Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୬.୫୧ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନା ପ୍ରକୋପ ଜାରି ରହିଛି।  ଗତ ୨୪ ଘଣ୍ଟା ମଧ୍ୟରେ, ୬ ଲକ୍ଷ ୫୧ ହଜାର ୩୨୭ ଟି ନୂଆ କରୋନା ମାମଲା ରୁଜୁ ହୋଇଛି, ଯାହା ପରେ ମୋଟ ମାମଲା ୯ କୋଟି ୧୯ ଲକ୍ଷ ୭୬ ହଜାରକୁ ବୃଦ୍ଧି ପାଇଛି। ଅନେକ ଦେଶର କରୋନାର ଦୈନିକ ମାମଲାରେ ହ୍ରାସ ଘଟିଛି।…

ରାଜ୍ୟରୁ ୨୪ ଘଣ୍ଟାରେ ୨୧୦ କରୋନା ପଜିଟିଭ୍, ୫ ଜିଲ୍ଲାରେ ନୂଆ ଆକ୍ରାନ୍ତ ଶୂନ

ଭୁବନେଶ୍ୱର: ରାଜ୍ୟରେ କମିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ପ୍ରତିଦିନ ଏବେ ଅଢ଼େଇ ଶହ ଭିତରେ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ଗତ ୨୪ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୨୧୦ ଜଣ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୨୨ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି…

ପୁରୀରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ପୁରୀ: ପ୍ରଥମ ପର୍ଯ୍ୟାୟରେ ପୁରୀର ପହଞ୍ଚିଛି ସେରମ୍ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ୍ । ଜିଲ୍ଲା ସଦର ମହକୁମା ଡାକ୍ତରଖାନା ପରିସରରେ ଥିବା ଟିକା ଭଣ୍ଡାରରେ ଏହାକୁ ସଂରକ୍ଷିତ ରଖାଯାଇଛି । ପ୍ରାୟ ୭ହଜାର ଡୋଜ୍ ଭ୍ୟାକସିନ୍ ଆସିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ମୁଖ୍ୟ ଚିକିତ୍ସା…

ଦେଶରୁ ଦିନକରେ ୧୫, ୯୬୮ ନୂଆ କରୋନା ପଜିଟିଭ୍, ୨୦୨ ମୃତ

ନୂଆଦିଲ୍ଲୀ: ଟିକାକରଣ ପୂର୍ବରୁ ଦେଶରେ ହ୍ରାସ ପାଇଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୫ହଜାର ୯୬୮ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍ ପଜିଟିଭ୍ କେସ୍ ୧କୋଟି ୪ଲକ୍ଷ ୯୫ହଜାର ୧୪୭କୁ ବୃଦ୍ଧି ପାଇଛି । ଗତ ୨୪ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ…

କୋଭିସିଲ୍ଡ ପରେ ଭୁବନେଶ୍ୱର ଆସିଲା କୋଭାକ୍ସିନ ଟିକା

ଭୁବନେଶ୍ୱର: କାଲି ଆସିଥିଲା ସେରମ ଇନଷ୍ଟିଚ୍ୟୁଟର କରୋନା ଭ୍ୟାକସିନ୍ କୋଭିସିଲଡ୍ । ଆଜି ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକର କରୋନା ଟିକା କୋଭାକ୍ସିନ୍ । ହାଇଦ୍ରାବାଦରୁ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ପହଞ୍ଚିଛି । ପ୍ରଥମ ପର୍ଯ୍ୟାୟରେ ୨୦ହଜାର ଡୋଜ୍ କୋଭାକ୍ସିନ୍ ଟିକା ପହଞ୍ଚିଥିବା…

