Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେଶରେ ୧ଲକ୍ଷ ୫୫ହଜାର କରୋନା ଆକ୍ଟିଭ୍ କେସ୍, ମୃତ୍ୟୁସଂଖ୍ୟା ୧ଲକ୍ଷ ୫୪ହଜାର

ନୂଆଦିଲ୍ଲୀ: ଦେଶରେ କରୋନା କାୟା ଧୀରେ ଧୀରେ ଖସିବାରେ ଲାଗିଛି । ତ୍ୱରାନ୍ୱିତ ହୋଇଛି ଟିକାଦାନ ଅଭିଯାନ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୨ ହଜାର ୮୯୯ ନୂଆ ଆକ୍ରାନ୍ତ । ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧କୋଟି ୭ଲକ୍ଷ ୯୦ହଜାର ୧୮୩କୁ ବୃଦ୍ଧି ପାଇଛି । ଏହି ସମୟରେ କରୋନାରୁ…

ଦେଶରେ କରୋନା ନେଇଛି ୭୩୪ ଡାକ୍ତରଙ୍କ ଜୀବନ

ନୂଆଦିଲ୍ଲୀ : ଦେଶରେ କିଲର କରୋନା ନେଇଛି ୭୩୪ ଜଣ ଡାକ୍ତରଙ୍କ ଜୀବନ । ମହାମାରୀ କରୋନା ଯୋଗୁ ଦେଶରେ ୧୬୨ ଜଣ ଡାକ୍ତର ପ୍ରାଣ ହରାଇଥିବା ସରକାର ରାଜ୍ୟସଭାକୁ ଅବଗତ କରିଥିଲେ। ତେବେ କରୋନା ଯୋଗୁ ୧୬୨ ନୁହେଁ ବରଂ ୭୩୪ ଜଣ ଡାକ୍ତରଙ୍କ ଜୀବନ ଯାଇଥିବା କହିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ ।…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୪୦ ଲକ୍ଷରୁ ଅଧିକ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଟିକାକରଣ ପ୍ରକ୍ରିୟା ସମଗ୍ର ବିଶ୍ୱରେ ଜାରି ରହିଥିବା ବେଳେ ଅନେକ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୪୦ ହଜାର ୮୮୭ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୧୦ କୋଟି ୪୩ ଲକ୍ଷ ୭୩…

ସମ୍ମୁଖ ଯୋଦ୍ଧାଙ୍କୁ ସେମାନଙ୍କ ଅଫିସରେ ଦିଆଯିବ କୋଭିଡ୍ ଟିକା

ଭୁବନେଶ୍ୱର: ସମ୍ମୁଖ ଯୋଦ୍ଧାଙ୍କ ପାଇଁ ବିଭିନ୍ନ ଅଫିସରେ ହେବ ଟିକା ରୁମ୍ । ସେମାନଙ୍କ ଅଫିସରେ ଟିକାକରଣ କରାଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ପ୍ରଥମ ପର୍ଯ୍ୟାୟରେ ଗୃହ ଓ ନଗର ଉନ୍ନୟନ ଏବଂ ରାଜସ୍ୱ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ…

ଆଜି ରାଜ୍ୟରୁ ୭୧ କରୋନା ପଜିଟିଭ୍, ୯୪୬ଟି ରହିଛି ଆକ୍ଟିଭ୍ କେସ୍

ଭୁବନେଶ୍ୱର: ମହାମାରୀ ଲଢ଼େଇରେ ଓଡ଼ିଶା ଏବେ ଭଲ ସ୍ଥିତିରେ ରହିଛି । ଶହେ ତଳକୁ ଖସିଛି ଦୈନିକ କରୋନା ସଂକ୍ରମଣ । ସୁସ୍ଥ ହାର ବଢ଼ିଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୭୧ ଜଣ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୪୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍…

ଦେଶରୁ ସୁସ୍ଥ ହେଲେଣି ୯୭% କରୋନା ଆକ୍ରାନ୍ତ, ଆଜି ୧୧ ହଜାର ନୂଆ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ କମିଛି କରୋନା କାୟା । ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୧ହଜାର ୩୯ ନୂଆ ଆକ୍ରାନ୍ତ । ଏହି ସମୟରେ ସୁସ୍ଥ ହୋଇଛନ୍ତି ୧୪ହଜାର ୨୨୫ ସଂକ୍ରମିତ । ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୭ଲକ୍ଷ…

ଯୋଦ୍ଧା ମନେ ରହିବେ ଯୁଗଯୁଗ, ସହିଦ କୋଭିଡ ଯୋଦ୍ଧାଙ୍କୁ ମିଳିବ ସମ୍ମାନ, ସ୍ମାରକୀ ନିର୍ମାଣ କରିବାକୁ ପ୍ରସ୍ତାବ

ଭୁବନେଶ୍ୱର: କୋଭିଡ ସହିଦ ଯୋଦ୍ଧାଙ୍କୁ ମିଳିବ ସମ୍ମାନ । କୋଭିଡ ସମୟରେ ଯୋଗାଇ ଦେଇଥିଲେ ନିରନ୍ତର ସେବା । ଅନେକ ସଂକ୍ରମିତ ହୋଇଥିଲେ । ଅନେକଙ୍କ ମୃତ୍ୟୁ ବି ହେଲା । ସେମାନଙ୍କୁ ସହିଦର ମାନ୍ୟତା ଦେଇ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଗଲା । ଏବେ ସେହି ସହିଦମାନଙ୍କ ସମ୍ମାନରେ…

ଆସନ୍ତାକାଲି ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ

ଭୁବନେଶ୍ୱର: ଆସନ୍ତା ବୁଧବାର ଦିନ ତଥା ମାଘ କୃଷ୍ଣ ପକ୍ଷ ପଞ୍ଚମୀ ତିଥିରେ ମହାପ୍ରଭୁଙ୍କ ବନକଲାଗି ଅନୁଷ୍ଠିତ ହେବ। ଯେଉଁଥିପାଇଁ କାଲି ଅପରାହ୍ନ ୪ଟାରୁ ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦର୍ଶନ ବନ୍ଦ ରହିବ । ବନକ ଲାଗି ନୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ବାରା ଏହା କରାଯାଇଥାଏ।…

ରାଜ୍ୟରେ କମୁଛି କରୋନା କାୟା: ୨୪ ଘଣ୍ଟାରେ ୬୦ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କମିବାରେ ଲାଗିଛି କରୋନା କାୟା। ଉଭୟ ଦୈନିକ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ପାଉଛି। ଗତ ୨୪ଘଣ୍ଟାରେ ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ୬୦ ନୂଆ ଆକ୍ରାନ୍ତ । ଯାହାକୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୨୧୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ…

୯ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ ଦୈନିକ କୋଭିଡ-୧୯ ଆକ୍ରାନ୍ତଙ୍କ ସଂଖ୍ୟା ୯ ହଜାର ତଳକୁ ଖସିଛି। ଏନେଇ କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଜଣାପଡିଛି । କେନ୍ଦ୍ରର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୮,୬୩୫ ଜଣ…