Latest Odisha News

BREAKING NEWS

Browsing Category

ଅପରାଧ

ଘରେ ପଶି ଏସିଡ୍ ମାଡ଼ କଲେ ଦୁର୍ବୃତ୍ତ, ୨ ଶିଶୁଙ୍କ ସହ ୪ ଗୁରୁତର

ବାଲେଶ୍ୱର: ଗୋଟିଏ ପରିବାରର ୪ ଜଣଙ୍କ ଉପରକୁ ଏସିଡ୍ ଆକ୍ରମଣ ହୋଇଛି । ଏସିଡ୍ ଆକ୍ରମଣରେ ୨ ଜଣ ଶିଶୁଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୀମପୁର ଗାଁରେ । ତେବେ ଏସିଡ୍ ମାଡ଼ର କାରଣ ଏଯାବତ୍ ଜଣାପଡ଼ି ନାହିଁ । ସୋମବାର ମଧ୍ୟାହ୍ନରେ…

ହାତୀ ଦାନ୍ତ ଚୋରାଚାଲାଣ ବେଳେ ୨ ଜଣଙ୍କୁ ଧରିଲା ପୋଲିସ

ଭୁବନେଶ୍ୱର: ଭୁବନେଶ୍ୱର ମୈତ୍ରୀବିହାର ଥାନା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ହାତୀ ଦାନ୍ତ ଚୋରାଚାଲାଣ କରୁଥିବା ୨ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଗିରିଶ କୁମାର ନାୟକ ଏବଂ ଦୀପକ ସାହୁ । ସେମାନଙ୍କ ନିକଟରୁ ହାତୀ ଦାନ୍ତ ସହିତ ବାଇକ୍ ଓ ୧୬୦ ଟଙ୍କା ଜବତ କରିଛି । ରବିବାର…

ପୋଖରି ଖୋଳାକୁ ନେଇ ବିବାଦ, ପିଟି ପିଟି ଯୁବକଙ୍କୁ ମାରିଦେଲେ

ସୁବର୍ଣ୍ଣପୁର: ଜମିବାଡ଼ି ବିବାଦରୁ ଗଡ଼ିଲା ମୁଣ୍ଡ । ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା କମିରା ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସରକାରୀ ଜମିରେ ପୋଖରି ଖୋଳାକୁ ନେଇ ଦୁଇ ପରିବାର ମଧ୍ୟରେ ଉପୁଜି ଥିବା ବିବାଦ ପାଇଁ ମୁଣ୍ଡ ଗଡ଼ିଛି । ଠେଙ୍ଗା ମାଡ଼ ପରେ କାଠ ଗଣ୍ଡିରେ ଛେଚି ଜଣଙ୍କୁ…

୧୭ ରାଜ୍ୟରେ ଗ୍ରାମୀଣ ରୋଜଗାର ନାଁରେ କରୁଥିଲେ ଠକେଇ, ଧରିଲା ଇଓଡବ୍ଲୁ

ଭୁବନେଶ୍ୱର: ଚାକିରି ନାଁରେ ଠକେଇ କରୁଥିବା ଏକ ବଡ଼ ରାକେଟକୁ ଓଡ଼ିଶା ଇଓଡବ୍ଲୁ ଧରିବାରେ ସକ୍ଷମ ହୋଇଛି । ଗ୍ରାମୀଣ ରୋଜଗାର କଲ୍ୟାଣ ସଂସ୍ଥାନ ନାଁରେ ଦେଶର ପ୍ରାୟ ୧୭ଟି ରାଜ୍ୟରେ ଏହି ରାକେଟ ଠକେଇ କରୁଥିଲା । ସଂସ୍ଥାର ସମ୍ପାଦକ ଧର୍ମପାଲ ସିଂଙ୍କୁ ଅର୍ଥନୈତିକ ଅପରାଧ ଶାଖା ବିହାରର…

ଠକେଇ ପାଇଁ ବାରମ୍ବାର ବଦଳାଉଥିଲା ପରିଚୟ, ଚଳାଉଥିଲା ଯାତ୍ରା ପାର୍ଟି

ଭୁବନେଶ୍ୱର: କେତେବେଳେ ପୋଲିସ ତ ଆଉ କେବେ ଡାକ୍ତର ? ଭେକ ବଦଳାଇ ଏହି ଠକ ୪୨୦ ଠକୁଥିଲା । ଶେଷରେ ଚାକିରି ଯୋଗାଇ ଦେବା ନାଁରେ ଠକେଇ ଅଭିଯୋଗରେ ଅଭିଯୁକ୍ତ ହାତରେ ହାତକଡ଼ି ପଡ଼ିଛି । ପାହାଳ ଥାନା ପୋଲିସ ଅଭିଯୁକ୍ତ ରଞ୍ଜନ ନାୟକକୁ ଗିରଫ କରିବା ସହ ଅନେକ ଖୁଲାସା କରିଛି । ଅଭିଯୁକ୍ତ…

