷ୍ପତ୍ତି ହୋଇଛି । ଶ୍ରୀରାମ ନବମୀ ଅର୍ଥାତ ଅପ୍ରେଲ ୨୧ ତାରିଖରୁ ମେ ମାସ ୪ତାରିଖ ରାମାଭିଷେକ ଯାଏ ସାହି ଯାତ…

ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର ତରଫରୁ ଅନଲାଇନ କବିତା ଆସର

ଭୁବନେଶ୍ୱର : ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି ପାଳନ ଅବସରରେ ରାଷ୍ଟ୍ରୀୟ ପ୍ରବାସୀ ଓଡ଼ିଆ ପରିବାର( ଆର୍ . ପି. ଓ.ପି ) ଆନୁକୂଲ୍ୟରେ ଏକ ଅନଲାଇନ କବିତା ଆସର ଆୟୋଜିତ ହୋଇଯାଇଛି। ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ଆୟୋଜିତ ଏହି ସାରସ୍ୱତ ସଭାକୁ ଓଡ଼ିଶା ବିଧାନସଭାର ବାଚସ୍ପତି ଡ.…

ଭୁବନେଶ୍ୱରର କେଉଁ ସ୍ଥାନରେ ନେଇପାରିବେ ଭ୍ୟାକ୍ସିନ୍, ଜାଣନ୍ତୁ

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ପକ୍ଷରୁ ଭୁବନେଶ୍ୱରର ସରକାରୀ ଓ ବେସରକାରୀ କୋଭିଡ ଟୀକାକରଣ କେନ୍ଦ୍ରର ଏକ ତାଲିକା ଜାରି କରାଯାଇଛି। ଏହି ଟିକା କେନ୍ଦ୍ର ଗୁଡିକ ସକାଳ ୮ଟାରୁ ୧୨ଟା ଏବଂ ୩ଟାରୁ ୬ଟା ଯାଏଁ ଖୋଲା ରହିବ। ତେବେ ୪୫ ବର୍ଷରୁ ଅଧିକ…

ବିଏମସି ତରଫରୁ ଆରମ୍ଭ ହେଲା ସମ୍ପର୍କ ଅଭିଯାନ କୋଭିଡ୍ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର: କରୋନାର ଦ୍ଵିତୀୟ ଲହରକୁ ପ୍ରତିହତ କରିବା ନିମନ୍ତେ ଭୁବନେଶ୍ୱର ମହାନଗର ନିଗମ ପୁଣି ଥରେ ନିଜର କୋଭିଡ୍ ସଚେତକଙ୍କୁ ସକ୍ରିୟ କରିବା ନିମନ୍ତେ ସମ୍ପର୍କ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରିଛି । ଏହି ପରିପ୍ରେକ୍ଷୀରେ ଆଜି ବିଏମସି ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ୱାର୍ଡ…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀଙ୍କୁ କରୋନା

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମୁଖ୍ୟ ସଚିବ ସୋମେଶ କୁମାର ଏନେଇ ସୂଚନା ଦେଇଛନ୍ତି। କେସିଆର କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ତାଙ୍କର ସାମାନ୍ୟ ଲକ୍ଷଣ ରହିଛି। ଡାକ୍ତରଙ୍କ ଏକ ଟିମ୍ ତାଙ୍କ ସ୍ବାସ୍ଥ୍ୟବସ୍ଥା…

ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ପଜିଟିଭ୍

ରାଉରକେଲା : ସୁନ୍ଦରଗଡ଼ରେ ବ୍ୟାପୁଛି ମହାମାରୀ କରୋନା । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆଜି ରାଉରକେଲା ଅବକାରୀ ବିଭାଗ ଅଫିସର ୧୧ଜଣ କର୍ମଚାରୀ ଓ ଅଫିସର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ…