Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଉନ୍ମୋଚିତ ହେବ ଦିବଂଗତ ଚିତ୍ରଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର : ଓଡ଼ିଶା ଲଳିତ କଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ପାଳନ କାରାଯିବ ବୋଲି ଏକାଦେମୀ ତରଫରୁ ସୂଚନା ଦିଆଯାଇଛି। ଏହି ଅବସରରେ ଆଜି ଅପରାହ୍ନରେ ଓଡ଼ିଶାର ପୂର୍ବତନ ବିଶିଷ୍ଟ ଦିବଂଗତ ଚିତ୍ରଶିଳ୍ପୀ ମାନଙ୍କ ତୈଳଚିତ୍ର ଏକାଡେମୀର ଏକ କକ୍ଷରେ  ଉନ୍ମୋଚିତ ହେବ ବୋଲି ଏକାଡେମୀର…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୯୧ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀକୁ ନେଇ ଚିନ୍ତା ବଢୁଥିବା ବେଳେ, ରାଜ୍ୟରୁ ଆଜି ସୁସ୍ଥ ହୋଇଛନ୍ତି ଆଉ ୯୧ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ହସପିଟାଲରୁ ଡିସଚାର୍ଜ କରାଯାଇଛି । ସମ୍ବଲପୁରରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ସୁନ୍ଦରଗଡ଼ରୁ ୧୩ ଜଣ ସୁସ୍ଥ ହୋଇ ଘରକୁ…

‘ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ’:ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ଭୁବନେଶ୍ୱର: ରାଜ୍ୟବାସୀଙ୍କୁ କରୋନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧନ କରିଛନ୍ତି । ସେ କହିଛନ୍ତି ବିପଦ ଏବେ ବି ଟଳିନି । ଜନତାଙ୍କ ସହଯୋଗରେ କରୋନା ନିୟନ୍ତ୍ରଣରେ ରହିଛି । ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହିଛି । ଆଗକୁ ଜିରୋ ସଂକ୍ରମଣ ଆମର ଲକ୍ଷ୍ୟ ରହିଛି ।…

ଓଡ଼ିଶାରୁ ୭୧ ନୂଆ କରୋନା ରୋଗୀ ଚିହ୍ନଟ, ଲ‌ୋକାଲ୍ କେସ୍ ୨୮

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୭୧ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ୍ ସଂକ୍ରମିତ ସଂଖ୍ୟା ୩ ଲକ୍ଷ ୩୮ ହଜାର ୧୯୨ରେ ପହଞ୍ଚିଛି। ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଲ‌ୋକାଲ୍ କେସ୍ ୨୮…

ଦେଶରେ ପୁଣି ବଢ଼ୁଛି କରୋନା ସଂକ୍ରମଣ, ୨୪ ଘଣ୍ଟାର ୨୫ ହଜାରରୁ ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ପ୍ରାୟ ଅଢ଼େଇ ମାସ ପରେ ପୁଣି ଉପର ମୁହାଁ ହେଉଛି କରୋନା ସଂକ୍ରମଣ । ଗତ ଡିସେମ୍ବର ଶେଷ ସପ୍ତାହରେ ଦେଶରେ କରୋନା ସଂକ୍ରମଣ ହ୍ରାସ୍ ପାଇଥିବା ବେଳେ ଏବେ ପୁଣି ବଢ଼ିବାରେ ଲାଗିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୫ ହଜାର ୩୨୦ ଜଣ ନୂଆ…

ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇ ଦିଆଯିବ

ନୂଆଦିଲ୍ଲୀ : କରୋନା ପାଇଁ କଠୋର ହେଲା ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବା ଡିଜିସିଏ । ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରା ସମୟରେ ନୂଆ ନିର୍ଦ୍ଦେଶନାମା ଜାରି କରିଛି ଡିଜିସିଏ । ବିମାନ ଯାତ୍ରା ସମୟରେ ମାସ୍କ ନ ପିନ୍ଧିଲେ ବା କୋରୋନା ଗାଇଡଲାଇନ୍ ଉଲ୍ଲଂଘନ କଲେ ଉଡିବାକୁ…

