Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଗୁରୁତର କୋଭିଡ ରୋଗୀଙ୍କ ଉପରେ ଷ୍ଟେରୋଏଡର ବ୍ୟବହାର ପାଇଁ ଡବ୍ଲ୍ୟୁଏଚଓର ସୁପାରିଶ

ଲଣ୍ଡନ: ଗୁରୁତର କୋଭିଡ ରୋଗୀଙ୍କ ଉପରେ ଷ୍ଟେରୋଏଡ୍ ଚିକିତ୍ସା ଫଳରେ ମୃତ୍ୟୁ ଆଶଙ୍କା ୨୦% କମ୍ ରହୁଥିବା ନେଇ ଅନେକ ଅଧ୍ୟୟନରୁ ଜଣାପଡିଛି । ଯାହା ଫଳରେ ଗୁରୁତର କରୋନା ରୋଗୀଙ୍କୁ ଷ୍ଟେରୋଏଡ୍ ଦେବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚଓ) ପକ୍ଷରୁ ସୁପାରିଶ କରାଯାଇଛି । ବିଶ୍ୱ…

RTO ଦେବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍‌

ଭୁବନେଶ୍ୱର: ଏଣିକି ଆର୍‌ଟିଓମାନେ ଦେଇପାରିବେ ଅନ୍ତଃରାଜ୍ୟ ବସ୍ ପର୍‌ମିଟ୍ । ମହାମାରୀ ସମୟରେ ଭିଡ କମାଇବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ପରିବହନ କମିଶନର । ଆବେଦନ ଦିନ ହିଁ ଯଥା ସମ୍ଭବ ଆର୍‌ଟିଓମାନେ ନିର୍ଦ୍ଦେଶ ଦେବାକୁ ଅନୁମତି ଦିଆଯାଇଛି । ପୂର୍ବରୁ ଅନ୍ତଃରାଜ୍ୟ ବସ୍ ଚଳାଚଳ…

ବାସୁଦେବପୁର ବିଧାୟକ କରୋନା ପଜିଟିଭ୍‌

ଭୁବନେଶ୍ୱର : ଭଦ୍ରକ ଜିଲ୍ଲାର ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏ ନେଇ ଫେସବୁକରେ ସେ ନିଜେ ସୂଚନା ଦେଇଛନ୍ତି । ସାମାନ୍ୟ ଲକ୍ଷଣ ଦେବା ଦେବା ପରେ ସେ ଆଜି ସ୍ୱାବ ପରୀକ୍ଷା କରାଇଥିଲେ ଏବଂ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିବା ସେ ଉଲ୍ଲେଖ…

କଲେଜ ଓ ବିଶ୍ୱବିଦ୍ୟାଳୟ ପରୀକ୍ଷା ପାଇଁ SOP ଜାରି

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ବିଶ୍ୱବିଦ୍ୟାଳୟ ଓ କଲେଜରେ ହେବ ପରୀକ୍ଷା । ଏଥିପାଇଁ ଏସ୍‌ଓପି ଜାରି କରିଛି କେନ୍ଦ୍ର । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏସ୍‌ଓପି ଜାରି ହୋଇଛି । କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା କେନ୍ଦ୍ରକୁ ଯାଇପାରିବେ ନାହିଁ । ଏମାନଙ୍କ…

ଆମେରିକାରୁ ଆସିଲା ଆଶ୍ୱସ୍ତିକର ଖବର, ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା

ୱାଶିଂଟନ: କେବେ ଆସିବ କରୋନା ଟିକା ? ଦିନକୁ ଦିନ ସାରା ବିଶ୍ୱରେ କରୋନ ସଂକ୍ରମଣ ବଢିଚାଲିଥିବା ବେଳେ କରୋନ ଟିକା କେବେ ଆସିବ ତାକୁ ସମସ୍ତେ ଅପେକ୍ଷା କରି ରହିଛନ୍ତି । ଏହାରି ଭିତରେ ଆମେରିକାରୁ ଆସିଛି ଆଶ୍ୱସ୍ତିକର ଖବର । ନଭେମ୍ବର ୧ରୁ ବଣ୍ଟା ହେବ କରୋନା ଟିକା । ଆମେରିକା…