ବଦଳୁଛି କି ଗୋପାଳର ମନ ? ଜେଲରେ ପଢ଼ୁଛି ଭାଗବତ

କଟକ: ଗୋପାଳର ମନରେ ଆସୁଛି କି ପରିବର୍ତ୍ତନ ? ନବ ଦାସଙ୍କୁ ହତ୍ୟା ପରେ କରୁଛି କି ପଶ୍ଚାତାପ । ନାର୍କୋ ଓ ପଲିଗ୍ରାଫ୍ ଟେଷ୍ଟ ଲାଗି କ୍ରାଇମବ୍ରାଞ୍ଚ ୧୦ ଦିନ ତଳେ ଗୋପାଳକୁ ଗୁଜରାଟ ନେଇଥିଲା । ସେତେବେଳେ ଗୋପାଳର ହସ ହସ ମୁହଁ କହୁଥିଲା ଗୁଳି କରିବା ପରେ ବି ତା ମନରେ ପଶ୍ଚାତାପର…

ସ୍ତ୍ରୀ’କୁ ଖୁସି କରିବା ପାଇଁ ପୁଲିସ ସିଷ୍ଟମକୁ ହ୍ୟାକ କଲା ସ୍ୱାମୀ

ମୁମ୍ବାଇ: ସ୍ତ୍ରୀ କୁ ଖୁସି କରିବା ପାଇଁ ମୁଣ୍ଡକୁ ଜୁଟିଲା ଅଜବ ବୁଦ୍ଧି | ଆଉ ଏହି କାରସାଦି ପାଇଁ ଏବେ ସ୍ୱାମୀଙ୍କୁ ଜେଲ ଯିବାକୁ ପଡିଛି | ମିଳିଥିବା ସୂଚନା ଅନୁସାରେ ମୁମ୍ବାଇ ପୁଲିସ କ୍ରାଇମବ୍ରାଞ୍ଚ ଏବେ ଜଣେ ୨୭ ବର୍ଷୀୟ ସିଭିଲ ଇଂଜିନିୟରଙ୍କୁ ଗିରଫ କରିଛି | ଏହି ଇଂଜିନିୟର ଜଣକ ନିଜ…

ଯୌତୁକ ପାଇଁ… ବିଷ ଦେଇ ମାଆ ସହ ଗର୍ଭସ୍ଥ ଛୁଆକୁ ମାରିଦେଲେ !

ଯାଜପୁର: ସ୍ତ୍ରୀ ମୃତ୍ୟୁ ଶଯ୍ୟାରେ ସଂଘର୍ଷ କରୁଥିଲା, ହେଲେ ସ୍ୱାମୀ ଦେଖିବାକୁ ଆସୁନଥିଲା । ଶ୍ୱଶୁର ଘର ଲୋକେ ବି ବୋହୂକୁ ଦେଖିବାକୁ ଆସିଲେନି । ଶେଷରେ ହସ୍ପିଟାଲ୍ ବେଡରେ ଜୀବନ ସହ ସଂଘର୍ଷ କରି ଆଖି ବୁଜିଦେଲେ ମିଲି । ଏଭି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ଗୁହାଳି…

କନ୍ୟାଯାତ୍ରୀଙ୍କ ଉପରେ ମାଡ଼ିଗଲା ସ୍କର୍ପିଓ; ୩ ମୃତ, ୧୨ ଆହତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ମାଣ୍ଡିଆପଲ୍ଲୀ ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ମୃତକମାନେ ହେଲେ ବ୍ରହ୍ମପୁର ସହର ଲାଞ୍ଜିପଲ୍ଲୀ କେଶବ ନଗରର ସ୍ୱପ୍ନା ରେଡ଼ି(୨୨), ସଞ୍ଜୁ ରେଡ଼ି(୨୩)…

ବିବାହର ୩ଦିନ ପରେ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ

ବ୍ରହ୍ମପୁର: ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ତଥା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରାକ୍ଟର ଧକ୍କାରେ ନବ ବିବାହିତ ଦମ୍ପତିଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆନ୍ଧ୍ରପ୍ରଦେଶର ଇଚ୍ଛାପୁରର ଜି.ବେଣୁ ଏବଂ ତାଙ୍କ ସ୍ତ୍ରୀ ସିଏଚ୍‌.ପ୍ରତିମା। ସୋମବାର ସନ୍ଧ୍ୟା ପ୍ରାୟ ସାଢେ଼ ୬ ଟା ବେଳେ ଏହି…