Latest Odisha News

BREAKING NEWS

Browsing Category

ଅପରାଧ

ମୟୂରଭଞ୍ଜରେ ଚାଞ୍ଚଲ୍ୟ, ମଣିଷ ଖାଇଲା ମଣିଷର ଦରପୋଡ଼ା ମାଂସ !

ବାରିପଦା: ମଣିଷ ମାଂସାଶୀ । ହେଲେ କେବେ ଶୁଣିଛନ୍ତି ମଣିଷ, ମଣିଷର ମାଂସ ଖାଇବା । କିନ୍ତୁ ଏମିତି ଘଟିଛି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଞ୍ଚଳରେ । ମଦ ନିଶାରେ ମସଗୁଲ୍ ଥିବା ୨ ଜଣ ବ୍ୟକ୍ତି ଶ୍ମଶାନରେ ମୃତଦେହ ପୋଡ଼ା ଯାଉଥିବା ବେଳେ ସେଠାରୁ ଦରପୋଡ଼ା ଶବର ମାଂସ ଆଣି ଖାଉଥିବା ବେଳେ…

ଲୁଟେରାଙ୍କ ଟାର୍ଗେଟରେ ଏବେ ଟମାଟୋ, ମହିଳାଙ୍କୁ ପିଟି ଲୁଟି ନେଲେ ୪କିଲୋ ଟମାଟୋ

ପ୍ରୟାଗରାଜ: ସାଧାରଣତଃ ସୁନା, ରୁପା,ଟଙ୍କା ଆଦିର ଲୁଟ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ କେବେ ଟମାଟୋ ଲୁଟ ହେବା କଥା ଆପଣ ଶୁଣିଛନ୍ତି କି ? ଆଜ୍ଞା ହଁ ଏମିତି ଏକ ଲୁଟର ଚିତ୍ର ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ଚକିତ କରିଦେବ ।  ବଜାରରେ ପରିବା ଦରରେ ନିଆଁ ଲାଗିବା ପରେ ଏବେ ଲୁଟେରାଙ୍କ…

ଅପରେଶନ White Spider: ୧୧୦୦ ଗ୍ରାମର ବ୍ରାଉନସୁଗାର ଜବତ କଲା ଏସଟିଏଫ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସଟିଏଫ୍ ଓ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ବଡ଼ ସଫଳତା । ଖୋର୍ଦ୍ଧା ଜିଲ୍ଲା ସିମର-ବାଙ୍କି ରୋଡ଼ ଓସ୍ତପୁର ଗାଁ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ଏସଟିଏଫ ଓ ଖୋର୍ଦ୍ଧା ପୋଲିସର ମିଳିତ ଟିମ । ଏହାସହ ଜଣେ ବେପାରୀକୁ ଗିରଫ କରାଯାଇଛି । ଖବର…

ରାତିଅଧିଆ କମିଶନରେଟ ପୋଲିସର ଚଢ଼ାଉ, ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ରେଡ଼

ଭୁବନେଶ୍ୱର: ରାଜଧାନୀର ବିଭିନ୍ନ ହୋଟେଲରେ କମିଶନରେଟ ପୋଲିସର ଚଢ଼ାଉ । ଏଣିକି ସନ୍ଦିଗ୍ଧଙ୍କ ପ୍ରବେଶ ବା ରହଣୀ ସମ୍ପର୍କରେ ତୁରନ୍ତ ଖବର ପାଇବ କମିଶନରେଟ ପୋଲିସ । ସରାଇ ଆପ ଅଧୀନରେ ଅଣ ସ୍ୱୀକୃତିପ୍ରାପ୍ତ ହୋଟେଲରେ ଚଢ଼ାଉ । ହୋଟେଲ ଗୁଡ଼ିକ ସରାଇ ଆପର ଅନୁଶରଣ କରୁଛି କି ନାହିଁ ତାର ଚେକିଂ…

ଓଟିପି ସେୟାରିଂ ମାମଲା : ଭୁବନେଶ୍ୱରରେ ଏନଆଇଏ ଓ ଏଟିଏସ ଟିମ

ଭୁବନେଶ୍ୱର: ଓଟିପି ସେୟାରିଂ ନେଇ ପାକିସ୍ତାନ ଲିଙ୍କ ମାମଲାରେ ତନାଘନା । ଓଟିପି ସେୟାରିଂ ଅଭିଯୋଗର ତଦନ୍ତ ପାଇଁ ଭୁବନେଶ୍ୱରରେ ବିଳମ୍ବିତ ରାତିରେ ପହଞ୍ଚିଛି ଏନଆଇଏ ଓ ଏଟିଏସ ଟିମ । ଆଜି ଏସଟିଏଫ୍ କାର୍ଯ୍ୟାଳୟରେ ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜାମ୍ବୁରେକୁ ଜେରା କରିବ ମୁମ୍ବାଇ ଏଟିଏସ୍ ।…

ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ବ୍ୟାପକ ହିଂସା, ୧୮ ମୃତ

କୋଲକାତା : ପଶ୍ଚିମବଙ୍ଗରେ ଶନିବାର ଦିନ ବ୍ୟାପକ ହିଂସା ମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ପଞ୍ଚାୟତ ନିର୍ବାଚନ ଭୋଟ ବେଳେ ବ୍ୟାପକ ହିଂସା ଘଟି ୧୮ ଜଣଙ୍କର ମୃତ୍ୟୁ ହୋଇଛି।  ମୃତକଙ୍କ ମଧ୍ୟରେ ୧୦ ଜଣ ଟିଏମସି କର୍ମୀ, ୩ ଜଣ ସିପିଆଇ(ଏମ୍‌) କର୍ମୀ, ବିଜେପିର ୩ ଓ…

ଓଡ଼ିଶାରେ ୧୪ କୋଟିର କ୍ୟୁଆର୍ କୋଡ୍ ସ୍କାମ୍, ନୋଏଡାରୁ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ଏକ ବଡ଼ ଧରଣର କ୍ୟୁଆର୍ କୋଡ୍ ସ୍କାମର ପର୍ଦ୍ଦାଫାସ କରିଛି ଅର୍ଥନୈତିକ ଅପାରାଧ ଶାଖା (EOW) । ୧୪ କୋଟିର ସାଇବର ଫ୍ରଡ୍ ହୋଇଥିବା ବେଳେ ମାମଲାରେ ଇଓଡବ୍ଲୁ ଜଣେ ଅଭିଯୁକ୍ତଙ୍କୁ ୟୁପିର ନୋଏଡାରୁ ଗିରଫ କରିଛି । ଆଉ ବଡ଼ କଥା ହେଲା ଏହି ଫ୍ରଡ୍ ହୋଇଛି ଏକ ଫାଇନାନ୍ସିଆଲ୍ କମ୍ପାନୀ…

ମହଙ୍ଗା ପଡିଲା ନକଲି ସୁନା ବନ୍ଧକ ରଖି ଋଣ, ୧୧ଜଣ ଗିରଫ

ଗଜପତି: ନକଲି ସୁନା ବନ୍ଧକ ରଖି ଋଣ । ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୧୧ ଗିରଫ। ବ୍ୟାଙ୍କ ଅଫ ଇଣ୍ଡିଆର ପାରଳାଖେମୁଣ୍ଡି ସାଖାର ବ୍ୟାଙ୍କ ଦ୍ବାରା ଅନୁମୋଦିତ ସୁନାରିକୁ ହାତ କରି ପ୍ରାୟ ୪୦ ଲକ୍ଷ ୭୫ ହଜାର ଟଙ୍କା ରୁଣ ନେଇଥିଲେ। ଧରା ପଡିବା ପରେ ବ୍ୟାଙ୍କ କର୍ତ୍ତୃପକ୍ଷ ପାରଳାଖେମୁଣ୍ଡି…

ବାହାନଗା ଟ୍ରେନ ଟ୍ରାଜେଡ଼ି: ଚନ୍ଦକା ଥାନାରେ ସିବିଆଇର ୫ ଜଣିଆ ଟିମ୍

ଭୁବନେଶ୍ୱର: ବାହାନାଗା ଟ୍ରେନ ଟ୍ରାଜେଡ଼ି ମାମଲା । ଚନ୍ଦକା ଥାନାରେ ଚହଞ୍ଚିଲେ ସିବିଆଇର ୫ ଜଣିଆ ଟିମ । ଗିରଫ ୩ ଅଭିଯୁକ୍ତଙ୍କୁ ହେବ ପଚରାଉଚରା । ଏହା ବ୍ୟତୀତ ଜଣେ ରେଳ କର୍ମଚାରୀଙ୍କୁ ସିବିଆଇ ପକ୍ଷରୁ ସମନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଗତ ଜୁନ୍‌-୨ ତାରିଖରେ…

ସ୍ତ୍ରୀକୁ କୋଦାଳରେ ହାଣି ହତ୍ୟା କଲା ସ୍ୱାମୀ: ସ୍ୱାମୀ ଫେରାର, ପୋଲିସର ତଦନ୍ତ ଜାରି

ବୌଦ୍ଧ: ଘରୋଇ କଳହର କରୁଣ ପରିଣତି । କୋଡିରେ ପିଟିପିଟି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ବୌଦ୍ଧ ଥାନା ତେଲିବନ୍ଧ ଚନ୍ଦ୍ରପୁର ଗାଁରେ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ କନକ ପ୍ରଧାନ ।ହତ୍ୟାକାରୀ ସ୍ୱାମୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଫେରାର ଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ବୌଦ୍ଧ…