Latest Odisha News

BREAKING NEWS

Browsing Category

ଅପରାଧ

ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ ବୋମାମାଡ଼, ଲକ୍ଷ୍ମଣ ଗୁରୁତର

ପୁରୀ: ମଙ୍ଗଳବାର ବିଳମ୍ବିତ ରାତିରେ ପୁରୀର ବଳିଆପଣ୍ଡା ଥାନା ଅନ୍ତର୍ଗତ ବିଜୟନଗର ବସ୍ତି ଧୋବାଖାଲ ନୃସିଂହ ମନ୍ଦିର ରାମଲୀଳା ପ୍ରଦର୍ଶନ ସମୟରେ ମଞ୍ଚ ଉପରକୁ ବୋମା ମାଡ଼। ବୋମା ମାଡ଼ରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରୁଥିବା ବ୍ୟକ୍ତି ଗୁରୁତର। ରାମଲୀଳା ଚାଲିଥିବା ବେଳେ ମଞ୍ଚ ଉପରକୁ…

ଚୋର ସନ୍ଦେହରେ ନିର୍ଧୁମ ଛେଚିଲେ ଲୋକେ: ୨ ମୃତ୍ୟୁ, ଜଣେ ଗୁରୁତର

ବରଗଡ଼: ୩ ଜଣଙ୍କୁ ଚୋର ଭାବି ନିସ୍ତୁକ ମାଡ଼ ମାରିଲେ ଗ୍ରାମବାସୀ। ଚୋରି କରିବାକୁ ଯାଇ ଗ୍ରାମବାସୀଙ୍କ ହାତରେ ଧରାପଡ଼ି ମାଡ଼ ଖାଇ ୨ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଘଟଣାଟି ଘଟିଛି ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ସାହୁଟିକ୍ରାରେ। ମୃତ ଦୁଇ ଯୁବକ ହେଉଛନ୍ତି ବିଜୟ ବାଗ ଓ…

ପ୍ରେମିକର ଛୁରାମାଡ଼ରେ ପ୍ରେମିକା ଗୁରୁତର, ଡ୍ୟାନ୍ସ ଗାର୍ଲ ହସ୍ପିଟାଲରେ ଭର୍ତ୍ତି

ନବରଙ୍ଗପୁର: ଏକ ଡ୍ୟାନ୍ସ ଗ୍ରୁପ ଆସିଥିବା ଜଣେ ଡ୍ୟାନ୍ସରକୁ ଛୁରା ମାଡ଼। ନୃତ୍ୟ କଳାକାରଙ୍କୁ ଛୁରା ମାଡ଼ କରି ଚାଲିଗଲା ତା ପ୍ରେମିକ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ୟୁ.ଭି-୫୨ (UV 52) ନମ୍ବର ଗ୍ରାମରେ। ସୂଚନା ଅନୁସାରେ ଉକ୍ତ ଗ୍ରାମରେ ଚାଲିଥିବା କାଳୀ ପୂଜାରେ…

ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା, ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ

କୋରାପୁଟ: ୟୁଟ୍ୟୁବ ଭିଡିଓ ଦେଖିବା ନେଇ ବଚସା। ମାମୁଁର ଟାଙ୍ଗିଆ ଚୋଟରେ ଭଣଜା ମୃତ। ଏଭଳି ଅଭାବନାୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଅଞ୍ଚଳରେ। ସୂଚନା ଅନୁସାରେ ସରୁଜବା ଗାଁରେ ୟୁଟ୍ୟୁବ ଭିଡିଓ ଦେଖିବା ନେଇ ଉଭୟଙ୍କ ମଧ୍ୟ ଯୁକ୍ତିତର୍କ ହେବା ପରେ ଭଣଜାକୁ ମାମୁଁ ହତ୍ୟା କରିଥିବା…

ବ୍ରାଉନ ସୁଗାର ଡିଲ୍ ବେଳେ ମାଡିବସିଲା ପୋଲିସ, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଥମୁନି ଧଳା ଜହର କାରବାର । ପୁଣି ଅଢେଇ ଲକ୍ଷରୁ ଅଧିକ ଟଙ୍କା ମୂଲ୍ୟର ବ୍ରାଉନ ସୁଗାର ଜବତ । ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ପୋଲିସ । ଡିଲ ଚାଲିଥିବାବେଳେ ମାଡି ବସିଲା ନୟାପଲ୍ଲୀ ପୋଲିସ । ବିଶେଷ ସୂତ୍ରରୁ ଖବରପାଇ, ବ୍ରାଉନ ସୁଗାର ଜବତ ସମୟରେ ନୂଆପଲ୍ଲୀ…

