Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

କୋଭିଡ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଅଧିକ ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ସତର୍କ ରହିବା ପାଇଁ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇଛନ୍ତି । ପାର୍ବଣ ଓ ଶୀତ ଋତୁକୁ ଦୃଷ୍ଟିରେ ରଖି ଅଧିକ ସତର୍କ ରହିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ବ୍ୟାପକ ଜନସଚେତନତା ଓ କୋଭିଡ୍…

ନମୁନା ପରୀକ୍ଷଣରେ ଦେଶର ଆଉ ଏକ ସଫଳତା: ମୋଟ ପରୀକ୍ଷଣ ୯ କୋଟି ଟପିଲା

ନୂଆଦିଲ୍ଲୀ: ଜାନୁୟାରୀ ୨୦ ରୁ ଆଜି ମଧ୍ୟରେ କରୋନା ନମୁନା ପରୀକ୍ଷଣ ରେକର୍ଡ ୯ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୧,୪୫,୦୧୫ଟି ନମୁନା ପରୀକ୍ଷା କରାଯାଇଥିବା ବେଳେ ମୋଟ ସଂଖ୍ୟା ୯,୦୦,୯୦,୧୨୨ରେ ପହଞ୍ଚିଛି । ଦେଶର ୧୯୦୦ ରୁ ଅଧିକ ପରୀକ୍ଷାଗାରରେ କେନ୍ଦ୍ର, ରାଜ୍ୟ ଓ…

ସମ୍ କୋଭିଡ ହସ୍ପିଟାଲ୍‌ରୁ ପୁଣି ସୁସ୍ଥ ହେଲେ ୮୬ ବର୍ଷୀୟା ମହିଳା

ଭୁବନେଶ୍ୱର : ଉପଯୁକ୍ତ ଉତମ ଚିକିତ୍ସା, ଯତ୍ନ ଓ ସେବା ଫଳରେ ସମ୍ କୋଭିଡ୍ ହସ୍ପିଟାଲରୁ ନିୟମିତ ଭାବେ ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ କରୋନାରୁ ସୁସ୍ଥ ହୋଇ ଘରକୁ ଫେରୁଥିବା ବେଳେ ପୁଣି ଜଣେ ବୟୋଜ୍ୟେଷ୍ଠା ମହିଳା ଏହି ମାରାତ୍ମକ ଭାଇରସ୍‌କୁ ପରାସ୍ତ କରିଛନ୍ତି। ଢେଙ୍କାନାଳର ୮୬ ବର୍ଷୀୟା…

କାର୍ଯ୍ୟକ୍ଷମ ହେଲା ଭୀମସାରର ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

ସମ୍ବଲପୁର: ଆଜିଠାରୁ ବୁର୍ଲାର ଭୀମସାର ଠାରେ ୧୨୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ଏହି ଡାକ୍ତରଖାନାରେ ୨୦ ଟି ଆଇସିୟୁ ଶଯ୍ୟା ଏବଂ ଏହା ପାଇଁ ସମସ୍ତ ଆବଶ୍ୟକୀୟ ସୁବିଧାମାନ ରାହିଛି। ଏହା ବ୍ୟତୀତ କୋରାପୁଟରେ ୭୦ ଶଯ୍ୟା ବିଶିଷ୍ଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ…

କରୋନା ନେଲା ଆଉ ୧୫ ଜୀବନ, କଟକରୁ ସର୍ବାଧିକ ୩ ମୃତ

ଭୁବନେଶ୍ୱର: ରାଜ୍ୟରେ ବୁଧବାର କରୋନା ଆଉ ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧,୦୭୨କୁ ବୃଦ୍ଧି ହୋଇଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି। ଆଜି କରୋନାରେ ୧୫ ଜଣ ମୃତକଙ୍କ ମଧ୍ୟରୁ କଟର ଜିଲାରୁ ସର୍ବାଧିକ ୩…

