Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ଚିଲିକାରେ ଆଜିଠୁ ବାର୍ଷିକ ଡଲଫିନ ଗଣନା ଆରମ୍ଭ

ପୁରୀ : ଚିଲିକା ହ୍ରଦରେ ବାର୍ଷିକ ଡଲଫିନ ଗଣନା ଗୁରୁବାର ଦିନ ଠାରୁ ଆରମ୍ଭ ହୋଇଛି । ଏହି ଡଲଫିନ୍ ଗଣନା ସାମିଲ ରହିଥିବା ୧୧ଟି ଦଳରେ ୮୦ ଜଣ ବିଶେଷଜ୍ଞ ରହିଥିବା ନେଇ ସୂଚନା ମିଳିଛି । ଅନ୍ୟପକ୍ଷରେ ଏହି ଡଲଫିନ ଗଣନାରେ ଓଡିଶା ୟୁନିଭରସିଟି ଅଫ୍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି…

ପର୍ଯ୍ୟଟକଙ୍କ ଲାଗି ଖୋଲିଲା ଭିତରକନିକା, କୁମ୍ଭୀର ସଂଖ୍ୟା ବୃଦ୍ଧି

କେନ୍ଦ୍ରାପଡା : ଭିତରକନିକା ଜାତୀୟ ଉଦ୍ୟାନ ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ପୁଣି ଖୋଲାଗଲା । ପକ୍ଷୀ ତଥା କୁମ୍ଭୀର ଗଣନା ପାଇଁ ଜାନୁଆରୀ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନକୁ ବନ୍ଦ ରଖାଯାଇଥିଲା। ମିଳିଥିବା ସୂଚନାନୁଯାୟୀ ଚଳିତବର୍ଷ ଭିତରକନିକାରେ କୁମ୍ଭୀରଙ୍କ ସଂଖ୍ୟାରେ…

ୟେମେନର ରହସ୍ୟମୟ ଡ୍ରାଗନ ଟ୍ରି …

ଭୁବନେଶ୍ୱର: ପ୍ରକୃତିର ବୈଚିତ୍ରତା ମଧ୍ୟରେ ରହିଛି ଅନେକ ପ୍ରାକୃତିକ ଗୁଳ୍ମଲତା ଯାହାକି ଆଜି ମଧ୍ୟ ରହସ୍ୟାବୃତ ହୋଇ ରହିଛି । ୟେମେନ ଦେଶର ଏକ ଦ୍ୱୀପରେ ମିଳୁଥିବା ଡ୍ରାଗନ୍ ଟ୍ରି ବା ଡ୍ରାଗନ୍ ବ୍ଲଡ୍ ଟ୍ରି ମଣିଷ ସମାଜକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ । ପ୍ରକୃତିର ରହସ୍ୟମୟ ଡ୍ରାଗନ୍ ବ୍ଲଡ୍…

ଚିଲିକାରେ ସରିଲା ପକ୍ଷୀ ଗଣନା, ବଢିଛି ବିଦେଶାଗତ ପକ୍ଷୀଙ୍କ ଆଗମନ

ବାଲୁଗାଁ : ଚିଲିକାରେ ଚଳିତ ବର୍ଷ ପକ୍ଷୀ ଗଣନାରେ ପ୍ରାୟ ଦେଢ଼ ଲକ୍ଷ ଅଧିକ ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଛି । ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ ଚିଲିକାରେ ପାଖାପାଖି ୧୮୧ ପ୍ରଜାତି ମଧ୍ୟରେ ସମୁଦାୟ ୧୦,୪୭,୯୬୮ଟି ବିଦେଶୀ ପକ୍ଷୀ ରହିଛନ୍ତି । ଗତବର୍ଷ ଏହି ସଂଖ୍ୟା ୮ ଲକ୍ଷ ୯୩ ହଜାର ୩୯୦…

ଦିଲ୍ଲୀ-ଭୁବନେଶ୍ୱର ବିମାନ ଚଳାଚଳ ଖରାପ ପାଗ ଯୋଗୁଁ ବାତିଲ୍

ଭୁବନେଶ୍ୱର: ଦେଶର ରାଜଧାନୀରେ ପାଣିପାଗ ସ୍ଥିତି ଯୋଗୁଁ ଗୁରୁବାର ଦିନ ଭୁବନେଶ୍ୱରରୁ ଛାଡ଼ିବାକୁ ଥିବା ୩ଟି ବିମାନକୁ ବାତିଲ୍ କରାଯାଇଛି । ପାଣିପାଗ ସୂଚନା ପ୍ରଦାନ କରୁଥିବା ସଂସ୍ଥା ସ୍କାଇମେଟ୍ ଅନୁଯାୟୀ, ଦିଲ୍ଲୀରେ ଆଜି ଘନ କୁହୁଡ଼ି ଆଚ୍ଛାଦିତ କରି ରହିଥିଲା । ଏହି କାରଣରୁ ଦିଲ୍ଲୀରେ…

