Latest Odisha News

BREAKING NEWS

Browsing Category

ଅପରାଧ

ପେନସନ କାଗଜପତ୍ର ପାଇଁ ୧୦ ହଜାର ଲାଞ୍ଚ ନେଲା ବେଳେ ଦୁଇ ଗିରଫ

ବ୍ରହ୍ମପୁର:ଜଣେ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନ୍‌ସନ୍‌ ସଂପର୍କିତ କାଗଜପତ୍ର କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଦୁଇଜଣଙ୍କୁ ଧରିଛି ବ୍ରହ୍ମପୁର ଭିଜିଲାନ୍ସ। ସେମାନେ ହେଲେ ଗଞ୍ଜାମ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର କନିଷ୍ଠ ସହାୟକ ସୁଶିଲ​‌ କୁମାର ପଟ୍ଟନାୟକ…

ଘରେ ପଡ଼ିଛି ସ୍ତ୍ରୀର ରକ୍ତ ଜୁଡୁବୁଡ଼ୁ ମୃତଦେହ, ୨ ଛୁଆଙ୍କୁ ନେଇ ଫେରାର୍ ସ୍ୱାମୀ

ନବରଙ୍ଗପୁର: ସ୍ତ୍ରୀକୁ ମାରିଲା… ୨ ଛୁଆଙ୍କୁ ନେଇ କୁଆଡ଼େ ପଳାଇଲା ସ୍ୱାମୀ । ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଖିଡ଼ିଙ୍ଗଗୁଡ଼ା ଗାଁରେ ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀ କେଉଁ ଆଡ଼େ ଫେରାର୍ ହୋଇ ଯାଇଥିବା ଅଭିଯୋଗ ହୋଇଛି । ମାଆକୁ ମାରିବା ପରେ ୨ ଛୁଆକୁ ନେଇ ପଳାଇଥିବା ଅଭିଯୋଗ…

ରକ୍ତାକ୍ତ ସଂଘର୍ଷ ଘଟଣାରେ କର୍ପୋରେଟର, ପୋଲିସ କର୍ମଚାରୀ ସହ ୭ ଗିରଫ

ବ୍ରହ୍ମପୁର:ବ୍ରହ୍ମପୁର ସହର ବିଜିପୁର ଲକ୍ଷ୍ମୀ ସାହିରେ ମଙ୍ଗଳବାର ରାତିରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟିଥିଲା । ଏନେଇ ଉଭୟ ଗୋଷ୍ଠୀ ତରଫରୁ ଏତଲା କ୍ରମରେ ବ୍ରହ୍ମପୁର ଟାଉନ୍‌ ଥାନାରେ ଦୁଇଟି ପୃଥକ ମାମଲା ରୁଜୁ ହୋଇଥିଲା । ପୋଲିସ ଏହି ଘଟଣାରେ ବ୍ରହ୍ମପୁର ମହାନଗର ନିଗମର ୨୫…

ବ୍ରହ୍ମପୁରରେ ବନ୍ଦ ଘରୁ ନେଇଗଲେ ୬ଶହ ଗ୍ରାମ୍‌ ସୁନା, ୧୧ ଲକ୍ଷ ଟଙ୍କା

ବ୍ରହ୍ମପୁର:ବ୍ରହ୍ମପୁର ସହରରେ ପୁଣି ଥରେ ମାତିଛନ୍ତି ଚୋର ଦଳ । ତାଲା ବନ୍ଦ ଘରୁ ପ୍ରାୟ ୬ଶହ ଗ୍ରାମ୍‌ ଓଜନର ସୁନା ଅଳଙ୍କାର ସହ ନଗଦ ୧୧ ଲକ୍ଷ ଟଙ୍କା ଓ କିଛି ରୂପା ଅଳଙ୍କାର ଚୋରି କରିନେଇଛନ୍ତି । ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ରହ୍ମପୁର ସୋମନାଥନଗର ତୃତୀୟ…

ବ୍ରାହ୍ମଣୀ ନଦୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଅନୁଗୁଳ: ବ୍ରାହ୍ମଣୀ ନଦୀରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର । ତାଳଚେର ଗହମ ଅଞ୍ଚଳ ଦେଇ ବହି ଯାଇଥିବା ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ମିଳିଛି । ହାତ ଗୋଡ଼ ବନ୍ଧା ଯାଇଥିବା ଅବସ୍ଥାରେ ନଦୀରେ ଭାସି ଯାଉଥିବା ବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ । ମୃତ…

