Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରବିବାର ଓ ଛୁଟି ଦିନ ବ୍ୟତୀତ ସବୁ ଦିନ ହେବ ଟୀକାକରଣ

ଭୁବନେଶ୍ୱର: ଏଣିକି ରବିବାର ଓ ପବ୍ଲିକ ଛୁଟି ଦିନ ବ୍ୟତୀତ ଅନ୍ୟ ସବୁ ଦିନ ଟୀକାକରଣ କରାଯିବ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ। ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀଙ୍କ କହିବା ଅନୁସାରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ…

କୋଭିଡ୍ ଟିକାକରଣରେ ବ୍ରିଟେନକୁ ପଛରେ ଛାଡ଼ିଲା ଭାରତ

ନୂଆଦିଲ୍ଲୀ: ମହାମାରୀ ବିରୋଧରେ ମହାସଂଗ୍ରାମ ଜାରି ରଖିଛି ଭାରତ । ବୃହତ ଟିକାକରଣ ଅଭିଯାନ ଚାଲିଛି । ଦୁଇ ମାସ ଭିତରେ ଅଧିକ ସଂଖ୍ୟକ ଲୋକଙ୍କୁ ଟିକାକରଣ କ୍ଷେତ୍ରରେ ସାରା ବିଶ୍ୱର ଦୁଇ ନମ୍ବର ଦେଶ ହୋଇଛି ଭାରତ । ବ୍ରିଟେନକୁ ଟପିଛି । ଆମେରିକା ପରେ ସର୍ବାଧିକ ଟିକାକରଣରେ ଦ୍ୱିତୀୟ ଦେଶ…

ବଢୁଛି ସଂକ୍ରମଣ; ଦିନକରେ ଦେଶରୁ ୨୬ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢୁଥିବା ବେଳେ ସୋମବାର ଦିନ ନୂଆ ୨୬ ହଜାର ୨୯୧ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତ ସଂଖ୍ୟା ୧,୧୩,୮୫,୩୩୯କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି ।…

ଓଡ଼ିଶାରେ କରୋନାକୁ ବର୍ଷେ: ଆଜିର ଦିନରେ ଚିହ୍ନଟ ହୋଇଥିଲେ ପ୍ରଥମ ପଜିଟିଭ୍

ଭୁବନେଶ୍ୱର: ଓଡ଼ିଶାରେ କରୋନାକୁ ବର୍ଷେ ପୂରିଛି । ଗତବର୍ଷ ଆଜିର ଦିନରେ ରାଜ୍ୟରୁ ବାହାରିଥିଲା ପ୍ରଥମ ପଜଟିଭ୍ । ଇଟାଲୀ ଫେରନ୍ତା ଯୁବକ ସଂକ୍ରମିତ ହୋଇଥିଲେ । ଭୁବନେଶ୍ୱର ବଡ଼ଗଡ଼ ଅଞ୍ଚଳର ଦେବାଶିଷ ଶ୍ରୀଚନ୍ଦନଙ୍କ କୋଭିଡ୍ ରିପୋର୍ଟ ପଜିଟିଭ୍ ଆସିଥିଲା । କ୍ୟାପିଟାଲ ହସ୍ପିଟାଲରେ ଚିହ୍ନଟ…

ଉନ୍ମୋଚିତ ହେବ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳନ କାରାଯିବ ବୋଲି ଏକାଦେମୀ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଜି ଅପରାହ୍ନରେ ଓଡ଼ିଶାର ପୂର୍ବତନ ବିଶିଷ୍ଟ ଦିବଂଗତ ଚିତ୍ରଶିଳ୍ପୀ ମାନଙ୍କ ତୈଳଚିତ୍ର ଏକାଡେମୀର ଏକ କକ୍ଷରେ  ଉନ୍ମୋଚିତ ହେବ ବୋଲି ଏକାଡେମୀର…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୧ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ…

‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ’:ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବିପଦ ଏବେ ବି ଟଳିନି । ଜନତାଙ୍କ ସହଯୋଗରେ କରୋନା ନିୟନ୍ତ୍ରଣରେ ରହିଛି । ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି । ଆଗକୁ ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ରହିଛି ।…

ଓଡ଼ିଶାରୁ ୭୧ ନୂଆ କରୋନା ରୋଗୀ ଚିହ୍ନଟ, ଲ‌ୋକାଲ୍ କେସ୍ ୨୮

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଲ‌ୋକାଲ୍ କେସ୍ ୨୮…

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାର ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ ଡିସେମ୍ବର ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୩୨୦ ଜଣ ନୂଆ…

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ : କରୋନା ପାଇଁ କଠୋର ହେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରା ସମୟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଡିଜିସିଏ । ବିମାନ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ବା କୋରୋନା ଗାଇଡଲାଇନ୍ ଉଲ୍ଲଂଘନ କଲେ ଉଡିବାକୁ…