ଖସୁଛି କରୋନା ଗ୍ରାଫ, ୨୪ ଘଣ୍ଟାରେ ୨,୬୦୪ ନୂଆ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ମିଟର । ଗତ ୨୪ ଘଂଟାରେ ରାଜ୍ୟରେ ୨୬୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧୧ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୧୦୯୩ ହେଉଛି ଲୋକାଲ୍ କେସ୍‌। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଟ୍ୱିଟ୍ କରି ଜଣାଇଛି ।…

ଏମିତି କରି ମହାମାରୀକୁ ମାତ ଦେଲେ ଉପରାଷ୍ଟ୍ରପତି, ସେୟାର କଲେ ସିକ୍ରେଟ୍

ନୂଆଦିଲ୍ଲୀ: କରୋନାରୁ ସୁସ୍ଥ ହୋଇଛନ୍ତି ଉପରାଷ୍ଟ୍ରପତି ଭେଙ୍କାୟା ନାଇଡୁ । ୭୧ ବର୍ଷ ବୟସରେ ଡାଏବେଟିସ୍ ଓ ଆଉ କିଛି ସ୍ୱାସ୍ଥ୍ୟ ସମସ୍ୟା ଥିଲେ ବି କରୋନା ସହ ଲଢ଼େଇରେ ସେ ବିଜୟୀ ହୋଇଛନ୍ତି । କେମିତି ମହାମାରୀକୁ ମାତ ଦେଲେ ତାର ସିକ୍ରେଟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି…

୨୪ ଘଣ୍ଟାରେ ପୁଣି ବଢ଼ିଲା: ଦେଶରୁ ୬୩ ହଜାର ନୂଆ ଆକ୍ରାନ୍ତ, ୭୩୦ ମୃତ

ନୂଆଦିଲ୍ଲୀ: ୨୪ ଘଣ୍ଟା ଭିତରେ ସାରା ଦେଶରେ ପୁଣି ବଢ଼ିଛି କରୋନା କେସ । ଚିହ୍ନଟ ହୋଇଛନ୍ତି ୬୩ ହଜାର ୫୦୯ ଆକ୍ରାନ୍ତ । ତାପୂର୍ବ ଦିନ ୫୫ ହଜାର ପଜିଟିଭ୍ ବାହାରିଥିଲେ । ଦେଶରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୨ ଲକ୍ଷ ୩୯ ହଜାର ୩୯୦କୁ ବୃଦ୍ଧି ପାଇଛି । ଦେଶରେ ଦୈନିକ ମୃତ୍ୟୁସଂଖ୍ୟା ହ୍ରାସ…

ଭଲ ଖବର: ସାରା ବିଶ୍ୱରେ କରୋନା ସୁସ୍ଥହାରରେ ଭାରତ ନମ୍ବର ଓ୍ୱାନ୍

ନୂଆଦିଲ୍ଲୀ: କରୋନା କାଳରେ ଭଲ ଖବର । ଦେଶବାସୀଙ୍କୁ ଆଶ୍ୱସ୍ତିକଲା ଭଳି ଖବର ଏବେ ସାମନାକୁ ଆସିଛି । ସାରା ଦେଶରେ ମହାମାରୀରୁ ସୁସ୍ଥ ହେଲେଣି ୬୨ ଲକ୍ଷରୁ ଅଧିକ ଆକ୍ରାନ୍ତ । ସୁସ୍ଥ ହାର ରହିଛି ୮୬.୭୮ ପ୍ରତିଶତ । ଅର୍ଥାତ ସାରା ବିଶ୍ୱରେ ସର୍ବାଧିକ ସୁସ୍ଥହାର ଭାରତରେ ରହିଛି । ଦେଶରେ…

ଓଡିଶାରୁ ସୁସ୍ଥ ହେଲେ ଆଉ ୨୭୯୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୨୭୯୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହୋଇଛନ୍ତି-…