ମଳଦ୍ଵାର ପଟେ ଗ୍ଲାସ୍ ପୁରାଇବା ଘଟଣା; ମାନବାଧିକାର କମିଶନରେ ଅଭିଯୋଗ ପରେ ତନାଘନା

ବ୍ରହ୍ମପୁର: ଗଞ୍ଜାମ ଜିଲାର ବୁଗୁଡ଼ା ବ୍ଲକର ବାଲିପଦର ଗ୍ରାମର କୃଷ୍ଣ ରାଉତଙ୍କ ମଳଦ୍ଵାର ପଟେ ଗ୍ଲାସ୍ ପୂରାଇବା ଘଟଣାରେ ନୂଆ ମୋଡ଼ ଆସିଛି। ଅସ୍ତ୍ରୋପଚାର କରାଯାଇ ପେଟରୁ ଗ୍ଲାସ କଢ଼ାଯାଇଛି ଏବଂ ବ୍ୟକ୍ତି ଜଣକ ସୁସ୍ଥ ଥିବା ଜଣାପଡ଼ିଛି । ତେବେ ଘଟଣା ପଦାକୁ ଆସିବା ବେଳେ ଏଭଳି ଅମାନବୀୟ…

ଦେବଗଡ଼ରେ ଯୁବକଙ୍କୁ ତୀର ମାରି ହତ୍ୟା ଉଦ୍ୟମ

ଭୁବନେଶ୍ୱର: ଦେବଗଡ଼ ଜିଲ୍ଲା ବାରକୋଟରେ ଜଣେ ଯୁବକଙ୍କୁ ଧନୁ ତୀରରେ ଆକ୍ରମଣ ହୋଇଛି । ଉପରଖଣ୍ଡମା ଗାଁରେ ତୀର ମାଡ଼ ଶିକାର ହୋଇ ଗୁରୁତର ଆହତ ହୋଇଛନ୍ତି। ଆହତ ହୋଇଥିବା ଯୁବକ ବାବୁ ଧିବର ବୋଲି ଜଣାପଡ଼ିଛି। ତୀର ମାରିବା ପରେ ଆକ୍ରମଣକାରୀ ଖସିଯାଉଥିବା ବେଳେ ଧିବରଙ୍କ ଜଣେ…

ନକଲି ଗୋଦାମ ଉପରେ ପୋଲିସର ଚଢାଉ

ଭୁବନେଶ୍ୱର:  ଭୁବନେଶ୍ୱର ଉପକଣ୍ଠ ହଂସପାଳ ପାଖରେ ଥିବା ଶିବଶକ୍ତିନଗର ଲେନ୍ ୧୫ରେ ଚଢାଉ ବେଳେ ନକଲି ଗୋଦାମ ଠାବ କରିଛି ପାହଳ ପୋଲିସ । ଏହି ଗୋଦାମରେ ନକଲି ଲୁଣ ଓ ସର୍ଫ ଗୁଣ୍ଡକୁ ବ୍ରାଣ୍ଡେଡ କଂପାନୀର ଜରିରେ ଭର୍ତ୍ତି କରାଯାଇ ପ୍ୟାକଂ କରାଯାଉଥିଲା । ଏଠାରୁ ଖେଲା ବଜାରରେ ବିକ୍ରି…

ଆଫଗାନିସ୍ତାନରେ ବିସ୍ଫୋରଣ

କାବୁଲ : ଆଫଗାନିସ୍ତାନର ରାଜଧାନୀ କାବୁଲ ଠାରେ ହୋଇଛି ବିସ୍ଫୋରଣ  ।  ରୁଷର ଦୂତାବାସ ନିକଟରେ ବିସ୍ଫୋରଣଟି ଘଟିଛି। ଏଥିରେ ରୁଷର ୨ ରାଷ୍ଟ୍ରଦୂତଙ୍କ ସମେତ ୨୦ ଜଣଙ୍କ ମୃତ୍ୟୁ ଘଟିଛି। କାବୁଲ ସହରର ଦାରୁଲ ଅମନ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଏହି ଅଞ୍ଚଳରେ ହିଁ ରୁଷ ଦୂତାବାସ ଅବସ୍ଥିତ।…

ବାଉନସର ରଖିବାପାଇଁ ଦରକାର ଅନୁମତି

ଭୁବନେଶ୍ୱର : ବାଉନସର ରଖିବାପାଇଁ ଦରକାର ଅନୁମତି । କମିଶନରେଟ ପୋଲିସ ବିନା ଅନୁମତିରେ ବାର ମାଲିକ ମାନେ ବାଉନସର ରଖିପାରିବେନାହିଁ   । ୨ ମାସ ପର୍ଯ୍ୟନ୍ତ ବାର ମାନଙ୍କରେ ଏହି ନିୟମ ଲାଗୁ ରହିବ  । ସେପ୍ଟେମ୍ବର ୭ ରୁ ନଭେମ୍ୱର ୫ ପର୍ଯ୍ୟନ୍ତ ନିୟମ ଲାଗୁ କରାଯିବ  । ସୁରକ୍ଷା ଦୃଷ୍ଟିରୁ…