Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ରାଜ୍ୟରେ ୧୨୧୯ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରେ ୧୦୦ ତଳକୁ ଖସିଲା ସଂଖ୍ୟା

ଭୁବନେଶ୍ୱର: ଧୀରେ ଧୀରେ ରାଜ୍ୟରେ କମୁଛି କରୋନାର ପ୍ରକୋପ । ଖସୁଛି କରୋନା ମିଟର । ପ୍ରତିଦିନ ୨ ହଜାର ତଳକୁ ନୂଆ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୧୨୧୯ ନୂଆ ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୦୮ଜଣ କ୍ୱାରେଣ୍ଟାଇନ୍‌ରେ…

ଦେଶରେ ଦିନକରେ ୪୫ ହଜାର ୯୦୩ ସଂକ୍ରମିତ, ୪୯୦ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା କାୟାରେ ଲାଗୁନି ବ୍ରେକ । ଦିଲ୍ଲୀ, କେରଳରେ ସଂକ୍ରମଣ ପୁଣି ଥରେ ଉପରମୁହାଁ ହୋଇଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୪୫ ହଜାର ୯୦୩ ନୂଆ ଆକ୍ରାନ୍ତ । ମୋଟ୍ ପଜିଟିଭ୍ କେସ୍ ୮୫ ଲକ୍ଷ ୫୩ ହଜାର ୬୫୭କୁ ବୃଦ୍ଧି ପାଇଛି । ଜୀବନ ନେଉଛି ମହାମାରୀ ।…

ଜୈନ ଧର୍ମରେ କିପରି ପାଳିତ ହୁଏ ଦୀପାବଳି, ଜାଣନ୍ତୁ

ଭୁବନେଶ୍ୱର: ଜୈନଧର୍ମରେ ଦୀକ୍ଷିତ ବ୍ୟକ୍ତିମାନେ ୨୪ତୀର୍ଥଙ୍କର ମହାବୀରଙ୍କର ନିର୍ବାଣ ଦିବସ ରୂପେ ଏହିଦିବସକୁ ପାଳନ କରିଥା'ନ୍ତି । ଏ ସମ୍ପର୍କରେ ଗୋଟିଏ କାହାଣୀ ରହିଛି । ମହାବୀରଙ୍କର ଯେତେବେଳେ ମହାପ୍ରୟାଣ ଘଟିଲା, ସେତେବେଳେ ତାଙ୍କପାଖରେ ବହୁ ଜୈନ ଧର୍ମାବଲମ୍ବୀ ସନ୍ନ୍ୟାସୀ ଭକ୍ତ…

ପାଲା ଜଗତର ସାରସ୍ୱତ ସାଧକ; ରଘୁନାଥ ଜେନାମଣି

ଭୁବନେଶ୍ୱର: ପେଶା ତାଙ୍କର ଶିକ୍ଷକତା, ହେଲେ ନିଶା ପାଲା । ସେ ହେଉଛନ୍ତି ବରିଷ୍ଠ ପାଲା ଗାୟକ ରଘୁନାଥ ଜେନାମଣି । ରାଜଧାନୀ ଉପକଣ୍ଠରେ ଘର, ଉଚ୍ଚଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ପାଲା ମାଧ୍ୟମରେ ସାହିତ୍ୟ ସାଧନାରେ ସେ ବ୍ରତୀ ହେଲେ । ୧୯୫୬ ମସିହା ଜାନୁଆରି ୨୧…

ଓଡିଶାରୁ ସୁସ୍ଥ ହେଲେ ଆଉ ୧୩୧୧ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୧୩୧୧ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । https://twitter.com/HFWOdisha/status/1325453981854756864?s=19 …

ଭୁବନେଶ୍ୱରରେ ୬୦ ତଳକୁ ଖସିଲା କରୋନା ସଂକ୍ରମଣ; ଆଜି ୫୭ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୫୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ସୂଚନାନୁଯାୟୀ ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ ୧୩…

