Latest Odisha News

BREAKING NEWS

Browsing Category

ରହସ୍ୟ

ଏମିତି ଏକ ଗାଁ, ଯେଉଁଠି ଜନ୍ମ ନିଅନ୍ତି କେବଳ ଯାଆଁଳା ସନ୍ତାନ !

କୋଡିନ୍ନା: କୌଣସି ମାଆର ଯାଆଁଳା ସନ୍ତାନ ଜନ୍ମ ହେବାଟା କିଛି ଆଶ୍ଚର୍ଯ୍ୟକର ଘଟଣା ନୁହେଁ । କିନ୍ତୁ କେରଳର ମଲ୍ଲମପୁର ଜିଲା କୋଡିନ୍ନା ଗାଁରେ ଜନ୍ମ ହେଉଥିବା ଯାଆଁଳା ସନ୍ତାନଙ୍କ କଥା ଟିକେ ନିଆରା । ଏଠାରେ ପ୍ରାୟ ଅଧିକାଂଶ ମାଆ ଯାଆଁଳା ସନ୍ତାନ ଜନ୍ମ ଦେଇଥାଆନ୍ତି। ବର୍ତ୍ତମାନ ଏଠାରେ…

ଭାରତର ଏହି ସ୍ଥାନ ହେଉଛି ରାବଣର ଶ୍ୱଶୁର ଘର !

ଭୁବନେଶ୍ୱର: ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିବା କାରଣରୁ ଆଜି ପାଳନ ହେଉଛି ବିଜୟାଦଶମୀ । ମାଆ ଦୁର୍ଗାଙ୍କ ଠାରୁ ଆର୍ଶୀବାଦ ଲାଭ କରି ଶ୍ରୀରାମଚନ୍ଦ୍ର ଆଜିର ଦିନରେ ଲଙ୍କାପତି ରାବଣକୁ ବଦ୍ଧ କରିଥିଲେ । ଯୁଗେଯୁଗେ ଧର୍ମ ଅଜୟ ବୋଲି ଦର୍ଶାଇବାକୁ ପ୍ରତିବର୍ଷ ଆଜିର ଦିନରେ ପାଳନ ହୁଏ ରାବଣ ପୋଡି…

ଏମିତି ଏକ ଗାଁ ଯେଉଁଠି ପୁଅ ହେଲେ ପାଳନ ହୁଏ ଦଶହରା !

ଭୁବନେଶ୍ୱର: ଅସତ୍ୟ ଉପରେ ସତ୍ୟ, ଅନ୍ୟାୟ ଉପରେ ନ୍ୟାୟ ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ପର୍ବ ଦଶହରା । ଦେବଭୂମି ଭାରତରେ ସବୁ ପର୍ବ ପରି ଏହି ପାର୍ବଣର ମଧ୍ୟ ରହିଛି ବେଶ୍ ଚମତ୍କାରିତା । ମାତୃଶକ୍ତିର ପ୍ରଚଣ୍ଡ ସ୍ୱରୂପ ପ୍ରଦର୍ଶନ କରୁଥିବା ଏହି ପର୍ବକୁ ସାରା ଦେଶରେ ବେଶ୍ ଆଡ଼ମ୍ବର ତଥା…

ଏମିତି ଏକ ମନ୍ଦିର ଯେଉଁଠି ଭଗବାନଙ୍କୁ ଲାଗେ ‘ମଦିରା’ ଭୋଗ !

ଭୁବନେଶ୍ୱର: ଦେବଭୂମି ଭାରତବର୍ଷରେ ଏମିତି ଅନେକ ଆଶ୍ଚର୍ଯ୍ୟ ଚକିତ କରିବା ଭଳି କଥା ମାନ ରହିଛି ଯାହାକୁ ହୁଏତ ନିଜ ଆଖିରେ ନଦେଖିଲେ ଜଣେ ବିଶ୍ୱାସ କରିବା ଅସମ୍ଭବ । ଆମ ଦେଶରେ ଏମିତି ବହୁତ ମନ୍ଦିର ରହିଛି ଯାହା ନିଜର ଅଜବ ପରମ୍ପରା ଏବଂ ରହସ୍ୟ ପାଇଁ ଜଣାଶୁଣା । ଏମିତି ଏକ ମନ୍ଦିର…

ଆଜିବି ବଞ୍ଚିଛନ୍ତି ମହିଷାସୁରର ବଂଶଜ, ଖୁସିରେ ନୁହେଁ ଶୋକରେ ପାଳନ କରୁଛନ୍ତି ଦଶହରା

ଭୁବନେଶ୍ୱର: ଦେଶର ପ୍ରାୟ ସମସ୍ତ ସ୍ଥାନରେ ଅତି ଆନନ୍ଦ ଉଲ୍ଲାସରେ ଦଶହରା ପର୍ବ ପାଳନ କରାଯାଏ । ନୂଆ ପୋଷାକ ଭିନ୍ନଭିନ୍ନ ଖାଦ୍ୟ ସାଙ୍ଗକୁ ବନ୍ଧୁବାନ୍ଧବ ମେଳରେ ଘର ଉଲ୍ଲସିତ ହୋଇଉଠେ । ମାଆଙ୍କ ସ୍ୱାଗତ ପାଇଁ ଖାଲି ମଣିଷ ନୁହେଁ ପ୍ରକୃତି ମଧ୍ୟ ତା'ର ରୂପର ପସରା ମେଲାଇ ଦେଇଥାଏ । ମାଆଙ୍କ…

