Latest Odisha News

BREAKING NEWS

Browsing Category

ରହସ୍ୟ

୭ ବର୍ଷ ଝିଅର ଶରୀର ଗଛର ଛାଲ ପରି ହେଉଯାଉଛି !

ଦାନ୍ତେୱାଡା: ଦାନ୍ତେୱାଡାର ଏକ ୭ ବର୍ଷର ଝିଅ ରାଜେଶ୍ୱରୀ ଅସାଧ୍ୟ ରୋଗରେ ପୀଡିତ । ଜିନ ମ୍ୟୁଟେଶନର ଖରାପ ଯୋଗୁ ଏହି ଝିଅର ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଗଛର ଛାଲ ପରି ହୋଇଯାଉଛି । ଧିରେ ଧିରେ ଏହାର ଶରୀରକୁ ଅକାମୀ କରିବାରେ ଲାଗିଛି । ସ୍ୱାଭାବିକ ଭାବେ ରାଜେଶ୍ୱରୀ ଆଉ ଚଳପ୍ରଚଳ କରିପାରୁ…

ପକ୍ଷୀ ପରି ଆକାଶରେ ଉଡିବାକୁ ଚାହୁଁଥିଲେ ଯାଆନ୍ତୁ ଏହି ସ୍ଥାନକୁ…

ଭୁବନେଶ୍ୱର: ପକ୍ଷୀ ଭଳି ମୁକ୍ତ ଆକାଶରେ ଉଡ଼ିବାକୁ କିଏ ବା ନଚାହେଁ । ତେବେ ଆପଣଙ୍କ ଆକାଶରେ ଉଡ଼ିବାର ଇଚ୍ଛାକୁ ପୁରଣ କରିବାକୁ ଚାହୁଁଥଲେ କରନ୍ତୁ ପାରାଗ୍ଲାଇଡ଼ିଙ୍ଗ । ଭାରତରେ ଏଭଳି କିଛି ସ୍ଥାନ ରହିଛି ଯେଉଁଠାରେ ଆପଣ ଅଳ୍ପ ଟଙ୍କା ଖର୍ଚ୍ଚ କରି ମଧ୍ୟ ଆପଣଙ୍କ ସ୍ୱପ୍ନ ପୂରଣ କରି ପାରିବେ।…

ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିଆ ହୋଇଥାନ୍ତି

ୱେଲିଂଟନ: ଫେବୃୟାରୀରେ ଜନ୍ମ ହେଉଥିବା ଶିଶୁ ବୁଦ୍ଧିମାନ ଓ ସର୍ବଗୁଣସମ୍ପନ୍ନ ହୋଇଥାନ୍ତି ବୋଲି ନ୍ୟୁଜିଲାଣ୍ଡର ଏକ ପ୍ରତିଷ୍ଠିତ ଗ୍ରୁପ ରିପୋର୍ଟ ପ୍ରକାଶ କରିଛି । ୪ରୁ ୫ ବର୍ଷ ବୟସର ୨୧,୦୦୦ ଶିଶୁଙ୍କୁ ନେଇ ସେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ଏଥିପାଇଁ ସେମାନେ ୭ ବର୍ଷ କାଳ…

ବିଜ୍ଞାନ ଯୁଗରେ ଆଜିବି ରହସ୍ୟ ହୋଇ ରହିଛି ଏହିସବୁ କଥା…

ଭୁବନେଶ୍ୱର: ସମୟ ସହ ପାଦଦେଇ ବିଜ୍ଞାନ ଅଗ୍ରଗତି କରି ଚାଲିଛି । ବିଜ୍ଞାନ ଆଜି ସେହିସ୍ଥାନରେ ପହଞ୍ଚି ସାରିଛି ସେ କୌଣସି କଥା ଆଉ ଅସମ୍ଭବ ଲାଗୁନାହିଁ । ସେ ଜହ୍ନ ରାଇଜର ପାଦ ଥାପିବା ହେଉ କି ଆକାଶରେ ଉଡିବା ହେଉ । ତେବେ ବିଜ୍ଞାନ ଓ ବୈଜ୍ଞାନିକଙ୍କ ଏତେ ସଫଳତା ପରେ ଆଜି ମଧ୍ୟ ଅନେକ କଥା…

ଦେଖନ୍ତୁ ଭିଡ଼ିଓ; ବିଶ୍ୱର ସବୁଠାରୁ ଲମ୍ବା କାର୍‌, ଯାହା ଉପରେ ଅବତରଣ କରୁଛି ହେଲିକ୍ୟାପ୍ଟର !

