Latest Odisha News

BREAKING NEWS

Browsing Category

ଅପରାଧ

ବେଫିକର୍ ବାଲିମାଫିଆ: ରାଜସ୍ୱ ବିଭାଗର ଅବହେଳାରୁ କୋଟିକୋଟି ଟଙ୍କାର ରାଜସ୍ବ ହାନି

ଖଡ଼ିଆଳ : ଖଡ଼ିଆଳ ତହସିଲ ଅଞ୍ଚଳ ରେ ମାତିଛନ୍ତି ବାଲି ମାଫିଆ । ବିଭିନ୍ନ ନଦୀରୁ ଚାଲିଛି ବେଧଡ଼କ ବାଲି ଚୋରାଚାଲାଣ । ରାଜସ୍ବ ବିଭାଗ ଓ ବାଲି ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ କୋଟିକୋଟି ଟଙ୍କା ରାଜସ୍ୱ ହାନି । ପ୍ରଶାସନ ଜାଣି ଶୁଣି ଏଠି ନିରାବଦ୍ରଷ୍ଟା । ବାଲି ମାଫିଆ ଓ ରାଜସ୍ବ ର ବିଭାଗ ର…

ପାତାଳୀ ଶ୍ରକ୍ଷେତ୍ର ହୁଣ୍ଡି ରୁ ଚୋରି, ହୁଣ୍ଡି ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ

ସୋନପୁର: ପାତାଳୀ ଶ୍ରୀକ୍ଷେତ୍ର ମନ୍ଦିରରୁ ଚୋରି । ହୁଣ୍ଡି ତାଲା କାଟି ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କୋଟସମଲାଇ ସ୍ଥିତ ଜଗନ୍ନାଥ ଙ୍କ ଅନନ୍ୟ ଲୀଳା କ୍ଷେତ୍ର ପାତାଳୀ ଶ୍ରୀକ୍ଷେତ୍ର ମନ୍ଦୀର ହୁଣ୍ଡି ରୁ ତାଲା କାଟି ଚୋରି ହୋଇଥିବା ସୂଚନା…

ମାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଣ୍ଠିର ଅପବ୍ୟବହାର, ପୂର୍ବତନ ମେଡିକାଲ ଅଫିସରଙ୍କୁ ୨ ବର୍ଷ ଜେଲ୍

ଭୁବନେଶ୍ୱର: କୋରାପୁଟର ପୂର୍ବତନ ମେଡିକାଲ୍ ଅଫିସର ଡାକ୍ତର କେ. ହରିବନ୍ଧୁ ରେଡ୍ଡୀଙ୍କୁ ୨ ବର୍ଷ ଜେଲ୍ । ଉନ୍ନତ ମାଲେରିଆ ନିୟନ୍ତ୍ରଣ କାର୍ଯ୍ୟକ୍ରମ ପାଣ୍ଠିର ଅପବ୍ୟବହାର ମାମଲାରେ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଜୟପୁର ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଜେଲ୍ ସହ ୧୦ ହଜାର ଟଙ୍କା ଜରିମାନା…

ଭିଜିଲାନ୍ସ ଜାଲରେ ସୁକିନ୍ଦା ଥାନା SI, ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ଯାଜପୁର; ଯାଜପୁର ସୁକିନ୍ଦା ଥାନାରେ ଭିଜିଲାନ୍ସ ରେଡ। ଭିଜିଲାନ୍ସ ଜାଲରେ ଖୋଦ୍ ସୁକିନ୍ଦା ଥାନା ଏସଆଇ। ସୁକିନ୍ଦା ଥାନାର ସବ ଇନ୍ସପେକ୍ଟର ନିର୍ମଳ  ଚନ୍ଦ୍ର ସେନାପତି ଜୈନେକ ଜଣେ ଗାଡି ମାଲିକଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ସୂଚନା…

୧୧ ବାଘ ଶିକାରୀ ଗିରଫ; ବାଘ ଛାଲ, ନଖ ଓ ମାଂସ ଜବତ

ବାଲିଗୁଡ଼ା: ଜଙ୍ଗଲରେ କଲରାପତରିଆ ବାଘ ଶିକାର କରି ଛାଲ, ନଖ ବାହାର କରି ମାଂସ ଭାଗ ବାଣ୍ଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ । ଏଭଳି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ରାଇକିଆ ବନାଞ୍ଚଳର ବାରବା ସେକ୍ସନର ବାଦଗଡ଼ ଜଙ୍ଗଲରେ । ବାଘ ଛାଲ, ନଖ ଓ କିଛି ମାଂସ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ…

