Latest Odisha News

BREAKING NEWS

Browsing Category

ଅପରାଧ

ଛତ୍ରପୁର ଆରଟିଓ ଅଫିସ କ୍ୟାମ୍ପସରୁ ୪ ଦଲାଲ ଗୁରଫ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଛତ୍ରପୁର ଆଞ୍ଚଳିକ ପରିବହନ(ଆରଟିଓ) କାର୍ଯ୍ୟଳୟ ପରିସରରେ ଚଢ଼ଉ । ଆଜି ପୋଲିସ ଟିମ୍‌ ପକ୍ଷରୁ ଏହି ଚଢାଉ କରାଯାଇ ୪ ଜଣ ଦଲାଲଙ୍କୁ ଗିରଫ କରାଯାଇଛି । ସେମାନଙ୍କଠାରୁ ଡିଏଲ୍‌, ଆର୍‌ସି ବୁକ୍‌ ପ୍ରମୁଖ ଜବତ ହୋଇଛି । ସୂଚନାକ୍ରମେ, ଦିନକୁ ଦିନ ଛତ୍ରପୁର…

ଗଞ୍ଜେଇ ମାମଲାରେ ବିକ୍ରମ ଦେବ କଲେଜର ୫ ଛାତ୍ରଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ

କୋରାପୁଟ: ଜୟପୁର ସହରରୁ ୫ ଜଣଙ୍କୁ ଉଠାଇନେଲା ବେଙ୍ଗାଲୁରୁ ପୋଲିସ। ଗଞ୍ଜେଇ ମାମଲାରେ ବିକ୍ରମ ଦେବ ବିଶ୍ବବିଦ୍ୟାଳୟର ୫ ଛାତ୍ରଙ୍କୁ କର୍ଣ୍ଣାଟକର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ରାତି ଅଧିଆ ଉଠାଇ ନେଇଥିବା ସୂଚନା ମିଳିଛି। ଘଟଣାକୁ ସ୍ପଷ୍ଟ କଲେ ଜୟପୁର ଟାଉନ ଥାନା ଅଧିକାରୀ।…

ଗଞ୍ଜେଇ ଧରି ଯାଉଥିଲେ ଦୁଇ ଯୁବତୀ, ମାଡ଼ି ବସିଲା ରେଲୱେ ପୋଲିସ

ବଲାଙ୍ଗିର: ଟ୍ରେନରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଧରାପଡିଲେ ଦୁଇ ଯୁବତୀ। ଅବକାରୀ ବିଭାଗ ଦୁଇ ଯୁବତୀଙ୍କୁ ଗିରଫ କରିବା ସହିତ ଗଞ୍ଜେଇ ଜବତ କରିଛି। ଏପରି ଅଭିଯୋଗ ବଲାଙ୍ଗିର ଜିଲ୍ଲାରୁ ଆସିଛି। ସୂଚନା ଅନୁସାରେ ବୁଧବାର ଅପରାହ୍ନରେ ଏହି ଦୁଇ ଯୁବତୀ ଦୁଇଟି ଟ୍ରଲି ବ୍ୟାଗ ନେଇ…

ବଜ୍ରକାପ୍ତା କାତି ଡିଲ୍ ବେଳେ ୪ ଗିରଫ

ବାରିପଦା: ବଜ୍ରକାପ୍ତା କାତି ଚୋରାଚାଲଣ ବେଳେ ଚାରି ଜଣ ବନ୍ୟଜନ୍ତୁ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି ବନ ବିଭାଗ । ସେମାନଙ୍କ ନିକଟରୁ ପ୍ରବଳ ମାତ୍ରାରେ ବଜ୍ରକାପ୍ତା କାତି ଜବତ ହୋଇଛି । ଏଭଳି ଘଟଣା ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲାରେ । ସୂଚନା ମୁତାବକ, ବିଶେଷସୂତ୍ରରୁ ଖବରପାଇ…

ନକଲି ଟଙ୍କା କାରବାର ଅଭିଯୋଗ; ୫ ଅଭିଯୁକ୍ତ ଗିରଫ, ୩ ଫେରାର

ବ୍ରହ୍ମପୁର: ନକଲି ଟଙ୍କା ବଦଳରେ ଅସଲି ଟଙ୍କା ଦେଇ ଠକାମୀର ଶିକାର ହେଲେ ବ୍ୟବସାୟୀ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପରୁରେ । ଦୁଇ ବ୍ୟବସାୟୀଙ୍କ ଠାରୁ ୨୮ ଲକ୍ଷ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ଠକେଇର ଶିକାର ହୋଇଥିବା ଦୁଇ ଯୁବକ ହେଲେ ସଚିନ ମହାପାତ୍ର…

