Latest Odisha News
Browsing Category

ଅପରାଧ

ହାଇକୋର୍ଟରେ ହନିଟ୍ରାପ୍ ମାମଲା, ଖୋଲିବ କି ଅର୍ଚ୍ଚନାଙ୍କ ‘ନାଗ ଫାସ’ର ପୂରା ଗୁମର

ଭୁବନେଶ୍ୱର: ରହସ୍ୟମୟୀ ବ୍ଲାକେମଲର ଅର୍ଚ୍ଚନାଙ୍କୁ ନେଇ ଚର୍ଚ୍ଚା ଥମୁନି । ଗିରଫ ପରେ ଝାରପଡ଼ା ଜେଲରେ ଅର୍ଚ୍ଚନା ଥିବାବେଳେ ଗୋଟିଏ ପରେ ଗୋଟିଏ ନୂଆ ଓ ରୋଚକ ତଥ୍ୟ ଆସୁଛି । ଜେଲର ଅନ୍ଧାର କୋଠରିରେ ଅର୍ଚ୍ଚନା ଅଣନିଶ୍ୱାସୀ ହୋଇ ପଡ଼ିଥିବା ବେଳେ ଭୁବନେଶ୍ୱର ଏସଡିଜେଏମ୍ କୋର୍ଟରେ କରିଛନ୍ତି…

ବେଆଇନ୍‍ କାରଖାନାରୁ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ, ମସିନ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ସହର ଉପକଣ୍ଠ ତଥା ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ଏବଂ ଅଟୋନଗରରେ ଚାଲିଥିବା ବେଆଇନ ଗୁଟଖା କାରଖାନା ଉପରେ ପୋଲିସ ଚଢ଼ଉ କରିଛି। ପ୍ରାୟ ୧୦ କୋଟି ଟଙ୍କାର ଗୁଟଖା, କଞ୍ଚାମାଲ ଏବଂ ଯନ୍ତ୍ରପାତି ଜବତ ହୋଇଛି। ଏନେଇ ଗୋଳନ୍ଥରା ଥାନାରେ ତିନିଟି ମାମଲା ରୁଜୁ…

ଚୋର ସନ୍ଦେହରେ ନିରୀହଙ୍କୁ ପିଟିଲେ ଲୋକେ, ଚିକିତ୍ସା ପରେ ଛାଡ଼ିଲା ପୋଲିସ

ବ୍ରହ୍ମପୁର:ବେଶଭୂଷାରୁ ଚୋର ସନ୍ଦେହରେ ଗ୍ରାମବାସୀ ଯେଉଁ ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼ ମାରିଲେ, ପୋଲିସ ତଦନ୍ତ ବେଳେ ଜଣାପଡ଼ିଲା ସେ ନିରୀହ। ଆଉ ଶେଷରେ ପୋଲିସ ତାଙ୍କର ଚିକିତ୍ସା ପରେ ଛାଡ଼ିଲା। ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅନ୍ତର୍ଗତ ହନ୍ତୁଳୁ ଗ୍ରାମରେ ଗୁରୁବାର ରାତିରେ ଘଟିଛି ଏଭଳି କିଛି…

ସାଇବର ଠକଙ୍କ ଶିକାର ହେଲେ ଥାନା ଅଧିକାରୀ

ବ୍ରହ୍ମପୁର: ସାଧାରଣ ଲୋକଙ୍କ ପରେ ବର୍ତ୍ତମାନ ସରକାରୀ ଅଧିକାରୀମାନେ ମଧ୍ୟ ସାଇବର ଠକଙ୍କ ଶିକାର ହେବାରେ ଲାଗିଛନ୍ତି। ଏଭଳି କିଛି ସାଇବର ଅପରାଧର ଶିକାର ହୋଇଛନ୍ତି ଗଞ୍ଜାମ ଜିଲା ପାଟପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ। ତାଙ୍କ ନାଁରେ ଫେସବୁକ୍‌ ଏବଂ ହ୍ବାଟସଆପ୍‌ରେ ଆକାଉଣ୍ଟ ସାଇବର…

ନିଖୋଜର ମାସେ ପରେ ମିଳିଲା ଡିପ୍ଲୋମା ଛାତ୍ରଙ୍କ ଶବ

ବ୍ରହ୍ମପୁର: ଗଞ୍ଜାମ ଜିଲା ଗୋଳନ୍ଥରା ଥାନା କନିଷିସ୍ଥିତ ‘କନିଷି ଢାବା’ରେ କାମ କରୁଥିବା ଜଣେ ଡିପ୍ଲୋମା ଛାତ୍ର ନିଖୋଜ ହେବାର ପ୍ରାୟ ମାସେ ପରେ ତାଙ୍କ ମୃତ ଦେହ ମିଳିଛି। ମୃତକ ଜଣକ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ରାକେଶପଙ୍କା ଗ୍ରାମର ହେମନ୍ତ ମଲ୍ଲିକ। ହେମନ୍ତ କନିଷି…

ପାନୀୟରେ ନିଶା ଦେଇ ଅର୍ଚ୍ଚନା ସୁଟ୍ କରିଥିଲେ ନଗ୍ନ ଭିଡିଓ !