ସ୍ୱର୍ଣ୍ଣଲଙ୍କାର ସବୁ ସ୍ୱର୍ଣ୍ଣ ଏବେ କେଉଁଠି, ଜାଣନ୍ତୁ

ଭୁବନେଶ୍ୱର: ପୌରାଣିକ କଥା ଅନୁସାରେ ପ୍ରଭୁ ଭୋଳନାଥ ମାତା ପାର୍ବତୀଙ୍କୁ ଉପହାର ସ୍ୱରୂପ ପ୍ରଦାନ କରିବା ପାଇଁ ବିଶ୍ଵକର୍ମାଙ୍କ ଦ୍ଵାରା ନିର୍ମାଣ କରାଇଥିଲେ ସ୍ବର୍ଣ୍ଣଲଙ୍କା । ଯେଉଁଠି ଗୋଡିବାଲି ମଧ୍ୟ ସୁନାରେ ଗଢା ହୋଇଥିବା କୁହାଯାଏ । ମାତ୍ର ଶିବଙ୍କ ପରମ ଭକ୍ତ ମହାବଳୀ ରାବଣ…

ଆଜିବି ଏହି ସ୍ଥାନରେ ଅଛନ୍ତି ଭୀମଙ୍କ ରାକ୍ଷସୀ ପତ୍ନୀ ‘ହିଡିମ୍ବାଙ୍କ ବଂଶଜ’ !

ଭୁବନେଶ୍ୱର: ଦ୍ୱାପର ଯୁଗର ମହାଭାରତ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଆପଣ ଯଦି ମହାଭାରତ ପଢିଥିବେ ଅଥବା ଶୁଣିଥିବେ ତେବେ, ଦ୍ଵିତୀୟ ପାଣ୍ଡବ ମହାବଳୀ ଭୀମଙ୍କର ଜଣେ ରାକ୍ଷସୀ ପତ୍ନୀ ଥିବା ଜାଣିଥିବେ, ହେଲେ କଣ ଆପଣ ଜାଣନ୍ତି ରାକ୍ଷସୀ ହିଡ଼ିମ୍ବାଙ୍କ ବଂଶଧର ଏବେବି ଅଛନ୍ତି । ଆସନ୍ତୁ…

ଏମିତି ଏକ ସ୍ଥାନ, ଯେଉଁଠି ଗୋରା ପିଲା ଜନ୍ମ ହେଲେ ମିଳେ ମୃତ୍ୟୁଦଣ୍ଡ !

ଭୁବନେଶ୍ୱର: ଶିଶୁଟିଏ ମାଆ ଗର୍ଭରେ ଥିବାବେଳେ, ପିଲାଟି କିପରି ଗୋର ଆଉ ସୁନ୍ଦର ହେବ, ସେଥିପାଇଁ ମାଆକୁ ଫଳ ଓ କେଶର ଭଳି ଖାଦ୍ୟ ଦିଆଯାଇଥାଏ । ପ୍ରାୟତଃ ନବଜାତ ଶିଶୁଟିର ବର୍ଣ୍ଣ ଗୋରା ହୋଇଥିଲେ ପରିବାର ଲୋକଙ୍କ ଖୁସି କହିଲେ ନସରେ । କିନ୍ତୁ କଣ ଆପଣ ଭାବି ପାରୁଛନ୍ତି ଯେ, ଶିଶୁଟିର…

ହାଟରେ ପରିବା ବଦଳରେ ବିକ୍ରି ହେଉଛନ୍ତି କନିଆ !

ଭୁବନେଶ୍ୱର: ପରିବା ହାଟ, ଗାଈ ହାଟ କଥା ତ ଶୁଣିଥିବେ, ହେଲେ କେବେ ଶୁଣିଛନ୍ତି କି କନିଆ ହାଟ ! ଏମିତି ଏକ ହାଟ ଯେଉଁଠି ବିବାହ ପାଇଁ ମିଳନ୍ତି ନିଜ ମାନପସନ୍ଦର ନାବାଳିକା ଝିଅ । ଆଉ ଏସବୁର ସୂତ୍ରଧର ସାଜନ୍ତି ନିଜେ ବାପା, ମାଆ । ସତରେ ଆମ ଦୁନିଆ ବଡ଼ ଅଜବ । କେଉଁଠି ବାପା ମା ମାନେ…

ବଲୁଚିସ୍ତାନକୁ କେମିତି ଓ କାହିଁକି କବଜା କଲା ପାକିସ୍ତାନ

ଭୁବନେଶ୍ୱର: ପାକିସ୍ତାନ ଦ୍ୱାରା କେମିତି ଅଧୀକୃତ ହେଲା ବଲୁଚିସ୍ତାନ? କଣ ଏହି ବଲୁଚିସ୍ତାନ? ପାକିସ୍ତାନ ଏହାକୁ କାହିଁକି କବଜା କଲା? ଆସନ୍ତୁ ଜାଣିବା ଏହାର ରହସ୍ୟ... ଆଜି ବଲୁଚିସ୍ତାନର ଜନସାଧାରଣଙ୍କ ଉପରେ ହେଉଥିବା ଅତ୍ୟାଚାରର ପ୍ରସଙ୍ଗ କେହି ଉଠାଉ ନାହାନ୍ତି । ସେଠାକାର ଖବର…