Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ମାସ୍କ ପିନ୍ଧି ନଥିଲେ ବୋଲି… ମହିଳାଙ୍କୁ ପୋଲିସର ମାଡ

କଟକ: ପୋଲିସର ମାସ୍କ ଚେକିଂ ବେଳେ ଲଙ୍କାକାଣ୍ଡ । ମହିଳାଙ୍କୁ ନିର୍ଘାତିଆ ମାଡ ମାରିଥିବା ଅଭିଯୋଗ । କଟକ ଜିଲ୍ଲା ଓଲଟପୁର ଥାନା ଅଧିନ ଅଡଶପୁର ଛକରେ ଦେଖିବାକୁ ମିଳିଥିଲା ଏଭଳି କିଛି ଦୃଶ୍ୟ । ମାସ୍କ ଚେକିଂ ବେଳେ ଜଣେ ମହିଳାଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏହା ପରେ…

ଦେବୀ ଦୁର୍ଗାଙ୍କୁ କାହିଁକି କୁହାଯାଏ ମହିଷାମର୍ଦିନୀ!

ଦେବୀ ପୁରାଣ ଓ କାଳିକା ପୁରାଣରେ ଦୁର୍ଗାପୂଜାକୁ ଶାରଦୀୟ ପାର୍ବଣ କୁହାଯାଉଥିବା ବେଳେ ମାର୍କଣ୍ଡେୟ ପୁରାଣରେ ବାର୍ଷିକୀ ଶାରଦ ପୂଜନ କୁହାଯାଏ । ନବରାତ୍ରୀରେ ଦୁର୍ଗାଙ୍କୁ ଶ୍ରଦ୍ଧାର ସହ ପୂଜା କଲେ ଉପାସକ ନବଶକ୍ତି ପ୍ରାପ୍ତ ହେଇଥାନ୍ତି । ଏକଦା ମହିଷାସୁରର ଅତ୍ୟାଚାରରେ ଅତିଷ୍ଠ ହୋଇ…

କମୁଛି କରୋନା ଟ୍ରେଣ୍ଡ: ଦିନକରେ ଦେଶରୁ ୬୬ ହଜାର ଆକ୍ରାନ୍ତ, ୮୧୬ ମୃତ

ନୂଆଦିଲ୍ଲୀ: ଦେଶରେ ୭୧ ଲକ୍ଷ ପାର କରିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦୈନିକ ପଜିଟିଭ୍ କେସ୍ କମୁଛି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୬ ହଜାର ୭୩୨ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୭୧ ଲକ୍ଷ ୨୦ ହଜାର ୫୩୯କୁ ବୃଦ୍ଧି ପାଇଛି ।…

ନବରାତ୍ରୀରେ ମା’ଙ୍କ ନଅ ରୂପ, ଜାଣନ୍ତୁ କେଉଁ ଦିନ ରହିଛି କେଉଁ ବେଶ

ଭୁୁବନେଶ୍ୱର: ଆସନ୍ତା ୨୫ ତାରିଖରେ ଜଗତ ଜନନୀଙ୍କ ବିଜୟା ଦଶମୀ । ପୂଜା ପେଣ୍ଡାଲ ଓ ଦେବୀ ପୀଠରେ ପୂଜା ପାଇବେ ମା ଦୁର୍ଗା । ଏହା ପୂର୍ବରୁ ୧୭ ତାରିଖରୁ ଆରମ୍ଭ ହେଉଛି ମା’ଙ୍କ ନବଦିନାତ୍ମକ ପୂଜା । ଭାରତୀୟ ସଂସ୍କୃତି ଓ ପରମ୍ପରାରେ ଏହି ନବରାତ୍ରୀ ପୂଜାର ମହାତ୍ମ୍ୟ ଅଧିକ ରହିଛି । ବିଶେଷ…

ଦଶହରାରେ କାହିଁକି କରାଯାଏ କୁମାରୀ ପୂଜା ? ଜାଣନ୍ତୁ ବିଶେଷତ୍ୱ

ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ । ୨୫ ତାରିଖ ଯାଏ ଚାଲିବ । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଘରେ ଓ ମନ୍ଦିରରେ କୁମାରୀ ପୂଜା କରାଯାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ମାଆ ମହାଗୋରୀ ଓ ସିଦ୍ଧିଦାତ୍ରୀଙ୍କ…

