Latest Odisha News

BREAKING NEWS

Browsing Category

ରହସ୍ୟ

[ଭିଡ଼ିଓ] ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମୂର୍ତ୍ତି

ବିହାର: ଶ୍ମଶାନ ଚିତା ଉପରେ ମା’ ଶ୍ୟାମା କାଳୀଙ୍କ ମନ୍ଦିର। ବିଶ୍ୱାସ ନହେଲେ ବି ଏହି ଘଟଣା ସମ୍ପୁର୍ଣ୍ଣ ସତ। ଏନେଇ ରହିଛି ପୁରାଣ ଆଉ ରହିଛଇ ଶ୍ରଦ୍ଧାଳୁ ମନରେ କିଛି ବିଶ୍ୱାସ । ଏହି ମନ୍ଦିର ରହିଛି ବିହାରର ଦରଭଙ୍ଗା ଅଞ୍ଚଳରେ। ମା’କାଳୀଙ୍କ ମୂର୍ତ୍ତି ଶ୍ମଶାନ ଘାଟରେ ହିଁ ତିଆରି ହୋଇଛି ।…

[ଭିଡ଼ିଓ] ପାତାଳେଶ୍ୱର ମହାଦେବ ମନ୍ଦିର ପୂଜାରେ ଝାଡୁ ଅର୍ପଣ

ଉତ୍ତରପ୍ରଦେଶ: ନିତିଦିନଆ ଜୀବନରେ କିଛି ବିଶ୍ୱାସ ଆଉ କିଛି ଅବିଶ୍ୱାସ ଚାଲିଥାଏ। ଭିନ୍ନ ଧର୍ମ ଭିନ୍ନ ସଂସ୍କୃତି। ତା ସହିତ ପୂଜାର୍ଚ୍ଚନାରେ ବି ଥାଏ କିଛି ଅଲଗା ରୀତି। ମଠ ମନ୍ଦିର ଗୁଡିକରେ ପୂଜା କରିବାର ଭିନ୍ନ ଭିନ୍ନ ନୀତି ମାନ ରହିଛି। ଏଇ ଯେମିତି କିଛି ମନ୍ଦିରରେ ଏମିତି କିଛି…

[ଭିଡ଼ିଓ] ଯାଂଜଗିର ଚମ୍ପାରେ ରହସ୍ୟମୟୀ ମା’ମହାମାୟା

ଛତିଶଗଡ଼: ଭାରତରେ ବିଭିନ୍ନ ଧର୍ମ ଆଉ ସଂସ୍କୃତି। ବିଭିନ୍ନ ଦେବାଦେବୀଙ୍କ ଆସ୍ଥାନ। ଶ୍ରଦ୍ଧାଳୁ ଆଉ ଭଗବାନଙ୍କ ସମ୍ପର୍କ ବି କାହିଁ କେଉଁ କାଳରୁ ରହି ଆସିଛି । ବିଭିନ୍ନ ମନ୍ଦିର ଗୁଡିକରେ ଆସ୍ଥା ବିଶ୍ୱାସ ନେଇ ଲାଗିଥାଏ ଶ୍ରଦ୍ଧାଳୁଙ୍କ ଭିଡ଼। ତେବେ ଏମିତି କିଛି ମନ୍ଦିର ରହିଛି ଯେଉଁଠି ଲୋକେ…

[ଭିଡ଼ିଓ] ବିଦେଶ ଯିବା ପାଇଁ ନିହାଲ ସିଂ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା

ପଞ୍ଜାବ: ବିଦେଶ ଯିବା ପାଇଁ ଗୁରୁଦ୍ୱାରରେ ଖେଳଣା ବିମାନ ପୂଜା । ପଞ୍ଜାବର ଶହୀଦ ବାବା ନିହାଲ ସିଂ ଗୁରଦ୍ୱାର । ଏଠାରେ ଭକ୍ତ ମାନସିକ ପୂରଣ ସହ ସ୍ୱପ୍ନକୁ ସାକାର କରିବା ପାଇଁ ଖେଳଣା ବିମାନ ପୂଜା କରିଥାନ୍ତି । ବିଶ୍ୱାସ ରହିଛି ଏପରି କଲେ ବିଦେଶ ଯିବା ସହିତ ଭିସା ସମସ୍ୟା ବି ଦୁର ହୋଇଥାଏ…

[ଭିଡ଼ିଓ] ମତଙ୍ଗେଶ୍ୱର ମହାଦେବ ମନ୍ଦିରରେ ମର୍କତ ମଣି ରହସ୍ୟ

ଭୁବନେଶ୍ୱର: ମହାଦେବଙ୍କ ପ୍ରିୟ ହେଉଛି ନାଗ ମଣି । ଶିବଲିଙ୍ଗ ୧୮ଫୁଟ ତଳେ ରହିଛି ନାଗମଣି । ଏହି ମଣି ପୁଣି ମହାଦେବଙ୍କର । ଏଠାରେ ଯାହା ମାନସକି କରିବ ତାହା ପୂରଣ ହୋଇଥାଏ । କୁହାଯାଏ ଏହି ମନ୍ଦିରରେ ମହାଦେବ ଓ ମାଆ ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଥିଲା । ଲୋକଙ୍କ ବିଶ୍ୱାସ ରହିଛି…

