Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଆମ ତୋଷାଳୀ ମେଳା, ମିଙ୍ଗେଇ ଓ ଆର୍ଟ ଏଣ୍ଡ କ୍ରାଫ୍ଟ ମୁଭମେଣ୍ଟ

-ସୁମିତ୍ରା ପାଢ଼ୀ ଏବେ ଭୁବନେଶ୍ୱରରେ ତୋଷାଳୀ ମେଳା ଚାଲିଛି । କିଛି ବର୍ଷ ହେଲା କ୍ରାଫ୍ଟର ପ୍ରଚାର ପ୍ରସାର ପାଇଁ ସରକାର ଏମିତିକା ମେଳାମାନ ଆୟୋଜନ କରୁଛନ୍ତି । ଭାରତରେ ଆର୍ଟ ଓ କ୍ରାଫ୍ଟର ବିଭାଜନକାରୀ ରେଖା କିନ୍ତୁ ଆଗରୁ ନଥିଲା । ସବୁକିଛି କଳାର ପର୍ଯ୍ୟାୟଭୁକ୍ତ ଥିଲା । ସବୁକିଛିର…

ଟିକା ନେବେ ପୋଲିସ ଡିଜି, ସବୁ ଜିଲ୍ଲାପାଳ ଓ ଏସପି

ଭୁବନେଶ୍ୱର: କାଲିଠୁ ରାଜ୍ୟରେ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କ ଟିକାକରଣ ଆରମ୍ଭ ହେବ । ଟିକା ନେବେ ପୋଲିସ ଡିଜି । ସେହିପରି ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପି ବି ଟିକା ନେବେ । ଲୋକଙ୍କ ମନରେ ଆସ୍ଥା ପ୍ରକଟ କରିବା ପାଇଁ ବରିଷ୍ଠ ପ୍ରଶାସନିକ ଅଧିକାରୀ କୋଭିଡ୍ ଟିକା ନେବେ । ଏନେଇ ରାଜ୍ୟ…

ଆଜି ରାଜ୍ୟରୁ ୯୭ କରୋନା ପଜିଟିଭ୍, ୯ଟି ଜିଲ୍ଲାରୁ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ ଏବେ ଦୈନିକ ଶହେରୁ କମ୍ କରୋନା ସଂକ୍ରମିତ ହେଉଛନ୍ତି । ମହାମାରୀ ନିୟନ୍ତ୍ରଣକୁ ଆସୁଛି । ହଜାରେ ତଳକୁ ଖସିଛି କରୋନା ଆକ୍ଟିଭ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୭ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ଟିକା ନେଲେ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ପ୍ରଥମ ପର୍ଯ୍ୟାୟ କୋଭିଡ୍ ଟିକାକରଣ । ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକପଣ ଅଭିଯାନ ଜାରି ରହିଥିବା ବେଳେ ଆଗକୁ ଫ୍ରଣ୍ଟ ଲାଇନ୍ ଯୋଦ୍ଧାଙ୍କୁ ଦିଆଯିବ ଟିକା । ତାପୂର୍ବରୁ ଟିକା ନେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର…

ଦେଶରେ ଦୈନିକ କରୋନା ଆକ୍ରାନ୍ତ କମ୍ ଓ ସୁସ୍ଥ ହେଉଛନ୍ତି ଅଧିକ

ନୂଆଦିଲ୍ଲୀ: ଦେଶରେ ହ୍ରାସ ପାଉଛି କରୋନାର ପ୍ରଭାବ । ଦୈନିକ ସଂକ୍ରମଣ କମ୍ ହେଉଥିବା ବେଳେ ଅଧିକ ଲୋକ ସୁସ୍ଥ ହେଉଛନ୍ତି । ଆକ୍ଟିଭ୍ କେସ୍ ଓ ଦୈନିକ ମୃତ୍ୟୁସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ହଜାର ୪୦୮ ନୂଆ ଆକ୍ରାନ୍ତ । ଏହି ସମୟରେ କରୋନାରୁ…

ରାଜ୍ୟରୁ ଆଉ ୧୧୨ କରୋନା ର‌ୋଗୀ ସୁସ୍ଥ

ଭୁବନେଶ୍ୱର: ଓଡିଶାରୁ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ତନ୍ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୨୬ ଜଣ ରହିଛନ୍ତି। ତା' ତଳକୁ ନୂଆପଡା ଓ ସମ୍ବଲପୁରରୁ ୧୪ ଜଣ ସୁସ୍ଥ ରହିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।…

ପବିତ୍ର ମାଘ ସପ୍ତମୀ; ବୁଡ଼ ଲାଗି ପ୍ରଶାସନର କଟକଣା ଜାରି

କୋଣାର୍କ: କର‌ୋନା ମହାମାରୀକୁ ଦୃଷ୍ଟିରେ ରଖି କୋଣାର୍କ ନିକଟ ଚନ୍ଦ୍ରଭାଗା ବେଳାଭୂମିରେ ପବିତ୍ର ମାଘ ସପ୍ତମୀରେ ବୁଡ଼ ପକାଇବା ନ‌େଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଜିଲ୍ଲା ପ୍ରଶାସନ ସହ ଏକ ବୖ‌େଠକ ପରେ ମନ୍ତ୍ରୀ ତୁଷାରକାନ୍ତି ବେହେରା ସୂଚନା ଦେଇ କହିଛନ୍ତି ଯେ ଏଥିପାଇଁ କେବଳ…

ଫେବୃଆରୀ ୧୩ରୁ ଫ୍ରଣ୍ଟଲାଇନ କର୍ମୀଙ୍କୁ ଟିକାର ୨ୟ ଡ‌ୋଜ ପ୍ରଦାନ

ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀ ୧୩ରୁ ସ୍ୱାସ୍ଥ୍ୟ ସେବାର‌େ ନିୟ‌ୋଜିତ ଓ ଅନ୍ୟ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ କରୋନା ଟିକାର ଦ୍ବିତୀୟ ଡୋଜ ଦିଆଯିବ। ଏକ ସାମ୍ବାଦିକ ସମ୍ମିଳନୀରେ ଗୁରୁବାର ଦିନ ନିତି ଆୟୋଗ ସଦସ୍ୟ ଡ. ଭି.କେ ପଲ କହିଛନ୍ତି ଯ‌େ, “ଏପର୍ଯ୍ୟନ୍ତ ସେମାନଙ୍କୁ କେବଳ ଟିକାର…

୧୯ ଦିନରେ ଦେଶରେ ପାଖାପାଖି ୪୫ଲକ୍ଷ ଲୋକଙ୍କୁ ଟିକାଦାନ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ମହାଅଭିଯାନ ଚଳାଇଛି ଭାରତ । ଜୋରଦାର ଚାଲିଛି କୋଭିଡ୍ ଟିକାକରଣ । ୧୯ ଦିନ ଭିତରେ ଦେଶେର ପାଖାପାଖି ୪୫ ଲକ୍ଷ ଲୋକଙ୍କୁ ଟିକା ଦିଆଗଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ୪୪ଲକ୍ଷ ୪୯ହଜାର ୫୫୨…

ଆଜି ରାଜ୍ୟରୁ ୮୭ କରୋନା ପଜିଟିଭ୍, ସୁନ୍ଦରଗଡ଼ରୁ ୨୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ଶହେରୁ କମ୍ ସଂକ୍ରମିତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୮୭ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୫୧ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୩୬ଟି । ସୁନ୍ଦରଗଡ଼ ଜିଲ୍ଲାରୁ…