Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆଜି ରାଜ୍ୟରୁ ୬୮ କରୋନା ପଜିଟିଭ୍, ନୟାଗଡ଼ ଓ ଢେଙ୍କାନାଳ କରୋନା ମୁକ୍ତ

ଭୁବନେଶ୍ୱର: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିଥିଲେ ବି ରାଜ୍ୟରେ ନିୟନ୍ତ୍ରଣ ଭିତରେ ରହିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୬୮ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାନରୁ ୪୦ ଜଣ ଥିବା ବେଳେ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୮ଟି ।…

ଭୁବନେଶ୍ୱର ବିମାନବନ୍ଦରରେ ସନ୍ଧ୍ୟା ସୁଦ୍ଧା କୋଭିଡ୍ ଟେଷ୍ଟିଂ ସେଣ୍ଟର

ଭୁବନେଶ୍ୱର: ଦେଶରେ ହଠାତ ବଢିଛି ଦୈନିକ କରୋନା ସଂକ୍ରମଣ । ମହାରାଷ୍ଟ୍ର, କେରଳ ସମେତ ୫ଟି ରାଜ୍ୟରେ କରୋନା କେସ୍ ବଢ଼ିବା ପରେ ଓଡ଼ିଶାରେ ସତର୍କତା । ବିମାନରେ ଆସୁଥିବା ଯାତ୍ରୀଙ୍କ କୋଭିଡ୍ ଟେଷ୍ଟିଂ ପାଇଁ ଭୁବନେଶ୍ୱର ବିମାନବନ୍ଦରରେ ଆଜି ସନ୍ଧ୍ୟା ସୁଦ୍ଧା ଟେଷ୍ଟିଂ ସେଣ୍ଟ କରାଯିବ । ଏହି…

ଏହି ୫ ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ କଟକଣା, କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କରୋନା ପାଇଁ ପୁଣି କଡ଼ାକଡ଼ି ହେଲାଣି କଟକଣା । ୫ଟି ରାଜ୍ୟର ଲୋକଙ୍କ ଦିଲ୍ଲୀ ପ୍ରବେଶ ଉପରେ ଲାଗିଲା କଟକଣା । କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇଲେ ଏଣ୍ଟ୍ରି ଅନୁମତି ମିଳିବ । ଏହି ୫ଟି ରାଜ୍ୟ ହେଲା ମହାରାଷ୍ଟ୍ର, କେରଳ, ଛତିଶଗଡ଼, ମଧ୍ୟପ୍ରଦେଶ ଓ ପଞ୍ଜାବ । ଏସବୁ ରାଜ୍ୟରେ…

ଦିନକରେ ଭାରତରୁ ୧୩ ହଜାରରୁ ଉର୍ଦ୍ଧ୍ୱ କରୋନା ପଜିଟିଭ, ୧୦୪ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଖସୁଥିବା ବେଳେ ବୁଧବାର ଦିନ ଏହି ସଂଖ୍ୟା ୧,୧୦,୩୦,୧୭୬କୁ ଛୁଇଁଥିବାନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା…

ଶ୍ରୀମନ୍ଦିରରେ ଭୌମ ଏକାଦଶୀ

ପୁରୀ: ଶ୍ରୀମନ୍ଦିରରେ ମାଘ ଶୁକ୍ଳ ଏକାଦଶୀ (ବଡ଼ ଏକାଦଶୀ) ନିମନ୍ତେ ବିଶେଷ ନୀତି ମାନ ସ୍ୱତନ୍ତ୍ର ଭାବେ ଅନୁଷ୍ଠିତ ହୋଇଛି। ମଙ୍ଗଳବାର ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ପ୍ରତଃ ଘ.୫.୪୫ ବଢି, ଭିତର ଶୋଧ ଘ.୬.୨୫, ଅବକାଶ ବେଶ ଘ.୮.୦୦ ରେ ବଢି ଗୋପାଳ ବଲ୍ଲବ ଘ.୧୦.୧୦ ,ସକାଳ ଧୂପ ଘ.୧୧.୪୫ ଓ…