ନକଲି ବନ୍ଧୁକ ଦେଖାଇ ଭିଣୋଇର କାର ଲୁଟ୍ ଅଭିଯୋଗରେ ଯୁବକ ଗିରଫ

ଭୁବନେଶ୍ୱର: ବନ୍ଧୁକ ମୁନରେ ଜଣେ ଯୁବକ ତାଙ୍କ ଭିଣୋଇଙ୍କ ଠାରୁ କାର୍ ଲୁଟ୍ କରିବା ପରେ ଶୁକ୍ରବାର ଭୁବନେଶ୍ୱର ଏୟାରଫିଲ୍ଡ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ରୁଦ୍ର ପ୍ରତାପ ମହାନ୍ତି। ସୂଚନା ଅନୁଯାୟୀ, ରୁଦ୍ର ମହାନ୍ତିଙ୍କର କାର୍ ପ୍ରତି ଭଲପାଇବା ଥିଲା। ତେଣୁ…

ପୁଣି ମାତିଲେ ମୋ ବସ ଚୋର, ବରିଷ୍ଠ ନାଗରିକ ହେଲେ ଶିକାର

ଭୁବନେଶ୍ୱର: ପୁଣି ମୋ ବସ୍‌ରେ ମାତିଲେ ଲୁଟେରା। ଏଥର ବରିଷ୍ଠ ନାଗରିକ ହେଲେ ଚୋରିର ଶିକାର। ଚିକିତ୍ସା ପାଇଁ ଗାଆଁରୁ ଆସିଥିଲେ ରାଜଧାନୀକୁ। ୧୧ ନମ୍ବର ବସରୁ ହେଲା ଚୋରି। ଭିଡ଼ ଭିତରେ ବସ୍ ଭିତରୁ କାଇଦାରେ ଚୋରି ନେଇଗଲେ ବ୍ୟାଗ୍। ବ୍ୟାଗରେ ଥିଲା ୫ହଜାର ଟଙ୍କା ମେଡ଼ିସିନ୍ ଓ ମେଡିକାଲ…

ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ପୋଡି ମାରିବା ଘଟଣା: ୧୭ ଜଣଙ୍କୁ ଆଜୀବନ କାରାଦଣ୍ଡ

ଯାଜପୁର: ଗୁଣିଗାରେଡି ସନ୍ଦେହରେ ବୃଦ୍ଧ ଦମ୍ପତ୍ତିଙ୍କୁ ହତ୍ୟା ଘଟଣାରେ ଆଜି ରାୟ ପ୍ରକାଶ ପାଇଛି । ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ଅଞ୍ଚଳ ସୁରିସାହିରେ ଗତ ୨୦୨୦ ମସିହା ଜୁଲାଇ ୭ ତାରିଖରେ ଶୈଳ ବାଲମୁଜ ଓ ସମ୍ବାରି ବାଲମୁଜ ନିଜ ଘରେ ଶୋଇଥିବାବେଳେ, ଗୁଣିଗାରେଡି ସନ୍ଦେହରେ…

ପୋଲିସ ବିଭାଗର ଗାଡି ଚୋରି କରି ଜେଲ୍ ଗଲେ ହୋମଗାର୍ଡ

ଭଦ୍ରକ: ଚୋରି ରୋକିବା ବଦଳରେ ନିଜେ ସାଜିଲେ ଚୋର । ପୋଲିସ ବିଭାଗର ଗାଡି ଚୋରି କରି ଜେଲ୍ ଗଲେ ହୋମ୍‌ଗାର୍ଡ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାରେ । ହୋମଗାର୍ଡ ଜଣକ ହେଲେ ଭଦ୍ରକ ପୋଲିସର ରିଜର୍ଭ ପୋଲିସରେ କାର୍ଯ୍ୟରତ ଥିବା ଚନ୍ଦନ ବାରିକ । ସେ ପୁଣି ଅନ୍ୟ କାହାରି…

ଉଧାର ସାଇକେଲ ନଫେରାଇବାରୁ ସାଙ୍ଗକୁ ପିଟିପିଟି ହତ୍ୟା କଲା ଆଉ ଜଣେ ସାଙ୍ଗ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ଲରମ୍ଭା ଥାନା ଅଧୀନ ଦମକିପାଲି ଗାଁରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଜଣେ ସାଙ୍ଗଙ୍କ ଠାରୁ ଆଉ ଜଣେ ସାଙ୍ଗ ମାଗି ନେଇଥିବା ସାଇକେଲ ନ ଫେରାଇବାରୁ ଉକ୍ତ ସାଙ୍ଗଙ୍କୁ ମାଡ ମାରି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ୩୨ ବର୍ଷର ଟିକେଲାଲ…