ଭୁବନେଶ୍ୱର: ଯୁଗ ଯେତିକି ଆଗକୁ ଯାଉଛି ଟେକ୍ନୋଲୋଜି ମଧ୍ୟ ସେତିକି ସୁଦୃଢ଼ ହୋଇ ହୋଇ ଯାଉଛି। କାର ଚଲାଇବା କାହାର ବା ପସନ୍ଦ ନୁହେଁ । ଯାହା ପାଖରେ ଯେତେ ଟଙ୍କା ଅଛି ସେମାନେ ସେତେ ଅଧିକ ସୁଖସୁବିଧା ଯୁକ୍ତ ଗାଡି ଚଳାଇବାକୁ ପସନ୍ଦ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏପରି ଏକ…

ହ୍ରଦ ନୁହେଁ, ମୃତ୍ୟୁର ଠିକଣା…

ଦୁନିଆରେ ଏପରି ଅନେକ ସ୍ଥାନ ରହିଛି, ଯାହା ଯେତିକି ମନଲୋଭା ସେତିକି ବିପଦସଙ୍କୁଳ ମଧ୍ୟ । ଏହିସବୁ ସ୍ଥାନରେ ଟିକିଏ ଭୁଲ୍‌ ଆପଣ କିମ୍ବା ଆପଣଙ୍କ ପ୍ରିୟଜନଙ୍କ ମୃତ୍ୟୁର କାରଣ ହୋଇପାରେ। ଏଠାକୁ ଯିବା ମୃତ୍ୟୁକୁ ଆଲିଙ୍ଗନ କରିବା ସଙ୍ଗେ ସମାନ ବୋଲି କୁହାଯାଏ। ତେବେ ଜାଣନ୍ତୁ ଏଭଳି କିଛି…

କେବେ ଭାବିଛନ୍ତି କି ନାନା ବାୟା ଗୀତ ଶୁଣି କାହିଁକି ଶୋଇ ପଡନ୍ତି ଶିଶୁ, ଜାଣନ୍ତୁ…

ଭୁବନେଶ୍ୱର: ଛୋଟ ପିଲାଙ୍କୁ ମାଆ ଶୁଆଇ ଦେବା ପାଇଁ ନାନାବାୟା ଗୀତ ଗାଉଥିବା ଆପଣ ନିଶ୍ଚିତ ଶୁଣିଥିବେ । ସେ " ଆ ଜହ୍ନ ମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ରେ ଖସି" ହେଉ କି "ଧୋ ରେ ବଇଆ ଧୋ" ହେଉ । କେବଳ ଆମ ଓଡ଼ିଆ ମା’ ନୁହଁନ୍ତି ପୃଥିବୀର ସବୁ ସଂସ୍କୃତି ତଥା ପରମ୍ପରାରେ…

ଇଟାଲୀର ଭୟାନକ ଅଶୁଭ ଦ୍ୱୀପ; ଯେଉଁଠିକୁ ଯିବା ବିପଦପୂର୍ଣ୍ଣ !

ଭୁବନେଶ୍ୱର: ଇଟାଲୀର ମନଲୋଭା ପର୍ଯ୍ୟଟନ ସ୍ଥଳୀ ସର୍ବଦା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିଥାଏ । ତେବେ ଇଟାଲୀର ଏହିପରି ଏକ ଦ୍ୱୀପ ଅଛି ଯାହାକୁ ଅଶୁଭ ଭାବେ ବିବେଚନା କରାଯାଏ । ଗୋୟଲା ନାମକ ଏହି ଦ୍ୱୀପରେ ରହୁଥିବା ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି ଅସୁବିଧାର ସମ୍ମୁଖୀନ ହୋଇଥାଏ । ଏହା ଲୋକଙ୍କ…

ପୃଥିବୀର ଏହିସବୁ ସବୁ ଦେଶ, ଯେଉଁଠି ଭାରତୀୟ ମୁଦ୍ରାର ମୂଲ୍ୟ ୧୦୦ ଗୁଣ ଅଧିକ !

ଭୁବନେଶ୍ୱର: ଡଲାର ତୁଳନାରେ ଟଙ୍କାର ମୂଲ୍ୟ କ୍ରମାଗତ ହ୍ରାସ ପାଉଥିବା ବେଳେ ଆପଣଙ୍କୁ ଯଦି କୁହାଯିବ ଏପରି ଏକ ସ୍ଥାନ ଯେଉଁଠି ଟଙ୍କାର ମୂଲ୍ୟ ୧୦୦ ଗୁଣ ଅଧିକ ବୋଲି। କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯିବେ ନିଶ୍ଚିତ । ବିଶ୍ୱାସ ହେଉନଥିଲେ ମଧ୍ୟ ଏହା ସତ। ଦୁନିଆରେ ଏମିତି ଅନେକ ଦେଶ ରହିଛି…

ଜାଣନ୍ତୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ…

ଭୁବନେଶ୍ୱର: ଶୀତ ଦିନରେ ଦେହରେ ଖରା ଟିକିଏ ପଡିଲେ ଦେହକୁ ଆରାମ ଲାଗିଥାଏ । ସାଧାରଣ ତାପମାତ୍ରାରୁ ପାରଦ ତଳକୁ ଖସିଗଲେ ଜାଡ଼ରେ ଦେହ ଥରି ଯାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ପୃଥିବୀର ସବୁଠୁ ଥଣ୍ଡା ସହର ସମ୍ପର୍କରେ । ଯେଉଁଠି ଗୋଟିଏ ଦିନରେ ମାତ୍ର ୩ ଘଣ୍ଟା ପାଇଁ ସୂର୍ଯ୍ୟ ଦୃଶ୍ୟମାନ…