Latest Odisha News

BREAKING NEWS

Browsing Category

ଅପରାଧ

ଜାତିପ୍ରଥା ସାଜିଲା ବାଧକ: ଅନ୍ୟ ଜାତିରେ ଝିଅ ବାହା ହୋଇଥିବାରୁ ଶବ ଛୁଇଁଲେନି ପଡ଼ୋଶୀ

ନବରଙ୍ଗପୁର: ହଜିଗଲା ମାନବିକତା । ମୃତ ମହିଳାଙ୍କ ଶବକୁ ମିଳିଲାନି ସମ୍ପର୍କୀୟଙ୍କ କାନ୍ଧ । ମୃତ୍ୟୁ ପରେ ବି ପିଛା ଛାଡ଼ିଲାନି ଜାତିପ୍ରଥା । ଏଭଳି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପରଜାବାରଙ୍ଗପଦର ପଞ୍ଚାୟତର ଖାତିଗୁଡା ଗାଁରେ । ଝିଅ ଅନ୍ୟ ଜାତିରେ ବିବାହ…

ମଣିପୁର ଉଲଗ୍ନ ଭିଡିଓ ଘଟଣା: ମୁଖ୍ୟ ଅଭିଯୁକ୍ତର ଘର ଜାଳିଦେଲେ ଉତ୍ତ୍ୟକ୍ତ ଜନତା

ମଣିପୁର: ମଣିପୁର ରାଜରାସ୍ତାରେ ଶତାଧିକ ଲୋକ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇ ଚଲାଇ ନେବା ସହ ଅସଦାଚରଣ କରୁଥିବା ଭିଡିଓ ସମଗ୍ର ଦେଶବାସୀଙ୍କୁ ସ୍ତବ୍ଧ କରି ଦେଇଛି। କାକୁତିମିନତୀ ହୋଇ ଛାଡ଼ି ଦେବାକୁ ନେହୁରା ହେଉଥିବା ମହିଳାଙ୍କ ପ୍ରତି ଏପରି ପାଶବିକ ଅତ୍ୟାଚାର ଯୋଗୁ ସମଗ୍ର…

ବିବାହ ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଥାନାରେ କନେଷ୍ଟବଳ ଅଟକ

ପାରଳାଖେମୁଣ୍ଡି: ମହିଳାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ । ଗିରଫ ହେଲେ ପୋଲିସ କନେଷ୍ଟବଳ । ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରୁ ଦୁଷ୍କର୍ମ ଅଭିଯୋଗରେ ପୋଲିସ ଜଣେ କନେଷ୍ଟବଳଙ୍କୁ ଗିରଫ କରିଛି । ଗିରଫ କନେଷ୍ଟବଳ ଜଣଙ୍କ ହେଉଛନ୍ତି ତ୍ରିନାଥ ସାହୁ । ସେ ମୋହନା ଥାନାରେ…

ଗିରଫ ହେଲେ ରସିକିଆ ଭୂଗୋଳ ଶିକ୍ଷକ, ଛାତ୍ରୀଙ୍କୁ ରୁମକୁ ଡାକୁଥିଲେ,ପାର୍କ ଯିବାକୁ ବାଧ୍ୟ କରୁଥିଲେ

ଭୁବନେଶ୍ଵର: ରସିକିଆ ଭୂଗୋଳ ମାଷ୍ଟର ଆଙ୍କିଲେ ପ୍ରେମ ମାନଚିତ୍ର । ସାରଙ୍କ ପ୍ରେମ ନିବେଦନରେ ହଟ୍ଟାହଟା ହେବା ପରେ ଥାନାରେ ଦ୍ବାରସ୍ଥ ହୋଇଛନ୍ତି ଛାତ୍ରୀ। ରାଜଧାନୀ ଭରତପୁର ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଭୁବନେଶ୍ୱର ଭରତପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଭୁଗୋଳ…

ବାପାଙ୍କ ମୃତ୍ୟୁର ବର୍ଷେ ପରେ ସମାନ ସ୍ଥାନରେ ପୁଅକୁ ହତ୍ୟା, ୫ ଦିନରେ ଗଡ଼ିଲାଣି ୨ ମୁଣ୍ଡ

ବରଗଡ଼: ୫ ଦିନ ମଧ୍ୟରେ ଦ୍ୱିତୀୟ ହତ୍ୟାକାଣ୍ଡ । ପୁଣି ବରଗଡ଼ରେ ଚାଞ୍ଚଲ୍ୟ । ମାତ୍ର ସପ୍ତାହକ ଭିତରେ ବରଗଡ଼ ସହରରେ ଗଡ଼ିଲାଣି ଦୁଇ ଦୁଇଟି ମୁଣ୍ଡ । ଗତ ୧୫ ତାରିଖରେ ୧୧ ନମ୍ବର ୱାର୍ଡରୁ ଜଣଙ୍କ ରକ୍ତାକ୍ତ ମୃତଦେହ ମିଳିଥିବା ବେଳେ ଆଜି ପୁଣି ୧ ନମ୍ବର ୱାର୍ଡରୁ ମିଳିଛି କ୍ଷତ ବିକ୍ଷତ…

