Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ନବରାତ୍ରି ପାଳନର ମହତ୍ତ୍ୱ

ନବରାତ୍ରି ପାଳନର ମହତ୍ତ୍ୱ: ଏହାକୁ ନବଦୁର୍ଗା, ନବରାତ୍ରୀ କିମ୍ବା ଦୁର୍ଗା ପୂଜା କୁହାଯାଇଥାଏ। ଏହି ନଅ ଦିନଯାକ ଦେବୀ ଦୁର୍ଗାଙ୍କ ଆରାଧନାରେ ସମଗ୍ର ଦେଶ ଉତ୍ସବମୁଖର ହୋଇଉଠେ। ତେବେ ଏ ସବୁ ମଧ୍ୟରେ ସବୁଠାରୁ ଆକର୍ଷଣୀୟ ଏବଂ ସୁନ୍ଦର ପରମ୍ପରା ଦେଖିବାକୁ ମିଳେ ପଶ୍ଚିମବଙ୍ଗର ଦୁର୍ଗା…

ଗୋଟିଏ ଦିନରେ ଭୁବନେଶ୍ୱରରୁ ୨୭୧ କରୋନା ପଜିଟିଭ; ୩୧୩ ସୁସ୍ଥ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରୁ ୨୭୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ମୋଟ୍ ୨୫,୭୩୫ କରୋନା ପଜିଟିଭ ମାମଲା ରହିଛି । ଏନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ…

ଅକ୍ଟୋବର ୧୬ରେ ଆସିବ NTA NEET ୨୦୨୦ ଫଳାଫଳ; ଏହି ତାରିଖରେ ହେବ ୨ୟ ପର୍ଯ୍ୟାୟ ପରୀକ୍ଷା

ନୂଆଦିଲ୍ଲୀ: ପୂର୍ବରୁ ରିପୋର୍ଟ ଅନୁଯାୟୀ, NTA NEET ୨୦୨୦ ଫଳାଫଳ ଆଜି ଘୋଷିତ ହେବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଅକ୍ଟୋବର ୧୬ ରେ ଫଳାଫଳ ଘୋଷଣା କରାଯିବ। ସର୍ବୋଚ୍ଚ ଅଦାଲତ ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ କରୋନାଭାଇରସ୍ ହେତୁ ସେପ୍ଟେମ୍ବର ୧୩ ରେ ପରୀକ୍ଷା…

ଦୁର୍ଗା ପୂଜାରେ ଭାରତକୁ ୧୪୭୫ ଟନ୍ ଇଲିଶି ମାଛ ଭେଟି !

ନୂଆଦିଲ୍ଲୀ: ଇଲିଶି ମାଛପ୍ରେମୀଙ୍କ ପାଇଁ ଖୁସୀ ଖବର । ଦୁର୍ଗାପୂଜା ଉପଲକ୍ଷେ ଭାରତକୁ ଆସିବ ୧୪୭୫ ଟନ୍ ଇଲିଶି ମାଛ । ତେବେ ଅନ୍ୟ କେହି ନୁହେଁ ବରଂ ଭାରତର ଜଣେ ପଡୋଶୀ ରାଜ୍ୟ ଦେବ ଭେଟି । ଏ ନେଇ ସେହି ଦେଶର ସରକାର ମଂଜୁରୀ ଦେଇ ସାରିଥିଲାବେଳେ ଭାରତକୁ ମାଛ ରପ୍ତାନୀ ପ୍ରକ୍ରିୟା ମଧ୍ୟ…

କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ: ମୁଖ୍ୟମନ୍ତ୍ରୀଙ୍କୁ ଦସ୍ତାବିଜ ପଠାଇଲେ ଅପରାଜିତା

ଭୁବନେଶ୍ୱର: କୋଭିଡ ନିୟମ ଉଲ୍ଲଙ୍ଘନ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏହି ଚିଠି ମାଧ୍ୟମରେ ସେ ବିଜେଡି ବିଧାୟକ, ନେତା, ମନ୍ତ୍ରୀ ଓ ରାଜ୍ୟ କାର୍ଯ୍ୟାଳୟରେ ନିୟମ ଉଲ୍ଲଙ୍ଘନର ସମସ୍ତ ଫଟୋ ଓ ଭିଡିଓଗୁଡିକୁ…

