Latest Odisha News

BREAKING NEWS

Browsing Category

ଅନ୍ୟାନ୍ୟ

ଦେଶରେ ୨୪ ଘଣ୍ଟାରେ ୮୩ ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ବିଜୁଳି ବେଗରେ ବଢୁଛି କରୋନା ମାମଲା। ପ୍ରତିଦିନ ଭାଙ୍ଗୁଛି ରେକର୍ଡ । ଦେଶର ମାତ୍ର ୨ ଦିନରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ରାଜ୍ୟରେ ପ୍ରତିଦିନ ୩୦୦୦ରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏହାସହ ତାଳ ଦେଇ ଉପର ମୁଁହା ହୋଇ ଚାଲିଛି ମୃତ୍ୟୁର…

ଆମେରିକାର ଓଡିଶା ସୋସାଇଟି ପକ୍ଷରୁ ନୂଆଖାଇ ପାଳିତ

ଭୁବନେଶ୍ୱର: ପଶ୍ଚିମ ଓଡିଶାର ଗଣପର୍ବ ନୂଆଖାଇକୁ ଆମେରିକାରେ ଥିବା ଓଡିଆ ସୋସାଇଟି(ଓସା) ପକ୍ଷରୁ ପାଳିତ ହୋଇଯାଇଛି । ଭର୍ଚୁଆଲ ମାଧ୍ୟମରେ ହୋଇଥିବା ଏହି ‘ନୂଆଖାଇ ଜୁହାର’ କାର୍ଯ୍ୟକ୍ରମରେ ପ୍ରାୟ ତିନି ହଜାର ଲୋକ ଭାଗ ନେଇଥିଲେ । ଏଥିରେ କୋଶଳି କବି ହଗଳଦର ନାଗ ଭାଗ ନେଇ ସ୍ୱରଚିତ କବିତା…

ରାଜ୍ୟରେ ୨୪ ଘଣ୍ଟାରେ ହୋଇଛି ୫୯ ହଜାରରୁ ଉର୍ଦ୍ଧ୍ବ କୋଭିଡ୍ ଟେଷ୍ଟିଂ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୫୯ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ଭିତରେ ୫୯,୪୯୨ କରୋନା ନମୁନା ପରୀକ୍ଷା ହୋଇଛି। ଏଥିମଧ୍ୟରୁ ୫୨,୧୯୫ ଜଣଙ୍କର ଆଣ୍ଟିଜେନ, ୭୧୭୨ ଟି ଆରଟିପିସିଆର୍ ଓ ୧୨୫ ଟି ଟ୍ରୁନଟ୍‌ ପରୀକ୍ଷା…

ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି ପାଳିତ

ପୁରୀ: ଭାଦ୍ରବ ଶୁକ୍ଳ ପୂର୍ଣିମା ତିଥିରେ ଇନ୍ଦ୍ରୋତ୍ସବ ପୂର୍ଣିମା ଅବସରରେ ସନ୍ଧ୍ୟା ଆଳତୀ ପରେ ଶ୍ରୀ ଦୋଳଗୋବିନ୍ଦ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପାଇ ବଟ ମୂଳେ ଥିବା ପାଲିଙ୍କିକୁ ମହାଜନେ ବିଜେ କରାଇଥିଲେ । ବିମାନବଡୁ ସେବକ ମାନେ ଶ୍ରୀଦୋଳଗୋବିନ୍ଦଙ୍କୁ ଘଣ୍ଟ, ଛତା, କାହାଳି ସହ ସିଂହଦ୍ୱାର ଦେଇ…

ମୃତ୍ୟୁ ପରେ କ’ଣ ହୁଏ…

ଭୁବନେଶ୍ୱର: ଜନ୍ମ ଯେତିକି ସତ୍ୟ, ମୃତ୍ୟୁ ମଧ୍ୟ ସେତିକି ସତ୍ୟ। ମାତ୍ର ସମସ୍ତେ ଜନ୍ମକୁ ବେଇ ଖୁସି ହେଉଥିବା ବେଳେ ଆଉ ଏକ ସତ୍ୟ ମୃତ୍ୟୁକୁ ଗ୍ରହଣ କରି ପାରନ୍ତି ନାହିଁ। ଯାହାର ଜନ୍ମ ଅଛି ତାର ମୃତ୍ୟୁ ସୁନିଶ୍ଚିତ । ତେବେ କଣ ଆପଣ କେବେ ଭାବିଛନ୍ତି ମୃତ୍ୟୁ ପରେ କ'ଣ ହୋଇଥାଏ । ଶରୀର ସିନା…

