Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ଏସୀୟ କ୍ରୀଡ଼ା ଖେଳିବାକୁ ଓଡ଼ିଆ ଜିମ୍ନାଷ୍ଟ ରାକେଶ ପାତ୍ର ଯୋଗ୍ୟତା ଅର୍ଜନ କଲେ

ଭୁବନେଶ୍ୱର: ଓଡ଼ିଶା କ୍ରୀଡ଼ାପ୍ରେମୀଙ୍କ ଲାଗି ପୁଣି ଏକ ଖୁସିର ଖବର । ଓଡ଼ିଶାର ଉଦୀୟମାନ ଜିମ୍ନାଷ୍ଟ ରାକେଶ କୁମାର ପାତ୍ର ଇଣ୍ଡୋନେସିଆର ଜାକର୍ତ୍ତାଠାରେ ଅନୁଷ୍ଠିତ ହେବାକୁ ଥିବା ଏସୀୟ କ୍ରୀଡ଼ା ଜିମ୍ନାଷ୍ଟିକ ଲାଗି ଯୋଗ୍ୟ ବିବେଚିତ ହୋଇଛନ୍ତି । ଓଡ଼ିଆ ଯୁବକ ରାକେଶ ହେଉଛନ୍ତି ଏକମାତ୍ର…

ପରୀକ୍ଷା ଖାତା ତ୍ରୁଟିପୂର୍ଣ୍ଣ ମୂଲ୍ୟାଙ୍କନ ପ୍ରସଙ୍ଗ: ସିବିଏସଇ ଦ୍ୱାରା ଓଡ଼ିଶାର ୭ଜଣ ଶିକ୍ଷକ ନିଲମ୍ବିତ

ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ଼ (ସିବିଏସଇ) ପକ୍ଷରୁ ଅନୁଷ୍ଠିତ ହୋଇଥିବା ଦଶମ ଓ ଦ୍ୱାଦଶ ଶ୍ରେୀଣୀ ବାର୍ଷିକ ପରୀକ୍ଷା ଖାତା ମୂଲ୍ୟାଙ୍କନ ରେ ତ୍ରୁଟି କରିଥିବାରୁ ସିବିଏସଇ ସମୁଦାୟ ୧୩୦ ଜଣ ଶିକ୍ଷକଙ୍କୁ ନିଲମ୍ବନ କରିଛି । ଏହି ନିଲମ୍ବିତ ହୋଇଥିôବା ଶିକ୍ଷକଙ୍କ ତାଲିକାରେ…

ପ୍ରବଳ ବର୍ଷା ଆଶଙ୍କା: ୧୦ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଆଗାମୀ କିଛି ଘଣ୍ଟା ମଧ୍ୟରେ ରାଜ୍ୟର ୧୦ଟି ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହେବାର ସତର୍କ ସୂଚନା ଦେଇଛନ୍ତି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର । ରାଜ୍ୟର କଟକ, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ,…

ବାନ୍ଧବୀ ଆସିଲା ବାନ୍ଧବଗଡ଼ରୁ: ସାତକୋଶିଆରେ ମହାବଳର ସାଥ୍ ଦେଲା ‘ସୁନ୍ଦରୀ’

ଅନୁଗୁଳ : ଏକୁଟିଆ ହୋଇ ପଡ଼ିଥିବା ମହାବଳ ବାଘର ସାଥ୍ ଦେବ ଏବେ ଗୋଟିଏ ବାଘୁଣୀ । ବାଘ ପାଇଁ ବାଘୁଣୀଟିଏ ଖୋଜା ଚାଲିଥିଲା । କିନ୍ତୁ ଏହି ପ୍ରତୀକ୍ଷାର ଅନ୍ତ ଘଟିଛି ସାକକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ । ଅନୁଗୁଳ ଜିଲ୍ଲା ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟରେ ପ୍ରାୟ ସପ୍ତାହକ ପୂର୍ବରୁ…

ବଳ ଫେରୁଛି ମହାବଳର : ସାତକୋଶିଆରେ ବାଘର ଅବସ୍ଥା ଏବେ ସ୍ୱାଭାବିକ

ଅନୁଗୁଳ : ମହାବଳ ବାଘର ବଳ ଏବେ ଫେରି ଆସିଲାଣି । ସୁଦୂର ମଧ୍ୟପ୍ରଦେଶର ‘କାହ୍ନା’ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟରୁ ଓଡ଼ିଶାର ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ଦୁଇଦିନ ହେବ ଆସିଥିଲା ଏକ ମହାବଳ ବାଘ । ଏବେ କିନ୍ତୁ ନିଶ୍ଚେତନ ଅବସ୍ଥାରୁ ସ୍ୱାଭାବିକ ଅବସ୍ଥାକୁ ଫେରିଛି ଓଡ଼ିଶାକୁ ଆଗନ୍ତ୍ୁକ ଏହି…