ଭୁବନେଶ୍ୱର: ଖୋଲୁଛି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର । କିଭଳି ସେ ଯୁବତୀଙ୍କୁ ତା ଜାଲରେ ଫସାଇ ଅନୈତିକ କାରବାରରେ ଲିପ୍ତ କରୁଥିଲା ଜଣାପଡ଼ିଛି । ନିଜ ଜାଲରେ ନିଜେ ପଡ଼ି ଅର୍ଚ୍ଚନା ଜେଲ୍ ଯାଇଥିବା ବେଳେ ଖଣ୍ଡଗିରି ଥାନାରେ ଜଣେ ପୀଡ଼ିତା କରିଥିବା ଏତଲାରୁ ସାଂଘାତିକ ତଥ୍ୟ ମିଳିଛି ।…

୧୦ ଦିନରେ ହଜାରେ ଜୁଆଡ଼ି ଗିରଫ, ୪୦ ଲକ୍ଷ ଟଙ୍କା ଜବତ

ବ୍ରହ୍ମପୁର: ଗଞ୍ଜାମ ଜିଲାରେ ଦଶହରା ଓ କୁମାର ପୂର୍ଣ୍ଣିମା ସମୟରେ ବ୍ୟାପକ ଭାବେ ଟଙ୍କା ଖେଳ ଚାଲିଥାଏ। ପରମ୍ପା ନାଁରେ ଚାଲିଥିବା ଜୁଆ ଖେଳ ଉପରେ ଜୋରଦାର୍‌ ଧରପଗଡ଼ କରିଛି ପୋଲିସ। ଗଞ୍ଜାମ ଜିଲାର ଦୁଇଟି ପୋଲିସ ଜିଲା ଯଥା ଗଞ୍ଜାମ ଏବଂ ବ୍ରହ୍ମପୁରରେ ଅକ୍ଟୋବର ଏକ ତାରିଖରୁ ୯ ତାରିଖ…

ଡାକ୍ତରଙ୍କ ଆକାଉଣ୍ଟରୁ ସାଇବର୍‌ ଠକ ନେଇଗଲେ ୩.୨୫ ଲକ୍ଷ ଟଙ୍କା

ବ୍ରହ୍ମପୁର: ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ)ର ୟୋନୋ ଆପ ବନ୍ଦ ହୋଇଯିବ କହି ଜଣେ ଡାକ୍ତରଙ୍କ ବ୍ୟାଙ୍କ ଆକାଉଣ୍ଟ ୩ ଲକ୍ଷ ୨୫ ହଜାର ଟଙ୍କା ଠକି ନେଇଗଲେ ସାଇବର୍‌ ଅପରାଧୀ। ଠକେଇର ଶିକାର ହୋଇଥିବା ଡାକ୍ତର ଜଣଙ୍କ ବ୍ରହ୍ମପୁର ସାଇବର ଏବଂ ଅର୍ଥନୈତିକ ଅପରାଧ ଥାନାରେ ଲିଖିତ ଅଭିଯୋଗ…

ଖାକିରେ କଳଙ୍କ, ରାସ୍ତା କଡ଼ରେ ଶୋଇଥିବା ଯୁବକଙ୍କ ମୋବାଇଲ୍ ଚୋରି କଲା ପୋଲିସ

ଲକ୍ଷ୍ନୌ: ପୁଣି ଖାକିରେ କଳଙ୍କ । ପୋଲିସ ସାଜିଲା ଚୋର । ପୋଲିସ ଯଦି ସାଧାରଣ ଲୋକଙ୍କଠାରୁ ଚୋରି କରିବ ତେବେ ନ୍ୟାୟ କାହାଠୁ ଆଶା କରାଯିବ। ଏପରି ଏକ ଦୃଶ୍ୟ ଉତ୍ତରପ୍ରଦେଶର କାନପୁରରେ ଦେଖିବାକୁ ମିଳିଛି। କାନପୁର ମହାରାଜପୁର ଅଞ୍ଚଳରେ ଏକ ରାସ୍ତା କଡ଼ରେ ଶୋଇଥିବା ଜଣେ ଯୁବକଙ୍କ ମୋବାଇଲ…

ଚାଷୀଙ୍କୁ ଦଳିଦେଲା ହାତୀ

ବ୍ରହ୍ମପୁର:ଛତିଶଗଡ଼ରୁ ଆସିଥିବା ଏକ ହାତୀପଲକୁ ଘଉଡାଇବା ବେଳେ ଚାଷୀଙ୍କୁ ଦଳିଦେଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକର ତାରସିଂ ଅଞ୍ଚଳରେ ଏହି ଘଟଣା ଘଟିଛି। ମୃତକ ଜଣକ ହେଲେ ଚାଷୀ ପବିତ୍ର ପାତ୍ର(୪୮)। ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ…