Latest Odisha News

BREAKING NEWS

Browsing Category

ରହସ୍ୟ

ଶ୍ରୀମନ୍ଦିର ସହିତ ଜଡ଼ିତ ଗୁପ୍ତ କଥା, ଜାଣିଲେ ଆଶ୍ଚର୍ଯ୍ୟ ହେବେ ଆପଣ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଓଡ଼ିଶାର ବିଶ୍ୱ ପ୍ରସିଦ୍ଧ ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର ବିଷୟରେ ସମସ୍ତେ ଜାଣିଛନ୍ତି। କିନ୍ତୁ ଏହି ମନ୍ଦିରରେ ଆଜି ମଧ୍ୟ ଲୁଚି ରହିଛି ଅନେକ ରହସ୍ୟ, ଯାହାକୁ କେହି ମଧ୍ୟ ଜାଣି ନାହାନ୍ତି । ତେବେ ଆସନ୍ତୁ ଜାଣିବା ଶ୍ରୀମନ୍ଦିରରେ ଲୁଚି ରହିଥିବା କିଛି ରହସ୍ୟ…

ବିଶ୍ୱର ଏପରି ରହସ୍ୟମୟ ସ୍ଥାନ; ଯେଉଁଠାରେ ମରୁଭୂମି ଓ ସମୁଦ୍ରର ହୋଇଥାଏ ମିଳନ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆପଣ ପୃଥିବୀ ସହ ଜଡ଼ିତ ଅନେକ ରହସ୍ୟମୟ କଥା ଶୁଣିଥିବେ। ଯାହାକୁ ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଇଥିବେ। ହେଲେ ଆଶ୍ଚର୍ଯ୍ୟ ଲାଗିଲେ ବି କିଛି କଥା ସତ୍ୟ ହୋଇଥାଏ । ଆପଣ ଜାଣିଥିବେ ଯେ ଶହ ଶହ କିଲୋମିଟର ଦୂରତା ଅତିକ୍ରମ କରିବା ପରେ ନଦୀ ସମୁଦ୍ରରେ ମିଶି ଯାଇଥାଏ।…

ବିଶ୍ୱର ରହସ୍ୟମୟ ସ୍ଥାନ; ଯାହାର ରହସ୍ୟ ଭେଦ କରିପାରିନାହିଁ ବିଜ୍ଞାନ

ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାରେ ସକ୍ଷମ ହୋଇଛି ମଣିଷ । ହେଲେ କ’ଣ ଆପଣ ଜାଣିଛନ୍ତି ବିଶ୍ୱର ବିଭିନ୍ନ ଭାଗରେ ଏପରି କିଛି ସ୍ଥାନ ଅବସ୍ଥିତ ଯାହାର ରହସ୍ୟ ଆଜି ପର୍ଯ୍ୟନ୍ତ ଭେଦ କରିବାରେ ସକ୍ଷମ ହୋଇନାହିଁ ବିଜ୍ଞାନ । ଏହି ସ୍ଥାନ ସହ ଜଡ଼ିତ ଅନେକ କାହାଣୀ,…

ଏମିତି ଏକ ରହସ୍ୟମୟ ସ୍ଥାନ; ଯେଉଁଠିକୁ ଯିବାକୁ ଡରନ୍ତି ବୈଜ୍ଞାନିକ

ଆପଣ ଜାଣିଛନ୍ତି କି ପୃଥିବୀରେ ଏପରି ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ମାଇଲ୍ ମାଇଲ୍ ପର୍ଯ୍ୟନ୍ତ କୌଣସି ମଣିଷ, ପ୍ରାଣୀ କିମ୍ବା ଉଦ୍ଭିଦ ପାଇବେ ନାହିଁ? ଦୁନିଆରେ ବହୁତ ରହସ୍ୟମୟ ସ୍ଥାନ ରହିଛି । ଏହି ସ୍ଥାନଗୁଡିକ ବିଷୟରେ ଜାଣିବା ପରେ ଲୋକମାନେ ପ୍ରାୟତଃ ବିଶ୍ୱାସ କରନ୍ତି ନାହିଁ । ଏହିପରି…

ଭାରତର ଭୟଙ୍କର ରେଲୱେ ଷ୍ଟେସନ

ନୂଆଦିଲ୍ଲୀ: ଭାରତରେ ଏପରି କେତୋଟି ରେଲୱେ ଷ୍ଟସନ ଅଛି ଯେଉଁଠାରେ ଅସମାନ୍ୟ ଗତିବିଧି ଦେଖିବାକୁ ମିଳିଥାଏ । ଏପରିକି ଏହି ଷ୍ଟେସନରେ ଭୂତ ରହିଥାଏ ବୋଲି ଲୋକଙ୍କ ଅନ୍ଧ ବିଶ୍ୱାସ ରହିଛି । ବଡୋଗୋ ଷ୍ଟେସନ: ହିମାଚଳ ପ୍ରଦେଶର ସୋଲନ ଜିଲ୍ଲାରେ ବଡୋଗୋ ଷ୍ଟେସନ ରହିଛି । ପ୍ରାକୃତିକ…