ବଦ୍ରିନାଥ ଯାଇଥିବାବେଳେ ଘରୁ ଲୁଟ୍, ସିସିଟିଭିରେ କଏଦ ହେଲା ଚୋରିବେଳର ଦୃଶ୍ୟ

ଭୁବନେଶ୍ବର: କିଛି ଦିନ ହେବ ରାଜଧାନୀର ବିଭିନ୍ନ ଆପାର୍ଟମେଣ୍ଟରୁ ଚୋରି ଘଟଣା ଏବେ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ପୁଣି ଆଜି (ମଙ୍ଗଳବାର) ରାଜଧାନୀର ଆଉ ଏକ ଆପାର୍ଟମେଣ୍ଟରେ ଲୁଟ ଘଟଣା ସାମ୍ନାକୁ ଆସିଛି । ଭରତପୁର ଥାନା ଅଞ୍ଚଳରେ ଥିବା ଶ୍ରୀକ୍ଷେତ୍ର ଆପାର୍ଟମେଣ୍ଟରେ ଆଉ ଏକ ଘରୁ…

ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟା ଘଟଣା: ସୁପାରୀ କିଲର ସମେତ ୨ ଗିରଫ

ଢେଙ୍କାନାଳ: ମାକ୍ଷାନଗର ଥାନା ଅଞ୍ଚଳର ବହୁ ଚର୍ଚ୍ଚିତ ଖଣି ବ୍ୟବସାୟୀ ନିରାକାର ସାହୁ ହତ୍ୟାକାଣ୍ଡରେ ସୁପାରୀ କିଲର ଗିରଫ । ପୂର୍ବରୁ ଏହି ମାମଲାରେ ଦୀପକଙ୍କ ପୁଅ ଦିବ୍ୟ ଦର୍ଶନ ଗିରଫ ହୋଇଥିବାବେଳେ, ଏବେ ଦୁଇ ଜଣ ସୁପାରୀ କିଲରଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ହେଲେ ରାକେଶ…

ପଶ୍ଚିମବଙ୍ଗରେ ଟିଏମସି ନେତାଙ୍କୁ ଗୁଳି କରି ହତ୍ୟା, ଜଣେ ଗିରଫ

କଲିକତା: ପଶ୍ଚିମବଙ୍ଗରେ ହତଚକିତ କଲାପରି ଏକ ମାମଲା ସାମ୍ନାକୁ ଆସିଛି । ଆଜି (ସୋମବାର) ରାଜ୍ୟର ଦକ୍ଷିଣ ୨୪ ପରଗନାରେ ତୃଣମୂଳ କଂଗ୍ରେସ ନେତା ସୈଫୁଦ୍ଦିନ ଲସ୍କରଙ୍କୁ ଦିନ ଦ୍ବିପହରେ ହତ୍ୟା କରାଯାଇଛି । ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ଏକ ନ୍ୟୁଜ ଚ୍ୟାନେଲକୁ ସୂଚନା ଦେଇ ପୋଲିସ…

ସେପଟେ ଚାଲିଥିଲା ବାଣ ଫୁଟା, ଏପଟେ ଚାଲିଥିଲା ଲୁଟପାଟ

ଭୁବନେଶ୍ୱର: ଦୀପାବଳି ରାତିରେ କଳାକନା ବୁଲାଇଲେ ଲୁଟେରା। ଗୋଟେ ପଟେ ଚାଲିଥିଲା ବାଣ ଫୁଟା, ଅନ୍ୟପଟେ ଚାଲିଥିଲା ଲୁଟପାଟ୍। ପରିବାର ଲୋକେ ବାଣ ଫୁଟାଉଥିବାର ସୁଯୋଗ ନେଇ ଘରେ ପଶି ଲୁଟିଲେ ନଗଦ ଟଙ୍କା ସହ ସୁନା ଗହଣା। ଏପରି ଘଟଣା ଘଟିଛି ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରେ। ଆଲୋକର ପର୍ବ…

ଦିବ୍ୟାଙ୍ଗ ଯୁବତୀ ଦୁଷ୍କର୍ମର ଶିକାର, ଅଭିଯୁକ୍ତ ଗିରଫ

ବାଲେଶ୍ବର: ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତ ଗିରଫ । ଏଭଳି ଏକ ଲଜ୍ଜା ଜନକ ଖବର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ। ଦୁଷ୍କର୍ମ ପୀଡ଼ିତା  ଦିବ୍ୟାଙ୍ଗ ଯୁବତୀଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତକୁ ଗିରଫ କରିଛି ସୋର ପୋଲିସ । ପୋଲିସର ସୂଚନାନୂସାରେ,…