Latest Odisha News

BREAKING NEWS

Browsing Category

ପର୍ଯ୍ୟଟନ

ଚିଲିକା ଡ଼ଙ୍ଗାବୁଡ଼ି ଘଟଣାରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲା : ୪ଟି ମୃତଦେହ ଉଦ୍ଧାର ପରେ ଉଦ୍ଧାର କାର୍ଯ୍ୟ ଶେଷ ହେଲା

ବାଲୁଗାଁ : ଚିଲିକାରେ ଶନିବାର ସନ୍ଧ୍ୟାରେ ଡ଼ଙ୍ଗା ଘଟିଥିବା ମର୍ମନ୍ତୁଦ ଡ଼ଙ୍ଗାବୁଡ଼ି ଘଟଣାରେ ଉଦ୍ଧାର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏହି ଉଦ୍ଧାର କାର୍ଯ୍ୟ ବାଲୁଗାଁ ଦମକଳ ବାହିନୀ ସହିତ ଓଡ଼୍ରାଫ ଟିମର ଉଦ୍ଧାରକାରୀ କରୁଥିଲେ । ତେବେ ଉଦ୍ଧାର କାର୍ଯ୍ୟ ସମାପ୍ତ ପରେ ନିଖୋଜ ଥିବା ୪ଜଣଙ୍କର…

ଚିଲିକାରେ ମର୍ମନ୍ତୁଦ ଡ଼ଙ୍ଗା ଦୁର୍ଘଟଣା: ନାବାଳିକା ମୃତ, ୮ଜଣ ନିଖୋଜ

ବାଲୁଗାଁ : ମରାଳ ମାଳିନୀ ନୀଳାମ୍ବୁ ଚିଲିକାରେ ଶନିବାର ସନ୍ଧ୍ୟାରେ ଏକ ଡ଼ଙ୍ଗା ଦୁର୍ଘଟଣା ଘଟି ଜଣେ ନାବାଳିକାର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ନିଖୋଜ ଅଛନ୍ତି । ଏକ ପର୍ଯ୍ୟଟକ ଡ଼ଙ୍ଗା କାଳିଯାଇ ନିକଟରେ ବୁଡ଼ି ଯିବାରୁ ଏଥିରେ ଥିବା ଯାତ୍ରୀମାନେ ଭାସିଯାଇଥିଲେ । ଘଟଣାର ଖବର ପାଇ ବାଲୁଗାଁ…

ଭୁବନେଶ୍ୱର ଏୟାରପୋର୍ଟରୁ ୮ ଲକ୍ଷ ଟଙ୍କାର ସୁନା ଜବତ

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରେ ଏବେ କିଛିଦିନ ହେଲା ସୁନା ଚାଲାଣ ବୃଦ୍ଧି ପାଇଛି ଏବଂ କଷ୍ଟମ ବିଭାଗ ମଧ୍ୟ ବେଆଇନ ସୁନା ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇ ପାରିଛନ୍ତି । ଆଜି ଭୁବନେଶ୍ୱର ବିମାନବନ୍ଦରରୁ କଷ୍ଟମ ବିଭାଗ ପୂର୍ବରୁ ଖବର ପାଇ ଚଢଉ…

ଦୁବାଇରେ ଓଡ଼ିଆ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ !

କେନ୍ଦ୍ରାପଡ଼ା : ଦୁବାଇରେ କାର୍ଯ୍ୟରତ ଜଣେ ଓଡ଼ିଆ ଶ୍ରମିକଙ୍କ କାର୍ଯ୍ୟସ୍ଥଳରେ ସନ୍ଦେହଜନକ ମୃତ୍ୟୁ ହୋଇଥିବାର ଅଭିଯୋଗ ହୋଇଛି । ମୃତ ଓଡ଼ିଆ ଶ୍ରମିକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ଭୁ ଥାନା ଅନ୍ତର୍ଗତ ଭଟେନି ଗାଁ’ର ଶ୍ରୀବିନ୍ଦୁ ମାଇତି ବୋଲି ଜଣା ପଡ଼ିଛି । ପୋଲିସ ସୂତ୍ରରୁ…

ଓଡ଼ିଶା ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀଙ୍କୁ ଦେଲେ ଚିଠି: ଝାରସୁଗୁଡ଼ା ଏୟାରପୋର୍ଟକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ…

ଭୁବନେଶ୍ୱର : ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମିତ କରିବାକୁ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଚିଠି ଲେଖିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଚିଠିରେ ବୀର ସୁରେନ୍ଦ୍ର ସାଏଙ୍କ ନାମରେ…

ରଥଯାତ୍ରା ଉପଲକ୍ଷେ ‘ଓଟିଡ଼ିସି’ ର ସ୍ପେସାଲ୍ ଟୁର୍ ପ୍ୟାକେଜ୍

ଭୁବନେଶ୍ୱର: ଆସନ୍ତା ଜୁଲାଇ ୧୪ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଓଡ଼ିଶା ଟୁରିଜିମ୍ ଡ଼େଭଲପମେଣ୍ଟ କର୍ପୋରେସନ (ଓଟିଡ଼ିସି) ପକ୍ଷରୁ ଏକ ସ୍ପେସାଲ୍ ଟୁର୍ ପ୍ୟାକେଜ ଘୋଷିତ ହୋଇଛି । ଗ୍ରାଣ୍ଡ ସେଣ୍ଟ୍ରାଲ୍ ହୋଟେଲ୍ ରୁଫଟପ୍ ପ୍ୟାକେଜ ନିମନ୍ତେ ଦାମ ରହିଛି ଜଣକ ପିଛା ୪,୧୯୯…

“ପରୀ ପାଇଁ କଥାଟିଏ” : ବାଲିରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ କଳାଚାତୁରୀ

ଭୁବନେଶ୍ୱର : ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ବାଲୁକା କଳା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ନିଜର ନିଖୁଣ ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ ସମର୍ଥନ କରିଛନ୍ତି । ପୁରୀ ବେଳାଭୁମୀରେ ନିଜର ଚମକ୍ରାର ବାଲୁକା କଳା ମାଧ୍ୟମରେ “ପରୀ ପାଇଁ କଥାଟିଏ” କାର୍ଯ୍ୟକ୍ରମକୁ…

ଜୁନ ୧୬ରୁ ବନ୍ଦ ରହିବ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଭୟାରଣ୍ୟ

ଭୁବନେଶ୍ୱର : ଆସନ୍ତା ଜୁନ ୧୬ ତାରିଖରୁ ବିଶ୍ୱ ପ୍ରସିଦ୍ଧ ଶିମିଳିପାଳ ଜାତୀୟ ଅଭୟାରଣ୍ୟ ଏବଂ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ କେନ୍ଦ୍ର ଓ ଅଭୟାରଣ୍ୟର ଦିର୍ଦ୍ଦେଶକ ଏମ ମୋହନ କହିଛନ୍ତି, “ପ୍ରତିବର୍ଷ ବର୍ଷା ଋତୁରେ…