ଜୁନ ୨୮ରୁ ଆରମ୍ଭ ହେବ ଅମରନାଥ ଯାତ୍ରା

ନୂଆଦିଲ୍ଲୀ : ଅମରନାଥ ଯାତ୍ରା ଆରମ୍ଭ ହେବା ନେଇ ଘୋଷଣା ହେଲା ତାରିଖ । ଏନେଇ ସମସ୍ତ ପ୍ରସ୍ତୁତି ସରିଥିବା ବେଳେ, ତାରିଖ ଘୋଷଣା ହୋଇଛି । ଆସନ୍ତା ଜୁନ ୨୮ ତାରିଖରୁ ଆରମ୍ଭ ହେବ ଅମରନାଥ ଯାତ୍ରା । ଯାହାକି ଅଗଷ୍ଟ ୨୨ ତାରିଖରେ ଶେଷ ହେବ । କରୋନା ସଂକ୍ରମଣ ପାଇଁ ଗତବର୍ଷ ଅମରନାଥ…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୭୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ସଂକ୍ରମଣ ମଧ୍ୟରେ ରାଜ୍ୟରୁ ଆସିଛି ଭଲ ଖବର । ଆଜି ରାଜ୍ୟରୁ ସୁସ୍ଥ ହୋଇ ଫେରିଛନ୍ତି ୭୦ ଜଣ କରୋନା ଆକ୍ରାନ୍ତ । ସମ୍ବଲପୁରରୁ ସର୍ବାଧିକ ୧୫ ଜଣ ସୁସ୍ଥ ହୋଇଥିବା ବେଳେ, ବରଗଡ଼ରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ବାଲେଶ୍ବର, ଯାଜପୁର,…

ଦେଶରେ ୨୪ ଘଣ୍ଟାରେ ୨୪ ହଜାର କରୋନା ପଜିଟିଭ୍, କେବଳ ୫ଟି ରାଜ୍ୟରେ ୮୧% ନୂଆ ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କରୋନା କାୟା ମାଡ଼ି ମାଡ଼ି ଚାଲିଛି । ଲଗାତାର ତୃତୀୟ ଦିନରେ ପଜିଟିଭ୍ କେସ୍ ବଢ଼ିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨୪ହଜାର ୮୮୨ ନୂଆ ଆକ୍ରାନ୍ତ । ମହାରାଷ୍ଟ୍ରରେ ମହାମାରୀ ବ୍ୟାପୁଛି । ଆଜି ଗୋଟିଏ ଦିନରେ ବାହାରିଛନ୍ତି ସର୍ବାଧିକ…

ଚିନ୍ତା ବଢ଼ାଉଛି ସଂକ୍ରମଣ, ମହାରାଷ୍ଟ୍ରର ୮ ଜିଲ୍ଲାରେ ଲକଡାଉନ୍

ମୁମ୍ବାଇ: ଦେଶରେ କେତେକ ରାଜ୍ୟରେ କରୋନା ସଂକ୍ରମଣ ପୁଣି ପୂର୍ବ ଭଳି ବଢ଼ି ଚାଲିଛି । ଏହି ତାଲିକାରେ ସବୁଠୁ ଆଗରେ ମହାରାଷ୍ଟ୍ର ଓ କେରଳ ଅଛନ୍ତି । ସଂକ୍ରମଣ ମାମଲା ବଢ଼ୁଥିବାରୁ ପୁଣି ଚିନ୍ତା ବଢ଼ିଛି । ମହାରାଷ୍ଟ୍ରରେ ସଂକ୍ରମଣକୁ ରୋକିବା ଲାଗି ଉଦ୍ଧବ ସରକାର ୮ଟି ଜିଲ୍ଲାରେ ସମ୍ପୂର୍ଣ୍ଣ…