କାହିଁକି ଦୀପାବଳି ପୂର୍ବରୁ ପାଳନ କରାଯାଏ ଛୋଟି ଦିୱାଲୀ; ଜାଣନ୍ତୁ ଏହା ପଛର ରହସ୍ୟ

ନୂଆଦିଲ୍ଲୀ: ଚଳିତ ବର୍ଷ ଦିପାବଳୀ ପର୍ବ ୧୪ ନଭେମ୍ବର ଅର୍ଥାତ୍ ଶନିବାର ଦିନ ପଡୁଛି। ହିନ୍ଦୁ ପୌରାଣିକ କଥା ଅନୁଯାୟୀ, ପ୍ରତିବର୍ଷ ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଛୋଟ ଦିୱାଲୀ ପାଳନ କରାଯାଏ। ଏହି ଦିନକୁ ନରକ ଚତୁର୍ଦଶୀ କିମ୍ବା କାଳୀ ଚୌଦସୀ ମଧ୍ୟ କୁହାଯାଏ। ଏହି ଦିନ ଦୀପାବଳି ପରି ଦୀପ…

ଓଡିଶାର କେଉଁ ସ୍ଥାନରେ ହେଉଛି ଇକୋ-ରିଟ୍ରିଟ୍‌; ଆକର୍ଷଣ ପାଲଟିପାରେ ହୀରାକୁଦ

ଭୁବନେଶ୍ୱର: ଆସନ୍ତା ଡିସେମ୍ବର ୧ ତାରିଖରୁ ଫେବୃଆରୀ ୨୮ ତାରିଖ ଯାଏଁ ଓଡିଶାର ରାମଚଣ୍ଡି ବିଚ୍ ସମେତ ହୀରାକୁଦ, ଦାରିଙ୍ଗବାଡି, ନଳିତପଟିଆ (ଭିତରକନିକା), ବଡମୂଳ (ସାତକୋଶିଆ) ଆଦି ସ୍ଥାନରେ ଇକୋ-ରିଟ୍ରିଟ୍ ଆୟୋଜିତ କରାଯିବ । ପର୍ଯ୍ୟଟନ ନିର୍ଦ୍ଦେଶକ ସଚିନ ଆର୍ ଯାଦବ ରବିବାର ଦିନ…

ରାଜ୍ୟରେ ଆଉ ୧୫ କରୋନା ରୋଗୀଙ୍କ ମୃତ୍ୟୁ; ଜାଣନ୍ତୁ, କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ୱର: ଓଡିଶାରେ ଆଉ ୧୫ ଜଣ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ପରେ ମୋଟ୍ ସଂଖ୍ୟା ୧୪୨୫କୁ ବୃଦ୍ଧି ପାଇଛି। ଏନେଇ ଟ୍ୱିଟ୍ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟ୍ ଅନୁଯାୟୀ ବରଗଡରୁ ୨, ବଲାଙ୍ଗିରରୁ ୨, ଭୁବନେଶ୍ୱରରୁ ୨, କଟକରୁ ୧, ଦେବଗଡରୁ…

ଧନତେରସାରେ ଆସନ୍ତୁ ଜାଣିବା ରାଶି ଅନୁସାରେ କଣ କିଣିଲେ ଶୁଭ ହେବ

ପୁରୀ: ସମୁଦ୍ର ମନ୍ଥନ ସମୟରେ କାର୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀ ତିଥିରେ କଳସ ସହିତ ଧନ୍ୱନ୍ତରୀ ମହାପ୍ରଭୁ ପ୍ରକଟ ହୋଇଥିଲେ । ଚଳିତ ବର୍ଷ ନଭେମ୍ବର ୧୨ ଓ ୧୩ରେ କିଛି ସମୟ ପାଇଁ ଧନତେରସା ତିଥି ରହିଛି । ଆସନ୍ତୁ ଜାଣିବା ଏହି ଦିନ ରାଶି ଅନୁସାରେ କେଉଁ ବସ୍ତୁ କିଣିଲେ ଶୁଭ ହେବ । ମେଷ:…