Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

୩ ଦିନ ମଧ୍ୟରେ ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ କୋଭିଡ୍ ଟିକା ଦେବାକୁ ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ସମସ୍ତ ପଞ୍ଜିକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଆସନ୍ତା ୩ ଦିନ ମଧ୍ୟରେ କୋଭିଡ୍ ଟିକା ଦେବା ନେଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖାଯାଇଛି । ସମସ୍ତଙ୍କ…

୧୨ ରାଜ୍ୟ ଫେରନ୍ତାଙ୍କ ଉପରେ ନଜର ରଖ : ACS

ଭୁବନେଶ୍ବର : ଦେଶରେ ଧିରେ ଧିରେ କାୟା ମେଲାଇଲାଣି ମହାମାରୀ କରୋନା । ଯାହାକୁ ନେଇ ଏବେ ଲୋକଙ୍କ ମନରେ ପଶିଲାଣି ଛନକା । ଏଭଳିସ୍ଥିତିରେ ୧୨ଟି ରାଜ୍ୟରୁ ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୬୭ କୋଭିଡ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟ ପାଇଁ ଖୁସି ଖବର । କରୋନା ମହାମାରୀ ଭିତରେ ସୁସ୍ଥ ହେଲେ ଆଉ ୬୭ ଆକ୍ରାନ୍ତ । ପୁରୀରୁ ସର୍ବାଧିକ ୧୩ ଜଣ ସୁସ୍ଥ ହୋଇଥିବା ବେଳେ, ସମ୍ବଲପୁରରୁ ୯ ଓ ସୁନ୍ଦରଗଡ଼ରୁ ୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ଅନୁଗୁଳରୁ ୫ ଜଣ, ବାଲେଶ୍ବର ଓ ଝାରସୁଗୁଡ଼ାରୁ ୪ ଜଣ…

ଭାରତ ଆସୁଥିବା ଯାତ୍ରୀଙ୍କ ପାଇଁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ପୁଣି ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିଲାଣି । ଏହାରି ଭିତରେ ବିଦେଶରୁ ଭାରତ ଅଭିମୁଖେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂତନ ମାର୍ଗଦର୍ଶିକା ଓ ନିର୍ଦ୍ଦେଶାବଳୀ ଜାରି କରିଛି ଏୟାର…

ରାଜ୍ୟରେ ସାମାନ୍ୟ ବଢିଛି ଦୈନିକ କରୋନା କେସ୍: ୨୪ ଘଣ୍ଟାରେ ୮୯ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଅପେକ୍ଷା ସାମାନ୍ୟ ବଢ଼ିଛି କରୋନା କେସ୍ । ଗତକାଲି ୬୮ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଆଜି ବାହାରିଛନ୍ତି ୮୯ ପଜିଟିଭ୍ । କ୍ୱାକେଣ୍ଟାଇନରୁ ୫୩ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୩୬ଟି । ଗତକାଲି ୨୧ ଜିଲ୍ଲାରୁ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି…

କରୋନା ଟିକାର ଦ୍ବିତୀୟ ଡୋଜ ନେଇ ସ୍ବାସ୍ଥ୍ୟବିଭାଗର କ୍ଲର୍କ ମୃତ୍ୟୁ

ବାରୱାନି: ବାରୱାନି ଜିଲ୍ଲାରେ କରୋନା ଟିକାର ଦ୍ବିତୀୟ ଡୋଜ ନେବା ପରେ ୬୦ ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାମ ରଜନୀ ସେନ୍। ଯିଏକି ମଧ୍ୟପ୍ରଦେଶ ସ୍ୱାସ୍ଥ୍ୟ ବିଭାଗରେ ଜଣେ କିରାଣୀ ଭାବେ କାର୍ଯ୍ୟରତ ଥିଲେ। ଜିଲ୍ଲାପାଳ ଶିବରାଜ ସିଂ ବର୍ମା ତାଙ୍କ ମୃତ୍ୟୁର ପ୍ରକୃତ…

ପୁଣି ବଢ଼ିଲା ସଂକ୍ରମଣ: ଦେଶରେ ଦିନକରେ ୧୬ ହଜାର ପଜିଟିଭ୍, ୧୩୮ ମୃତ

ନୂଆଦିଲ୍ଲୀ: ଦେଶରେ ପୁଣି କାୟା ବିସ୍ତାର କରିଛି କରୋନା । ୧୫ ହଜାର ପାର କରିଛି ଦୈନିକ ସଂକ୍ରମଣ । ପୁଣି ଥରେ ଶହେ ପାର କରିଛି ଦୈନିକ ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୬ହଜାର ୭୩୮ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୧୦ଲକ୍ଷ ୪୬ହଜାର…

ଭୁବନେଶ୍ୱର ବିମାନବନ୍ଦରରେ ରାଜ୍ୟ ବାହାର ଯାତ୍ରୀଙ୍କ ସ୍କ୍ରିନିଂ, କୋଭିଡ୍ ଲକ୍ଷଣ ଥିଲେ ଟେଷ୍ଟିଂ

ଭୁବନେଶ୍ୱର: ଗତ ସପ୍ତାହେ ଭିତରେ ଦେଶର ବିଭିନ୍ନ ରାଜ୍ୟରେ ବଢିଛି କରୋନା କାୟା । ଓଡ଼ିଶାର ପଡ଼ୋଶୀ ରାଜ୍ୟରେ ବି ସଂକ୍ରମଣ ବଢିଛି । କରୋନାର ଦ୍ୱିତୀୟ ଷ୍ଟ୍ରେନକୁ ଦୃଷ୍ଟିରେ ରଖି ରଖି ଭୁବନେଶ୍ୱର ବିମାନବନ୍ଦରରେ ଯାଞ୍ଚକୁ କଡ଼ାକଡ଼ି କରାଯାଇଛି । ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ…

ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କରୋନା ଆକ୍ରାନ୍ତ

ଭୁବନେଶ୍ବର : କରୋନା ମହାମାରୀ ମଧ୍ୟରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ ଆକ୍ରାନ୍ତ । ସୁସ୍ଥ ହେବା ପରେ ସମସ୍ତଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି । ସୁନ୍ଦରଗଡ଼ରୁ ସର୍ବାଧିକ ୨୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ବରଗଡ଼ରୁ ୧୦ ଜଣ ସୁସ୍ଥ ହୋଇଛନ୍ତି । ସେହିପରି ପୁରୀରୁ…

ଆସନ୍ତା ୨୬ରୁ ଯୋରନ୍ଦା ମେଳା ଆରମ୍ଭ: ପୀଠରେ କରୋନା କଟକଣା ଜାରି 

ଢ଼େଙ୍କାନାଳ: ଆସନ୍ତା ଶୁକ୍ରବାରଠାରୁ ୩ ଧରି ପ୍ରସିଦ୍ଧ ଯୋରନ୍ଦା​‌ ମେଳା ଆରମ୍ଭ ହେବାକୁ ଯାଉଛି । ସାରା ବିଶ୍ୱରେ ପ୍ରସିଦ୍ଧ ଲାଭ କରିଥିବା ମହିମା ଧର୍ମର ମୁଖ୍ୟ ପୀଠ ଢ଼େଙ୍କାନାଳର ମହିମା ଗାଦୀରେ ମହିମା ସାଧୁମାନଙ୍କ ଏହି ବାର୍ଷିକ ଉତ୍ସବରେ ଚଳିତବର୍ଷ କରୋନା ସଂକ୍ରମଣ ଆଶଙ୍କା ଯୋଗୁଁ…