ନିଷ୍ଠୁର ମା’: ୮ ମାସର ଝିଅକୁ ୮୦୦ ଟଙ୍କାରେ ବିକିଦେଲା

ବାରିପଦା : ଅଲୋଡ଼ା ହେଲା ଝିଅ । ଟଙ୍କା ପାଇଁ ପିଶାଚ ପାଲଟିଲା ମା’ । ଯାହାକୁ ଜନ୍ମ ଦେଇ ଦୁନିଆର ଆଲୋକ ଦେଖାଇଥିଲା, ସାମାନ୍ୟ କେତେଟା ଟଙ୍କା ପାଇଁ ତାକୁ ଅନ୍ୟ ହାତକୁ ଟେକିଦେଲା ମା’ । ମାତ୍ର ୮୦୦ଟଙ୍କା ପାଇଁ ୮ମାସର କଅଁଳ ଶିଶୁଟିକୁ ବିକ୍ରି କରିଦେଲା ମା’। ଦୀର୍ଘ ୯ ମାସ ପରେ ବାହାର…

ଚାଲିଥିଲା ମୋଟା ଅଙ୍କର ଡିଲ୍, ମାଡି ବସିଲା ବନ ବିଭାଗ ଟିମ୍

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ସକାଳେ ଯଶିପୁର ରାଇରଙ୍ଗପୁର ରାସ୍ତା ଜାମୁକେଶ୍ୱର ଅଞ୍ଚଳରୁ ୪ଟି ମୂଲ୍ୟବାନ ହାତୀ ଦାନ୍ତ ସହ ୫ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସମସ୍ତ…

ଲୁଟେରାଙ୍କଠୁ ବର୍ତ୍ତି ପାରିଲେନି IPS: ବିଚ୍ ରସ୍ତାରୁ ଟଙ୍କା ଓ ସୁନା ଛଡ଼ାଇ ନେଲେ ଦୁର୍ବୃତ୍ତ…

ଭୁବନେଶ୍ୱର: ରାଜଧାନୀ ରାଜରାସ୍ତାରେ ମାତିଛନ୍ତି ଲୁଟେରା । ଆଉ ଲୁଟେରାଙ୍କ କବଳରୁ ବର୍ତ୍ତି ପାରିଲେନି ଖୋଦ୍ IPSଙ୍କ ପରିବାର । ଗତକାଲି ରାତିରେ ଲୁଟର ଶିକର ହୋଇଛନ୍ତି IPS ସାଗରିକା ନାଥଙ୍କ ବାପା ଓ ମା । ଗତକାଲି ବିଳମ୍ବିତ ରାତିରେ ଘାଟିକିଆ ରାସ୍ତାରେ ଲୁଟର ଶିକାର ହୋଇଛନ୍ତି IPS…

ଚିନ୍ତା ବଢ଼ାଇଲା ଋଣ ଭାର: ଝୁଲି ପଡ଼ିଲେ ଦମ୍ପତି

ପୁରୀ : ଋଣ ଭାର ସହି ନପାରି ଝୁଲି ପଡ଼ିଲେ ଦମ୍ପତି । ପୁରୀ ଜିଲ୍ଲା କଣାସ ବ୍ଲକର ଅଁଳାଯୋଡ଼ି ଗାଁରେ ଘଟିଛି ଅଭାବନୀୟ ଘଟଣା। ଋଣ ପରିଶୋଧ ପାଇଁ ମାନସିକ ଚାପ ପଡ଼ିବାରୁ ଦୁହେଁ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଛନ୍ତି । ମୃତ ଦମ୍ପତି ହେଲେ ୫୮ ବର୍ଷୀୟ ବାନାମ୍ବର ବେହେରା ଏବଂ ୫୩ ବର୍ଷୀୟ ବନିତା…

‘ୱାର୍କ ଫ୍ରମ୍ ହୋମ୍’ ନାଁରେ ସାଇବର ଠକେଇ, ୮ ଜଣଙ୍କୁ ବାନ୍ଧିଲା ସାଇବର ଥାନା ପୋଲିସ

ଭୁବନେଶ୍ୱର: ପ୍ରଥମେ ବିଶ୍ୱାସ ଜନ୍ମାଇ ପରେ ବିଶ୍ୱାସରେ ବିଷ ଦେଉଥିଲେ । ଅନଲାଇନରେ ହ୍ଵାଟସ୍ଆପ ଏବଂ ଟେଲିଗ୍ରାମ ମାଧ୍ୟମରେ ଏକ ଲିଙ୍କ ପଠାଇ, “Work from Home“ ଜରିଆରେ ଅଜଣା ବ୍ୟକ୍ତି ପଠାଇଥିବା ଭିଡିଓ ଗୁଡ଼ିକୁ ଲାଇକ ଏବଂ ସେୟାର କଲେ, ପ୍ରତି ଭିଡିଓ ପିଛା ୫୦ ଟଙ୍କା ଦିଆଯିବାର…