Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ବିଶ୍ୱ ପର୍ଯ୍ୟଟନ ଦିବସ; ଜାଣନ୍ତୁ ଓଡିଶାର କିଛି ପ୍ରମୁଖ ଜଳପ୍ରପାତ ସମ୍ପର୍କରେ

ଭୁବନେଶ୍ୱର: ବିଶ୍ୱ ପର୍ଯ୍ୟଟନ ସଂଗଠନ ପକ୍ଷରୁ ପ୍ରତିବର୍ଷ ସେପ୍ଟେମ୍ବର ୨୭ ତାରିଖକୁ ‘ବିଶ୍ୱ ପର୍ଯ୍ୟଟନ ଦିବସ’ ଭାବେ ପାଳନ କରାଯାଏ । ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ହେଉଛି ସାରା ବିଶ୍ୱରେ ପର୍ଯ୍ୟଟନ କ୍ଷେତ୍ରରେ ସଚେତନତା ସୃଷ୍ଟି କରିବା । ବିଗତ ୧୯୮୦ ମସିହାରୁ ଏହି ଦିନକୁ…

ଯେବେ ଗାନ୍ଧିଜୀ ଓ ଚାର୍ଲି ଚାପଲିନ୍‌ଙ୍କ ହୋଇଥିଲା ଭେଟଘାଟ

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧି । ନିଜ ଅହିଂସା ବଳରେ ଭାରତକୁ ଦେଇଥିଲେ ସ୍ୱାଧୀନତା । ତେବେ ଗାନ୍ଧିଜୀଙ୍କ ଏଭଳି ଅନେକ କିଛି ମୁହୁର୍ତ୍ତ ରହିଛି ଯାହାକୁ ବହୁତ କମ୍ ଲୋକ ଜାଣନ୍ତି । ସେଥିମଧ୍ୟରୁ ଗୋଟିଏ ହେଉଛି ଗାନ୍ଧିଜୀ ଓ ପ୍ରସିଦ୍ଧ ହଲିଉଡ୍ କମେଡିଆନ୍ ଚାର୍ଲି ଚାପଲିନ୍‌ଙ୍କ…

ପାଲା ଜଗତର ଅନନ୍ୟ ପ୍ରତିଭା; ଗାୟକ ରଘୁନାଥ ନାଥଶର୍ମା

ଭୁବନେଶ୍ୱର: ପାରମ୍ପରିକ ଓଡ଼ିଶୀ, ଛାନ୍ଦ, ଚମ୍ପୂ ଆଦି ଗାୟନ କରିବାରେ ଯେଉଁ କେତେଜଣ ପାଲା ଗାୟକ ଶିଖର ଛୁଇଁଛନ୍ତି ସେମାନଙ୍କ ମଧ୍ୟରେ ଅଗ୍ରଗଣ୍ୟ ରଘୁନାଥ ନାଥଶର୍ମା । ନିର୍ଭୁଲ ଏବଂ ଶ୍ରୁତିମଧୁର ଗାୟନରେ ସେ ଏଭଳି ନିପୁଣ ଯେ ଶ୍ରୋତା ମନ୍ତ୍ରମୁଗ୍ଧ ହୋଇଯାଆନ୍ତି । ୧୯୩୭ ମସିହା…

ଆଜି ବିଶ୍ୱ ପର୍ଯ୍ୟଟନ ଦିବସ; କାହିଁକି ପାଳିତ ହୁଏ, ଜାଣନ୍ତୁ

ଭୁବନେଶ୍ୱର: ମହାମାରୀ କରୋନା ସାଧାରଣ ଲୋକଙ୍କ ଜୀବନ ଶୈଳୀକୁ ସମ୍ପୂର୍ଣ୍ଣ ରୂପେ ପରିବର୍ତ୍ତନ କରିଦେଇଛି । କରୋନା ଯୋଗୁଁ ଦୀର୍ଘ ଛଅ ମାସ ହେବ ବନ୍ଦ ପଡ଼ିଛି ସମସ୍ତ ପର୍ଯ୍ୟଟନ ସ୍ଥଳୀ । ଯାହା ଫଳରେ ଭ୍ରମଣର ମଜା ନେଇପାରୁନାହାନ୍ତି ଲୋକେ। ଏହାକୁ ନେଇ ସମଗ୍ର ପର୍ଯ୍ୟଟନ ସଂସ୍ଥା ଏବେ…