ମୃତ୍ୟୁର ବର୍ଷେ ପରେ ମନମୋହନ ମହାପାତ୍ର ଓ ଓଡିଆ ସିନେମାର ବାସ୍ତବ ଚେହେରା

ମୃତ୍ୟୁ ପରେ ସେ ଅଧିକ ପ୍ରାଣବନ୍ତ ଲାଗୁଛନ୍ତି। ହୁଏତ ଏମିତି ହୋଇପାରେ ଯେ, ସେ ଯେଉଁ ସିନେମା ତିଆରି କରିଥିଲେ, ତାହା ତାଙ୍କ ଜୀବନକାଳରେ ହୁଏତ, ଲୋକଙ୍କ ପାଖରେ ପହଞ୍ଚି ପାରିଲା ନାଇଁ, କିନ୍ତୁ ଦିନେ ନା ଦିନେ ସେ ସିନେମା ଲୋକଙ୍କ ପାଖରେ ପହଞ୍ଚିବ। କାରଣ ସେ ସିନେମା ତିଆରି କରିଥିଲେ।…

ଷ୍ଟିଲ ସିଟିର ତିନି ସରକାରୀ ଶିକ୍ଷକଙ୍କୁ କରୋନା

ରାଉରକେଲା: ସରକାରୀ ହାଇସ୍କୁଲର ୩ ଶିକ୍ଷକ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨ ଦିନ ମଧ୍ୟରେ ୩ ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ସମସ୍ତ ଶିକ୍ଷକ ଗୋଟିଏ ସ୍କୁଲର ହୋଇଥିବା ଜଣାପଡିଛି । କରୋନା ମହାମାରୀ କାରଣରୁ ଗତ ନଅମାସ ଗହେଲା ସ୍କୁଲ ବନ୍ଦ ରହିଥିବା । ତେବେ…

ରାଜ୍ୟ ସ୍ତରୀୟ ମୁରୁଜ ପ୍ରତିଯୋଗିତା

ଭୁବନେଶ୍ୱର:ଓଡ଼ିଆ ସଂସ୍କୃତିରେ ଥିବା ବୈଜ୍ଞାନିକ ଦୃଷ୍ଟି ଭଙ୍ଗୀ ଓ କଳାର ପ୍ରଚାର ପ୍ରସାର। ପାଇଁ ଶ୍ରୀ ଗୋବିଜ୍ଞାନ ଫାଉଣ୍ଡେସନର ମାତୃଶକ୍ତି ଶ୍ରୀ ଗୋବିଜ୍ଞାନ ବିଭାଗ ଗତ ପଞ୍ଚୁକ ଉପଲକ୍ଷେ ରାଜ୍ୟ ସ୍ତରୀୟ ଏକ ମୁରୁଜ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା। ଏହି ପ୍ରତିଯୋଗିତାରେ ଓଡ଼ିଶାର…

ବିବାହକୁ ନେଇ ଆସିଲା ନୂଆ ଗାଇଡଲାଇନ୍, ଶୋଭାଯାତ୍ରା ମିଳିଲା ଅନୁମତି

ଭୁବନେଶ୍ୱର : ବିବାହ ଶୋଭାଯାତ୍ରାକୁ ନେଇ ନୂଆଗାଇଡ ଆସିଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କରାଯାଇଥିବା ନୂଆ ଗାଇଡଲାଇନ ଅନୁସାରେ ବ୍ୟାଣ୍ଡ ପାର୍ଟି, ଲାଇଟ ଓ ସାଉଣ୍ଡ ବାଜି ଶୋଭାଯାତ୍ରା ଆଣିବାକୁ ଅନୁମତି ମିଳିଛି । ବିବାହରେ ୨୦୦ ଲୋକଙ୍କୁ ଯୋଗ ଦେବାକୁ ଅନୁମତି ମିଳିଛି । ଅନ୍ତିମ…

ଓଡ଼ିଶାରେ ପହଞ୍ଚିଲା କରୋନା ଟିକା

ଭୁବନେଶ୍ୱର: ଓଡ଼ିଶାରେ ପହଞ୍ଚିଲା କରୋନା ଟିକା । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା କୋଭିସିଲ୍ଡ ଟିକା । ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଟିକା ଆସିଛି । ପ୍ରଥମ ପର‌୍ୟ୍ୟାୟରେ ରାଜ୍ୟକୁ ୪୦ ହଜାର ୮୦୦ ଭାୟାଲ ଆସିଛି । ଟିକାକୁ ପ୍ରଥମେ ରାଜ୍ୟ ଔଷଧ ନିଗମରେ ରଖାଯିବ । ଆଉ ଏହିଠାରୁ ସମସ୍ତ…