ବାବା ରାମଦେବଙ୍କ କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଲେ ଉଦ୍ଧବ ସରକାର

ମୁମ୍ବାଇ : ଯୋଗଗୁରୁ ବାବା ରାମଦେବଙ୍କ କରୋନା ଔଷଧ କରୋନିଲ୍‌ର ବିକ୍ରି ଉପରେ ରୋକ୍ ଲଗାଇଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନୀଲ ଦେଶମୁଖ ବାବା ରାମଦେବଙ୍କ ପତଞ୍ଜଳୀ ପକ୍ଷରୁ ଲଞ୍ଚ ହୋଇଥିବା କରୋନା ଔଷଧ କରୋନିଲର ବିକ୍ରି ଉପରେ ରୋକ୍ ଲଗାଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ…

ଟିକା ନ ନେଲେ ସରକାରୀ ସୁବିଧାରୁ ବଞ୍ଚିତ ହେବେ ପଞ୍ଜିକୃତ ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧା

ଭୁବନେଶ୍ବର : ଟିକା ନେବା ଲାଗି ପଞ୍ଜିକୃତ ହୋଇଥିବା ସ୍ବାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ପୁଣି କରୋନା ଟିକା ଦେବାକୁ ତାଗିଦ କରିଛନ୍ତି ରାଜ୍ୟ ସରକାର । ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଭୁବନେଶ୍ବର, କଟକ,…

ଦେଶରେ ପୁଣି ଡରାଇଲାଣି ମହାମାରୀ : ମହାରାଷ୍ଟ୍ରରେ ୨ଟି ନୂଆ ପ୍ରକାରର କରୋନା ଭୁତାଣୁ ଚିହ୍ନଟ

ନୂଆଦିଲ୍ଲୀ : ଦେଶରେ ପୁଣି ଡରାଇଲାଣି କରୋନା ମହାମାରୀ । ଏଭଳି ସ୍ଥିତିରେ ମହାରାଷ୍ଟ୍ର ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି । କାରଣ ମହାରାଷ୍ଟ୍ରରେ ଦୁଇଟି ନୂଆ ପ୍ରକାରର କରୋନା ଷ୍ଟ୍ରେନ ଚିହ୍ନଟ ହୋଇଛି । ଏହି ଦୁଇ ପ୍ରକାରର କରୋନା ଭୁତାଣୁ ହେଉଛି ଏନ-୪୪୦କେ ଓ ଇ୪୮୪ କେ । କେବଳ…

ରାଜ୍ୟରେ ଆଉ ୭୭ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର : କରୋନା ମହାମାରୀ ଭିତରେ ରାଜ୍ୟରେ ସୁସ୍ଥ ହେଲେ ଆଉ ୭୭ କରୋନା ଆକ୍ରାନ୍ତ । ବରଗଡ଼ରୁ ସର୍ବାଧିକ ୧୪ ଜଣ ସୁସ୍ଥ ହୋଇଥିବା ବେଳେ, ଖୋର୍ଦ୍ଧାରୁ ୯ ଜଣ ଓ ମୟୂରଭଞ୍ଜରୁ ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ନୂଆପଡ଼ା, ସମ୍ବଲପୁରରୁ ୬ ଜଣ ଲେଖାଏଁ ସୁସ୍ଥ…

ହୋଲି ଛୁଟିରେ ବିହାର ଆସୁଥିବା ଲୋକଙ୍କର ଷ୍ଟେସନ ଓ ବିମାନବନ୍ଦରରେ ହେବ କରୋନା ଯାଞ୍ଚ

ପାଟନା: ବୃଦ୍ଧି ପାଉଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବିହାର ସରକାର ଆଲର୍ଟ ହୋଇଯାଇଛନ୍ତି । ସଂକ୍ରମିତଙ୍କୁ ଚିହ୍ନଟ କରିବାକୁ ସବୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର କରିବା ଓ ସାମାଜିକ ଦୂରତା ପାଳନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ହୋଲି ଛୁଟିରେ…