ଆଜିଠୁ ଆରମ୍ଭ ହେଲା ଓଡିଶାରେ ପକ୍ଷୀ ଗଣନା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସାରା ରାଜ୍ୟରେ ଗୁରୁବାର ଦିନ ପକ୍ଷୀ ଗଣନା ଆରମ୍ଭ ହୋଇଛି । ରାଜ୍ୟ ବନବିଭାଗ ପକ୍ଷରୁ ୫ ଏକ୍ସପର୍ଟ, ୩ ଏସିଏଫ ଏବଂ ୭୦ ଜଣ ବନବିଭାଗ କର୍ମଚାରୀଙ୍କ ସମେତ ପ୍ରାୟ ୨୬ ଟି ଟିମ୍ ବ୍ରହ୍ମଗିରି, ନନ୍ଦନକାନନ, ଶିମିଳିପାଳ ଏବଂ ଅନ୍ୟ ବନଖଣ୍ଡରେ ପକ୍ଷୀ ଗଣନା କାର୍ଯ୍ୟକ୍ରମରେ ନିୟୋଜିତ…

ଆସନ୍ତାକାଲିଠୁ ଓଡିଶାରେ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ

ଭୁବନେଶ୍ୱର : ଓଡିଶାରେ ଆସନ୍ତାକାଲିଠୁ ଅର୍ଥାତ୍ ଜାନୁଆରି ୩ ତାରିଖରୁ ବାର୍ଷିକ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ବୁଧବାର ଦିନ ପ୍ରିନ୍ସିପାଲ ମୁଖ୍ୟ ବନ ସଂରକ୍ଷକ (ବନ୍ୟଜନ୍ତୁ ବିିଭାଗ) ସନ୍ଦୀପ ତ୍ରିପାଠୀ କହିଛନ୍ତି । ଏହି ପକ୍ଷୀ ଗଣନା କାର୍ଯ୍ୟକ୍ରମ ନନ୍ଦନକାନନ, ଶିମିଳିପାଳ ଓ ଅନ୍ୟ…

ଫିଲିପାଇନ୍ସର ରହସ୍ୟମୟ ଚକୋଲେଟ୍ ପାହାଡ଼ ! ଏହା ପଛରେ ରହିଛି ଏକ ନିଆରା ପ୍ରେମ କାହାଣୀ !

ଭୁବନେଶ୍ୱର: ପ୍ରକୃତିର ବିସ୍ମୟକର ଦୃଶ୍ୟ ବେଳେ ମଣିଷକୁ ଆଶ୍ଚର୍ଯ୍ୟ ଚକିତ କରିଦେବା ସହିତ ଏହାର ରହସ୍ୟମୟ କିମ୍ବଦନ୍ତୀ ତଥା ଅଦ୍ଭୁତ କାର୍ଯ୍ୟକଳାପରେ ମନୁଷ୍ୟ ହତଚକିତ ହୋଇ ପଡ଼ିଥାଏ । ଏସୀୟ ରାଷ୍ଟ୍ର ଫିଲିପାଇନ୍ସର ଏହି ପାର୍ବତ୍ୟାଞ୍ଚଟି ଏବେ ମଧ୍ୟ ରହସ୍ୟାବୃତ ହୋଇ ରହିଛି । ପ୍ରକୃତିରେ…

ପିକନିକ୍ ସ୍ପଟ୍: ନୂଆବର୍ଷରେ ଆସନ୍ତୁ ବୁଲିଯିବା ଓଡ଼ିଶାର ଏହି ଦର୍ଶନୀୟ ସ୍ଥାନ…

ଭୁବନେଶ୍ୱର : ଆଉ କିଛି ଦିନର ଅପେକ୍ଷା ପରେ ନୂତନ ବର୍ଷ ଭାବେ ୨୦୧୯ ମସିହାର ଆଗମନ ହେବାକୁ ଯାଉଛି । ସମସ୍ତ ଆବାଳ ବୃଦ୍ଧ ବନିତା ୨୦୧୮ ମସିହାକୁ ବିଦାୟ ସ୍ୱରୂପ ଆଶା ଓ ଉଦ୍ଦୀପନାର ସହ ନୂତନ ବର୍ଷକୁ ଚାତକ ଭଳି ଚାହିଁ ରହିଛନ୍ତି । ପ୍ରାୟ ସମସ୍ତ ଲୋକମାନେ ନୂଆବର୍ଷ ଆସିଲେ ସାଙ୍ଗସାଥୀ ତଥା…

ବିଶିଷ୍ଟ ବାଲୁକାଶିଳ୍ପୀ ସୁଦର୍ଶନଙ୍କ ବିଶ୍ୱରେକର୍ଡ଼ ପ୍ରଚେଷ୍ଟା: ୧୦ ହଜାର ପ୍ଲାଷ୍ଟିକ ବୋତଲରେ ସାନ୍ତାକ୍ଲସ୍ ମୂର୍ତ୍ତି…

ପୁରୀ: ଆନ୍ତର୍ଜାତୀକ ଖ୍ୟାତି ସମ୍ପନ୍ନ ପ୍ରସିଦ୍ଧ ବାଲୁକା ଶିଳ୍ପୀ ପୁଣି ଏକ ବାଲୁକା କଳା ନିର୍ମାଣ କରି ବିଶ୍ୱରେକର୍ଡ଼ କରିବାକୁ ପ୍ରଚେଷ୍ଟା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବିଶାଳ ସାନ୍ତାକ୍ଲସ୍ ମୂର୍ତ୍ତି ତିଆରି କରି ସମଗ୍ର ବିଶ୍ୱ ବାଲୁକା କଳାର ଦୃଷ୍ଟି ଆକର୍ଷଣ…