Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିସିଲ୍ଡକୁ DCGIର ମଞ୍ଜୁରୀ ପରେ କ’ଣ ପ୍ରତିକ୍ରିୟା ରଖିଲେ ଆଦର ପୁନାୱାଲା…

ନୂଆଦିଲ୍ଲୀ: କରୋନା ଭାଇରସ୍ ଭ୍ୟାକ୍ସିନକୁ ଅପେକ୍ଷା କରିଥିବା ଜନସାଧାରଣଙ୍କ ପାଇଁ ଖୁସି ଖବର। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ବାରା ବିକଶିତ ହୋଇଥିବା କୋଭିସିଲ୍ଡ ଏବଂ ଭାରତ ବାୟୋଟେକର ଭ୍ୟାକ୍ସିନ୍ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଡ୍ରଗ୍ କଣ୍ଟ୍ରୋଲର୍ ଅଫ୍ ଇଣ୍ଡିଆ (DCGI)…

ଓଡ଼ିଶାରେ କରୋନା ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ସହ କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ କମିବାରେ ଲାଗିଛି । ଗୋଟିଏ ଦିନରେ ରାଜ୍ୟରେ ପ୍ରାଣ ହରାଇଛନ୍ତି ଆଉ ୩ ଜଣ ଆକ୍ରାନ୍ତ। ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୮୮୩କୁ ବୃଦ୍ଧି ପାଇଛି । ଏନେଇ ଟ୍ୱିଟ ଯୋଗେ ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର…

ଓଡ଼ିଶାରେ ୨୦୦ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କମିବାରେ ଲାଗିଛି ଦୈନିକ କରୋନା ସଂକ୍ରମଣ ମାମଲା। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ୧୯୨ ନୂଆ ଆକ୍ରାନ୍ତ । ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ କ୍ୱାରେଣ୍ଟାଇନରୁ ୧୦୯ ଓ ଲୋକାଲ କଣ୍ଟାକ୍ଟ କେସ୍ ରହିଛି ୮୩ଟି । ଷ୍ଟେଟ୍ ପୁଲକୁ ମିଶାଇ ୨୪ ଜିଲ୍ଲାରୁ…

ହୋଟେଲ୍ କରୋନା ହଟସ୍ପଟ୍ ! ଗୋଟିଏ ହୋଟେଲରୁ ୮୫ଜଣ ପଜିଟିଭ୍

ଚେନ୍ନାଇ: ହୋଟେଲ ପାଲଟିଛି କରୋନାର ହଟସ୍ପଟ୍ । ଜଣେ କି ଦୁଇ ଜଣ ନୁହେଁ ହୋଟେଲ କର୍ମଚାରୀଙ୍କୁ ମିଶାଇ ୮୫ ଜଣ କରୋନା ସଂକ୍ରମିଚତ ହେଲେଣି । ଗତ ଡିସେମ୍ବର ୧୫ତାରିଖରୁ ଆଜି ଭିତରେ ଚିହ୍ନଟ ହୋଇଛନ୍ତି ଆକ୍ରାନ୍ତ । ଚେନ୍ନାଇରେ ଥିବା ଆଇଟିସି ଗ୍ରାଣ୍ଡ ଛୋଲାର କର୍ମଚାରୀଙ୍କ ସମେତ ୮୫ ଜଣ…

ଦେଶରେ କରୋନାରୁ ସୁସ୍ଥ ହେଲେଣି ୯୯ ଲକ୍ଷ ଆକ୍ରାନ୍ତ, ଅଢ଼େଇ ଲକ୍ଷରୁ କମ୍ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ଆକ୍ଟିଭ୍ କେସ୍ । ଏବେ ଅଢ଼େଇ ଲକ୍ଷରୁ କମ୍ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ସୁସ୍ଥ ସଂଖ୍ୟା କୋଟିଏ ଛୁଇଁବ । ଦୈନିକ ପଜିଟିଭ୍ କେସ୍ ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୮ହଜାର ୧୭୭ ନୂଆ ଆକ୍ରାନ୍ତ । ଦେଶରେ ମୋଟ୍…

କରୋନା ଟିକା ଉପରେ ଆଜି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ DCGI

ନୂଆଦିଲ୍ଲୀ: ଦେଶରେ କରୋନା ଟିକା ପ୍ରଦାନ ଉପରେ ଆଜି ମିଳିପାରେ ଖୁସି ଖବର । ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରେ ଭାରତୀୟ ଔଷଦ ନିୟାମକ ବା DCGI । ଆଜି ସକାଳ ୧୧ଟାରେ ଏଥିପାଇଁ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି DCGI । ଏଥିରେ ଟିକାର ଜରୁରିକାଳୀନ ବ୍ୟବହାରକୁ ଅନୁମତି ଦେବା ନେଇ ଘୋଷଣା…

କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ

ନୂଆଦିଲ୍ଲୀ: ନୂଆବର୍ଷ ଆରମ୍ଭ ହେବା ମାତ୍ରେ କରୋନା ଯୁଦ୍ଧରେ ଭାରତକୁ ସଫଳତା ମିଳିବାରେ ଲାଗିଛି। ଶନିବାର ଦିନ ସବଜେକ୍ଟ ଏକ୍ସପ୍ରେସ କମିଟି (ଏସଇସି) ଭାରତ ବାୟୋଟେକ ଦ୍ୱାରା ନିର୍ମିତ ସ୍ୱଦେଶୀ ଟିକା କୋଭାକ୍ସିନର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ ପ୍ରଦାନ କରିଛି। ଏହା ପୂର୍ବରୁ…

ଓଡ଼ିଶାରୁ ୨୩୨ କରୋନା ରୋଗୀ ସୁସ୍ଥ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆରୋଗ୍ୟ

ଭୁବନେଶ୍ୱର: ଓଡିଶାରୁ ଗୋଟିଏ ଦିନରେ ପ୍ରାୟ ୨୩୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଯାହାକୁ ମିଶାଇ ସୁସ୍ଥତା ୩ ଲକ୍ଷ ୨୫ ହଜାର ୯୬୫ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ସେହିପରି ଗତ ୨୪ଘଣ୍ଟାରେ ୨୨ ଜିଲ୍ଲାରୁ ନୂଆ ସଂକ୍ରମିତ…

୧୦ ତଳକୁ ଖସିଲା ଭୁବନେଶ୍ୱରରେ ଦୈନିକ କରୋନା ସଂକ୍ରମଣ ମାମଲା

ଭୁବନେଶ୍ୱର: ଭୁବନେଶ୍ୱରରୁ ଗତ ୨୪ ଘଣ୍ଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୬୫୬ରେ ପହଞ୍ଚିଛି। ଏନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଟ୍ବିଟ କରି ସୂଚନା ଦେଇଛି।…

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୫.୫୪ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଆମେରିକା, ବ୍ରିଟେନ ସମେତ ବିଶ୍ୱର ଅନେକ ଦେଶରେ ବହୁ ସଂଖ୍ୟକ ଟୀକାକରଣ ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ତଥାପି ବହୁ ସଂଖ୍ୟକ କରୋନା ମାମଲା ରୁଜୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୫.୫୪ ଲକ୍ଷ ନୂତନ ମାମଲା ପଞ୍ଜିକୃତ ହୋଇଥିଲା ଏବଂ ୯,୪୫୧ ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି।…