ଅଦ୍ଭୁତ ଦୃଶ୍ୟ: ତାରା ଗିଳିଦେଲା ଗ୍ରହକୁ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ଶୁକ୍ରବାର ଏକ ଅଦ୍ଭୂତପୂର୍ଣ୍ଣ ଦୃଶ୍ୟ ରେକର୍ଡ କରିଛନ୍ତି । ଯେଉଁଥିରେ ଏକ ନଷ୍ଟ ହେଉ ଯାଉଥିବା ନକ୍ଷତ୍ର କିପରି ଗୋଟିଏ ଗ୍ରହକୁ ଗିଳି ଦେଉଛି ତାହା ଦେଖିବାକୁ ମିଳିଛି । ଗ୍ରହର ଆକୃତି ବୃହଷ୍ପତି ପରି ହୋଇଥିବା ବେଳେ ନକ୍ଷତ୍ର ସୂର୍ଯ୍ୟଙ୍କ ସଦୃଶ । ଏହି…

ଟାଇମ ଟ୍ରାଭେଲରଙ୍କ ରହସ୍ୟମୟ ବୟାନ, ପୃଥିବୀକୁ ଆସୁଛି ବଡ ବିପଦ

ନୂଆଦିଲ୍ଲୀ: ଦୁନିଆରେ ଏପରି ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ନିଜକୁ ଟାଇମ ଟ୍ରାଭେଲର ଭାବେ ପରିଚୟ ଦେଇଛନ୍ତି । ଏହାର ମାନେ ସେମାନେ ସମୟ ପୂର୍ବରୁ ସମୟକୁ ଆଗୁଆ ଦେଖି ନେଇଛନ୍ତି । ଅନ୍ୟ ଅର୍ଥରେ କହିବାକୁ ଗଲେ ସେମାନେ ନିଜକୁ ଭବିଷ୍ୟଦ୍ରଷ୍ଟା ଭାବେ ମଧ୍ୟ ଚିତ୍ରଣ କରିଛନ୍ତି । ଏହାର…

କୁଆଡେ ଗଲା ନାଜିଙ୍କ ସ୍ୱର୍ଣ୍ଣ ଭରା ଟ୍ରେନ

ବର୍ଲିନ: ଆଡଲଫ ହିଟଲରଙ୍କ ମୃତୁ୍ୟର ୭୭ ବର୍ଷ ବିତିଗଲାଣି । ସେ ସମୟରେ ନାଜି ସେନାଙ୍କ କ୍ରୁରତା ଓ ହିଟଲର ଏକଚ୍ଛତ୍ରବାଦ ଶାସନ ଏବେ ବି ଲୋକଙ୍କ ମନରୁ ଲିଭି ନାହିଁ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ନାଜି ସେନା ଯେଉଁ ଯେଉଁ ସ୍ଥାନରେ ବିଜୟ ହାସଲ କରୁଥିଲେ ସେଠାରୁ ସ୍ୱର୍ଣ୍ଣ ଲୁଟ ପାଟ କରୁଥିଲେ…

ବୁଢା ହେଲେ ସିଂହ ଆତ୍ମହତ୍ୟା କରେ କି? କେତେ ଅଛି ଏହି କଥାର ସତ

ନୂଆଦିଲ୍ଲୀ: ଦୁନିଆରେ କିଛି ଲୋକ ବିଶ୍ୱାସ କରନ୍ତି ଯେ ସିଂହ ଯେବେ ଵୃଦ୍ଧାଵସ୍ଥାରେ ଉପନୀତ ହୁଏ, ସେତେବେଳେ ସେ ଆଉ ଶିକାର କରିପାରିନଥାଏ ଓ ନିଜକୁ ମାରିଦିଏ । ଆପଣ ବି କେବେ ନା କେବେ ଏହି କଥା ଶୁଣିଥିବେ । କିନ୍ତୁ ଏହି କଥା ସତ ନୁହେଁ । ଆଜି ଆମେ ଆପଣଙ୍କୁ ବାସ୍ତବ କଥା ବାବଦରେ କହିବୁ ।…

ରହସ୍ୟ ଖୋଜିବାକୁ ଯାଇ ରହସ୍ୟମୟ ଭାବେ ହଜି ଯାଆନ୍ତି ଲୋକେ

ପୃଥିବୀରେ ଏମିତି ଅନେକ ରହସ୍ୟ ଅଛି, ଯାହା କି ବିଜ୍ଞାନ ପାଇଁ ଏକ ବଡ ଆହ୍ୱାନ । ଆମେ ଆପଣଙ୍କୁ ଏମିତି ଏକ ରହସ୍ୟମୟ ଘାଟି ବିଷୟରେ କହିବୁ ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଏମିତି ଏକ ଘାଟି ଅଛି ଯାହାକୁ କେହି ଖୋଜି ପାଇ ନାହାଁନ୍ତି । ଯିଏ ଜାଣିବାକୁ ଚେଷ୍ଟା କରିଛି ସେ ସବୁଦିନ…