Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ଟିକା ପହଞ୍ଚିଛି । ପୁନେର ସେରମ୍ ଇନଷ୍ଟିଚୁଟରୁ ସ୍ପାଇସ ଜେଟ ବିମାନରେ ୩ ଲକ୍ଷ ୩୪ ହଜାର ୫୩୪ଟି ଟିକା ଆସିଛି । ଏହା ପରେ ସୁରକ୍ଷିତ ଭାବେ ସେଗୁଡିକୁ ୩ଟି ସ୍ୱତନ୍ତ୍ର ଗାଡିରେ ଟିକା ଭଣ୍ଡାରକୁ ନିଆଯାଇଛି। ତିନି ଦିନ…

ଜାନୁଆରୀ ୨୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲା ବନ୍ଦ 

ନୂଆଦିଲ୍ଲୀ : ପର୍ଯ୍ୟଟକଙ୍କ ଲାଗି ଲାଲକିଲ୍ଲାକୁ ଜାନୁଆରୀ ୨୬ ପର୍ଯ୍ୟନ୍ତ ବନ୍ଦ ଘୋଷଣା କରାଯାଇଛି । ଲାଲକିଲ୍ଲା ଆଖପାଖରେ ମୃତ କାଉଙ୍କ ଶବ ଦେଖି ଲୋକେ ଆତଙ୍କିତ ହୋଇପଡିଥିଲେ । ପ୍ରାଣୀଧନ ବିଭାଗ ମୃତ ପକ୍ଷୀଙ୍କ ନମୁନା ସଂଗ୍ରହ କରି ପରୀକ୍ଷଣ ଲାଗି ପଠାଇଥିଲା ।  ରିପୋର୍ଟରୁ ଲାଲକିଲ୍ଲା…

ରାଜ୍ୟର ୧୨ ଜିଲ୍ଲାରୁ ଆଜି କରୋନା ଗାଏବ, ୨୪ ଘଣ୍ଟାରେ ୧୨୨ ପଜିଟିଭ୍

ଭୁବନେଶ୍ୱର: ରାଜ୍ୟରେ କାବୁ ପାଉଛି କରୋନା । ଦୈନିକ ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଖସିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୨୨ ନୂଆ ଆକ୍ରାନ୍ତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୭୨ ଜଣ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୦ଟି । ଆଜି ରାଜ୍ୟର ୧୨ ଜିଲ୍ଲାରୁ…

ବିଶ୍ୱବ୍ୟାପୀ ୨୪ ଘଣ୍ଟାରେ ୪.୫୬ ଲକ୍ଷରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ମାମଲା ବୃଦ୍ଧି ପାଉଛି। ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୪ ଲକ୍ଷ ୫୬ ହଜାର ୭୧୦ ଟି ନୂଆ କରୋନା ମାମଲା ରୁଜୁ ହୋଇଛି। ଯାହା ପରେ ମୋଟ ମାମଲା ୯ କୋଟି ୫୯ ଲକ୍ଷ ୭୬ ହଜାର ୧୧୯ କୁ ବୃଦ୍ଧି ପାଇଛି। କରୋନାର ବଢୁଥିବା ମାମାଲା ଏବେ…

ଟିକା ନେବାକୁ ମନା କଲେ ଆଉ ମାଗଣା ମିଳିବନି

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଚାଲିଛି । ସ୍ୱାସ୍ଥ୍ୟକର୍ମୀଙ୍କୁ ଦିଆଯାଉଛି ଟିକା । ଏବେ ଯେଉଁମାନେ ଟିକା ନେଉ ନାହାନ୍ତି ପରେ ଆଉ ସେମାନଙ୍କୁ ମାଗଣା ଟିକା ମିଳିବ ନାହିଁ । ଏକଥା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ତେବେ ଅନୁପସ୍ଥିତ…

ପଶୁବଳିରେ ରକ୍ତରଞ୍ଜିତ ହେଲା ବଲାଙ୍ଗିରର ଶୁଲିଆ ପୀଠ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୁଲିଆ ଯାତ୍ରା ପାଇଁ ମଙ୍ଗଳବାର ଦିନ ରକ୍ତରଞ୍ଜିତ ହୋଇ ପଡିଛି ପୀଠ। ଜିଲ୍ଲା ପ୍ରଶାସନର ବାରଣ ତଥା ବିଭିନ୍ନ କଟକଣା ସତ୍ୱେ ପାରମ୍ପରିକ ରୀତିନୀତିରେ ହଜାର ହଜାର ସଂଖ୍ୟାରେ ପଶୁବଳି ଦେଇଛନ୍ତି ଶ୍ରଦ୍ଧାଳୁ। ଏଥିସହିତ ଶ୍ରଦ୍ଧାଳୁମାନେ ବଡ…

ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ, ୨ଲକ୍ଷ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢ଼େଇରେ ଦେଶରେ ଟିକାକରଣ ଚାଲିଛି । ଏହାରି ଭିତରେ ସାମନାକୁ ଆସିଛି ବଡ଼ ଖବର । ଦେଶରେ ୧୦ ହଜାରକୁ ଖସିଲା ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪ ନୂଆ ଆକ୍ରାନ୍ତ । ଏହି ସମୟରେ ୭ଲକ୍ଷ ୯ହଜାର କୋଭିଡ୍ ଟେଷ୍ଟ…

ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆଜି ଓଡ଼ିଶା ଆସୁଛି ଦ୍ୱିତୀୟ ପର୍ଯ୍ୟାୟ କୋଭିଡ ଟିକା । ଆଜି  ଭୁବନେଶ୍ୱରରେ ପହଞ୍ଚିବ ସେରମ ଇନଷ୍ଟିଚ୍ୟୁଟର କୋଭିସିଲ୍ଡ ଭ୍ୟାକସିନ । ସ୍ପାଇସ୍ ଜେଟର ଏକ ସ୍ୱତନ୍ତ୍ର ବିମାନରେ ପୁଣେରୁ ଭୁବନେଶ୍ୱର ଆସିବ । ଟିକା ଧରି ଆସୁଥିବା ବିମାନ ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ…

ରାଜାରାଣୀ ମହୋତ୍ସବର ଉଦଘାଟନୀ ସନ୍ଧ୍ୟା ଆରମ୍ଭ ହେଲା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କ ସଙ୍ଗୀତରୁ

ଭୁବନେଶ୍ୱର :କର୍ଣ୍ଣାଟକୀ ଗାୟିକା ବିଦୁଶୀ ଶୁଦ୍ଧା ରଘୁରମଣନଙ୍କର କର୍ଣ୍ଣାଟକୀ ସଙ୍ଗୀତ ପରିବେଷଣରୁ ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ତରଫରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ ରାଜାରାଣୀ ସଙ୍ଗୀତ ମହୋତ୍ସବ ତିନି ଦିନ ପାଇଁ କଳା ସ୍ଥାପତ୍ୟ ଓ ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ…

ଆସନ୍ତାକାଲି ଓଡ଼ିଶା ଆସିବ ଦ୍ବିତୀୟ ପର୍ଯ୍ୟାୟ କରୋନା ଟିକା

ଭୁବନେଶ୍ୱର: ଆସନ୍ତା କାଲି ଓଡିଶା ଆସିବାକୁ ଯାଉଛି ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା। ସୂଚନା ଅନୁଯାୟୀ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ୩,୩୪,୫୦୦ ଡୋଜର କୋଭିଶିଲ୍ଡ ଟିକା ମଙ୍ଗଳବାର ଦିନ ରାଜଧାନୀ ଭୁବନେଶ୍ବରରେ ଆସି ପହଞ୍ଚିବ।…