ବିଶ୍ୱକପ ଫୁଟବଲ: ସ୍ପେନ, ପର୍ତ୍ତୁଗାଲ ଓ ଉରୁଗୁଏର ବିଜୟ, ଋଷିଆ ପ୍ରି-କ୍ୱାର୍ଟରରେ

ମସ୍କୋ : କ୍ରିଷ୍ଟିଆନୋ ରୋନାଲଡ଼ୋଙ୍କ ଏକ ଚମକ୍ରାର ଗୋଲ ବଳରେ ମରୋକ୍କୋ ବିଶ୍ୱକପରୁ ବାହାର ହେବା ସହିିିତ ପର୍ତ୍ତୃଗାଲ କ୍ୱାର୍ଟର ଫାଇନାଲ ଖେଳିବାର ଆଶାର ଉଜ୍ଜିବିତ ହୋଇଛି । ପ୍ରଖ୍ୟାତ ଫୁଟବଲ ଷ୍ଟାର ରୋନାଲ୍ଡୋଙ୍କ ଏକମାତ୍ର ଗୋଲ ୧-୦ରେ ଦଳକୁ ପର୍ତ୍ତୁଗାଲକୁ ବିଜୟୀ କରାଇପାରିଛି ।…

ଘୂର୍ଣ୍ଣିଝଡ଼ ଆଶଙ୍କା: ପାଣିପାଗ ବିଭାଗର ୧୬ଟି ଜିଲ୍ଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱରସ୍ଥ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଗୁରବାର ଦିନ କେଇ ଘଣ୍ଟା ପରେ ଘୂର୍ଣ୍ଣିଝଡ଼ର ସତର୍କ ସୂଚନା ପ୍ରଦାନ କରାଯାଇଛି । ରାଜ୍ୟର ୧୬ଟି ଜିଲ୍ଲାକୁ ଏନେଇ ସୂଚନା ପ୍ରଦାନ କରାଯାଇଥିବା ପାଣିପାଗ କେନ୍ଦ୍ର ସୂତ୍ରରୁ ଜଣାପଡ଼ିଛି ।…

ଓଡ଼ିଶା ଆସୁଛି ମହାବଳ ବାଘ: ମଧ୍ୟପ୍ରଦେଶରୁ ମହାବଳ ବାଘ ଓଡ଼ିଶା ସ୍ଥାନାନ୍ତରୀତ ହେଉଛି

ଭୁବନେଶ୍ୱର : ମହାବଳ ବାଘ ଗାଡ଼ିରେ ଆସୁଛି । ମଧ୍ୟପ୍ରଦେଶରୁ ମହାବଳ ବାଘ ତା’ର ଯାତ୍ରାରମ୍ଭ କରିସାରିଛି । ଏକ ସ୍ୱତନ୍ତ୍ର ଗାଡ଼ି ଯୋଗେ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନରୁ ଅନୁଗୁଳର ସାତକୋଶିଆ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନକୁ ସ୍ଥାନାନ୍ତରିତ ହେଉଛି । ଭାରତରେ କୌଣସି ବାଘ ଗୋଟିଏ…

ଜୁନ ୨୭ ପରେ ବୃଦ୍ଧି ପାଇବ ମୌସୁମୀ ଜନିତ ବର୍ଷା

ଭୁବନେଶ୍ୱର : ପ୍ରବଳ ଗରମ ଓ କ୍ରମାଗତ ତାପମାତ୍ରା ବୃଦ୍ଧି ଯୋଗୁଁ ତ୍ରାହି ତ୍ରାହି ଡ଼ାକିଲେଣି ରାଜ୍ୟବାସୀ । ରାଜଧାନୀ ଭୁବନେଶ୍ୱରରେ ଗତ ୩ ଦିନ ହେଲା ୪୨ ଡ଼ିଗ୍ରୀରୁ କମୁନଥିବା ବେଳେ ଏପଟେ ମୌସୁମୀ ପ୍ରବେଶ କରିଥିଲେ ମଧ୍ୟ ବର୍ଷାର ନା’ଗନ୍ଧ ନାହିଁ । ରୌଦ୍ରତାପ ଯୋଗୁଁ ଜୀବନ ଯାତ୍ରା ବ୍ୟାହତ…

ମୁଖ୍ୟମନ୍ତ୍ରୀଙ୍କ ସ୍ମାର୍ଟସିଟି ‘ସ୍ମାର୍ଟ ଜନପଥ ଯୋଜନା’ କାର୍ଯ୍ୟସ୍ଥଳୀ ପରିଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ତତ୍ତ୍ୱାବଧାନରେ ନିର୍ମିିତ ହେଉଥିବା ‘ସ୍ମାର୍ଟ ଜନପଥ ଯୋଜନା’ରେ ଅନ୍ତଭୃକ୍ତ କାର୍ଯ୍ୟସ୍ଥଳୀକୁ ଶନିବାର ସନ୍ଧ୍ୟାରେ ବୁଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ମାର୍ଟସିଟି ବ୍ୟାନରରେ ନିର୍ମାାଣାଧିକ କାର୍ଯ୍ୟକୁ ପରିଦର୍ଶନ କରିବା…