କାହିଁକି ପାଳନ ହୁଏ ବିଜୟାଦଶମୀ ବା ଦଶହରା? କଣ ରହିଛି ଏହାର ମହତ୍ୱ

ଦଶହରା ପର୍ବ ହେଉଛି ହିନ୍ଦୁ ଧର୍ମର ପ୍ରମୁଖ ପର୍ବ। ଏହା ବିଜୟା ଦଶମୀ ନାମରେ ମଧ୍ୟ ଜଣାଶୁଣା। ଚଳିତ ବର୍ଷ ୨୫ ଅକ୍ଟୋବରରେ ଏହି ପର୍ବ ପାଳନ କରାଯିବ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ପର୍ବ ଅସତ୍ୟ ଉପରେ ସତ୍ୟର ବିଜୟ ଦିବସ ଭାବରେ ପାଳନ କରାଯାଏ। ଏହି ଦିନ ଅସ୍ତ୍ରଶସ୍ତ୍ର ପୂଜା ପାଇଁ ମଧ୍ୟ…

କଟକଣାରେ ଖୋଲିଲା ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର !

ଆସାମ: କରୋନା ମାହାମାରୀ ପାଇଁ ମାର୍ଚ୍ଚ ମାସରୁ ବନ୍ଦ ରହିଥିଲା ଆସାମର ବିଶ୍ୱପ୍ରସିଦ୍ଧ କାମାକ୍ଷା ମନ୍ଦିର । ତେବେ ବହୁଦିନର ବ୍ୟବଧାନ ପରେ ଶେଷରେ କୋଭିଡ୍ କଟକଣା ମଧ୍ୟରେ ରବିବାର ମନ୍ଦିର ଖୋଲାଯାଇଛି । ସର୍ବସାଧାରଣଙ୍କ ପାଇଁ ମନ୍ଦିର ଖୋଲିଥିଲେ ବି ଏକାଧିକ କଟକଣା ଶ୍ରଦ୍ଧାଳୁଙ୍କୁ ସାମାନ୍ୟ…

ନବରାତ୍ରୀ ଅବସରରେ ଆସନ୍ତୁ ଜାଣିବା କେଉଁ ଦିନ କଣ ଭୋଗ କଲେ ମାଆ ପ୍ରସନ୍ନ ହେବେ

ପୁରୀ: ଦୁର୍ଗାପୂଜା ଅବସରରେ ମାଆଙ୍କ ପ୍ରତି ସମସ୍ତଙ୍କ ଭକ୍ତି ଭାବ ରହିଥାଏ । ହର୍ଷ ଉଲ୍ଲାସରେ ସମସ୍ତେ ଏହି ପର୍ବକୁ ପାଳନ କରିଥାନ୍ତିି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ମାଆଙ୍କୁ କେଉଁ ଭୋଗ କଲେ ସବୁ ଦୁଃଖ ଦୂର ହୋଇଥାଏ । ପ୍ରଥମ ଦିନ : ନବରାତ୍ରୀର ପ୍ରଥମ ଦିନ ମାଆ ଶୈଳପୁତ୍ରୀଙ୍କୁ…

ଓଡିଶାରୁ ସୁସ୍ଥ ହେଲେ ଆଉ ୩୩୪୨ କରୋନା ରୋଗୀ

ଭୁବନେଶ୍ୱର: ଓଡିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩୩୪୨ କରୋନା ରୋଗୀ ଆରୋଗ୍ୟ ଲାଭ କରିଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଖୋର୍ଦ୍ଧାରୁ ସର୍ବାଧିକ ୫୧୧, କଟକରୁ ୩୬୬ ଜଣ, ମୟୂରଭଂଜରୁ ୩୬୨ ଜଣ, ଅନୁଗୁଳରୁ ୨୮୮ ଜଣ, ଯାଜପୁରରୁ ୧୫୫ ଜଣ,…

ଆସନ୍ତୁ ଜାଣିବା ସଂସ୍କୃତି ଓ ପରିବେଶ ସହ କିପରି ଭାବେ ଦୁର୍ଗାପୂଜା ଜଡିତ

ପୁରୀ: ଆମ ପୁରାତନ ସଂସ୍କୃତି ଅନୁଯାୟୀ ପଂଚଭୂତକୁ ଆଧାର କରି ଦୁର୍ଗାପୂଜା ଆୟୋଜିତ ହୋଇଥାଏ । ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ ।…