କରୋନାରେ ଆଖି ବୁଜିଲେ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନଭାଇ

ମୁମ୍ବାଇ: ଗତକାଲି ରାତିରେ କରୋନା ଆକ୍ରାନ୍ତ ଅଭିନେତା ଦିଲ୍ଲୀପ କୁମାରଙ୍କ ସାନ ଭାଇ ଏହସାନ ଖାନଙ୍କର ମୃତ୍ୟୁ ହୋଇଛି । ୯୦ ବର୍ଷୀୟ ଏହସାନ ଗତ ଅଗଷ୍ଟ ୧୫ ତାରିଖରେ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଲୀଲାବତୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଗତ ୨୧ ତାରିଖରେ ଦିଲ୍ଲୀପଙ୍କର କରୋନା…

ବିଏମସି ପକ୍ଷରୁ ସରସ୍ୱତୀ ସାହୁଙ୍କୁ କୋଭିଡ ଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଗତ ୨୮ ତାରିଖରୁ ଦୁର୍ଘଟଣାର ସମ୍ମୁଖୀନ ହୋଇ ଚିକିତ୍ସିତ ହେଉଥିବା ବେଳେ ମୃତ୍ୟୁବରଣ କରିଥିବା ଭୁବନେଶ୍ୱର ମହାନଗର ନିଗମର କମ୍ୟୁନିଟି ସଂଗଠକ ସରସ୍ୱତୀ ସାହୁଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଛି । ମୃତଦେହ ଏସସିବିରୁ ସତ୍ୟନଗର ଶ୍ମଶାନକୁ ଆଣିବା ପରେ ବିଏମସି କମିଶନର…

ଏଣିକି ରାଜ୍ୟରେ ଖୋଲିବ ରେଷ୍ଟୁରାଣ୍ଟ ଓ ବାର୍‌

ଭୁବନେଶ୍ୱର: ଦୀର୍ଘଦିନର କରୋନା କଟକଣା ପରେ ଏବେ ରାଜ୍ୟବ୍ୟାପୀ ରେଷ୍ଟୁରାଣ୍ଟ ଓ ବାର୍ ଖୋଲିବାକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ପୂର୍ବରୁ କେବଳ ପାର୍ସଲ ନେବାର ଅନୁମତି ଥିବା ବେଳେ ବର୍ତ୍ତମାନ ଗ୍ରାହକ ରେଷ୍ଟୁରାଷ୍ଟ ଓ ହୋଟେଲରେ ବସି ଖାଇପାରିବେ । ଓଡିଶାର ସମସ୍ତ ହୋଟେଲ ଓ…

୫୦୦ ବର୍ଷ ହେବ ବୃନ୍ଦାବନର ରାଧାରମଣ ମନ୍ଦିରର ଚୁଲି ଲିଭି ନାହିଁ

ମଥୁରା: ଭଗବାନଙ୍କ ଶ୍ରୀକୃଷ୍ଣଙ୍କ ମହିମା ଅବର୍ଣ୍ଣନୀୟ । ଆସନ୍ତୁ ଜାଣିବା ବୃନ୍ଦାବନର ରାଧାରମଣ ମନ୍ଦିରରେ ଏ ଭଳି ଏକ ମହିମା ଯାହା ଶୁଣିଲେ ବିଶ୍ୱାସ କରି ହୁଏ ନାହିଁ । ଏଠାରେ ଯେଉଁ ରୋଷେଇ ଘରେ ମହାପ୍ରଭୁଙ୍କ ଭୋଗ ପ୍ରସ୍ତୁତ ହୁଏ ତାହାର ଚୁଲି ୫୦୦ ବର୍ଷରୁ କ୍ରମାଗତ ଜଳି ଆସୁଛି । ଏହା କେବେ…

ଆସନ୍ତା ୭ରୁ ଗଡିବ ମେଟ୍ରୋ ଟ୍ରେନ୍, ଜାରି ହେଲା ଏସ୍ଓପି

ନୂଆଦିଲ୍ଲୀ: ସେପ୍ଟେମ୍ବର ୧ ତାରିଖରୁ ସାରା ଦେଶରେ ଲାଗୁ ହୋଇଛି ଅନ୍ଲକ-୪ । ଫଳରେ ଅନେକ ସ୍ଥାନରେ ବନ୍ଦ ପଡିଥିବା ତାଲା ଖୋଲିଛି । ବସ୍ ଚଳାଚଳ ଓ ଟ୍ରେନ୍ ସେବାକୁ ମଧ୍ୟ ସରକର ଅନୁମତି ଦେଇଛନ୍ତି । ଏହି କ୍ରମରେ ଆସନ୍ତା ୭ ତାରିଖରୁ ପୁଣି ମେଟ୍ରୋ ଟ୍ରେନ୍ ଗଡିବ । ପର୍ଯ୍ୟାୟକ୍ରମେ ମେଟ୍ରୋ…