[ଭିଡ଼ିଓ] ମାଆ କାଳୀଙ୍କ ପ୍ରତିମାରୁ ବାହାରୁଛି ଝାଳ

ଭୁବନେଶ୍ୱର: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଆଖି ସାମନାରେ ଘଟୁଛି ବହୁ ଘଟଣା ସବୁ । ହେଲେ ତାର ସତ୍ୟତା କଣ ଆମ ଜ୍ଞାତ ସାର ବାହାରେ । ଏଇ ଯେମିତି ଦେବତାଙ୍କ ଦେହରୁ ବାହାରୁଛି ଝାଳ। ଏହି ଘଟଣା ଶୁଣିଲେ ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ । ହେଲେ ଏହା ବାସ୍ତବରେ ଲୋକଙ୍କ…

[ଭିଡ଼ିଓ] ମେହରାନଗଢ ଦୁର୍ଗର ଅଭିଶପ୍ତ ଅଷ୍ଟମ ଦ୍ୱାର

ଭୁବନେଶ୍ୱର: ଭାରତରେ ଅନେକ ମଠ ମନ୍ଦିର ରହିଛି । ତା ସହିତ ପୁରୁଣା ଇତିହାସ ସହ ସମ୍ପର୍କିତ ରହିଛି ଅନେକ ଦୁର୍ଗ । ଦେଶରେ ଏମିତି ଶହଶହ ଦୁର୍ଗ ରହିଛି । ଆଉ ଦୁର୍ଗ ଗୁଡିକୁ ନେଇ ବି ରହିଛି ଅନେକ କଥା । ସବୁଠି କିଛି ନା କିଛି ରହସ୍ୟ ବି ରହିଛି । ହେଲେ ବହୁତ କିଛି ଏମିତି ରହିଛି ଯେଉଁଠି…

[ଭିଡ଼ିଓ] ଦେବାଦେବୀଙ୍କ ଦେହରୁ ବାହାରୁଛି ଝାଳ!

ଭୋପାଳ: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଆଖି ସାମନାରେ ଘଟୁଛି ଘଟଣା ସବୁ। ଯାହା ଆମେ ବିଶ୍ୱାସ ନକରିଲେ ବି ସତ। ଏଇ ଯେମିତି ଦେବତାଙ୍କ ଦେହରୁ ବାହାରୁଛି ଝାଳ। ଏହି ଘଟଣା ଶୁଣିଲେ ସମ୍ପୁର୍ଣ୍ଣ ଆଶ୍ଚର୍ଯ୍ୟ ଲାଗିଥାଇ ପାରେ । ହେଲେ ଏହା ବାସ୍ତବରେ ଲୋକଙ୍କ ସମ୍ମୁଖରେ ହିଁ ଘଟିଥାଏ।…

[ଭିଡ଼ିଓ] ମନାଲିରେ ମାଆ ହିଡ଼ିମ୍ବାଦେବୀଙ୍କ ମନ୍ଦିର ରହସ୍ୟ

ଭୁବନେଶ୍ୱର: କିଛି କଥା ବିଶ୍ୱାସ ନହେଲେ ବି ସତ । ଅମା ହିନ୍ଦୁ ଧର୍ମରେ କୋଟି କୋଟି ଦେବା ଦେବୀ ରହିଛନ୍ତି। ଲୋକଙ୍କ ମନରେ ଅନେକ ବି ରହିଛି ବିଶ୍ୱାସ। ହେଲେ ଏମିତକି କିଛି ସ୍ଥାନ ରହିଛି ଯେଉଁଠି ଲୋକେ ଭଗବାନ ନୁହେଁ ପୂଜା କରିଥାନ୍ତି ରାକ୍ଷସ ମାନଙ୍କୁ। ଭାରତରେ ଏଭଳି ମନ୍ଦିର ଓ…

[ଭିଡ଼ିଓ] ୪୦ ବର୍ଷ ପରେ ଜଳ ସମାଧିରେ କାଞ୍ଚିପୁରମ୍ ଭରଦାର ସ୍ୱାମୀ

ଭୁବନେଶ୍ୱର: କିଛି ଘଟଣା ବିଶ୍ୱାସ ନହେଲେ ବି ସତ । ଆମ ଚାରିପଟେ ଏମିତି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥାଏ। ହେଲେ ସବୁକିଛି ଆମ ଜ୍ଞାତ ସାର ବାହାରେ ଆମେ ଚାହିଁଲେ ବି ତାର ରହସ୍ୟ ଆଗୋଚରରେ ରହିଥାଏ । ଏଇ ଯେମିତି ବିଷ୍ଣୁଙ୍କ ମନ୍ଦିର । ଭାରତର ୧୦୮ ଦିବ୍ୟ ବିଷ୍ଣୁ ମନ୍ଦିର ମଧ୍ୟରୁ…