ମଣିପୁର ହିଂସାକାଣ୍ଡ: ଭିଡିଓ ଦେଖି ରାଗିଗଲେ ଅକ୍ଷୟ କୁମାର

ମଣିପୁର; ମଣିପୁରରେ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ବୁଲାଯିବାର ଭିଡ଼ିଓ ଭାଇରାଲ ହୋଇଛି । ଯାହା ଏବେ ସବୁଆଡ଼େ ହଇଚଇ ସୃଷ୍ଟି କରିଛି । ବର୍ତ୍ତମାନ ସମସ୍ତେ ଏହି ଭିଡ଼ିଓକୁ ନିନ୍ଦା କରୁଥିବାବେଳେ ଯେଉଁମାନେ ଏହା କରୁଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉବୋଲି…

ଚାଲିଥିଲା ବାଲ୍ୟ ବିବାହ: ଅଟକାଇଲେ ଅଜା

କଟକ: ସମାଜ ଯେତେ ପରିବର୍ତ୍ତନର ଧାରାରେ ସାମିଲ୍ ହେଉଛି ସେତେ ସାମାଜିକ ବ୍ୟାଧିଗୁଡ଼ିକୁ ନିଜ ପାଦରେ ଦଳିଚାଲିଛି ଏବଂ ଏହି ବ୍ୟାଧିଗୁଡ଼ିକୁ ନିପାତ କରିବାକୁ ମଧ୍ୟ ନୂଆନୂଆ ପ୍ରୟାସ କରୁଛି । ଆଉ ସେ ପ୍ରୟାସରେ ସଫଳ ହେଉଛି ମଧ୍ୟ । ତା’ମଧ୍ୟରୁ ଏବେ ଆମ ରାଜ୍ୟରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି…

ପଡ଼ିଶାରୁ ଆସି ଓଡ଼ିଶାରେ ଛୁଆ ଚୋରି, ୪ ଜଣଙ୍କୁ ଧରି ଛେଚିଲେ ଗ୍ରାମବାସୀ

ସୋନପୁର: ସ୍କୁଲ୍ ଛୁଆଙ୍କୁ ବିସ୍କୁଟ୍ ଓ ଚକଲେଟ୍ ଲୋଭ ଦେଖାଇ ଅପହରଣ ଉଦ୍ୟମ ବେଳେ ଧରା ପଡ଼ିଲେ, ଛେଚା ଖାଇଲେ । ଏଭଳି ଘଟଣା ଘଟିଛି ସୋନପୁରର ନେହେରୁ ନଗରରେ । ଆଜି ୨ ଜଣ ଛାତ୍ର ଓ ଜଣେ ଛାତ୍ରୀଙ୍କୁ ଅପହରଣ କରି ନେଉଥିବା ବେଳେ ଗ୍ରାମବାସୀଙ୍କ ହାବୁଡ଼ରେ ପଡ଼ିଥିଲେ ୪ ଜଣ । ନେହେରୁ ନଗରରୁ…

ମଦ ବ୍ୟବସାୟୀଙ୍କଠୁ ମାସିକିଆ ଚାନ୍ଦା, ଚାନ୍ଦିପୁର ଆଇଆଇସି ଓ ଏଏସ୍ଆଇଙ୍କୁ ଧରିଲା ଭିଜିଲାନ୍ସ

ଭୁବନେଶ୍ୱର: ଥାନାରେ ପଶିଲା ଭିଜିଲାନ୍ସ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଆଇଆଇସି ଓ ଏଏସ୍ଆଇ ଭିଜିଲାନ୍ସ ଜାଲାରେ ପଡ଼ିଛନ୍ତି । ଏକ ଠିପି ବନ୍ଦ ମଦ ଦୋକାନୀଙ୍କ ଠାରୁ ମାସିକ ଚାନ୍ଦା ଭାବେ ୫୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ହାବୁଡ଼ରେ ପଡ଼ଛନ୍ତି ଥାନା ବାବୁ । ଚାନ୍ଦିପୁର…

ପୋଷ୍ଟ ମାଷ୍ଟର ପ୍ରେମିକାଙ୍କୁ ହତ୍ୟା ଅଭିଯୋଗରେ ପ୍ରେମିକ ଗିରଫ

ସୁନ୍ଦରଗଡ଼: ମହିଳା ପୋଷ୍ଟ ମାଷ୍ଟରଙ୍କୁ ହତ୍ୟା ଘଟଣାରେ ବୁଧବାର ପୋଲିସ ପ୍ରେମିକକୁ ଗିରଫ କରିଛି । ସୋମବାର ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ଏକ ଜଙ୍ଗଲରୁ ପୋଷ୍ଟ ମାଷ୍ଟରଙ୍କ ମୃତଦେହ ମିଳିଥିବା ବେଳେ ଅନେକ କ୍ଷତ ଚିହ୍ନ ଥିଲା । ପୋଲିସ ଅଭିଯୁକ୍ତ ପ୍ରେମିକ ନୟନ ସେଠଙ୍କୁ…