‘ଦେଶରେ ୫ଟି ରାଜ୍ୟରେ ୬୦% କରୋନା ମାମଲା, ୭୦% ମୃତ୍ୟୁ’

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରାଳ ରୂପ ନେଉଛି ମହାମାରୀ କରୋନା । ପ୍ରତିଦିନ ୫୦ ରୁ ୬୦ ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏସବୁ ସତ୍ତ୍ୱେ ଦେଶରେ ସକ୍ରିୟ ସଂକ୍ରମିତଙ୍କ ଠାରୁ ସୁସ୍ଥ ହାର ଢ଼େର ଅଧିକା ରହିଛି । ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଲୋକମାନଙ୍କ ସଂଖ୍ୟା ୨୯ ଲକ୍ଷ ୭୦…

ଅହଲ୍ୟାଙ୍କ ଭକ୍ତି ସାଧନରେ ଶ୍ରୀରାମଙ୍କ ଭାଗିଦାରୀତା

ପାଠକେ! ଆମ ଆଧ୍ୟାତ୍ମିକ ଶାସ୍ତ୍ର ପୁରାଣରେ ଯେତେଯେତେ ଆଶ୍ଚର୍ଯ୍ୟଜନକ ପ୍ରସଙ୍ଗମାନ ଅଛି, ତାକୁ ଅନୁଭବ ପୂର୍ବକ ଆଲୋଚନା କଲେ ମନରେ ପରମାତ୍ମାଙ୍କ ଉଦ୍ଦେଶ୍ୟରେ ସ୍ୱତଃ ସମର୍ପଣାତ୍ମକ ଭକ୍ତିଭାବ ଜାଗ୍ରତ ହୋଇଉଠେ । ଭାଗଗ୍ରାହୀ ପ୍ରଭୁ ନିଜ ଭକ୍ତ ପାଇଁ କ’ଣ କରି ନ ପାରନ୍ତି! ବାଇଗଣ କିଆରିରେ…

ରାଜ୍ୟରେ ଆଉ ଜଣେ ମନ୍ତ୍ରୀଙ୍କୁ କରୋନା

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ ମନ୍ତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ପିଜିଟିଭ ଚିହ୍ନଟ ହୋଇଛନ୍ତି। ତାଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିବା ମନ୍ତ୍ରୀ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି।କରୋନା ପଜିଟିଭ୍ ଚିହ୍ନଟ ହେବା ପରେ…

୧୮ ରୁ ୪୪ ବର୍ଷ ବୟସ ମଧ୍ୟରେ ୫୪% କରୋନା ମାମଲା

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁଯାୟୀ ୫୪% କରୋନା ମାମଲା ୧୮ ରୁ ୪୪ ବର୍ଷ ମଧ୍ୟରେ ରହିଛି । ଅନ୍ୟପଟେ ୫୧ % ମୃତ୍ୟୁ ମାମଲା ୬୦ ବା ତାଠାରୁ ଉର୍ଦ୍ଧ୍ୱ ବୟସରେ ହୋଇଥିବା ରେକର୍ଡ ହୋଇଛି । ଏହି ରିପୋର୍ଟରେ କୁହାଯାଇଛି ୧୫୭୮ ଟି କୋଭିଡ ଡାକ୍ତରଖାନା…

ଗୋଟିଏ ଦିନରେ ରାଜ୍ୟରେ ୩୬୦୦ ଟପିଲା କରୋନା କେସ୍

ଭୁବନେଶ୍ୱର: ରାଜ୍ୟରେ କରାଳ ରୂପ ନେଲାଣି କରୋନା ଭୂତାଣୁ। କିଛି ଦିନ ହେବ ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଟପୁଛି। ୨୪ ଘଣ୍ଟାରେ ରାଜ୍ୟରୁ ବାହାରିଛନ୍ତି ଆଉ ୩ ହଜାର ୬ ଶହ ୩୧ କରୋନା ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୨୨୧୪ ଓ ଲୋକାଲ୍ କଣ୍ଟାକ୍ଟ କେସ ରହିଛି ୧୪୧୭ । ଖୋର୍ଦ୍ଧା…