ଦେଶର କୃଷକ ଶକ୍ତିଶାଳୀ ହେଲେ, ଆତ୍ମନିର୍ଭର ହେବ ଭାରତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ‘ମନ କି ବାତ’ କାର୍ୟ୍ୟକ୍ରମ ଜରିଆରେ ଜନତାଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ସେ କୃଷକମାନଙ୍କ ଉପରେ ଗୁରୁତ୍ୱ ଦେଇଛନ୍ତି । ଦେଶକୁ ଆତ୍ମନିର୍ଭର କରିବାରେ କୃଷକଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । କରୋନା ସଙ୍କଟ ସମୟରେ କୃଷି…

ଖୋର୍ଦ୍ଧାରେ କମୁନି କରୋନା ମୃତ୍ୟୁ, ପ୍ରାଣ ହରାଇଲେ ଆଉ ୩, ଆଜି ରାଜ୍ୟରେ ଗଲା ୧୪ ଜୀବନ

ଭୁବନେଶ୍ୱର: ରାଜ୍ୟରେ କମୁନି କରୋନାର ତାଣ୍ଡବ । ଦିନକୁ ଦିନ ବିଗିଡିବାରେ ଲାଗିଛି ସ୍ଥିତି । ପ୍ରତିଦିନ ୧୦ରୁ ଅଧିକ ବ୍ୟକ୍ତିଙ୍କ ମୁଣ୍ଡ ନେଉଛି କିଲର ଭାଇରସ କରୋନା । ଆଜି ପୁଣି ରାଜ୍ୟରୁ ଗତ ୨୪ ଘଂଟା ମଧ୍ୟରେ ୧୪ ଜଣଙ୍କ ଜୀବନ ଯାଇଛି । ଖୋର୍ଦ୍ଧାରୁ କରୋନାକୁ ବ୍ରେକ୍ ଲାଗୁନି । ଏଠି…

ଆଜି ୪ ହଜାର ତଳକୁ ଖସିଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ଲଗାତର ୧୦ ରୁ ୧୨ ଦିନ ଧରି ୪ ହଜାର ଉପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହିବା ବେଳେ ଆଜି ମିଳିଛି ସାମାନ୍ୟ ଆଶ୍ୱସ୍ତି। ରାଜ୍ୟର ୩୦ ଜିଲ୍ଳାରୁ ଆଜି ୩୯୨୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୩୦୯ ସଙ୍ଗରୋଧ କେନ୍ଦ୍ରରୁ ଓ ୧୬୧୩ ସ୍ଥାନୀୟ ଅଞ୍ଚଳରୁ…

ଅକ୍ଟୋବରରୁ ଖୋଲିବ ପର୍ଯ୍ୟଟନ ସ୍ଥଳୀ

ଭୁବନେଶ୍ୱର: କରୋନା ଭିତରେ ଆସିଲା ଖୁସି ଖବର । ଅପେକ୍ଷାର ହେଲା ଅନ୍ତ । ରାଜ୍ୟରେ ଅକ୍ଟୋବର ମାସରୁ ଖୋଲିବ ପର୍ଯ୍ୟଟନସ୍ଥଳୀ । ବିଶ୍ୱ ପର‌୍ୟ୍ୟଟନ ଦିବସରେ ଏନେଇ ସୂଚନା ଦେଲେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ । କୋଭିଡ ଗାଇଡଲାଇନ୍ ମଧ୍ୟରେ ପର୍ଯ୍ୟଟନ ସ୍ଥଳ ଖୋଲିବାକୁ…

ଆଜିଠୁ ବାରିପଦା ୭ ଦିନ ପାଇଁ ବନ୍ଦ

ବାରିପଦା: ବାରିପଦାରେ ବଢ଼ୁଛି କରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ନାଗରିକ ସଂଗଠନ ବାରିପଦାକୁ ୭ ଦିନ ବନ୍ଦ ରଖିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ବାରିପଦାର ଯୁବ ସଂଗଟନ ବ୍ୟବସାୟିକ ସଂଘ, ବଣିକ ସଂଘ, ଓକିଲ ସଂଘ, ସହର ବନ୍ଦ ରଖିବା ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି। ଆଜିଠାରୁ…

ଦେଶରେ ୬୦ ଲକ୍ଷ ଛୁଇଁବ କରୋନା କେସ, ଲକ୍ଷେ ମୁହାଁ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଆସନ୍ତାକାଲି ଦେଶରେ ୬୦ ଲକ୍ଷ ଟପିଯିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୮୮ ହଜାର ୬୦୦ ନୂଆ ଆକ୍ରାନ୍ତ । ଏହାକୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୫୯ଲକ୍ଷ ୯୨ହଜାର ୫୩୩କୁ ବୃଦ୍ଧି ପାଇଛି । ବଢୁଛି ମୃତ୍ୟୁସଂଖ୍ୟା । ଲକ୍ଷେ ମୁହାଁ…