ଆସନ୍ତୁ ଜାଣିବା ମାଆକୁ ସନ୍ତୁଷ୍ଟ କରିବା ପାଇଁ କେଉଁ ରାଶିର ବ୍ୟକ୍ତି କେଉଁ ଠାକୁରାଣୀଙ୍କୁ ପୂଜା କରିବେ

ପୁରୀ: ମାଆ ଆସିବେ । ଉତ୍ସବ ମୁଖରିତ ହେଉଛି ଧରାପୃଷ୍ଠ । ନବରାତ୍ରି ଓ ଦୁର୍ଗାପୂଜା ଅବସରରେ ଭକ୍ତମାନେ ମାଆଙ୍କୁ ଭକ୍ତିରେ ମନେଇବାକୁ ଚାହିଁବେ । ତେବେ ଏହି ଅବସରରରେ ଆସନ୍ତୁ ଜାଣିବା ଚଳିତ ବର୍ଷ କେଉଁ ରାଶିର ବ୍ୟକ୍ତି କେଉଁ ଠାକୁରଣୀଙ୍କୁ ଆରାଧାନା କଲେ ମନୋକାମନା ପୂର୍ଣ୍ଣ ହେବ । ମେଷ…

କରୋନା କଟକଣା ଭିତରେ ଓଡିଶାରେ ଦୁର୍ଗା ପୂଜା…

ହିନ୍ଦୁଧର୍ମାବଲମ୍ବୀ ତଥା ଓଡ଼ିଶାର ଏକ ପ୍ରମୁଖ ପର୍ବ ହେଉଛି ଦୁର୍ଗା ପୂଜା। ଦୁର୍ଗା ପୂଜା ଶକ୍ତି ଉପାସନାର ପର୍ବ । ଏହି ପର୍ବର ଶେଷ ଦିନଟି ଦଶହରା ବା ବିଜୟା ଦଶମୀ ନାମରେ ପରିଚିତ । ଏହା ବିଭିନ୍ନ କୁଳାଚାର ମତେ ଷୋଳଦିନ, ନଅଦିନ ବା ତିନିଦିନ ଧରି ପାଳିତ ହୁଏ । ମୁଖ୍ୟତଃ ଶରତ ଋତୁର ଆଶ୍ୱିନ…

ରିସର୍ଚ୍ଚରୁ ଖୁଲ୍ଲାସା: ବ୍ୟାଙ୍କ ନୋଟରୁ ବ୍ୟାପୁଛି କରୋନା !

ସିଡନୀ: କରୋନା ଉପରେ ରିସର୍ଚ୍ଚ ବେଳେ ସାମନାକୁ ଆସିଲା ନୂଆ ତଥ୍ୟ । କରୋନା ଭୂତାଣୁ (ସାର୍ସ-ସିଓଭି-୨) ବ୍ୟାଙ୍କ ନୋଟରେ ସପ୍ତାହ ସପ୍ତାହ ଧରି ସକ୍ରିୟ ରହୁଛି । ସେହିପରି ମୋବାଇଲ୍ ସ୍କ୍ରିନ୍, କାଚ, ଇସ୍ପାତ ଭଳି ପୃଷ୍ଠ ଉପରେ ପାଖାପାଖି ୨୮ ଦିନ ସକ୍ରୟ ରହୁଛି ଭୂତାଣୁ । ଅଷ୍ଟ୍ରେଲିଆର…

ଥମୁନି କରୋନା ମୃତ୍ୟୁ: ରାଜ୍ୟରେ ଆଖି ବୁଜିଲେ ଆଉ ୧୮

ଭୁବନେଶ୍ୱର: ରାଜ୍ୟରେ ଥମୁନି କରୋନା ଜନିତ ମୃତ୍ୟୁ । ଜଣଙ୍କ ପରେ ଜଣଙ୍କ ମୁଣ୍ଡ ନେଉଛି ମାରାତ୍ମକ ଭାଇରସ । ଗତ ୨୪ ଘଂଟାରେ କରୋନାରେ ରାଜ୍ୟରେ ପୁଣି ଆଉ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୪୦ରେ ପହଂଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ…

କଟକ ପରେ ଅନୁଗୁଳରେ ବଢ଼ୁଛି ସଂକ୍ରମଣ, ଆଜି ରାଜ୍ୟରେ ୨୪୨୩ ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ଟ୍ରେଣ୍ଡ । ଲଗାତର ତିନି ଦିନ ହେଲା ୩ ହଜାର ତଳେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୨୪୨୩ ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୧୭ଜଣ କ୍ବାରେଣ୍ଟାଇନ୍‌ରେ…